HIV - The Sakala

ତ୍ରିପୁରାରେ HIV ଭୟ: ସଂକ୍ରମିତ ହେଲେଣି ୮୨୮ ଛାତ୍ର, ଗଲାଣି ୪୭ ଜଣଙ୍କ ଜୀବନ
ନୂଆଦିଲ୍ଲୀ: ତ୍ରିପୁରାରୁ ଆସିଲା ଅଭାବନୀୟ ଖବର। ରାଜ୍ୟରେ ବଢ଼ିବାରେ ଲାଗିଛି ଏଚଆଇଭି ସଂକ୍ରମିତଙ୍କ ସଂଖ୍ୟା । ରାଜ୍ୟରେ ୮୨୮ ଜଣା ଛାତ୍ର ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ୪୭ ଜଣଙ୍କ ଜୀବନ ଯାଇଛି। ଯାହାକୁ ନେଇ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି ଏହି ଖବର। ତେବେ ଏହାକୁ ନେଇ ତ୍ରିପୁରା ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ପ୍ରତିକ୍ରିୟା ପ୍ରକାଶ ପାଇଛି। ତେବେ ଏହି ରିପୋର୍ଟ ବିଭ୍ରାନ୍ତିକର ବୋଲି କୁହାଯାଇଛି । କୁହାଯାଇଛି କି, ଏହି ସଂଖ୍ୟା ୨୦୦୭ରୁ ୨୦୨୪ର ରିପୋର୍ଟ।

ସନାତନ ବିବାଦରେ ଘିଅ ଢାଲିଲେ ଡିଏମ୍‌କେ ଏମ୍‌ପି ଏ ରାଜା, ଏଚଆଇଭି ଅବା କୁଷ୍ଠ ରୋଗ ସହ କଲେ ତୁଳନା
ନୂଆଦିଲ୍ଲୀ: ତାମିଲନାଡୁ ସିଏମ ଏମକେ ଷ୍ଟାଲିନଙ୍କ ପୁଅ ଉଦୟନିଧିଙ୍କ ପରେ ଡିଏମକେ ସାଂସଦଙ୍କ ବିବାଦୀୟ ବୟାନ । ସନାତନ ଧର୍ମକୁ HIV ସହ କଲେ ତୁଳନା । କହିଲେ ସନାତନ ଧର୍ମ HIV ଏବଂ କୁଷ୍ଠ ରୋଗ ଭଳି ସାମାଜିକ କଳଙ୍କ ରୋଗ ବୋଲି ଜାଣିବା ଉଚିତ୍ । ଏ. ରାଜା କହିଛନ୍ତି କି, ଉଦୟନିଧି ଡେଙ୍ଗୁ ଏବଂ ମ୍ୟାଲେରିଆ ସହ ସନାତନ ଧର୍ମକୁ ତୁଳନା କରି ନରମ ବୟାନ ଦେଇଛନ୍ତି । ବାସ୍ତବରେ କିନ୍ତୁ ଏହା HIV ଭଳି ସାମାଜିକ କଳଙ୍କ ରୋଗ ଭଳି ।

ଏହି ବୟାନ ପରେ ରାଜନୈତିକ ମହଲରେ ହଟଚମଟ ସୃଷ୍ଟି ହୋଇଛି । ପୂର୍ବରୁ ଉଦୟନିଧି ଡେଙ୍ଗୁ ଏବଂ ମ୍ୟାଲେରିଆ ସହ ସନାତନ ଧର୍ମକୁ ତୁଳନା କରିଥିବାବେଳେ ଘଟଣାକୁ ନେଇ ୟୁପିରେ ମାମଲା ମଧ୍ୟ ରୁଜୁ ହୋଇଛି । ସେପଟେ ବିରୋଧୀମାନେ ବାରମ୍ବାର ଅଭିଯୋଗ କରୁଛନ୍ତି କି, ବିଜେପି ସରକାର ଧର୍ମ ନାଁରେ ରାଜନୀତି କରୁଛନ୍ତି ।

ସୁସ୍ଥ ହେବେ ଏଡସ୍‌ ରୋଗୀ ! ଖୁବ ଶୀଘ୍ର ମିଳିପାରେ ଏଚଆଇଭି ଟିକା, କ୍ଲିନିକାଲ ଟ୍ରାଏଲରେ ୯୭ ପ୍ରତିଶତ ସଫଳ ହେଲା ଟିକା
ନୂଆଦିଲ୍ଲୀ: ବିଶ୍ୱ ପାଇଁ ଖୁସି ଖବର । ସୁସ୍ଥ ହେବେ ମାରାତ୍ମକ ଏଚଆଇଭି ଏଡସ୍‌ରେ ଆକ୍ରାନ୍ତ ରୋଗୀ । ଏଚଆଇଭି ରୋଗୀଙ୍କ ପାଇଁ ଆସିପାରେ ରାମବାଣ। ବିଶ୍ବକୁ ଖୁବ୍ ଶୀଘ୍ର ମିଳିବାକୁ ଯାଉଛି ଏଚଆଇଭି ଟିକା । ପରୀକ୍ଷାମୂଳକଭାବେ ପ୍ରସ୍ତୁତ ହୋଇଥିବା ଟିକାର ପରୀକ୍ଷଣ ଏବେ ୯୭ ପ୍ରତିଶତ ସଫଳ ହୋଇଥିବା ଜଣାପଡିଛି । ଟେକ୍ସସାସ୍ ବିଶ୍ୱବିଦ୍ୟାଳୟ ଦ୍ୱାରା ଜାରି ଏକ ରିପୋର୍ଟରେ କୁହାଯାଇଛି କି ସଂକ୍ରମଣରେ ଶିକାର ହେଉଥିବା ରୋଗୀଙ୍କ ଶରୀରରୁ ରୋଗ ପ୍ରତିଷେଧକ ଦ୍ରୁତ ଗତିରେ ହାସ୍ର ପାଇଥାଏ ।

ସାରା ପୃଥିବୀରେ ଲକ୍ଷ ଲକ୍ଷ ଲୋକ ଏଡସ୍‌ରେ ଆକ୍ରାନ୍ତ ହୋଇ ଜୀବନ ସହ ସଂଘର୍ଷ କରୁଛନ୍ତି । ସଂକ୍ରମଣ ଶିକାର ହେଉଥିବା ରୋଗୀଙ୍କ ଶରୀରରୁ ରୋଗ ପ୍ରତିଷେଧକ ଦ୍ରୁତ ଗତିରେ ହ୍ରାସ ପାଇଥାଏ। ଏହାର କୌଣସି ଚିକିତ୍ସା ପଦ୍ଧତି ନଥିବାରୁ ପ୍ରାଣ ହରାଇଥାନ୍ତି ଲୋକେ । ତେବେ ଏଚଆଇଭିକୁ ନେଇ ଏବେ ବଡ଼ ଖବର ଆସିଛି । ବିଶ୍ବବାସୀଙ୍କୁ ଖୁବ୍ ଶୀଘ୍ର ମିଳିବାକୁ ଯାଉଛି ଏଡସ୍‌ ଟିକା । ଏଚଆଇଭି ଭ୍ୟାକ୍ସନକୁ ନେଇ ବୈଜ୍ଞାନିକମାନେ କରିଥିବା କ୍ଲିନିକାଲ ଟ୍ରାଏଲରେ ସୁଫଳ ମିଳିଛି । ୯୭ପ୍ରତିଶତ ଲୋକଙ୍କ ଦେହରେ ଏଡସ୍‌ ବିରୋଧରେ ରୋଗ ପ୍ରତିଷେଧକ ଶକ୍ତି ବୃଦ୍ଧି ପାଇଛି ।

ବୈଜ୍ଞାନିକମାନେ ୩୬ଜଣ ସ୍ବେଚ୍ଛାସେବୀଙ୍କ ଉପରେ ଏଚଆଇଭି ଟିକାକୁ ପରୀକ୍ଷାମୂଳକ ଭାବେ ଟ୍ରାଏଲ କରିଥିଲେ । ଏଥିରେ ୩୫ଜଣଙ୍କ ଶରୀରରେ ରୋଗ ବିରୋଧରେ ଆଣ୍ଟିବଡି ସୃଷ୍ଟି ହୋଇଥିବା ଜଣାପଡ଼ିଛି । ତେବେ ଏହା ଏଚଆଇଭି ବିରୋଧରେ କେତେ ଫଳପ୍ରଦ ହେବ ତାହା ସ୍ପଷ୍ଟ ହୋଇନି ।

ଇସ୍ରାଏଲ ବୈଜ୍ଞାନିକଙ୍କ ସଫଳ ପରୀକ୍ଷଣ: ଗୋଟିଏ ଡୋଜ୍ ଟିକା ନେଲେ ଭଲ ହେବ ଏଚଆଇଭି ଏଡସ୍
ନୂଆଦିଲ୍ଲୀ: କର୍କଟ ରୋଗ ପରେ ଏବେ ଏଚଆଇଭି ଏଡସ୍ ଭଳି ଦୁରାରୋଗର ଚିକିତ୍ସା ମଧ୍ୟ ସମ୍ଭବ ହେବ। ଇସ୍ରାଏଲର ବୈଜ୍ଞାନିକମାନେ ଏଭଳି ଏକ ଟିକା ପ୍ରସ୍ତୁତ କରିଛନ୍ତି ଯାହାର ଗୋଟିଏ ଡୋଜ୍ ଟିକା ନେଲେ ଭଲ ହୋଇପାରିବ ଏଡସ୍ ଭଳି ରୋଗ। ଇସ୍ରାଏଲର ତେଲ୍ ଅବିବ ବିଶ୍ୱ ବିଦ୍ୟାଳୟରେ ଏହାର ପରୀକ୍ଷଣ ହୋଇଛି । ବୈଜ୍ଞାନିକମାନେ ଶରୀରରେ ଥିବା ଟାଇପ୍-ବି-ଧଳା ରକ୍ତ କଣିକାର ଜିନରେ କିଛି ପରିବର୍ତ୍ତନ କରିଥିଲେ । ରକ୍ତ କଣିକାରେ ପରିବର୍ତ୍ତନ କରିବା ପରେ ଏହା HIV  ଏଡସକୁ ମାତ୍ ଦେବାରେ ସମ୍ଭବ ହେଉଛି । ଏହି ସଫଳତା ପରେ HIV ଏଡସ୍ ଭଳି ରୋଗର ଚିକିତ୍ସାର ଆଶା ବଢ଼ାଇ ଦେଇଛି।

ବର୍ତ୍ତମାନ ସୁଦ୍ଧା HIV  ଏଡସର ଚିକିତ୍ସା ପାଇଁ କୌଣସି ଔଷଧ ପ୍ରସ୍ତୁତ ହୋଇନାହିଁ । କିନ୍ତୁ ଔଷଧ ଦ୍ୱାରା ଏହି ରୋଗ ବ୍ୟାପିବା ବନ୍ଦ ହୋଇପାରେ । ୨୦୨୦ରେ ଏକ ରିପୋର୍ଟ ଅନୁଯାୟୀ ବିଶ୍ୱରେ ୩.୭ କୋଟି ଲୋକ ଏଥିରେ ସଂକ୍ରମିତ ଅଛନ୍ତି । ଏହା ମୁଖ୍ୟତଃ ଅସୁରକ୍ଷିତ ଯୌନ ସମ୍ପର୍କ, ଦୂଷିତ ରକ୍ତ ସଂକ୍ରମଣ, ସଂକ୍ରମିତ ସିରିଞ୍ଜର ବ୍ୟବହାର ଏବଂ HIV ସଂକ୍ରମିତ ମା’ଠାରୁ ତାଙ୍କ ପିଲା ପର୍ୟ୍ୟନ୍ତ ଏହି ରୋଗ ବ୍ୟାପିଥାଏ ।