Expensive Burger - The Sakala

ବିଶ୍ବର ସବୁଠୁ ମହଙ୍ଗା ବର୍ଗର୍‌
କରୋନା ମହାମାରୀ ଯୋଗୁଁ ଅଧ଄କ କ୍ଷତିଗ୍ରସ୍ତ  ହୋଇଛି ହୋଟେଲ ଶିଳ୍ପ। ନେଦରଲ୍ୟାଣ୍ଡର ଏକ ଫୁଡ୍‌ ଆଉଟ୍‌ଲେଟ୍ ଏହି ପରିପ୍ରେକ୍ଷୀରେ ବିଶ୍ବର ସବୁଠୁ ମହଙ୍ଗା ବର୍ଗର୍‌ ପ୍ରସ୍ତୁତ କରିଛି। ଏହି ବର୍ଗରର ନାମ ‘ଦ ଗୋଲଡେନ୍‌ ବୟ’ । ଏହି ବର୍ଗରର ଦାମ୍ ଭାରତୀୟ ମୁଦ୍ରାରେ ୪ ଲକ୍ଷ ୪୭ ହଜାର ଟଙ୍କା ରଖାଯାଇଛି। ଏହି ଦାମ୍‌ରେ ଏକ କାର୍ ମଧ୍ୟ କିଣାଯାଇପାରିବ। ‘ଆଉଟ୍‌ଲେଟ୍‌ ଡେ ଡାଲଟନ୍‌ସ୍’ ନାମକ ଏହି ଫୁଡ୍‌ ଆଉଟ୍‌ଲେଟ୍‌ର ସଂସ୍ଥାପକ ରବର୍ଟ ଜେନ୍‌ ଡି ବିନ୍‌ଙ୍କ କହିବା ଅନୁସାରେ, ମୁଁ ପିଲାଦିନରୁ ବିଶ୍ବ ରେକର୍ଡ ଭାଙ୍ଗିବା ଚକ୍କରରେ ଥ଄ଲି। ଏବେ ମୋ ସ୍ବପ୍ନ ପୂରଣ ହୋଇଛି। ଏହାପୂର୍ବରୁ ଏହି ରେକର୍ଡ ଆମେରିକାର ଜୁସିଜ୍‌ ଆଉଟଲା ଗ୍ରୀଲ୍‌ଙ୍କ ନାମରେ ଥ଄ଲା। ଜୁସିଜ୍‌ଙ୍କ ବର୍ଗରର ଦାମ୍‌ ତିନି ଲକ୍ଷ ୭୨ ହଜାର ଟଙ୍କା ଥ଄ଲା।