Ganjam Police Encounter - The Sakala

ଗଞ୍ଜାମରେ ପୋଲିସ ଏନ୍‌କାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ କାଳିଆ ଆହତ, ଗୋଡ଼ରେ ବାଜିଛି ଗୁଳି
ଗଞ୍ଜାମ: ଆକ୍ସନ୍‌ ମୋଡ଼ରେ ବ୍ରହ୍ମପୁର ପୁଲିସ । ପୋଲିସ ଏନ୍‌କାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ କାଳିଆ ଆହତ । ଗଞ୍ଜାମ ଜିଲ୍ଲାର ପୁରୁଷୋତ୍ତମପୁର ଅଞ୍ଚଳରେ କାଳିଆକୁ ଏନ୍‌କାଉଣ୍ଟର କରିଛି ପୋଲିସ । ଏଥିରେ ଦୁର୍ଦ୍ଦାନ୍ତ ଅପରାଧୀ ଘନଶ୍ୟାମ ବେହେରା ଓରଫ୍ କାଳିଆର ଆଣ୍ଠୁରେ ଗୁଳି ବାଜିଥିବା ସୂଚନା ମିଳିଛି।

ପୋଲିସ ସୂତ୍ରରୁ ପ୍ରକାଶ ଯେ, ପୁରୁଷୋତ୍ତମପୁର ଥାନା ଅଧିକାରୀ (IIC) କୁଳମଣି ସେଠୀ ଏବଂ ତାଙ୍କ ଟିମ୍ କୋଦଳା-ସିଂହାସିନୀ ରାସ୍ତାରେ କାଳିଆ ସହ ସାମ୍ନାସାମ୍ନି ହୋଇଥିଲେ। ସେହି ସମୟରେ ଅପରାଧୀ କାଳିଆ ପୋଲିସ ଟିମ୍ ଉପରକୁ ପ୍ରଥମେ ଗୁଳି ଚଳାଇଥିଲା। ପୋଲିସ ପକ୍ଷରୁ ଆତ୍ମରକ୍ଷା ପାଇଁ ପାଲଟା ଗୁଳି ଚାଳନା କରାଯାଇଥିଲା। ଏହି ଗୁଳିବିନିମୟରେ କାଳିଆର ଗୋଡ଼ରେ ଗୁଳି ବାଜିଥିଲା।

ଅପରାଧୀ କାଳିଆ ନାମରେ ହତ୍ୟା, ହତ୍ୟା ଉଦ୍ୟମ, ଚୋରି ଏବଂ ଡକାୟତି ଭଳି ଏକାଧିକ ସଙ୍ଗିନ ମାମଲା ବିଭିନ୍ନ ଥାନାରେ ପଞ୍ଜିକୃତ ରହିଛି। ସେ ପୁରୁଷୋତ୍ତମପୁର ପୋଲିସ ଷ୍ଟେସନରେ ରୁଜୁ ହୋଇଥିବା ୩ଟି ମାମଲାରେ ଫେରାର୍ ଥିଲା। ବର୍ତ୍ତମାନ ପୋଲିସ ତାକୁ ଗିରଫ କରିବା ସହ ଘଟଣାର ଅଧିକ ତଦନ୍ତ ଜାରି ରଖିଛି।