OLX - The Sakala

୮୦୦ କର୍ମଚାରୀଙ୍କୁ ଛଟେଇ କଲା OLX ଗ୍ରୁପ୍‌
ନୂଆଦିଲ୍ଲୀ: ଅନଲାଇନ​‌ରେ ଜିନିଷ କିଣିବା ଏବଂ ବିକ୍ରି ସୁବିଧା ପ୍ରଦାନ କରୁଥିବା କମ୍ପାନୀ OLX ଏହାର କିଛି କର୍ମଚାରୀଙ୍କୁ ଛଟେଇ କରିଛି।  OLX  ଭିନ୍ନଭିନ୍ନ ବିଭାଗରୁ ପ୍ରାୟ ୮୦୦ କର୍ମଚାରୀଙ୍କୁ ଚାକିରିରୁ ବାହାର କରିଛି। ଏହି ନିଷ୍ପତ୍ତିର ପ୍ରଭାବ OLXର ପ୍ୟରେଣ୍ଟ କମ୍ପାନୀ କର୍ମଚାରୀଙ୍କ ଉପରେ ପଡ଼ିଛି।

ଖବର ଅନୁଯାୟୀ, ଏହାର କିଛି ସ୍ଥାନରେ ଥିବା Olx Autos ନାମକ ଏହାର କାର୍‌ ବିକ୍ରି ବ୍ୟବସାୟକୁ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି। କମ୍ପାନୀ କାରବାରକୁ ଚାଲୁ ରଖିବା ପାଇଁ ନିବେଶକଙ୍କ କିମ୍ବା ଗ୍ରାହକଙ୍କ ଖୋଜିବାକୁ ଚେଷ୍ଟା କରିଥିଲା କିନ୍ତୁ ଦୁର୍ଭାଗ୍ୟର ଏହାର ସମାଧାନ ହୋଇପାରି ନ ଥିଲା। ଯାହା ଫଳରେ ଏହାକୁ ବନ୍ଦ କରିବାକୁ କଠିନ ନିଷ୍ପତ୍ତି ନେବାକୁ ପଡ଼ିଲା। କିଛି ସପ୍ତାହ ତଳେ OLX  ଗ୍ରୁପ୍‌ ନିଜ କର୍ମଚାରୀଙ୍କ ସଂଖ୍ୟାରେ ୧୫% କମ୍‌ କରିବାକୁ ଯୋଜନା କରୁଥିବା ନେଇ ଘୋଷଣା କରିଥିଲା। ତେବେ କମ୍ପାନୀ ଛଟେଇ ହୋଇଥିବା କର୍ମଚାରୀଙ୍କୁ ସାହଯ୍ୟ ଯୋଗାଇବ ବୋଲି ମଧ୍ୟ କହିଛି।

ଆର୍ମି ଅଫିସର କହି ଠକି ନେଇଗଲା ୨୦ ହଜାର
ଭୁବନେଶ୍ୱର : ଓଏଲ୍‍ଏକ୍ସରୁ ମୋବାଇଲ୍‍ କିଣିବା ଜଣେ ଯୁବକଙ୍କ ପାଇଁ ମହଙ୍ଗା ପଡ଼ିଛି। ସାଇବର ଠକ ନିଜକୁ ଆର୍ମି ଅଫିସର ବୋଲି ପରଚୟ ଦେଇ ମୋବାଇଲ୍‍ ବିକ୍ରି ଆଳରେ ୨୦ ହଜାର ଟଙ୍କା ଠକି ନେଇଛି। ଠକେଇର ଶିକାର ହୋଇଥିବା ଲକ୍ଷ୍ମୀସାଗର ଥାନା ଚିନ୍ତାମଣୀଶ୍ୱରର ଅନିତ ସାହୁ ସାଇବର ହେଲ୍ପଡେସ୍କରେ ଅଭିଯୋଗ କରିଛନ୍ତି। ଓଏଲ୍‍ଏକ୍ସରେ ଏକ ପୁରୁଣା ମୋବାଇଲ ବିକ୍ରିର ବିଜ୍ଞାପନ ଦେଖି ଅନିତ ଫୋନ୍‍ ନମ୍ବରରେ ଯୋଗାଯୋଗ କରିଥିଲେ। ଫୋନ ଉଠାଇଥିବା ଠକ ଜଣଙ୍କ ନିଜକୁ ଆର୍ମି ଅଫିସର ପରିଚୟ ଦେଇ ଅଗ୍ରିମ ଆକାରରେ ୫ଶହ ଟଙ୍କା ପଠାଇବାକୁ କହିଥିଲା। ଅନିତ ଟଙ୍କା ପଠାଇବା ପରେ ସମସ୍ୟା ଥିବାରୁ ତାହା ରଦ୍ଦ ହୋଇଯାଇଥିବା ଠକ କହିଥିଲା। ତେଣୁ ଆଉଥର ଟଙ୍କା ପଠାଅ ମୋ ଆକାଉଣ୍ଟକୁ ଟଙ୍କା ଆସିଲେ ଫେରାଇ ଦେବି ବୋଲି କହିଥିଲା ଠକ। ଅନିତ ପୁଣି ୫ହଜାର ଟଙ୍କା ପଠାଇବା ପରେ ଠକ ବିଭିନ୍ନ ଆଳରେ ୨୦ ହଜାର ଟଙ୍କା ଠକି ନେଇଥିଲା।