Kakori - The Sakala

ଲକ୍ଷ୍ନୌରୁ ଦୁଇ ସନ୍ଦିଗ୍ଧ ଆତଙ୍କବାଦୀ ଗିରଫ
ଲକ୍ଷ୍ନୌ: ଲକ୍ଷ୍ନୌର କାକୋରୀ ଅଞ୍ଚଳରୁ ଦୁଇ ସନ୍ଦିଗ୍ଧ ଆତଙ୍କବାଦୀଙ୍କୁ ଏଟିଏସ୍ ଗିରଫ କରିଛି। ଗିରଫ ଦୁଇ ଜଣଙ୍କ ଲିଙ୍କ ଆତଙ୍କାବଦୀ ସଙ୍ଗଠନ ଅଲକାଏଦା ସହ ରହିଥିବା ନେଇ ସନ୍ଦେହ କରାଯାଉଛି। କୌଣସି ଏକ ବଡ ଧରଣର ଆତଙ୍କାବଦୀ ଆକ୍ରମଣ ପାଇଁ ଏ ଦୁଇ ବ୍ୟକ୍ତି ଷଢ଼ଯନ୍ତ୍ର କରୁଥିବା ସନ୍ଦେହ ରହିଛି। ଗିରଫ ଦୁଇ ଜଣ ସନ୍ଦିଗ୍ଧଙ୍କ ମଧ୍ୟରୁ ଜଣଙ୍କ ନାମ ସାହିଦ ବୋଲି ଜଣାପଡିଛି। ସେ ମଲିହାବାଦର ବାସିନ୍ଦା। ଯେଉଁ ଘରେ ଚଢ଼ାଉ ହୋଇଛି ଉକ୍ତ ଘରଟି ସାହିଦଙ୍କର ଏଠାରେ ସେ ନିଜ ପରିବାର ସହ ରହୁଥିଲା ଏବଂ ଏକ ଗ୍ୟାରେଜରେ କାମ କରୁଥିଲା।

ଆଇଜି ଜି.କେ ଗୋସ୍ୱାମୀଙ୍କ ତତ୍ୱାବଧାନରେ ଚାଲିିଥିବା ଏହି ଅପରେଶନରେ ଏପର୍ୟ୍ୟନ୍ତ ଦୁଇଟି ପ୍ରେସରକୁକର ବୋମା, ଟାଇମ୍ ବମ ଓ ବହୁ ପରିମାଣର ଗୁଳାବାରୁଦ ଜବତ୍ କରାଯାଇଛି ।

ସୂଚନା ମୁତାବକ ଅନେକ ଦିନ ହେବ ଏଟିଏସ ତରଫରୁ ଏହି ଘର ଉପରେ ନଜର ରହିଥିଲା । କୁହାଯାଇଛି କି ସୂଚନା ସ୍ପଷ୍ଟ ହେବା ପରେ ଆଜି ଏହି ଘର ଉପରେ ଚଢାଉ କରାଯାଇଛି । ୩/୪ ଜଣ ସନ୍ଦିଗ୍ଧ ଯୁବକ କିଛିଦିନ ହେବ ସେହି ଘରକୁ ଯାତାୟତ କରୁଥିଲେ ।

ଏହି ଟିମ୍ ଘର ଭିତରେ ଉପସ୍ଥିତ ଲୋକଙ୍କୁ ପଚରାଉଚରା କରୁଛି। ଏଟିଏସ୍ ଟିମ୍ ସହିତ ବହୁ ପୁଲିସ ଫୋର୍ସ ମଧ୍ୟ ଉପସ୍ଥିତ ଅଛି। ଘର ଭିତରେ ଏଟିଏସ୍ ପ୍ରେସର କୁକର ବୋମା ଏବଂ ଟାଇମ୍ ବୋମା ପାଇଛି। ଆହୁରି କିଛି ସନ୍ଦିଗ୍ଧ ଲୋକ ସ୍ଥାନୀୟ ଅଞ୍ଚଳରେ ଲୁଚି ରହିଥିବା ନେଇ ଆଶଙ୍କା ରହିଛି। ଏଥିପାଇଁ ଏହି ଅଞ୍ଚଳକୁ କର୍ଡନ କରି ସର୍ଚ୍ଚ ଅପରେସନ ଜାରି ରହିଛି।