Law Student Arrested - The Sakala

ଶାସ୍ତ୍ରୀ ନଗର ସଡକ ଦୁର୍ଘଟଣା ମୃତ୍ୟୁ; ରାସ୍ ଡ୍ରାଇଭିଂ ଓ ଡ୍ରଙ୍କନ ଡ୍ରାଇଭ୍ ମାମଲାରେ ଡ୍ରାଇଭର ଗିରଫ
ଭୁବନେଶ୍ୱର: ଭୁବନେଶ୍ୱରର ଶାସ୍ତ୍ରୀ ନଗର ଛକ ନିକଟରେ ସୋମବାର ବିଳମ୍ବିତ ରାତିରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ଘଟିଛି । ମଦ୍ୟପାନ କରି ଏକ ଏସୟୁଭି (SUV) କାର୍ ଚଳାଉଥିବା ଜଣେ ଆଇନ ଛାତ୍ର ଏକ ମୋଟରସାଇକେଲକୁ ସାମ୍ନାରୁ ଧକ୍କା ଦେବା ଫଳରେ ଜଣେ ୩୪ ବର୍ଷୀୟ ଯୁବକଙ୍କର ପ୍ରାଣହାନି ଘଟିଛି। ଏହି ଘଟଣାରେ ପୋଲିସ ଅଭିଯୁକ୍ତକୁ ଗିରଫ କରିଛି। ରାସ୍‌ ଡ୍ରାଇଭିଂ ଓ ଡ୍ରଙ୍କନ ଡ୍ରାଇଭ୍‌ ମାମଲାରେ ଡ୍ରାଇଭରକୁ ଗିରଫ କରିଛି ପୋଲିସ । କିଲର୍ କାର୍ ଡ୍ରାଇଭର ଜଣକ ହେଲେ ସୌମ୍ୟ ରଞ୍ଜନ ରଥ । ପୋଲିସ ସୂଚନା ଅନୁଯାୟୀ, ବେପରୁଆ ତଥା ନିଶାସକ୍ତ ଅବସ୍ଥାରେ ଗାଡ଼ି ଚଳାଇବା ଅଭିଯୋଗରେ ତାଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି। ମୃତକଙ୍କ ନାମ ଦେବୀ ପ୍ରସାଦ ରାଉତରାୟ ବୋଲି ଜଣାପଡ଼ିଛି।

ସୋମବାର ରାତି ପ୍ରାୟ ୧୦.୩୦ ସମୟରେ ଏହି ଦୁର୍ଘଟଣା ଘଟିଥିଲା। ଦ୍ରୁତ ଗତିରେ ଆସୁଥିବା ଏକ ଏସୟୁଭି କାର୍ ଶାସ୍ତ୍ରୀ ନଗର ଛକ ନିକଟରେ ଦେବୀ ପ୍ରସାଦଙ୍କ ମୋଟରସାଇକେଲକୁ ଧକ୍କା ଦେଇଥିଲା। ଧକ୍କା ଏତେ ଜୋରରେ ହୋଇଥିଲା ଯେ, ବାଇକ୍‌ଟି ସମ୍ପୂର୍ଣ୍ଣ ରୂପେ ଭାଙ୍ଗି ଚୁରମାର୍ ହୋଇଯାଇଥିଲା। ଏହି ଘଟଣା ସମ୍ପର୍କରେ ଜୋନ୍-୧ ଏସିପି ରମେଶ ଚନ୍ଦ୍ର ବିଶୋୟୀ କହିଛନ୍ତି ଯେ ଦୁର୍ଘଟଣା ସମୟରେ ରଥ ନିଶାସକ୍ତ ଅବସ୍ଥାରେ ଏକ ବିଳାସପୂର୍ଣ୍ଣ ଏସୟୁଭି ଚଳାଉଥିଲେ। ଶବ୍ଦ ଶୁଣି ସ୍ଥାନୀୟ ଲୋକେ ଘଟଣାସ୍ଥଳକୁ ଦୌଡ଼ି ଆସିଥିଲେ ଏବଂ ଗୁରୁତର ଆହତ ଅବସ୍ଥାରେ ଦେବୀ ପ୍ରସାଦଙ୍କୁ ତୁରନ୍ତ କ୍ୟାପିଟାଲ୍ ହସ୍ପିଟାଲ୍ ନେଇଥିଲେ। ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।