Blood Group - The Sakala
ଆମ ଭିତରେ ଅନେକ ଲୋକ ବେଶ୍‌ ବୁଦ୍ଧିମାନ ଓ ଚାଲାକ ହୋଇଥିବାବେଳେ ଆଉ କିଛି ଲୋକ ବୋକା ପ୍ରକୃତିର ହୋଇଥାନ୍ତି। ବ୍ଲଡ୍‌ ଗ୍ରୁପ୍‌ର ପ୍ରଭାବ ମଣିଷର ସ୍ୱଭାବ ଉପରେ ମଧ୍ୟ ପଡ଼ିଥାଏ ବୋଲି ଅନେକ ଗବେଷଣାରୁ ଜଣାପଡ଼ିଛି। ତେବେ ଆସନ୍ତୁ ଜାଣିବା ବ୍ଲଡ୍‌ ଗ୍ରୁପ୍‌ରୁ ମଣିଷର ସ୍ୱଭାବ ବିଷୟରେ-
‘ଏ’
‘ଏ’ ବ୍ଲଡ୍‌ ଗ୍ରୁପ୍‌ର ଲୋକେ ଜୀବନରେ ଭଲ ରୋଲ୍‌ ମଡେଲ୍‌ ସାବ୍ୟସ୍ତ ହୋଇଥାନ୍ତି। ଏହି ବ୍ଲଡ୍‌ ଗ୍ରୁପ୍‌ର ଲୋକଙ୍କ ମଧ୍ୟରେ ସଫଳତା ପାଇବା ନିଶା ଅଧିକ ଥାଏ। ଏମାନେ ସମସ୍ତଙ୍କୁ ନେଇ ଜୀବନରେ ଚାଲିବା ପାଇଁ ପସନ୍ଦ କରନ୍ତି। ‘ଏ’ ବ୍ଲଡ୍‌ ଗ୍ରୁପ୍‌ର ଲୋକେ ଦାୟିତ୍ୱବାନ୍‌ ସ୍ୱଭାବର ହୋଇଥାନ୍ତି। ଭଲ ବନ୍ଧୁ ମଧ୍ୟ ହୋଇଥାନ୍ତି। ଏମାନେ ନିଜ ଅପେକ୍ଷା ଅନ୍ୟମାନଙ୍କ କଥା ବେଶୀ ଭାବନ୍ତି।
‘ବି’
‘ବି’ ବ୍ଲଡ୍‌ ଗ୍ରୁପ୍‌ର ଲୋକେ ‘ଏ’ ବ୍ଲଡ୍ ଗ୍ରୁପ୍‌ର ଲୋକଙ୍କଠାରୁ ସଂପୂର୍ଣ୍ଣ ଅଲଗା ହୋଇଥାନ୍ତି। ଏମାନେ କିଛି ଭାବି ନ ଚିନ୍ତି ନିଷ୍ପତ୍ତି ନେଇଥାନ୍ତି। ବେଶ୍ ମେଳାପୀ ସ୍ୱଭାବର ହୋଇଥାନ୍ତି। ଅବଶ୍ୟ ଏମାନେ ସ୍ୱାର୍ଥପର ହୋଇଥାନ୍ତି। ‘ବି’ ବ୍ଲଡ୍‌ ଗ୍ରୁପ୍‌ର ଲୋକେ ନିଜ ସର୍ତ୍ତ ଅନୁସାରେ କାମ କରିବାକୁ ପସନ୍ଦ କରନ୍ତି।
‘ଏବି’
‘ଏବି’ ବ୍ଲଡ୍ ଗ୍ରୁପ୍‌ର ଲୋକେ ବନ୍ଧୁପ୍ରିୟ ଓ କଳ୍ପନାପ୍ରିୟ ହୋଇଥାନ୍ତି। ଏହି ବ୍ଲଡ୍‌ ଗ୍ରୁପ୍‌ର ଲୋକେ ଦାର୍ଶନିକ ମିଜାଜ୍‌ର। ଏମାନେ ବୁଝିବିଚାରି ନିଷ୍ପତ୍ତି ନିଅନ୍ତି। ଜଲ୍‌ଦି କାହା କଥାରେ ଏମାେନ ବିଶ୍ୱାସ କରିଯାଆନ୍ତି ନାହିଁ । କିନ୍ତୁ ଭଲ ବନ୍ଧୁ ସାବ୍ୟସ୍ତ ହୁଅନ୍ତି।
‘ଓ’
‘ଓ’ ବ୍ଲଡ୍ ଗ୍ରୁପ୍‌ର ଲୋକେ ଯେକୌଣସି ବ୍ଲଡ୍ ଗ୍ରୁପ୍‌ର ଲୋକଙ୍କୁ ରକ୍ତ ଦେଇପାରିବେ। ଏମାନେ ବେଶ୍‌ ମେଳାପୀ ସ୍ୱଭାବର ହୋଇଥାନ୍ତି। ଏହି ବ୍ଲଡ୍‌ ଗ୍ରୁପ୍‌ର ଲୋକେ ସବୁବେଳେ ସକାରାତ୍ମକ ମନୋଭାବ ପୋଷଣ କରନ୍ତି। ହସଖୁସିରେ ଜୀବନ ଜିଇଁବାକୁ ପସନ୍ଦ କରନ୍ତି। ଏମାନେ ବହୁତ ପରିଶ୍ରମୀ ମଧ୍ୟ। ସେଥିପାଇଁ ଅନେକ ସମୟରେ ଏମାନଙ୍କୁ ନେତୃତ୍ୱ ନେବାର ଅବସର ମିଳିଥାଏ।
ଏହି ବ୍ଲଡ୍‌ ଗ୍ରୁପ୍‌ର ଲୋକେ କମ୍‌ ଆମିଷ ଖାଇବା ଉଚିତ
ଅନେକ ଲୋକ ନିଜ ସ୍ବାସ୍ଥ୍ୟକୁ ନେଇ ଖୁବ୍‌ ସଚେତନ ଥାଆନ୍ତି। ଏଥିପାଇଁ ସେମାନେ ପୁଷ୍ଟିକର ଖାଦ୍ୟ ଖାଇବା ଉପରେ ଗୁରୁତ୍ବ ଦିଅନ୍ତି। ତେବେ ପୁଷ୍ଟିକର ଓ ଅଧିକ ପୋଷକତତ୍ତ୍ବ ଥ଄ବା ଖାଦ୍ୟ ଖାଇବା ସତ୍ତ୍ବେ ମଧ୍ୟ କିଛି ଲୋକ ସୁସ୍ଥ ରହି ନ ଥାନ୍ତି। ଏହା ପଛରେ ଅନେକ କାରଣ ଥାଇପାରେ,କିନ୍ତୁ ବିଶେଷଜ୍ଞମାନଙ୍କ ମତରେ ଜଣେ ବ୍ୟକ୍ତି ଯଦି ନିଜର ବ୍ଲଡ୍‌ ଗ୍ରୁପ୍ ହିସାବରେ ଖାଦ୍ୟ ଖାଏ,  ତେବେ ଏହା ତା’ର ସ୍ବାସ୍ଥ୍ୟ ପାଇଁ ଭଲ ହୋଇଥାଏ। ବ୍ଲଡ୍‌ ଗ୍ରୁପ୍ ଆଧାରରେ  ଖାଦ୍ୟ ଖାଇଲେ ହଜମ ମଧ୍ୟ ଠିକ୍‌ ଭାବେ ହୋଇଥାଏ। ବ୍ଲଡ୍‌ ଗ୍ରୁପ୍‌ର ସାଧାରଣ ପ୍ରକାର ହେଉଛି ଓ, ଏ, ବି, ଏବି।  ତେବେ କେଉଁ ବ୍ଲଡ୍‌ ଗ୍ରୁପର ଲୋକଙ୍କୁ ଚିକେନ୍ ଓ ମଟନ୍‌ଠାରୁ ଦୂରେଇ ରହିବା ଦରକାର ତାହା ଜାଣିବା ନିହାତି ଆବଶ୍ୟକ। ‘ଓ’ ବ୍ଲଡ୍‌ ଗ୍ରୁପ୍‌ର ଲୋକେ ହାଇପ୍ରୋଟିନ୍ ଯୁକ୍ତ ଖାଦ୍ୟ ଖାଇବା ଦରକାର।
ଯେପରିକି ଡାଲି, ମଟନ୍, ମାଛ, ଫଳ ଆଦିକୁ ‘ଓ’ ବ୍ଲଡ୍‌ ଗ୍ରୁପ୍‌ର ଲୋକେ  ଡାଏଟ୍‌ରେ ସାମିଲ କରନ୍ତୁ। ଯେତେସମ୍ଭବ ଶସ୍ୟ ଜାତୀୟ ଖାଦ୍ୟ ଖାଇବାକୁ ଚେଷ୍ଟା କରନ୍ତୁ। ଏ’ ବ୍ଲଡ୍‌ ଗ୍ରୁପ୍ ଲୋକଙ୍କ ରୋଗପ୍ରତିରୋଧକ ଶକ୍ତି ବହୁତ  ସମ୍ବେଦନଶୀଳ ହୋଇଥାଏ। ତେଣୁ ଏମାନଙ୍କୁ ନିଜର ଖାଦ୍ୟପେୟ ଉପରେ ଅଧିକ ଧ୍ୟାନ ଦେବାର ଆବଶ୍ୟକତା ରହିଛି। ଏହି ଶ୍ରେଣୀର ଲୋକେ  ମାଂସ କମ୍ ଖାଇବା ଦରକାର। କାରଣ ଏହି ବ୍ଲଡ୍‌ ଗ୍ରୁପ୍‌ର ଲୋକଙ୍କ ପାଇଁ ଏହା ହଜମ ହେବା ପାଇଁ ଅଧିକ ସମୟ ଲାଗିଥାଏ। ତେଣୁ ‘ଏ’ ବ୍ଲଡ୍‌ ଗ୍ରୁପ୍‌ର ଲୋକମାନେ ଚିକେନ୍-ମଟନ କମ୍‌ ଖାଇବା ଉଚିତ୍‌। ଏହା ପରିବର୍ତ୍ତେ ଗାଜର, ସବୁଜ ପରିବା ପତ୍ର, ନାସପାତି ଆଦି ବିଭିନ୍ନ ଫଳ ସେବନ କରିବା ଦ୍ବାରା ଏହି ଗ୍ରୁପ୍‌ର ଲୋକଙ୍କ ସ୍ବାସ୍ଥ୍ୟ ପାଇଁ ଠିକ୍‌ ରହିଥାଏ।
‘ବି’ ବ୍ଲଡ୍‌ ଗ୍ରୁପର ଲୋକେ ସବୁଠାରୁ ସୁରକ୍ଷିତ ବୋଲି କୁହାଯାଏ। ଏହି ବର୍ଗର ଲୋକଙ୍କ ପାଇଁ ବିଶେଷ କିଛି ଖାଦ୍ୟ ବାରଣ ନାହିଁ। ଏମାନେ ସବୁଜ ପନିପରିବା, ଫଳ, ମାଛ, ମଟନ ଓ ଚିକେନ୍ ସବୁ କିଛି ଖାଇପାରିବେ। ‘ବି’ ବ୍ଲଡ୍‌ ଗ୍ରୁପ୍ ଲୋକ ଦୁଗ୍ଧ ଓ ଦୁଗ୍ଧ ଜାତୀୟ  ଜିନିଷ, ଅଣ୍ଡା ଆଦି ପ୍ରଚୁର ମାତ୍ରାରେ ଖାଇ ପାରିବେ । ‘ଏବି’ ବ୍ଲଡ୍‌ ଗ୍ରୁପ୍ ଖୁବ୍ କମ୍ ଲୋକଙ୍କର ହୋଇଥାଏ। ଏମାନଙ୍କୁ ଫଳ ଓ ସବୁଜ ପନିପରିବା ଅଧିକ ମାତ୍ରାରେ ଖାଇବା ଉଚିତ। ଆମିଷ ଜିନିଷ ଖୁବ୍ କମ୍ ଖାଇବା ଆବଶ୍ୟକ। କ୍ଷୀରରେ ପ୍ରସ୍ତୁତ ଜିନିଷ ଖାଇବା ଭଲ।