obesity reduce - The Sakala

ମୋଟାପଣ କମ୍ କରିବ ମେସିନ୍
ମୋଟାପଣ ଏକ ବଡ଼ ସ୍ବାସ୍ଥ୍ୟ ସମସ୍ୟା। ଏହାର ସମାଧାନ ପାଇଁ ଏକ ଯନ୍ତ୍ର ବାହାର କରାଯାଇଛି, ଯାହାର ନାମ ହେଉଛି ଡେଣ୍ଟାଲ୍‌ସ୍ଲିମ୍‌ ଡାଏଟ୍‌ କଣ୍ଟ୍ରୋଲ୍‌ ଡିଭାଇସ୍‌। ଏହାକୁ ନ୍ୟୁଜିଲାଣ୍ଡର ଓଟାଗୋ ବିଶ୍ବବିଦ୍ୟାଳୟର ଗବେଷକଙ୍କ ଦ୍ବାରା ନିର୍ମାଣ କରାଯାଇଛି। ଏହି ଯନ୍ତ୍ରକୁ ଦାନ୍ତରେ ଲଗାଇବାକୁ ହୁଏ। ଯନ୍ତ୍ରର ସଫଳ ପରୀକ୍ଷଣ ହୋଇସାରିଛି। ଏହି ଯନ୍ତ୍ରରେ ସପ୍ତାହେ ମଧ୍ୟରେ ପ୍ରାୟ ୬ କି.ଗ୍ରା ଓଜନ କମାଉଛି ବୋଲି ନିର୍ମାଣକର୍ତ୍ତାଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ଜଣେ ଦକ୍ଷ ଦନ୍ତ ଚିକିତ୍ସକଙ୍କ ସହାୟତାରେ ଦୁଇମାଢ଼ିର ମଧ୍ୟଭାଗରେ ଏହା ଲଗାଯାଇଥାଏ। ଏଥିରେ ଥିବା ଚୁମ୍ବକ ଏବଂ ଦାନ୍ତରେ ଖଞ୍ଜିବା ପାଇଁ ଲକିଂ ନଟ୍‌ଭୋଲ୍ଟ ଦ୍ବାରା ଉପର ଓ ତଳ ମାଢ଼ି ଯୋଡ଼ି ହେବା ସହ ଯନ୍ତ୍ରଟି ପାଟି ଭିତରେ ସ୍ଥାୟୀ ହୋଇ ରହିଥାଏ। ଏହା ଦ୍ବାରା ପାଟି ମାତ୍ର ୨ ମି.ମି. ପର୍ଯ୍ୟନ୍ତ ହିଁ ଖୋଲିଥାଏ; ଯାହାଦ୍ବାରା ବ୍ୟକ୍ତି ଖାଇବା କ୍ଷେତ୍ରରେ ସାବଧାନ ହୋଇଯାଏ। ଖାଇବା ପରିମାଣ କମିଯିବା ଦ୍ବାରା ଆପେ ଆପେ ମୋଟାପଣ କମିଯାଏ।