Catch the Rain - The Sakala

ଅବପାତର ପ୍ରଭାବ ଓଡ଼ିଶାକୁ ବେଶୀ ନାହିଁ, ଆଜି ସନ୍ଧ୍ୟାରୁ ବିଭିନ୍ନ ଜିଲ୍ଲାରେ ବର୍ଷା ସମ୍ଭାବନା: IMD ଡିଜି
ଭୁବନେଶ୍ବର:  ଦକ୍ଷିଣ ଆଣ୍ଡାମାନ ସାଗରରେ ସୃଷ୍ଟି ଘୂର୍ଣ୍ଣିବଳୟ ଲଘୁଚାପର ରୂପ ନେଇଛି। ଏହି ଲଘୁଚାପ ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ଗତି କରିବାର ସହ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଅବପାତର ରୂପ ନେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଏହାର ପ୍ରଭାବରେ ଆସନ୍ତାକାଲିଠାରୁ ପାଗ ମେଘୁଆ ରହିବା ସହ ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି। ତେବେ  ଅବପାତର ପ୍ରଭାବ ଓଡ଼ିଶାକୁ ବେଶୀ ନଥିବା କହିଛନ୍ତି ଆଇଏମଡି ଡିଜି । ଆସନ୍ତାକାଲି ସକାଳେ ଗଭୀର ଅବପାତ ରୂପ ନେଇପାରେ ଅବପାତ । ଆନ୍ଧ୍ର ଉପକୂଳରୁ ଦୂରରେ ଉତ୍ତର- ଉତ୍ତର ପୂର୍ବ ଦିଗକୁ ଗତି କରିବ। ପ୍ରଭାବରେ ଆଜି ସନ୍ଧ୍ୟାରୁ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ବର୍ଷା ସମ୍ଭାବନା ରହିଛି। ଆସନ୍ତାକାଲି ଉପକୂଳବର୍ତ୍ତୀ ଅଞ୍ଚଳରେ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି।

ଆସନ୍ତା ୧୭ ତାରିଖରେ ଭଦ୍ରକ ଓ ବାଲେଶ୍ୱର ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ଏ ନେଇ ପାଣିପାଗ ବିଭାଗ ପକ୍ଷରୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି। ସମୁଦ୍ର ଅଶାନ୍ତ ଥିବାରୁ ୧୮ ତାରିଖ ପର୍ଯ୍ୟନ୍ତ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ବାରଣ କରାଯାଇଛି।

ବର୍ଷା ଜଳ ସଂରକ୍ଷଣ କ୍ଷେତ୍ରରେ ଓଡ଼ିଶା ନେଇଥିବା ପଦକ୍ଷେପକୁ କେନ୍ଦ୍ରର ପ୍ରଶାଂସା
ଭୁବନେଶ୍ୱର: ପୁଣି ରାଜ୍ୟକୁ କେନ୍ଦ୍ରର ପ୍ରଶଂସା । ବର୍ଷା ଜଳ ସଂରକ୍ଷଣ କ୍ଷେତ୍ରରେ ଓଡ଼ିଶା ନେଇଥିବା ପଦକ୍ଷେପକୁ ପ୍ରଶାଂସା କରିଛି କେନ୍ଦ୍ର । ବର୍ଷା ଜଳ ସଂରକ୍ଷଣ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଆରମ୍ଭ ହୋଇଥିବା ମୁଖ୍ୟମନ୍ତ୍ରୀ କର୍ମ ତତ୍ପରତା ଯୋଜନା ଅଭିଯାନ (ମୁକ୍ତା)ର ଉପଲବ୍ଧିକୁ ପ୍ରଶଂସା କରିଛନ୍ତି କେନ୍ଦ୍ର ଜଳ ଶକ୍ତି ମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାବତ୍ ।

ଏ ନେଇ ଶ୍ରୀ ଶେଖାବତ୍ ଟ୍ୱିଟ୍ କରି ରାଜ୍ୟର ପ୍ରୟାସକୁ ପ୍ରଶଂସା କରିବା ସହ ଲେଖିଛନ୍ତି , ରାଜ୍ୟ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ପୂର୍ବରୁ ଜଳ ସଂରକ୍ଷଣ ଏବଂ ଭୂତଳ ପରିମାଣ ବଢ଼ାଇବା ପାଇଁ ୧୧୪ଟି ପ୍ରକଳ୍ପ ନିର୍ମାଣ ପ୍ରଶଂସା ଯୋଗ୍ୟ ପଦକ୍ଷେପ । ଏହାକୁ କେବଳ ୭୫ ଦିନ ମଧ୍ୟ ନିର୍ମାଣ ହୋଇପାରିଛି।

Brilliant effort Odisha!

10,000 Rain water harvesting structures in 75 days across 114 local bodies is a commendable feat.

This campaign run under Mukhya Mantri Karma Tatapara Abhiyan will help #CatchTheRain at a mammoth scale across the state.#JalShaktiAbhiyan pic.twitter.com/LRnIEglpeE

— Gajendra Singh Shekhawat (@gssjodhpur) July 7, 2021

ପ୍ରାୟ ୧୦ ହଜାରରୁ ଅଧିକ ବର୍ଷା ଜଳ ସଂରକ୍ଷଣ ନେଇ ଏହା ଉପଯୋଗୀ ହେବାକୁ ଥିବା ବେଳେ ୧୧୪ ସହରବାସୀ ଏହା ଦ୍ୱାର ଉପକୃତ ହେବେ । ଏହି ବର୍ଷା ଜଳ ସଂରକ୍ଷଣ ପ୍ରକଳ୍ପ ଗୁଡ଼ିକ ରାଜ୍ୟ ସରକାରଙ୍କ ‘ମୁକ୍ତା’ ଯୋଜନା ଅଧିନରେ ନିର୍ମାଣ କରାଯାଉଥିବା ବେଳେ ଏହା ଦ୍ୱାରା ରୋଜଗାର ମଧ୍ୟ ସୃଷ୍ଟି ହୋଇପାରିଛନ୍ତି ।