SANJIB KUMAR MALLICK - The Sakala

ବିଧାୟକଙ୍କ ବଦାନ୍ୟତା: ଆର୍ଥିକ ସହାୟତା ସହିତ ପିଲାଙ୍କ ପାଠ ପଢା ପାଇଁ ଯୋଗାଇଦେଲେ ସ୍ମାର୍ଟଫୋନ୍
ଭଦ୍ରକ: ଭଦ୍ରକ ଦୁଃଖି ଅସହାୟ ଗରିବ ଲୋକ ଯାହାର କେହି ନାହାନ୍ତି ତାଙ୍କୁ ସାହାଯ୍ୟର ହାତ ବଢ଼ିଛନ୍ତି ଭଦ୍ରକ ବିଧାୟକ ସଂଜୀବ ମଲ୍ଲିକ । ଆର୍ଥିକ ସହାୟତା ସହିତ ପିଲା ମାନଙ୍କୁ ପାଠ ପଢିବା ପାଇଁ ଆଜିର ଦିନରେ ଅତି ଆବଶ୍ୟକ ହୋଇ ପଡିଛି ଏକ ସ୍ମାର୍ଟ ଫୋନ। ଏହାକୁ ନଜରରେ ରଖି ପିଲାଙ୍କ ପାଠ ପଢାରେ ଯେପରି ସମସ୍ଯା ନ ଉପୁଜେ ସେଥିପାଇଁ ବିଧାୟକ ତାଙ୍କ ଭଦ୍ରକ ବାସ ଭବନ ଠାରେ ମହିଳା ବିଜୁ ଜନତା ଦଳ ଉପସ୍ଥିତିରେ ସମସ୍ତ ମହିଳାଙ୍କ ସହ କୁନିକୁନି ପିଲା ମାନଙ୍କୁ ପ୍ରଦାନ କରିଛନ୍ତି ସ୍ମାର୍ଟ ଫୋନ ଓ ସମସ୍ତଙ୍କର ଉନ୍ନତମାନର ଚିକିତ୍ସା ନିମନ୍ତେ ମେଡିକାଲ କର୍ତ୍ତୃପକ୍ଷଙ୍କ ସହିତ କଥା ହୋଇଛନ୍ତି ବିଧାୟକ ଶ୍ରୀ ମଲ୍ଲିକ।

ପୋଷ୍ୟ ସ୍କୁଲକୁ ୧କୋଟି ୨ଲକ୍ଷ ଟଙ୍କାର ପ୍ଯାକେଜ ଘୋଷଣା କଲେ ଭଦ୍ରକ ବିଧାୟକ
ଭଦ୍ରକ: ଭଦ୍ରକ ସହରାଞ୍ଚଳ ଅଧିନ ପୁରୁଣାବଜାର ଅଞ୍ଚଳ ର ପ୍ରାଚୀନ ବିଦ୍ୟାଳୟ ଏନ.ସି ହାଇସ୍କୁଲକୁ ମୁଖ୍ୟମନ୍ତ୍ରୀଙ୍କ ପୋଷ୍ୟ ସ୍କୁଲ କାର୍ଯ୍ୟକ୍ରମରେ ଭଦ୍ରକ ବିଧାୟକ ସଞ୍ଜୀବ ମଲ୍ଲିକ ପୋଷ୍ୟ ସ୍କୁଲ ଭାବେ ଗ୍ରହଣ କରିଥିଲେ । ଆଜି ଏହି ସ୍କୁଲର ଭିତ୍ତିଭୂମିର ବିକାଶ ପାଇଁ ବିଧାୟକ ଶ୍ରୀ ମଲ୍ଲିକ ୧ କୋଟି ୨ଲକ୍ଷ ଟଙ୍କାର ପ୍ଯାକେଜ ଘୋଷଣା କରିଛନ୍ତି । ଏହି ଅର୍ଥ ଭଦ୍ରକ ପୌରପାଳିକା ଓ ଆର ଏଣ୍ଡ ବି ପକ୍ଷରୁ ଉକ୍ତ ସ୍କୁଲଲେ ବିନିଯୋଗ କରାଯିବ । ଏହାର ଟେଣ୍ଡେର ସରିଛି ଓ ଖୁବ ଶୀଘ୍ର ସ୍କୁଲର ଉନ୍ନୟନମୂଳକ କାର୍ଯ୍ୟ ଆରଂଭ ହେବ ବୋଲି ଆଜି ଅନୁଷ୍ଠିତ ଏକ ସ୍ୱତନ୍ତ୍ର ଉତ୍ସବରେ ବିଧାୟକ ଶ୍ରୀ ମଲ୍ଲିକ ଘୋଷଣା କରିଛନ୍ତି ।