5 Terrorists Killed - The Sakala

ଜାମ୍ମୁ-କାଶ୍ମୀରରେ ସୁରକ୍ଷାବାହିନୀଙ୍କୁ ବଡ଼ ସଫଳତା, ଲସ୍କର-ଇ-ତୈବା ଓ ଜୈଶ-ଇ-ମହମ୍ମଦର ୫ ଆତଙ୍କୀ ନିହତ
ଶ୍ରୀନଗର: ଜମ୍ମୁ-କଶ୍ମୀରରେ ସେନାକୁ ମିଳିଲା ବଡ଼ ସଫଳତା । ସୁରକ୍ଷାକର୍ମୀଙ୍କ ପକ୍ଷରୁ ଚାଲିଥିବା ଆତଙ୍କବାଦ ବିରୋଧୀ ଅଭିଯାନକୁ ପୁଣିଥରେ ବଡ଼ ସଫଳତା ମିଳିଛି। ଗତ ୧୨ ଘଣ୍ଟା ମଧ୍ୟରେ କଶ୍ମୀରରେ ହୋଇଥିବା ଡବଲ ଏନକାଉଣ୍ଟର୍‌ରେ ୫ ଜଣ ପାକିସ୍ତାନୀ ପ୍ରାୟୋଜିତ ଆତଙ୍କୀଙ୍କ ମୁଣ୍ଡ ଗଡ଼ିଛି। ଆତଙ୍କୀ ସଂଗଠନ ଲସ୍କର-ଇ-ତୈବା ଓ ଜୈଶ-ଇ-ମହମ୍ମଦର ୫ ଆତଙ୍କୀ ନିହତ ହୋଇଛନ୍ତି । ସେନାର ଏନକାଉଣ୍ଟରରେ ମୃତ୍ୟୁ ବରଣ କରିଥିବା ଆତଙ୍କୀଙ୍କ ମଧ୍ୟରେ ଜୈଶ-ଇ-ମହମ୍ମଦର କମାଣ୍ଡର ଜାହିଦ ଓ୍ୱାନି ଓ ଜଣେ ପାକିସ୍ତାନୀ ଆତଙ୍କବାଦୀ ସାମିଲ ଅଛନ୍ତି ।

ଏହା ଆମ ପାଇଁ ବଡ ସଫଳତା ବୋଲି କାଶ୍ମର ଆଇଜି ଟୁଇଟ୍ କରି ସୂଚନା ଦେଇଛନ୍ତି । ପୋଲିସ ସୂଚନା ମୁତାବକ ପୁଲୱାମାର ନଇରା ଅଂଚଳରେ ସୁରକ୍ଷା କର୍ମୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିୟମରେ ୪ ଜଣ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଥିଲା । ନିହତ ଆତଙ୍କବାଦୀମାନଙ୍କ ଠାରୁ ବିପୁଳ ପରିମାଣର ବିସ୍ଫୋରକ ଓ ଆପତ୍ତିଜନକ ସାମଗ୍ରୀ ମିଳିଛି। ଏବେ ବି ସ୍ଥାନୀୟ ଅଞ୍ଚଳରେ ସର୍ଚ୍ଚ ଅପରେସନ ଜାରି ରହିଛି। ସେହିପରି ବଡ଼ଗାମର ଚରାର-ଇ-ଶରିଫ ଅଞ୍ଚଳରେ ମଧ୍ୟ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ପ୍ରବଳ ଗୁଳି ବିନିମୟ ହୋଇଛି। ଏଥିରେ ଜଣେ ଆତଙ୍କବାଦୀର ମୁଣ୍ଡ ଗଡ଼ିଛି। ତା’ ନିକଟରୁ ଏକେ-୫୬ ରାଇଫଲ ଓ ଅନ୍ୟାନ୍ୟ ବିସ୍ଫୋରକ ସାମଗ୍ରୀ ଜବତ ହୋଇଛି।

କାଶ୍ମୀରରେ ତିନିଟି ଏନକାଉଣ୍ଟରରେ 5 ଆତଙ୍କବାଦୀ ନିହତ
ଗତ 24 ଘଣ୍ଟା ମଧ୍ୟରେ ଜାମ୍ମୁ କାଶ୍ମୀରର କୁଲଗାମ ଏବଂ ପୁଲୱାମା ଜିଲ୍ଲାରେ ସୁରକ୍ଷା ବାହିନୀ ସହିତ ତିନିଟି ପୃଥକ ମୁକାବିଲାରେ ପାଞ୍ଚ ଜଣ ଆତଙ୍କବାଦୀ ନିହତ ହୋଇଥିଲେ। ଏହି ଅଞ୍ଚଳରେ ମାଓବାଦୀଙ୍କ ଉପସ୍ଥିତି ସମ୍ପର୍କରେ ସୂଚନା ପାଇବା ପରେ କୁଲଗାମ ଜିଲ୍ଲାର ଜୋଦର ଅଞ୍ଚଳରେ ସୁରକ୍ଷା ବାହିନୀ ଏକ କର୍ଡନ ଏବଂ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ। ଯେତେବେଳେ ସୁରକ୍ଷାକର୍ମୀମାନେ ଗୁଳି ଚଳାଇଥିଲେ ସେତେବେଳେ ସର୍ଚ୍ଚ ଅପରେସନ ଏକ ଏନକାଉଣ୍ଟରରେ ପରିଣତ ହୋଇଥିଲା। ଏହି ଏନକାଉଣ୍ଟରରେ ଦୁଇଜଣ ଲଶ୍କର-ଏ-ତାଇବା ଆତଙ୍କବାଦୀ ନିହତ ହୋଇଛନ୍ତି।

ପୁଲୱାମାରେ ଅଲଗା ଏନକାଉଣ୍ଟରରେ ଆଉ ଦୁଇ ଜଣ ଆତଙ୍କବାଦୀ ନିହତ ହୋଇଥିଲେ । ଏନକାଉଣ୍ଟରରେ ହିଜବୁଲର ଜଣେ ବରିଷ୍ଠ ଆତଙ୍କବାଦୀ ମେହରାଜୁଦ୍ଦିନ ହାଲୱାଇ ଛଦ୍ମନାମ ଉବାଇଦଙ୍କ ମୃତ୍ୟୁ ଘଟିଛି।