Katak - The Sakala

ହୋଟେଲରେ ନାବାଳିକାଙ୍କୁ ଗଣଦୁଷ୍କର୍ମ ଅଭିଯୋଗରେ ଦୁଇ ନାବାଳକ ଥାନାରେ ଅଟକ
କଟକ: କଟକରେ ଲଜ୍ଜ୍ୟା । ହୋଟେଲରେ ନାବାଳିକାଙ୍କୁ ଗଣଦୁଷ୍କର୍ମ ଅଭିଯୋଗ । ଗଣଦୁଷ୍କର୍ମ ଅଭିଯୋଗରେ ଦୁଇ ନାବାଳକ ଥାନାରେ ଅଟକ । କଥା ହେବା ବାହାନାରେ ହୋଟେଲକୁ ଡାକି ନେଇ ଦୁଇ ନାବାଳକ ଏଭଳି କାଣ୍ଡ ଘଟାଇଥିବା ଅଭିଯୋଗ ହୋଇଛି। ଏନେଇ କଟକ ବାଦାମବାଡ଼ିରେ ଥାନାରେ ମାମଲା ରୁଜୁ ହୋଇଛି। ଖବର ଅନୁଯାୟୀ, କଥା ହେବା ବାହାନାରେ ହୋଟେଲକୁ ଡାକି ନେଇ ୨ ଜଣ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଘଟଣାରେ ସଂପୃକ୍ତି ଅଭିଯୋଗରେ ୨ ଜଣ ନାବାଳକ ଅଭିଯୁକ୍ତଙ୍କୁ ପୋଲିସ ହେପାଜତକୁ ନେଇଛି । ଅଭିଯୁକ୍ତଙ୍କ ମଧ୍ୟରୁ ଜଣେ ପୀଡ଼ିତାଙ୍କ କଲେଜ ସହପାଠୀ ବୋଲି ଜଣାପଡିଛି ।

ବ୍ୟାଟେରୀ ଚୋରି ଅଭିଯୋଗ: ଅନ୍ୟ ସାହିକୁ ଯିବାରୁ ନାବାଳକକୁ ଉଲଗ୍ନ କରି ମାଡ଼
କଟକ: ଚାଉଳିଆଗଞ୍ଜ ଥାନା ଅନ୍ତର୍ଗତ ମଠସାହିରେ ତିନି ଦିନ ପୂର୍ବରୁ ଏକ ସମ୍ବେଦନୀଶୀଳ ଅପରାଧିକ ମାମଲା ଘଟିଛି। ଯାହା ଅତ୍ୟନ୍ତ ଅମାନୁଷିକ, ବର୍ବରତାର ସବୁ ସୀମା ଅତିକ୍ରମ କରିଛି। ସ୍ଥାନୀୟ ଥଟାରୀ ସାହିର ଜଣେ ନାବାଳକକୁ ସମ୍ପୂର୍ଣ୍ଣ ଭାବେ ଲଙ୍ଗଳା କରି ବାଉଁଶରେ ମାଡ଼ ମାରିବା ସହିତ ରାସ୍ତାରେ ଚଲାଇ ଚଲାଇ ଅଭିଯୁକ୍ତମାନେ ନେଇଥିଲେ। ଏହାପରେ ସେହି ଭିଡ଼ିଓକୁ ବିଭିନ୍ନ ସାମାଜିକ ଗଣମାଧ୍ୟମ ଓ ହ୍ୱାଟ୍ସଆପ୍‌ ଗ୍ରୁପ୍‌ରେ ଭାଇରାଲ୍‌ କରି ଦେଇଥିଲେ। ଭୟରେ ସମ୍ପୃକ୍ତ ନାବାଳକ ଜଣକ ଘରେ କାହାକୁ କିଛି ନକହି ପୁରୀ ଚାଲିଯାଇଥିବା ବେଳେ ଆଜି ଘରକୁ ଫେରିବା ପରେ ଏହି ଘଟଣା ତାଙ୍କ ମା’ ଜାଣିବାକୁ ପାଇଥିଲେ। ଏହାପରେ ସେ ଥାନାରେ ୮ଜଣଙ୍କ ନାଁରେ ଏତଲା ଦେଇଥିଲେ। ପୁଲିସ ମଠସାହିରେ ଚଢ଼ଉ କରି ଜଣଙ୍କୁ ଗିରଫ କରିଥିବା ବେଳେ ଅନ୍ୟ ୭ଜଣ ଅଭିଯୁକ୍ତ ଫେରାର୍‌ ଥିବା ଜଣାପଡ଼ିଛି।

ସୂଚନା ଅନୁସାରେ, ସମ୍ପୃକ୍ତ ନାବାଳକଙ୍କ ଘର ଚାଉଳିଆଗଞ୍ଜର ଥଟାରୀ ସାହିରେ ହୋଇଥିବା ବେଳେ ତାଙ୍କ ସାଙ୍ଗମାନଙ୍କ ଘର ସ୍ଥାନୀୟ ମଠସାହିରେ। ଏହି କାରଣରୁ ପ୍ରତ୍ୟେକ ଦିନ ଖେଳିବା ପାଇଁ ନାବଳକ ଜଣକ ମଠସାହି ଯାଇଥାଆନ୍ତି। ଗତ ୧୫ଦିନ ହେବ ମଠସାହି ଅଞ୍ଚଳରେ ବ୍ୟାଟେରୀ ଚୋରି ହେଉଥିଲା। ସ୍ଥାନୀୟ ୭/୮ଜଣ ଯୁବକ ସମ୍ପୃକ୍ତ ନାବାଳକଙ୍କ ଉପରେ ଜୋରଜବରଦସ୍ତ ଚୋରି ଅଭିଯୋଗ ଲଦି ଦେଇଥିଲେ। ସେମାନେ କହିଥିଲେ ଯେ, ତୁ ବ୍ୟାଟେରୀ ଚୋରି କରୁଛୁ। ଏହାର ସିସି କ୍ୟାମେରା ଫୁଟେଜ୍‌ ରହିଛି। ଥାନାରେ ଏତଲା ଦିଆଯିବ। ଯେପର୍ଯ୍ୟନ୍ତ ଏହି ଘଟଣାର ସମାଧାନ ନହୋଇଛି, ସେ ପର୍ଯ୍ୟନ୍ତ ନାବାଳକ ଜଣଙ୍କୁ ମଠସାହିକୁ ଆସିବାକୁ ବାରଣ କରାଯାଇଥିଲା। କିନ୍ତୁ ୩ଦିନ ପୂର୍ବରୁ ଏକଥାକୁ ନମାନି ନାବାଳକ ଜଣକ ଥଟାରୀ ସାହିରୁ ମଠସାହିକୁ ତାଙ୍କ ସାଙ୍ଗକୁ ଦେଖା କରିବାକୁ ଯାଇଥିଲେ। ଅପରାହ୍ଣ ସମୟରେ ୭/୮ଜଣ ଯୁବକ ନାବାଳକଙ୍କୁ ଏକ କ୍ୟାବିନ୍‌ ନିକଟକୁ ଡାକି ଛୁରୀ ଦେଖାଇଥିଲେ। ଏହାପରେ ତାଙ୍କ ପ୍ୟାଣ୍ଟ୍‌ ଓ ସାର୍ଟ ଖୋଲି ଉଲଗ୍ନ କରି ଦେଇଥିଲେ। ବାଉଁଶରେ ମାଡ଼ ମାରି ରାସ୍ତାରେ ଚଲାଇ ଚଲାଇ ନେଇଥିଲେ। ଏହି ଭିଡ଼ିଓ ସ୍ଥାନୀୟ ଅଞ୍ଚଳରେ ପ୍ରଥମେ ଭାଇରାଲ୍‌ ହୋଇଥିଲା। ଏହାପରେ ପୀଡ଼ିତ ନାବାଳକଙ୍କ ମା’ଘଟଣା ସମ୍ପର୍କରେ ଜାଣିବା ପରେ ଥାନାରେ ଏତଲା ଦେଇଥିଲେ। ଘଟଣା ସମ୍ପର୍କରେ ଜୋନ୍‌ ଏସିପି ସୁଧାଂଶୁ ଜେନାଙ୍କୁ ପଚାରିବାରୁ ସେ କହିଛନ୍ତି, ଏତଲାକୁ ପୁଲିସ ଗୁରୁତର ସହିତ ଗ୍ରହଣ କରିଛି। ଜଣେ ଅଭିଯୁକ୍ତକୁ ଗିରଫ କରାଯାଇଥିବା ବେଳେ ଏହି ଘଟଣାରେ ଯେଉଁମାନଙ୍କୁ ସମ୍ପୃକ୍ତି ରହିଛି, ସମସ୍ତଙ୍କୁ ଖୁବଶୀଘ୍ର ଗିରଫ କରାଯିବ।

ଆସିଲା ଚାଉଳିଆଗଞ୍ଜ IIC ବିଉଟି ମହାନ୍ତିଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟ: ଶ୍ୱାସରୁଦ୍ଧ ହୋଇ ଜୀବନ ଯାଇଥିବା ସୂଚନା
କଟକ: ଆସିଲା କଟକ ଚାଉଳିଆଗଞ୍ଜ IIC ବିଉଟି ମହାନ୍ତିଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟ । ଶବ ବ୍ୟବଚ୍ଛେଦ ରିପୋର୍ଟରେ ଶ୍ୱାସରୁଦ୍ଧ ହୋଇ ଜୀବନ ଯାଇଥିବା କହିଛନ୍ତି କଟକ ଡିସିପି । ଶରୀରରେ ଅନ୍ୟ କୌଣସି ବାହ୍ୟ ଆଘାତ ନାହିଁ । ଫାଉଲ ପ୍ଲେ ସମ୍ପର୍କରେ କୌଣସି ପ୍ରମାଣ ନାହିଁ । ତଥାପି ବିଶେଷଜ୍ଞଙ୍କ ମତ ନିଆଯିବ ବୋଲି କହିଛନ୍ତି ଡିସିପି । ଭିସେରା ରିପୋର୍ଟକୁ ଅପେକ୍ଷା କରାଯାଇଛି । ବିଉଟି ମହାନ୍ତିଙ୍କ ଫୋନ୍‌ ଲକ୍ ଥିଲା, ଫରେନ୍‌ସିକ୍‌ ବିଶେଷଜ୍ଞ ଖୋଲି ସମସ୍ତ ତଥ୍ୟ ଦେବେ । ୨/୩ ଦିନ ମଧ୍ୟରେ ତଥ୍ୟ ହସ୍ତଗତ ହେବ । ଏଯାଏଁ କାହାକୁ ଅଟକ ରଖାଯାଇନାହିଁ ବୋଲି କହିଛନ୍ତି କଟକ ଡିସିପି ।

ସୂଚନାଯୋଗ୍ୟ, ଗତ ଜୁଲାଇ ୪ ତାରିଖରେ ଥାନା ପରିସରରେ ଥିବା ସରକାରୀ ବାସଭବନର ଶୌଚାଳୟରୁ କଟକ ଚଉଳିଆଗଞ୍ଜ ଥାନା ଆଇଆଇସି ବ୍ୟୁଟି ମହାନ୍ତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଥିଲା । ଆଇଆଇସିଙ୍କ ରହସ୍ୟଜନକ ମୃତ୍ୟୁ ଓଡ଼ିଶା ପୋଲିସ ବିଭାଗ ସମେତ ସାରା ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ତେବେ ମୃତ୍ୟୁର ରହସ୍ୟ ବିୟୁଟିଙ୍କ ଫୋନରେ ଥିବା ଚର୍ଚ୍ଚା ହେଉଛି । ତେଣୁ ପୋଲିସ ତାଙ୍କର ୨ଟି ଫୋନ୍ ଫରେନସିକ୍ ଯାଞ୍ଚ ପାଇଁ ପଠାଇଛି । କଲ୍ ରେକର୍ଡର ମଧ୍ୟ ଯାଞ୍ଚ କରାଯାଉଛି । ବ୍ୟକ୍ତିଗତ ସଂପର୍କ ଦିଗରେ ମଧ୍ୟ ଯାଞ୍ଚ କରାଯିବ।