ModiCabinet - The Sakala

ଏଣିକି ୨୧ବର୍ଷ ପୂର୍ବରୁ ଝିଅଙ୍କ ବିବାହ ମନା, ସବୁ ଧର୍ମ ଓ ବର୍ଗଙ୍କ ପାଇଁ ନିୟମ ଲାଗୁ
ପ୍ରଧାନମନ୍ତ୍ରୀ: ବଦଳିଲା ଝିଅଙ୍କ ବିବାହ ବୟସ ସୀମା । ୨୧ ବର୍ଷ ପୂର୍ବରୁ ଝିଅଙ୍କୁ ବିବାହ ମନା । ସବୁ ଧର୍ମ ଓ ବର୍ଗ ପାଇଁ ଲାଗୁ ହୋଇଛି ଏହି ନିୟମ । ଏହି ନୂଆ ନିୟରେ କେନ୍ଦ୍ର କ୍ୟାବିନେଟ ମୋହର ମାରିଥିବା ଜଣାପଡ଼ିଛି।

ସୂଚନା ଅନୁଯାୟୀ, ନରେନ୍ଦ୍ର ମୋଦୀ ୨୦୨୦ ସ୍ୱାଧୀନତା ଦିବସ ଅବସରରେ ଏହି ଘୋଷଣା କରିବାର ଏକ ବର୍ଷ ପରେ,  ବୁଧବାର କେନ୍ଦ୍ର କ୍ୟାବିନେଟ ଏକ ସଂକଳ୍ପ ପାରିତ କରି ମହିଳାମାନଙ୍କ ପାଇଁ ବିବାହର ବୟସ ୧୮ ରୁ ୨୧ ବର୍ଷକୁ ବଢାଇ ଦେଇଛନ୍ତି। କ୍ୟାବିନେଟର ଅନୁମୋଦନ ପରେ ସରକାର ନିଷେଧାଦେଶରେ ଶିଶୁ ବିବାହ ଆଇନ, ୨୦୦୬ରେ ଏକ ସଂଶୋଧନ ଆଣିବେ ଏବଂ ଫଳସ୍ୱରୂପ ସ୍ବତନ୍ତ୍ର ବିବାହ ଆଇନ ଏବଂ ହିନ୍ଦୁ ବିବାହ ଆଇନ ପରି ବ୍ୟକ୍ତିଗତ ଆଇନରେ ସଂଶୋଧନ ଆଣିବେ। ବୁଧବାର ଦିନ ଦିଆଯାଇଥିବା ଅନୁମୋଦନଗୁଡିକ ‘ମାତୃତ୍ୱ ସମ୍ବନ୍ଧୀୟ ବିଷୟଗୁଡ଼ିକର ବୟସ, ମାତୃ ମୃତ୍ୟୁହାର ହ୍ରାସ କରିବା, ପୁଷ୍ଟିକର ଖାଦ୍ୟର ଉନ୍ନତି’ ପାଇଁ ଗଠିତ ହୋଇଥିବା ଡିସେମ୍ବର ୨୦୨୦ରେ ଜୟା ଜେଟଲୀଙ୍କ ନେତୃତ୍ୱରେ କେନ୍ଦ୍ରର ଟାସ୍କଫୋର୍ସ ଦ୍ୱାରା ନିତି ଆୟୋଗକୁ ଦିଆଯାଇଥିବା ସୁପାରିଶ ଉପରେ ଆଧାରିତ।

ହିନ୍ଦୁ ବିବାହ ଅଧିନିୟମ, ୧୯୫୫ ର ଧାରା ୫ (iii) କନ୍ଯା ପାଇଁ ସର୍ବନିମ୍ନ ବୟସ ୧୮ ବର୍ଷ ଏବଂ ବର ପାଇଁ ୨୧ ବର୍ଷ ସ୍ଥିର କରାଯାଇଥିଲା। ସ୍ବତନ୍ତ୍ର ବିବାହ ଆଇନ ୧୯୫୪ ଏବଂ ନିଷେଧାଦେଶ ବାଲ୍ୟ ବିବାହ ଆଇନ, ୨୦୦୬ ମଧ୍ୟ ଯଥାକ୍ରମେ ମହିଳା ଏବଂ ପୁରୁଷଙ୍କ ପାଇଁ ବିବାହର ସର୍ବନିମ୍ନ ବୟସ ଭାବରେ ୧୮ ଏବଂ ୨୧ ବର୍ଷ ଧାର୍ଯ୍ୟ ରହିଛି।

୩୦ ବର୍ଷ ପୂର୍ବେ ବାପା ଯେଉଁ ବିଭାଗରେ ମନ୍ତ୍ରୀ ଥିଲେ ପୁଅ ଜ୍ୟୋତିରାଦିତ୍ୟ ହାତେଇଲେ ସେହି ବିଭାଗ
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କ୍ୟାବିନେଟର ସମ୍ପ୍ରସାରଣରେ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟର ଦାୟିତ୍ବ ଦିଆଯାଇଛି। ବିଶେଷ କଥା ହେଉଛି ୩୦ ବର୍ଷ ପୂର୍ବେ ବାପା ମାଧବରାଓ ସିନ୍ଧିଆ ଯେଉଁ ବିଭାଗରେ ମନ୍ତ୍ରୀ ଥିଲେ ଆଜି ସେହି ବିଭାଗରେ କ୍ୟାବିନେଟ ମନ୍ତ୍ରୀ ଦାୟିତ୍ୱ ତୁଲାଇବାକୁ ଯାଉଛନ୍ତି ଜ୍ୟୋତିରାଦିତ୍ୟ ସିନ୍ଧିଆ । ୧୯୯୧ରୁ ୯୩ ପର୍ଯ୍ଯନ୍ତ ମାଧବରାଓ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଥିଲେ ।

ଜ୍ୟୋତିରାଦିତ୍ୟ ପୂର୍ବରୁ ମନମୋହନ ସିଂଙ୍କ ସରକାର ବେଳେ କେନ୍ଦ୍ର ଯୋଗାଯୋଗ ଓ ଆଇଟି ମନ୍ତ୍ରୀ ଥିଲେ । ଏବେ ସେ ଏହି ବିଭାଗ ଦାୟିତ୍ୱ କିଭଳି ତୁଲାଇବେ ସେଥିପ୍ରତି ସମସ୍ତଙ୍କ ନଜର ରହିଛି । ଦୀର୍ଘ ଦିନ କଂଗ୍ରେସରେ ରହିବା ପରେ ୨୦୨୦ରେ ସେ ବିଜେପି ଯୋଗ ଦେଇଥିଲେ । ତାଙ୍କ ଯୋଗୁ ମଧ୍ୟପ୍ରଦେଶରେ ବିଜେପି ସରକାର ଗଠନ କରିବାରେ ସଫଳ ହୋଇଥିଲା ।

ସୂଚନାଯୋଗ୍ୟ, ୧୯୭୧ ମସିହାରେ ଜନ୍ମ ଗ୍ରହଣ କରିଥିବା ଜ୍ୟୋତିରାଦିତ୍ୟ ସିନ୍ଧିଆ ହାର୍ଭାର୍ଡ ଓ ଷ୍ଟାନଫୋର୍ଡ ଇନଷ୍ଟିଚ୍ୟୁଟରୁ ଶିକ୍ଷାଲାଭ କରିଛନ୍ତି। ୨୦୦୨ରେ ଗୋଟିଏ ବିମାନ ଦୁର୍ଘଟଣାରେ ମାଧବରାଓଙ୍କ ମୃତ୍ୟୁ ଘଟିବାରୁ ଜ୍ୟୋତିରାଦିତ୍ୟ ସିନ୍ଧିଆ ପ୍ରଥମଥର ପାଇଁ କଂଗ୍ରେସ ଟିକେଟରେ ଗୁନା ‌ଲୋକସଭାରେ ଆସନରୁ ନିର୍ବାଚନ ଲଢ଼ିଥିଲେ। ଦୀର୍ଘ ବର୍ଷ କଂଗ୍ରେସରେ ରହିବା ପରେ ୨୦୨୦ରେ ସେ ବିଜେପିରେ ଯୋଗଦେଇ ରାଜ୍ୟସଭାକୁ ଯାଇଛନ୍ତି।

ମୋଦିଙ୍କ ନୂଆ ଟିମ୍: ଶପଥ ନେଲେ ୪୩ ମନ୍ତ୍ରୀ ; ୧୫ଙ୍କୁ କ୍ୟାବିନେଟ୍ ଓ ୨୮ ଜଣଙ୍କୁ ରାଷ୍ଟ୍ରମନ୍ତ୍ରୀ
ବୁଧବାର ମୋଦି ସରକାରଙ୍କ ଦ୍ୱିତୀୟ ପାଳିରେ ପ୍ରଥମ ମନ୍ତ୍ରିମଣ୍ଡଳର ସମ୍ପ୍ରସାରଣ ହୋଇଛି। ଏଥିରେ ୧୦ଜଣଙ୍କୁ ପ୍ରମୋଶନ ମିଳିଥିବା ବେଳେ ୩୩ ନୂଆ ମୁହଁ ସାମିଲ ହୋଇଛନ୍ତି । ରାଷ୍ଟ୍ରପତି ଭବନ ଦରବାର ହଲରେ ୪୩ ଜଣ ମନ୍ତ୍ରୀଙ୍କୁ ରାଷ୍ଟ୍ରପତି ରାମ ନାଥ କୋବିନ୍ଦ ପଦ ଏବଂ ଗୋପନୀୟତାର ଶପଥ ପାଠ କରାଉଛନ୍ତି। ୧୫ ଜଣ କ୍ୟାବିନେଟ ମନ୍ତ୍ରୀ ଭାବେ ଶପଥ ନେଇଥିବ ବେଳେ ରାଷ୍ଟ୍ରମନ୍ତ୍ରୀ ଭାବେ ୨୮ ଜଣ  ଶପଥ ନେଇଛନ୍ତି।

୧୫ ଜଣ କ୍ୟାବିନେଟ ମନ୍ତ୍ରୀ ଭାବେ ଶପଥ ନେଇଥିବା ମନ୍ତ୍ରୀଗଣ ହେଉଛନ୍ତି: ଅନୁରାଗ ସିଂ ଠାକୁର,  ଗଙ୍ଗାପୁରମ କିଶନ ରେଡ୍ଡୀ,  ପୁରୁଷୋତ୍ତମ ରୁପାଲା,  ଭୂପେନ୍ଦ୍ର ଯାଦବ, ମନସୁଖ ମାଣ୍ଡବୀୟ, ହରଦୀପ ସିଂ ପୁରୀ, ରାଜକୁମାର ସିଂ, କିରଣ ରିଜ୍ଜିଜୁ, ପଶୁପତି କୁମାର ପାରସ, ଅଶ୍ୱିନୀ ବୈଷ୍ଣବ, ରାମଚନ୍ଦ୍ର ପ୍ରସାଦ ସିଂ, ଜ୍ୟୋତିରାଦିତ୍ୟ ମାଧବ ରାଓ ସିନ୍ଧିଆ, ଡଃ ବୀରେନ୍ଦ୍ର କୁମାର, ସର୍ବାନନ୍ଦ ସୋନଓ୍ୱାଲ ଓ ନାରାୟଣ ରାଣେ।

ରାଷ୍ଟ୍ରମନ୍ତ୍ରୀ ଭାବେ ୨୮ ଜଣ  ଶପଥ ନେଇଥିବା ମନ୍ତ୍ରୀଗଣ ହେଉଛନ୍ତି–    ଅନୁପ୍ରିୟା ପଟେଲ, ଶୋଭା କରନ୍ଦଲାଜେ, ମୀନାକ୍ଷୀ ଲେଖୀ, ଅଜୟ ଭଟ୍ଟ, ପଙ୍କଜ ଚୌଧୁରୀ,  ସତ୍ଯପାଲ୍ ସିଂ ବାଘେଲା , ରାଜୀବ ଚନ୍ଦ୍ରଶେଖର, ଶୁଶ୍ରୀ ଶୋଭା, ଭାନୁ ପ୍ରତାପ ସିଂ ବର୍ମା, ଦର୍ଶନା ବିକ୍ରମ ଜାରଦୋସ୍ ,ଅନ୍ନପୂର୍ଣ୍ଣା ଦେବୀ, ଏ.ନାରୟଣସ୍ବାମୀ, କୌଶଲ କିଶୋର, ଅଜୟ ଭଟ୍ଟ, ବି. ଏଲ ବର୍ମା, ଅଜୟ କୁମାର, ଚୌହାନ ଦେବୁସିଂହ, ଭଗୱନ୍ତ ଖୁବା, କପିଲ ମୋରେଶ୍ବର ପାଟିଲ, ପ୍ରତିମା ଭୌମିକ, ସୁବସ ସରକାର, ଭଗୱନ୍ତ କିଷାନ, ରାଜକୁମାର ରଞ୍ଜନ ସିଂହ, ଭାରତୀ ପରବୀନ ପାୱାର, ବିଶ୍ବେଶ୍ବର ଟୁଡୁ, ଶାନ୍ତୁନୁ ଠାକୁର, ଡ଼ ମୁଞ୍ଜାପରା ମହେନ୍ଦ୍ରଭାଇ , ଜନ ବାର୍ଲା, ଡ. ଏଲ ମୁର୍ଗାନ,  ନିଶିତ ପ୍ରାମାଣିକ ।

ଆଜିର ଶପଥ ଗ୍ରହଣ ଉତ୍ସବରେ ଉପରାଷ୍ଟ୍ରପତି ଏମ. ଭେଙ୍କିଆ ନାଇଡୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ପୂର୍ବତନ କେନ୍ଦ୍ରମନ୍ତ୍ରୀ ଓ ଅନ୍ୟାନ୍ୟ ସଦସ୍ୟଗଣ ଯୋଗ ଦେଇଥିଲେ।