Modi Cabinet Expansion - The Sakala

ଆସିଲା ଶପଥ ନେବାକୁ ଥିବା ୪୩ ଜଣ ମନ୍ତ୍ରୀଙ୍କ ନାଁ
ନୂଆଦିଲ୍ଲୀ: କେନ୍ଦ୍ର କ୍ୟାବିନେଟରେ ଆଜି ବଡ଼ ପରିବର୍ତ୍ତନ ହେଉଛି ।  କେନ୍ଦ୍ର କ୍ୟାବିନେଟ ବିସ୍ତାରରେ ଆଜି ୪୩ ନେତା ଶପଥ ଗ୍ରହଣ କରିବେ। ୪୩ ନେତାଙ୍କ ନାଁ ଏଏନଆଇ ପକ୍ଷରୁ ଟ୍ବିଟ କରାଯାଇଛି। ଏହା ଚୂଡାନ୍ତ ତାଲିକା ବୋଲି ଜଣାପଡ଼ିଛି। ତେବେ କାହକୁ କେଉଁ ବିଭାଗ ମିଳିବ ସେ ନେଇ ଏ ଯାଏ ସ୍ପଷ୍ଟ ହୋଇ ନାହିଁ।

43 leaders to take oath today in the Union Cabinet expansion. Jyotiraditya Scindia, Pashupati Kumar Paras, Bhupender Yadav, Anupriya Patel, Shobha Karandlaje, Meenakshi Lekhi, Ajay Bhatt, Anurag Thakur to also take the oath. pic.twitter.com/pprtmDu4ko

— ANI (@ANI) July 7, 2021

୪୩ଜଣଙ୍କ ନାଁ ହେଉଛି- ନାରାୟଣ ଟାଟୁ ରାଣେ, ସର୍ବାନନ୍ଦ ସୋନୱାଲ, ବିରେନ୍ଦ୍ର କୁମାର, ରାମଚନ୍ଦ୍ର ପ୍ରସାଦ ସିଂହ, ଅଶ୍ୱିନୀ ବୈଷ୍ଣବ, ଜ୍ୟୋତିରାଦିତ୍ୟ ସିନ୍ଧିଆ, କିରଣ ରିଜିଜୁ, ରାଜ କୁମାର ସିଂହ, ହରଦୀପ ସିଂ ପୁରୀ,  ପଶୁପତି କୁମାର ପରାସ, ଭୁପେନ୍ଦ୍ର ଯାଦବ, ଅନୁପ୍ରିୟା ପଟେଲ, ଶୋଭା କରନ୍ଦଲାଜେ, ମୀନାକ୍ଷୀ ଲେଖୀ, ଅଜୟ ଭଟ୍ଟ, ଅନୁରାଗ ଠାକୁର, ପରଷୋତ୍ତମ ରୂପାଲ,  ଜି.କିଷ୍ଣା ରେଡ୍ଡୀ, ପଙ୍କଜ ଚୌଧୁରୀ,  ସତ୍ଯପାଲ୍ ସିଂ ବାଘେଲା , ରାଜୀବ ଚନ୍ଦ୍ରଶେଖର, ଶୁଶ୍ରୀ ଶୋଭା, ଭାନୁ ପ୍ରତାପ ସିଂ ବର୍ମା, ଦର୍ଶନା ବିକ୍ରମ ଜାରଦୋସ୍ ।

ଅନ୍ନପୂର୍ଣ୍ଣା ଦେବୀ, ଏ.ନାରୟଣସ୍ବାମୀ, କୌଶଲ କିଶୋର, ଅଜୟ ଭଟ୍ଟ, ବି. ଏଲ ବର୍ମା, ଅଜୟ କୁମାର, ଚୌହାନ ଦେବୁସିଂହ, ଭଗୱନ୍ତ ଖୁବା, କପିଲ ମୋରେଶ୍ବର ପାଟିଲ, ପ୍ରତିମା ଭୌମିକ, ସୁବସ ସରକାର, ଭଗୱନ୍ତ କିଷାନଓ, ରାଜକୁମାର ରଞ୍ଜନ ସିଂହ, ଭାରତୀ ପରବୀନ ପାୱାର, ବିଶ୍ବେଶ୍ବର ଟୁଡୁ, ଶାନ୍ତୁନୁ ଠାକୁର, ଡ଼ ମୁଞ୍ଜାପରା ମହେନ୍ଦ୍ରଭାଇ, , ଜନ ବାର୍ଲା, ଡ. ଏଲ ମୁର୍ଗାନ,  ନିଶିତ ପ୍ରାମାଣିକ ।

ମୋଦି ସରକାର ଦ୍ୱିତୀୟ ପାଳିରେ ପ୍ରଥମ କ୍ୟାବିନେଟ୍ ସମ୍ପ୍ରସାରଣ, ଓଡ଼ିଶାରୁ ୨ ମନ୍ତ୍ରୀ ସାମିଲ ହେବା ନେଇ ସ୍ପଷ୍ଟ
ନୂଆଦିଲ୍ଲୀ: ମୋଦି ସରକାର ଦ୍ୱିତୀୟ ପାଳିରେ ପ୍ରଥମ କ୍ୟାବିନେଟ୍ ସମ୍ପ୍ରସାରଣ ଆଜି ସନ୍ଧ୍ୟାରେ ହେବାକୁ ଯାଉଛି । ଏହାରି ଭିତରେ ଓଡ଼ିଶାରୁ ମୋଦି ସରକାରଙ୍କ ଦ୍ୱିତୀୟ ସମ୍ପ୍ରସାରଣରେ କିଏ ସ୍ଥାନ ପାଇବେ ତାକୁ ନେଇ କଳ୍ପନାଜଳ୍ପନା ପ୍ରକାଶ ପାଉଥିବା ବେଳେ ମୟୂରଭଞ୍ଜ ସାଂସଦ ବିଶ୍ୱେଶ୍ୱର ଟୁଡୁଙ୍କ ନାମ ଆଗକୁ ଆସିଛି । ବିଶ୍ୱେଶ୍ୱର ମୋଦିଙ୍କ ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇବା ନେଇ ସ୍ପଷ୍ଟ ହୋଇଛି ।

ସେହିପରି ମୋଦିଙ୍କ ନୂଆ ଟିମରେ ସାମିଲ ହେବେ ଅଶ୍ୱିନୀ ବୈଷ୍ଣବ । ବର୍ତ୍ତମାନ ପ୍ରଧାନମନ୍ତ୍ରୀଙ୍କ ଘରେ ଅଛନ୍ତି ରାଜ୍ୟସଭା ସାଂସଦ ଅଶ୍ୱିନୀ ବୈଷ୍ଣବ । ବିଜେଡି ସମର୍ଥନରେ ବିଜେପିରୁ ରାଜ୍ୟସଭା ଯାଇଛନ୍ତି ପୂର୍ବତନ ଓଡ଼ିଶା କ୍ୟାଡର IAS ଅଶ୍ୱିନୀ ବୈଷ୍ଣବ । ଅଶ୍ୱିନୀ ବୈଷ୍ଣବ ଜଣେ ଦକ୍ଷ ପ୍ରଶାସକ ଭାବେ ଓଡ଼ିଶାରେ କାର୍ଯ୍ଯଦକ୍ଷତା ଦେଖାଇ ସାରିଛନ୍ତି । ରାଜ୍ୟସଭା ସାଂସଦ ଆଉ ଏବେ ମନ୍ତ୍ରୀ ପଦ ମିଳିବା ସ୍ପଷ୍ଟ ହୋଇଛି।