gold shops - The Sakala

ସୁନା ଦୋକାନରୁ ଲକ୍ଷାଧିକ ଟଙ୍କାର ଗହଣା ଲୁଟିନେଲେ ଲୁଟେରା
ଖୋର୍ଦ୍ଧା ଆଦର୍ଶ ଥାନା ଅନ୍ତର୍ଗତ ଗୁରୁଜଙ୍ଗ ପତିତପାବନ ଛକ ନିକଟରେ ଥିବା ଏକ ସୁନା ଅଳଙ୍କାର ଦୋକାନରୁ ସଟର ତାଡି ୨ଜଣ ଦୁର୍ବୁତ ଲୁଟ୍ କରିଥିବା ଜଣାପଡିଛି । ସୁନାଚୁଡ଼ି, ମଙ୍ଗଳସୂତ୍ର, ମୁଦି, କାନଫୁଲ ଓ ଅନେକ ରୁପା ଅଳଙ୍କାର ପରି ଲକ୍ଷାଧିକ ଟଙ୍କାର ସୁନାଗହଣା ଚୋରି ହୋଇଥିବା  ସୂଚନା ଦେଇଛନ୍ତି ଅଳଙ୍କାର ଦୋକାନ ର ମାଲିକ ଶ୍ୟାମ ସୁନ୍ଦର ପଟ୍ଟନାୟକ । ଲକଡାଉନ କଟକଣା ଯୋଗୁ ଦିନ ୨ଟା ପରେ ଦୋକାନ ବଜାର ବନ୍ଦ ରହୁଥିବା ଏବଂ ପୋଲିସ ପାଟ୍ରୋଲିଂ ଢିଲା କାରଣରୁ ଦୁର୍ବୃତ୍ତମାନେ ଏହାର ସୁଯୋଗ ନେଇ ଦୋକାନର ସଟର ତାଡ଼ି ଲୁଟ କରିଛନ୍ତି । ତେବେ ଲୁଟ ସମ୍ପର୍କରେ ଖବର ପାଇ ଘଟଣା ସ୍ଥଳରେ ସଦର ଏସ୍ଡିପିଓ ସୁସିଲ କୁମାର ମିଶ୍ର, ଆଦର୍ଶଥାନା ଅଧିକାରୀ ସଞ୍ଜୟ ପଟ୍ଟନାୟକ ଏବଂ ପୋଲିସର ଏକ ଟିମ ସହିତ ସାଇଣ୍ଟିଫିକ ଟିମ ପହଞ୍ଚି ଦୋକାନ ମାଲିକଙ୍କୁ ପଚରାଉଚରା କରିବା ସହିତ  ସିସିଟିଭି ଡିଭିଆରକୁ ଜବତ କରି ତଦନ୍ତ କରୁଥିବା ଜଣାଯାଇଛି ।