Chhattisgarh Police - The Sakala

ଆନ୍ତରାଜ୍ୟ ଗଞ୍ଜେଇ ମାଫିଆଙ୍କୁ ରିମାଣ୍ଡରେ ନେବାକୁ STF କାର୍ଯ୍ୟାଳୟରେ ଛତିଶଗଡ଼ ପୋଲିସ
ଭୁବନେଶ୍ୱର: ଆନ୍ତରାଜ୍ୟ ଗଞ୍ଜେଇ ମାଫିଆଙ୍କୁ ରିମାଣ୍ଡରେ ନେବ ଛତିଶଗଡ଼ ପୋଲିସ । ନିଶା ମାଫିଆଙ୍କୁ ପଚରାଉଚରା ପରେ ରିମାଣ୍ଡରେ ନେବାକୁ କୋର୍ଟରେ ଆବେଦନ କରିବ ଛତିଶଗଡ଼ ପୋଲିସ। ଦୁର୍ବାସା ସାହୁ,ଅରୁଣ ରଣା,ସୁବୁଦ୍ଧି ସାହୁ,ପ୍ରକାଶ ଖଟୁଆଙ୍କୁ ରିମାଣ୍ଡରେ ନେବାକୁ ଆସି STF କାର୍ଯ୍ୟାଳୟରେ ପହଞ୍ଚିଛି ଛତିଶଗଡ଼ ପୋଲିସ । ଓଡିଶାରୁ ୟୁପିକୁ କନ୍ଧମାଳ ଗଞ୍ଜେଇ ଚାଲାଣ ବେଳେ ପୂର୍ବରୁ ସେମାନଙ୍କ ଠାରୁ ପାଖାପାଖି ୩୦ କୁଇଣ୍ଟାଲ ଗଞ୍ଜେଇ ଜବତ କରାଯାଇଛି । ଆଜି ଦିନକ ପାଇଁ STF ସେମାନଙ୍କୁ ରିମାଣ୍ଡରେ ଆଣିବା ପରେ ଚାଲିଛି ଅଧିକ ଛାନଭିନ ।

ଏହି ଅଭିଯୁକ୍ତମାନେ ପୂର୍ବରୁ ୩ହଜାର କିଲୋ ଗଞ୍ଜେଇ ଓଡିଶାରୁ ୟୁପି ଚାଲାଣ ବେଳେ, ଛତିଶଗଡ଼ ପୁଲିସ ଧରିଥିଲା । ହେଲେ ଅଭିଯୁକ୍ତ ମାନେ ଛତିଶଗଡ଼ ପୁଲିସକୁ ମାଡ଼ ମାରି ଫେରାର ହୋଇଯାଇଥିଲେ । ସେମାନଙ୍କୁ ଓଡ଼ିଶା STF ଗିରଫ କରିଥିବା ବେଳେ,ରିମାଣ୍ଡରେ ନେବାକୁ ପ୍ରକ୍ରିୟା ଆରମ୍ଭ କରାଯାଇଛି ।