India Book of Records - The Sakala

ୟୁ-ଟ୍ୟୁବରେ ଛାତ୍ରଛାତ୍ରୀଙ୍କୁ ପଦାର୍ଥ ବିଜ୍ଞାନ ବିଷୟରେ ଶିକ୍ଷା ପ୍ରଦାନ କରି ଇଣ୍ଡିଆ ବୁକ୍‌‌ ଅଫ୍‌‌ ରେକର୍ଡରେ ସ୍ଥାନ ପାଇଛନ୍ତି ଗଞ୍ଜାମ ଜିଲ୍ଲାର ଅଜିତ
ପାତ୍ରପୁର(ବଦ୍ରୀ ନାରାୟଣ ରଣା): ଶିକ୍ଷାଗ୍ରହଣ ମଣିଷ ପାଇଁ ଅପରିହାର୍ଯ୍ୟ। ଏ କ୍ଷେତ୍ରରେ ଦିନକୁ ଦିନ ମଣିଷ ଆଗକୁ ବଢ଼ୁଛି। ପ୍ରଯୁକ୍ତିବିଦ୍ୟାର ଦ୍ରୁତ ଅଗ୍ରଗତିରେ ମଣିଷ ତା’ର ଅସ୍ତିତ୍ୱ ଖୋଜି ନିଜକୁ ସତର୍କ କରୁଛି। ଦୁନିଆରେ ଯେତେସବୁ ଜିନିଷ ମଣିଷ ଦ୍ୱାରା ନିର୍ମିତ ହୋଇଛି ତାହା ବିଭିନ୍ନ କ୍ଷେତ୍ରରେ କାମରେ ଆସୁଛି। ଏ ଦିଗରେ କେବଳ ସହର ନୁହେଁ ବରଂ ଉପାନ୍ତ ଅଞ୍ଚଳ ମଧ୍ୟ ସାମିଲ ହେଉଛି।

ଗାଁଠୁ ସହର ମୋବାଇଲର ପ୍ରଚଳନ ଓ ଅନଲାଇନ ଶିକ୍ଷା ନୂଆ ଦିଶା ଆଣିଥିବା ବେଳେ ଏହାକୁ ଅନେକ ସକାରାତ୍ମକ ଭାବେ ଗ୍ରହଣ କରି ସ୍ୱତନ୍ତ୍ର ପରିଚୟ ମଧ୍ୟ ସୃଷ୍ଟି କରିଛନ୍ତି। ତନ୍ମଧ୍ୟରୁ ଉପାନ୍ତର ଅଜିତ ଅନ୍ୟତମ। ଏକଦା ୟୁ-ଟ୍ୟୁବ୍‌‌ ମାଧ୍ୟମରେ ଯୁକ୍ତଦୁଇ ଓ ଯୁକ୍ତତିନି ଛାତ୍ରଛାତ୍ରୀଙ୍କୁ ଶିକ୍ଷାପ୍ରଦାନ କରିବା ଲକ୍ଷ୍ୟରେ ଏକ ଚ୍ୟାନେଲ ଆରମ୍ଭ କରିଥିଲେ। ଲକ୍ଷ୍ୟ ଥିଲା ଭିଡିଓ ମାଧ୍ୟମରେ ଶିକ୍ଷା ପ୍ରଦାନ କରିବା। ଏହି ଶିକ୍ଷା ପ୍ରଦାନ ଆଜି ତାଙ୍କୁ ଜାତୀୟସ୍ତରର ସମ୍ମାନ ଦେଇଛି। ଇଚ୍ଛାଶକ୍ତି ଓ ଅକ୍ଲାନ୍ତ ପରିଶ୍ରମ ଆଗରେ ସବୁ କିଛି ସମ୍ଭବ ବୋଲି ପ୍ରମାଣିତ କରିଛନ୍ତି ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକର ଅଜିତ। ଉପାନ୍ତରେ ଥିବା ପାତ୍ରପୁର ବ୍ଲକ ଅନ୍ତର୍ଗତ ରାଜପୁର ଗ୍ରାମର ବିଜୟ ମଲ୍ଲିକ ଓ ଝୁନୁଲତାଙ୍କ ପୁଅ ଅଜିତ। ନୂଆଦିଲ୍ଲୀ ସ୍ଥିତ ଏକ ବେସରକାରୀ ସଂସ୍ଥାରେ କାମ କରୁଥିବା ବେଳେ ସେଠାକାର ବାତାବରଣରେ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବା ଯୋଗୁଁ ସେ କାମ ଛାଡ଼ି ଗ୍ରାମକୁ ଫେରିଆସିଥିଲେ। ପଦାର୍ଥ ବିଜ୍ଞାନରେ ଏମ୍‌‌ଏସସି ଶିକ୍ଷା ଗ୍ରହଣ କରିଥିବା ଅଜିତ ୟୁ-ଟ୍ୟୁବ୍‌‌ ମାଧ୍ୟମରେ +୨ ଓ +୩ ଛାତ୍ରଛାତ୍ରୀଙ୍କୁ ପଦାର୍ଥ ବିଜ୍ଞାନ ଶିକ୍ଷା ପ୍ରଦାନ କରିବା ପାଇଁ ଚିନ୍ତା କରି ‘ଫିଜିକ୍ସ ୱିଥ୍‌‌ ଅଜିତ୍‌‌’ ନାମକ ଏକ ୟୁ-ଟ୍ୟୁବ୍‌‌ ଚ୍ୟାନେଲ୍‌‌ ଗତ ମେ ମାସ ୨୭ତାରିଖରେ ଆରମ୍ଭ କରିଥିଲେ। ଏକ ମାସ ମଧ୍ୟରେ ଏକକ ଓ ମାତ୍ରା, କ୍ୱାଣ୍ଟମ୍‌‌ ମେକାନିକ୍‌‌, କ୍ଲାସିକ୍‌‌ ମେକାନିକ୍‌‌, ବିଦ୍ୟୁତ୍‌‌ କ୍ଷେତ୍ର, କୁଲମଙ୍କ ନିୟମ ଭଳି ବିଭିନ୍ନ ବିଷୟରେ ୫୪ଟି ଭିଡିଓ ସେ ଅପଲୋଡ କରିଥିବା ବେଳେ ତାଙ୍କ ନାମ ଇଣ୍ଡିଆ ବୁକ୍‌‌ ଅଫ୍‌‌ ରେକର୍ଡରେ ସ୍ଥାନ ପାଇଛି। ଆଜିର ମୋବାଇଲ ଯୁଗରେ ଯୁଗବର୍ଗଙ୍କ ପାଇଁ ଅଜିତ୍‌‌ ନିଶ୍ଚିତଭାବେ ପ୍ରେରଣା ପାଲଟିଛନ୍ତି। ସେ ସଫଳତାର ଶ୍ରେୟ ନିଜ ବାପା, ମା’ଙ୍କୁ ଦେଇଛନ୍ତି।

ପ୍ରଥମ ଓଡ଼ିଆ ସାହିତ୍ୟିକ ଭାବେ ଇଣ୍ଡିଆ ବୁକ୍ ଅଫ ରେକର୍ଡ଼ସରେ ସ୍ଥାନପାଇଲେ ପ୍ରଫେସର ଉଦୟଦାଥ ସାହୁ
ନୂଆଦିଲ୍ଲୀ: ଇଣ୍ଡିଆ ବୁକ ଅଫ ରେକର୍ଡରେ ତାଲିକା ଭୁକ୍ତ ହୋଇଛନ୍ତି ପ୍ରଥମ ଓଡ଼ିଆ ସାହିତ୍ୟିକ । ମହାଭାରତ ଓ ଭାଗବତ ଭଳି ଭାରତୀୟ ମହାକାବ୍ୟର ତୁଳନାତ୍ମକ ଅଧ୍ୟୟନ କରିବାରେ ସଫଳତା ପାଇଛନ୍ତି ପ୍ରଫେସର ଉଦୟନାଥ ସାହୁ । ନୂଆଦିଲ୍ଲୀସ୍ଥିତ ଜବାହରଲାଲ୍ ନେହରୁ ବିଶ୍ୱବିଦ୍ୟାଳୟରେ ସ୍ଥାପିତ ‘ଆଦିକବି ସାରଳା ଦାସ ଚେୟାର’ ପ୍ରଫେସର ଅଛନ୍ତି ଉଦୟନାଥ ସାହୁ । ପ୍ରଥମଥର ପାଇଁ ସାହୁଙ୍କୁ ବୁକ୍ ଅଫ୍ ରେକର୍ଡ଼ରେ ତାଲିକାଭୁକ୍ତ କରାଯାଇଛି।

ଇଣ୍ଡିଆ ବୁକ୍‍ ଅଫ୍‌ ରେକର୍ଡରେ ଓଡ଼ିଶାର ୩ ବର୍ଷୀୟ ବିସ୍ମୟ ବାଳକ ଦିବ୍ୟାଂଶୁ
ବାଲିପାଟଣା: ବିଚକ୍ଷଣ ସ୍ମରଣ ଶକ୍ତିର ଅଧିକାରୀ ଦିବ୍ୟାଂଶୁ। ମାତ୍ର ୩ ବର୍ଷ ବୟସରଙ୍କ ଅସାଧାରଣ ପ୍ରତିଭା ଆଣିଦେଇଛି ସଫଳତା। ଇଣ୍ଡିଆ ବୁକ୍‌ ଅଫ୍‌ ରେକର୍ଡରେ ସ୍ଥାନୀତ ହୋଇଛନ୍ତି ଦିବ୍ୟାଂଶୁ। ଦିବ୍ୟାଂଶୁ ହେଉଛନ୍ତି ବାଲିପାଟଣା ବ୍ଲକ ବନମାଳିପୁର ଦିୱାନ୍‍ପାଟଣା ମଠସାହି ଗ୍ରାମର କୃଷ୍ଣଚନ୍ଦ୍ର ସାହୁ ଏବଂ ଅନ୍ନପୂର୍ଣ୍ଣା ସାହୁଙ୍କ ପୁତ୍ର। ବାପା ଜଣେ ବ୍ୟବସାୟୀ ଏବଂ ମାମା ଗୃହିଣୀ। ବହିରୁ ଛବି ଦେଖି ବିଭିନ୍ନ ପ୍ରକାର ପଶୁପକ୍ଷୀ ଓ ପନିପରିବାର ଇଂରାଜୀରେ ନାମ କହି ପାରୁଛନ୍ତି ଦିବ୍ୟାଂଶୁ। ୨୮ ରାଜ୍ୟର ନାମ କହିବା ସହ ସେମାନଙ୍କର ରାଜଧାନୀର ନାମ ନିର୍ଭୁଲ ଭାବେ କହୁଛନ୍ତି। ଇନ୍ଦ୍ରଧନୁର ସାତ ରଙ୍ଗ, ରାଇମ୍ସ, ଶରୀରର ସମସ୍ତ ଅଙ୍ଗପ୍ରତ୍ୟଙ୍ଗର ନାମ, ଜାତୀୟ ଚିହ୍ନ ଚିହ୍ନିବା ସହ ଇଂରାଜୀରେ କହିବା ସହ ପଣିକିଆ ମଧ୍ୟ ବୋଲି ପାରୁଛନ୍ତି ଏହି କୁନି ବିସ୍ମୟ ବାଳକ।

ପରିବାର ଲୋକଙ୍କ କହିବାନୁଯାୟୀ ଦିବ୍ୟାଂଶୁଙ୍କୁ ଯେତେବେଳେ ୨ ବର୍ଷ ସେବେଠାରୁ ତାଙ୍କର ଏହି ପ୍ରତିଭାକୁ ଚିହ୍ନିପାରିଥିଲେ ମାମା ଅନ୍ନପୂର୍ଣ୍ଣା। ଦିବ୍ୟାଂଶୁଙ୍କ ବଡ଼ଭାଇ ପାଠ ପଢ଼଼ିବା ବେଳେ ଦିବ୍ୟାଂଶୁ ସେହି ପାଠ ସବୁକୁ ମନେ ରଖିପାରୁଥିଲେ। ମା’ ଠାକୁରଙ୍କ ପାଖରେ ପ୍ରାର୍ଥନା ଏବଂ ଶ୍ଳୋକ ବୋଲିବା ବେଳେ ଦିବ୍ୟାଂଶୁ ତାହାକୁ ଶୁଣି ମନେରଖି ପରବର୍ତ୍ତୀ ସମୟରେ ଉଚ୍ଚାରଣ କରୁଥିଲେ। ୧ ବର୍ଷରେ ଯେତେବେଳେ ଦିବ୍ୟାଂଶୁ କଥା କହିବା ଆରମ୍ଭ କରିଥିଲେ ସେବେଠାରୁ ତାଙ୍କର ପ୍ରତିଭା ସମ୍ପର୍କରେ ଜଣା ପଡୁଥିଲା। ଦିବ୍ୟାଂଶୁ ସର୍ବଦା ମୋବାଇଲ୍‍ ଦେଖିବା ଠାରୁ ଦୂରେଇ ରହୁଥିଲେ। ତାଙ୍କର ଏହି ସବୁ ପ୍ରତିଭା ଜାଣିବା ପରେ ତାଙ୍କ ମାମା ଅନ୍ନପୂର୍ଣ୍ଣା ଦିବ୍ୟାଂଶୁଙ୍କୁ ବିଭିନ୍ନ ପ୍ରକାର ଛବି ଦେଖାଇ ଇଂରାଜୀରେ ନାମ ଶିଖାଇଥିଲେ।

ଇଣ୍ଡିଆ ବୁକ୍‍ ଅଫ୍‍ ରେକର୍ଡସ୍‍ ରେ ୨ ବର୍ଷର ଓଡ଼ିଆ ଶିଶୁ ତ୍ରିଶା ତନୁଶ୍ରୀ, ଗୋଟିଏ ମିନିଟରେ କହୁଛନ୍ତି ୨୭ ରାଜ୍ୟ ଓ ରାଜଧାନୀର ନାମ
ଭୁବନେଶ୍ୱର: ୨୧ ମାସ ବୟସରେ ଇଣ୍ଡିଆ ବୁକ୍‍ ଅଫ୍‍ ରେକର୍ଡସ୍‍ରେ ସ୍ଥାନପାଇଛନ୍ତି ଭୁବନେଶ୍ୱରର ତ୍ରିଶା ତନୁଶ୍ରୀ। ୨ ବର୍ଷ ହେବାକୁ ଆହୁରି ୩ମାସ ବାକି ଅଛି। ଏହି କୁନି ବୟସରେ କିଏ କଥା କହିବା ଆରମ୍ଭ କରିଥାନ୍ତି ତ ଆଉ କେହି ଠିକ୍‍ ଭାବେ କଥା କହିପାରନ୍ତିନି। କିନ୍ତୁ ଏହି ବୟସରେ ମୁହଁରେ ରହିଛି ଦେଶର ଭୂଗୋଳ। ଗୋଟିଏ ମିନିଟ୍‍ରେ ୨୭ଟି ରାଜ୍ୟ ରାଜଧାନୀର ନାମ ଗୋଟି ଗୋଟି କରି ପ୍ରାଞ୍ଜଳ ଭାବେ କହିପକାଉଛି। ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛି। ଏହି ବିସ୍ମୟୀ ବାଳିକା ହେଉଛନ୍ତି ରାଜେନ୍ଦ୍ର ସ୍ୱାଇଁ ଏବଂ ଏଲିନା ମଧୁସ୍ମିତା ଦାସଙ୍କ ଏକମାତ୍ର ଝିଅ ତ୍ରିଶା।

୧ ବର୍ଷ ବୟସରୁ ଉଭୟ ବାପା ଏବଂ ମା’ ତ୍ରିଶାର ସ୍ମରଣଶକ୍ତି ଦେଖି ତାଜୁବ ହୋଇଛନ୍ତି। ତାଙ୍କ ମା’ ପ୍ରଥମେ ତ୍ରିଶାଙ୍କୁ ଅ, ଆ, ଅକ୍ଷର ଶିଖାଇବା ଆରମ୍ଭ କରିଥିଲେ। କିନ୍ତୁ ଆଶ୍ଚର୍ଯ୍ୟ କଥା ମାତ୍ର ସପ୍ତାହେ ମଧ୍ୟରେ ସମସ୍ତ ଲେଟର ମନେ ରଖି ପାରିଥିଲେ ସେ। ଏମିତିକି ଦ୍ୱିତୀୟ ଥର ମଧ୍ୟ କହିବାକୁ ପଡ଼ି ନଥିଲା। ଏହାପରଠୁ ସାଧାରଣ ଜ୍ଞାନ, ପଣିକିଆ, ଶଦ୍ଦ ସଂଯୋଜନା, ରାଇମ୍ସ ଆଦି ଶିଖାଇଥିଲେ। ବର୍ତ୍ତମାନ ୧୦ଟି ଇଂରାଜୀ ରାଇମସ୍‍ ସହ ଟେବୁଲ, ସାଧାରଣଜ୍ଞାନ, ୫ ପର୍ଯ୍ୟନ୍ତ ପଣକିଆ, ୫୦ ପର୍ଯ୍ୟନ୍ତ ସଂଖ୍ୟା ମଧ୍ୟ ବନାନ୍‍ କରି କହିପାରୁଛନ୍ତି ତ୍ରିଶା। ସବୁଠୁ ବଡ଼ କଥା ହେଉଛି ଏକ ମିନିଟ୍‍ ରେ ୨୭ଟି ରାଜ୍ୟର ରାଜଧାନୀ ନାମ ଗୁଡ଼ିକ ଅନର୍ଗଳ କହିପାରୁଛନ୍ତି। ଏହାସହ ଜିଲ୍ଲାର ରାଜଧାନୀ, ମୁଖ୍ୟମନ୍ତ୍ରୀ, ପ୍ରଧାନମନ୍ତ୍ରୀ, ରାଷ୍ଟ୍ରପତିଙ୍କ ନାମ ମଧ୍ୟ ସ୍ପଷ୍ଟ ଭାବେ କହିପାରୁଛନ୍ତି। ଏନେଇ ତ୍ରିଶାଙ୍କ ମା’ ଇଣ୍ଡିଆ ବୁକ୍‍ ଅଫ୍‍ ରେକଡର୍ସରେ ପଞ୍ଜିକରଣ କରିଥିଲେ। ଅନଲାଇନ୍‍ ମାଧ୍ୟମରେ ତ୍ରିଶାଙ୍କର ଏକ ପରୀକ୍ଷା ମଧ୍ୟ କରାଯାଇଥିଲା। ଉକ୍ତ ପରୀକ୍ଷାରେ ତ୍ରିଶା ସଫଳ ହେବା ପରେ ତାଙ୍କ ନିକଟକୁ ଡାକ ଯୋଗେ ମେଡାଲ ସାର୍ଟିଫିକେଟ୍‍ ଏବଂ ଇଣ୍ଡିଆ ବୁକ୍‍ ଅଫ୍‍ ରେକର୍ଡସର ଏକ ବହି ପହଞ୍ଚିଛି। ଏହା ତ୍ରିଶାଙ୍କ ବାପା ମା’ଙ୍କ ସମେତ ସମ୍ପର୍କୀୟ ଶୁଣି ବେଶ୍‍ ଗର୍ବ ଅନୁଭବ କରିଛନ୍ତି। ଆଗକୁ ତ୍ରିଶା କିଭଳି ବିଭିନ୍ନ ପ୍ରତିଯୋଗିତାରେ ଭାଗ ନେବେ ସେଥିପାଇଁ ତାଙ୍କୁ ପ୍ରସ୍ତୁତ କରାଯିବ ବୋଲି ତାଙ୍କ ମା’ ଏଲିନା କହିଛନ୍ତି।

ଇଣ୍ଡିଆ ବୁକ୍ ଅଫ ରେକର୍ଡସରେ ସ୍ଥାନ ପାଇଲେ ଦେଢ଼ବର୍ଷର ଓଡ଼ିଆ ଶିଶୁ ଶ୍ରେୟାଂଶୁ
କଣ୍ଟାପଡ଼ା: କଟକ ଜିଲ୍ଲା କଣ୍ଟାପଡ଼ା ବ୍ଲକ୍ ଉତ୍ତାଣ ଗ୍ରାମର ସୋମନାଥ ଦୀକ୍ଷିତଙ୍କ ଦେଢବର୍ଷର ପୁଅ ଶ୍ରେୟାଂଶୁ ଏବେ ଅଞ୍ଚଳ ପାଇଁ ଆଣିଛନ୍ତି ଗୌରବ। ମାତ୍ର ଦେଢ ବର୍ଷ ବୟସରେ ଭାରତର ବିଶିଷ୍ଟ ସ୍ଵାଧୀନତା ସଂଗ୍ରାମୀ, ଶରୀରର ବିଭିନ୍ନ ଅଙ୍ଗ ପ୍ରତ୍ୟେଙ୍ଗ ସହ ବିଭିନ୍ନ ରଙ୍ଗ, ଉତ୍ସବ ମହୋତ୍ସବ ଆଦି ୧୪ଟି ବିଭାଗରେ ନିଜ ପାରଦର୍ଶିତା ଦେଖାଇଛନ୍ତି। ପାଟିରୁ କଥା ନସରୁଣୁ ଏଗୁଡିକୁ ଶ୍ରେୟାଂଶୁ ଚିହ୍ନଟ କରି ପାରୁଛନ୍ତି। ସେହିପରି ଓଡ଼ିଆ, ହିନ୍ଦୀ ଓ ଇଂରାଜି ଭାଷାରେ ପ୍ରଶ୍ନକଲେ ସେ ତାହା ବୁଝି ପାରୁଛନ୍ତି ଓ ତଦନୁଯାୟୀ ପ୍ରତିକ୍ରିୟା ଦେଖାଉଛନ୍ତି। ତାଙ୍କର ଏପରି ପ୍ରତିଭା ପାଇଁ ସେ ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସରେ ସ୍ଥାନ ପାଇଛନ୍ତି । ଶ୍ରେୟାଂଶୁଙ୍କ ଏପରି କୃତିତ୍ବ ପାଇଁ ତାଙ୍କ ପରିବାର ସହ ସାରା ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଛି।

ଓଲଟା ଚିତ୍ର ଆଙ୍କି ଇଣ୍ଡିଆ ବୁକ୍ ଅଫ୍ ରେକର୍ଡ୍ସରେ ସ୍ଥାନ ପାଇଲେ ଅଷ୍ଟମ ଶ୍ରେଣୀ ଛାତ୍ର ଆୟୁଷ
ପୁରୀ: ଅଷ୍ଟମ ଶ୍ରେଣୀର ଛାତ୍ର । ହେଲେ ଓଲଟା ଚିତ୍ର ଆଙ୍କିବାରେ ସେ ମାହିର। କେବଳ ଓଲଟା ନୁହେଁ, ତା’ ସାଙ୍ଗକୁ ସ୍ପିଡ଼ ପେଣ୍ଟିଂ କରି ଏବେ ସେ ଚର୍ଚ୍ଚାକୁ ଆସିଛନ୍ତି। କମ୍ ସମୟ ମଧ୍ୟରେ ବେଶ୍ ଆକର୍ଷଣୀୟ ଚିତ୍ର ଆଙ୍କି ଏବେ ନିଜ ପାଇଁ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି। ଏହି ନିଆରା ଚିତ୍ର ଆଙ୍କିବାର ନିଶା ତାଙ୍କୁ ଏବେ ଇଣ୍ଡିଆ ବୁକ୍ ଅଫ୍ ରେକର୍ଡ୍ସରେ ସ୍ଥାନ ଦେଇଛି। ଏମିତି ଜଣେ ପ୍ରତିଭାବାନ ଚିତ୍ରଶିଳ୍ପୀ ହେଉଛନ୍ତି ପୁରୀର ଆୟୁଷ ମହାପାତ୍ର । ପୁରୀ ବାସେଳି ସାହିର ୧୩ ବର୍ଷୀୟ ଛାତ୍ର ଆୟୁଷ ଭୋଳାନାଥ ବିଦ୍ୟାପୀଠରେ ଅଷ୍ଟମ ଶ୍ରେଣୀରେ ପଢୁଛନ୍ତି । ପିଲାଟି ଦିନରୁ ଚିତ୍ରକଳା ପ୍ରତି ତାଙ୍କର ବିଶେଷ ଆଗ୍ରହ ଥିଲା । ତେଣୁ କୌଣସି ଜାଗାରେ ଚିତ୍ରାଙ୍କନ ପ୍ରତିଯୋଗିତା ହେଲେ ଭାଗ ନେବାକୁ ଘର ଲୋକଙ୍କୁ କୁହନ୍ତି । ପୁଅର ଏଭଳି ଆଗ୍ରହକୁ ଦେଖି ବାପା ମାଆ ବି ତାଙ୍କୁ ସମର୍ଥନ କରିଥିଲେ। ପୁରୀ ହେଉ କି ବାହାର ଜିଲ୍ଲା, ବହୁ ଚିତ୍ରାଙ୍କନ ପ୍ରତିଯୋଗିତାରେ ଭାଗ ନେଇ ସେ ଅନେକ ସଫଳତା ପାଇଛନ୍ତି । ଲକଡାଉନ ଯୋଗୁଁ ସ୍କୁଲ, ଟ୍ୟୁସନ ବନ୍ଦ ହେବାରୁ ଘରେ ରହିଥିଲେ। ଏହି ସମୟରେ ମୋବାଇଲ ଫୋନରେ ବିଭିନ୍ନ ଚିତ୍ରାଙ୍କନ ପ୍ରତିଯୋଗିତା ଦେଖୁଥିଲେ ।

ତେବେ ଆମେରିକାର ଜଣେ ବ୍ୟକ୍ତି ସ୍ପିଡ୍ ପେଣ୍ଟିଂ କରୁଥିବା ଦେଖି ଆୟୁଷ ଏଥିପ୍ରତି ମନ ବଳାଇଥିଲେ। କିଛି ଭିନ୍ନ କରିବା ଆଶାରେ ସ୍ପିଡ୍ ପେଣ୍ଟିଂ ସହ ଏହାକୁ ଓଲଟା କରିବାକୁ ଚିନ୍ତା କରିଥିଲେ । ପ୍ରଥମେ ଭାରତୀୟ ସେନାର ଜଣେ ଯବାନଙ୍କର ଫଟୋ ଓଲଟା ଆଙ୍କିଥିଲେ । ଏଥିରେ ସେ ସଫଳ ହୋଇଥିଲେ। ଏହାପରେ ଓଲଟା ସ୍ପିଡ୍ ପେଣ୍ଟି କରିଚାଲିଲେ। ଗତ ମାସରେ କାନ୍‌ଭାସ ଉପରେ ଗଣେଶଙ୍କର ସ୍ପିଡ୍ ପେଣ୍ଟିଂ କରିଥିଲେ । ଓଲଟା ଭାବେ ଦୁଇହାତରେ ତୂଳୀ ଧରି ଏହି ଚିତ୍ର ଆଙ୍କିଥିଲେ । ୫ ମିନିଟରେ ୩ ଫୁଟ ଓସାର ଏବଂ ୪ ଫୁଟ ଉଚ୍ଚତା ବିଶିଷ୍ଟ ଗଣେଶ ମୂର୍ତ୍ତି ଅଙ୍କନ କରିଥିଲେ | ଅନ୍‌ଲାଇନରେ ଇଣ୍ଡିଆ ବୁକ୍ ଅଫ୍ ରେକର୍ଡ୍ସକୁ ଏହାର ସମସ୍ତ ତଥ୍ୟ ପ୍ରମାଣ ପଠାଇଥିଲେ। ଗତମାସ ୧୧ ତାରିଖରେ ଇଣ୍ଡିଆ ବୁକ୍ ଅଫ୍ ରେକର୍ଡ୍ସରେ ତାଙ୍କ ନାମ ସ୍ଥାନିତ ହେବା ନେଇ ଆୟୁଷଙ୍କୁ ଅବଗତ କରାଯାଇଥିଲା । ଶନିବାର ଇଣ୍ଡିଆ ବୁକ୍ ଅଫ୍ ରେକର୍ଡ୍ସ ପକ୍ଷରୁ ଆୟୁଷଙ୍କ ପାଖକୁ ମେଡାଲ, ପ୍ରମାଣପତ୍ର, ପେନ୍, ପରିଚୟପତ୍ର ଏବଂ ଏକ ବହି ଆସିଛି।

ସବୁଠାରୁ ଛୋଟ ଭେକ୍ୟୁମ କ୍ଲିନର ତିଆରିକରି ଇଣ୍ଡିଆ ବୁକ୍ ଅଫ ରେକର୍ଡରେ ସ୍ଥାନ ପାଇଲେ ନବମ ଶ୍ରେଣୀର ଛାତ୍ର ଶୁଭମ
ଭଦ୍ରକ:ପ୍ରତିଭା ଦେଖେନି ଧନୀ ଦରିଦ୍ର। ପ୍ରତିଭା ଆଗରେ ହାର ମାନେ ଦୁନିଆର ସବୁ ପ୍ରତିବନ୍ଧକ। ଏପରି ଏକ ବିରଳ ପ୍ରତିଭାର ଅଧିକାରୀ ମେଧାବୀ ଛାତ୍ରକୁ ମିଳିଛି ପୃଥିବୀର କ୍ଷୁଦ୍ରତମ ଭ୍ୟାକ୍ୟୁମ କ୍ଲିନର ତିଆରି କରିବାର ରେକର୍ଡ ।

ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଖେରଙ୍ଗ ପଞ୍ଚାୟତ ରାଉତ ସାହି ଗାଁର ନବମ ଶ୍ରେଣୀର ଛାତ୍ର ଶୁଭମ ରାଉତ ଛୋଟ ଭ୍ୟାକ୍ୟୁମ କ୍ଲିନର ତିଆରିକରୀ ଇଣ୍ଡିଆ ବୁକ୍ ଅଫ୍ ରେକଡ଼ର୍ ଅଧିକାରୀ ହୋଇଛନ୍ତି । ଶୁଭମ୍ ସଫଳତା ପାଇଁ ପରିବାର ଲୋକ ବେଶ ଖୁସିଥିବା ବେଳେ ସେ ଜିଲ୍ଲା ଓ ନିଜ ଅଞ୍ଚଳର ସୁନାମ୍ ବଢାଇଛନ୍ତି । ଶୁଭମ୍ ବାସୁଦେବପୁର ନବୋଦୟ ବିଦ୍ୟାଳୟରେ ନବମ ଶ୍ରେଣୀରେ ପାଠ ପଢେ। ସେ ପାଠ ପଢିବା ସହିତ ବିଭିନ୍ନ ପ୍ରକାର ସାମଗ୍ରୀ ତିଆରି କରିବା ତାଙ୍କର ନିଶା । ଏହି ଇଣ୍ଡିଆ ବୁକ୍ ରେକର୍ଡ ପାଇବା ପାଇଁ ସେ ଅନଲାଇନରେ ଆବେଦନ କରିଥିଲେ। ଇଣ୍ଡିଆ ବୁକ୍ ଅପ୍ ରେକର୍ଡ ତରଫରୁ ଭୁବନେଶ୍ୱର ଓ ପରେ ଘରେ ବସି ଲାଇଭିରେ ଶୁଭମ୍ ତିଆରି କରିଥିବା ସବୁଠାରୁ ଛୋଟ ଛୋଟ ଭ୍ୟାକ୍ୟୁମ କ୍ଲିନର ଯାହାର ଲମ୍ବ ୧.୨୧ ସେଣ୍ଟିମିଟର ତାହା ଇଣ୍ଡିଆ ବୁକ୍ ଅଫ୍ ରେକର୍ଡ ରେ ଚୟନ ହେବାପରେ ତାଙ୍କୁ ପଦକ ଓ ସାର୍ଟିଫିକେଟ ପ୍ରଧାନ କରାଯାଇଛି ।

ଏହାକୁ ନେଇ ବେଶ୍ ଖୁସି ଅଛନ୍ତି ଶୁଭମ୍ । ଅଦରକାରୀ ମୋବାଇଲ ଭାଇବ୍ରେଟର, ମୋଟର, ପ୍ଲାଷ୍ଟିକ ଶିରିଞ୍ଜ ଓ ଅନ୍ୟାନ୍ୟ ଛୋଟ ଛୋଟ ଅଦରକାରୀ ଜିନିଷକୁ ନେଇ ଏହି ଛୋଟ ଭ୍ୟାକ୍ୟୁମ କ୍ଲିନର ତିଆରି କରିଛନ୍ତି । ଗରିବ ଘରର ଶୁଭମର ଏପ୍ରକାର କାର୍ଯ୍ୟକୁ ବିଭିନ୍ନ ମହଲରୁ ପ୍ରଶଂସା କରାଯାଇଛି । ହେଲେ ଦାରିଦ୍ରତା ପ୍ରତିମୁହୂର୍ତ୍ତରେ ପ୍ରତିବନ୍ଧକ ସୃଷ୍ଟି କରୁଛି। ପାଠ ପଢ଼ା ପାଇଁ ଅଧିକ ଅର୍ଥ ଆବଶ୍ୟକ ହେଉଥିବା ବେଳେ ପରିବାରର ଦାରିଦ୍ର୍ୟତା ଯୋଗୁଁ ବାପା ଅର୍ଥ ଯୋଗାଡ଼ କରିପାରୁନାହାଁନ୍ତି କିନ୍ତୁ ହାରି ଯାଇନି ଶୁଭମ। ଚାନ୍ଦବାଲି ଅଞ୍ଚଳର ଶିକ୍ଷୟିତ୍ରୀ ନିର୍ଲିପିତା ମିଶ୍ରଙ୍କ କିଛି ଆର୍ଥିକ ସହାୟତା ପ୍ରଦାନ କରିବା ପରେ ଶୁଭମ ଗିନିଜ ବୁକ ଅଫ ରେକର୍ଡ଼ ପାଇଁ ପ୍ରସ୍ତୁତି ଜାରି ରଖିଛନ୍ତି। ହେଲେ ପାଠ ପଢ଼ା ପାଇଁ ଆବଶ୍ୟକ ହେଉଥିବା ଅର୍ଥ ଯୋଗାଡ଼ କରି ପାରୁ ନ ଥିବାରୁ “ଗରିବ ହୋଇଥିବାରୁ ମୁଁ କଣ ପାଠ ପଢ଼ି କିଛି କରିପାରିବି ନାହିଁ” ବୋଲି ହତାଶା ଭାବ ପ୍ରକାଶ କରିଛନ୍ତି ଶୁଭମ। ଯଦି କୌଣସି ସହୃଦୟ ବ୍ୟକ୍ତି ବା ଅନୁଷ୍ଠାନ ସହଯୋଗର ହାତ ବଢାନ୍ତି ତେବେ ଶୁଭମ ରାଜ୍ୟ ପାଇଁ ଗୌରବ ଆଣି ପାରନ୍ତା ବୋଲି ଗ୍ରାମବାସୀ ମାନେ ନିବେଦନ କରିଛନ୍ତି।