college - The Sakala

ତେଲ ବ୍ୟବହାର କମ୍‌ଲାଗି ଉଚ୍ଚଶିକ୍ଷା ବିଭାଗର ନିର୍ଦ୍ଦେଶ: କଲେଜରେ ବରା, ସିଙ୍ଗଡ଼ା ମନା
ଭୁବନେଶ୍ୱର: କଲେଜ ହଷ୍ଟେଲ୍‌ ଓ କ୍ୟାଣ୍ଟିନ୍‌ରେ ଆଉ ମିଳିବ ନାହିଁ ବରା, ପକୁଡ଼ି, ଆଳୁଚପ୍‌, ପିଆଜି, କଚୁଡ଼ି, ସିଙ୍ଗଡ଼ା, ପୁରୀ।  ଛାତ୍ରଛାତ୍ରୀଙ୍କ ଖାଦ୍ୟ ପ୍ରସ୍ତୁତି ସମୟରେ ରନ୍ଧନ ତେଲର ବ୍ୟବହାର କମାଇବାକୁ କୁହାଯାଇଛି। ବିଶ୍ୱବ୍ୟାପୀ ଖାଦ୍ୟ, ଇନ୍ଧନ ଓ ସାର ସଙ୍କଟ ଲାଗି ରହିଥିବାବେଳେ ଖାଦ୍ୟରେ ରନ୍ଧନ ତେଲର ବ୍ୟବହାର କମାଇବାକୁ ପ୍ରଧାନମନ୍ତ୍ରୀ ଆହ୍ୱାନ ଦେଇଛନ୍ତି। ଏହି ଆହ୍ୱାନ ପରିପ୍ରେକ୍ଷୀରେ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ତେଲ ଛଣା ଖାଦ୍ୟ କମାଇବା ନିର୍ଦ୍ଦେଶକୁ କଡ଼ାକଡ଼ି ଭାବେ ପାଳନ କରିବାକୁ ସମସ୍ତ ଆଞ୍ଚଳିକ ଶିକ୍ଷା ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛି।

ବିଭାଗ ପକ୍ଷରୁ କୁହାଯାଇଛି ଯେ ହଷ୍ଟେଲ ଓ କ୍ୟାଣ୍ଟିନ୍‌ରେ ଛାତ୍ରଛାତ୍ରୀଙ୍କ ଖାଦ୍ୟ ପ୍ରସ୍ତୁତି ସମୟରେ ରନ୍ଧନ ତେଲର ବ୍ୟବହାର କମାଯିବ। ସକାଳ ଜଳଖିଆରେ ପୁରି, ବରା ଭଳି ଅଧିକ ତେଲ ଆବଶ୍ୟକ କରୁଥିବା ଖାଦ୍ୟକୁ ଏଡ଼ାଇ ଦିଆଯିବ।  ଆମଦାନୀକୃତ ପାମ୍‌, ସନଫ୍ଲାୱାର ଓ ସୋୟାବିନ୍‌ ତେଲ ବଦଳରେ ପାରମ୍ପରିକ ଘିଅ, ସୋରିଷ ତେଲ ଓ ବାଦାମ ତେଲ ବ୍ୟବହାରକୁ ପ୍ରୋତ୍ସାହନ ଦେବାକୁ କୁହାଯାଇଛି। ଏନ୍‌ଏସ୍‌ଏସ୍‌ ଓ ରେଡକ୍ରସ୍‌ ସ୍ୱେଚ୍ଛାସେବୀମାନେ ଦୈନନ୍ଦିନ ରୋଷେଇରେ ତେଲ ବ୍ୟବହାର କମାଇବାକୁ ସଚେତନତା କାର୍ଯ୍ୟକ୍ରମ କରିବେ। ବିଭାଗର ଏପରି ନିର୍ଦ୍ଦେଶ ପରେ ସ୍ୱାସ୍ଥ୍ୟ ଉପଯୋଗୀ ଖାଦ୍ୟକୁ ଗୁରୁତ୍ୱ ମିଳିବ। ଉଚ୍ଚଶିକ୍ଷା ବିଭାଗର ଏହି ନିର୍ଦ୍ଦେଶକୁ ନେଇ ଛାତ୍ର ଓ ଅଭିଭାବକଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି ହୋଇଛି। ସେମାନଙ୍କ ଖାଦ୍ୟ ରୁଚି ଓ ଖାଦ୍ୟ ଶୈଳୀକୁ ପରିବର୍ତ୍ତନ କରିବାକୁ ସରକାର ଉଦ୍ୟମ କରିବା ସାମ୍ବିଧାନିକ ଅଧିକାରର ହନନ ବୋଲି ଅନେକ ଛାତ୍ରଛାତ୍ରୀ ଅଭିଯୋଗ କରିଛନ୍ତି ।

ନଭେମ୍ବର ୭ରେ ପାଳନ ହେବ 'ବନ୍ଦେ ମାତରମ'ର ୧୫୦ ବର୍ଷ ପୂର୍ତ୍ତି, ଛାତ୍ରଛାତ୍ରୀ ଗାଇବେ ରାଷ୍ଟ୍ରୀୟ ସଙ୍ଗୀତ...
ଭୁବନେଶ୍ବର: ନଭେମ୍ବର ୭ରେ ପାଳନ ହେବ 'ବନ୍ଦେ ମାତରମ'ର ୧୫୦ ବର୍ଷ ପୂର୍ତ୍ତି। ନଭେମ୍ବର ୭ ତାରିଖ ସମସ୍ତ ସ୍କୁଲ ଓ କଲେଜରେ 'ରାଷ୍ଟ୍ରୀୟ ଗୀତ' ବନ୍ଦେ ମାତରମର ୧୫୦ ବର୍ଷ ପୂର୍ତ୍ତି ପାଳନ କରାଯିବ। ଏ ନେଇ ସଂସ୍କୃତି ବିଭାଗ ପକ୍ଷରୁ ନିର୍ଦ୍ଦେଶ ଜାରି କରାଯାଇଛି। ଗୋଟିଏ ଦିନ ଦେଶ ପାଇଁ ପୁଣି ଏକ ହେବ ଓଡ଼ିଶା। ଛାତ୍ରଛାତ୍ରୀ ଗାଇବେ ରାଷ୍ଟ୍ରୀୟ ସଙ୍ଗୀତ।

ଶିକ୍ଷାନୁଷ୍ଠାନ ଲାଗି ୯ ସୂତ୍ରୀ ମାର୍ଗଦର୍ଶିକା: ଏଣିକି କଲେଜରେ ଦୈନିକ ୭ଘଣ୍ଟା ରହିବେ ଅଧ୍ୟାପକ
ଭୁବନେଶ୍ୱର: ଉଚ୍ଚ ଶିକ୍ଷା ବ୍ୟବସ୍ଥାକୁ ଦୃଢ଼ ଓ ଶୃଙ୍ଖଳିତ କରିବା ଲାଗି ଚଳିତ ବର୍ଷରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯିବ। ବିଶେଷତଃ ଶିକ୍ଷକ ଓ ଛାତ୍ରଛାତ୍ରୀଙ୍କ ଉପସ୍ଥାନ, କଲେଜରେ ନିର୍ଦ୍ଧାରିତ କ୍ଲାସ ଓ ସରକାରୀ ଶିକ୍ଷକଙ୍କ ଘରୋଇ କୋଚିଂ କ୍ଷେତ୍ରରେ ଉଚ୍ଚଶିକ୍ଷା ବିଭାଗ କଠୋର ପଦକ୍ଷେପ ଗ୍ରହଣ କରିବ। ଚଳିତ ଶିକ୍ଷା ବର୍ଷରୁ ଏହାକୁ କଡ଼ାକଡ଼ିଭାବେ ଲାଗୁ କରିବା ପାଇଁ ଉଚ୍ଚଶିକ୍ଷା ବିଭାଗ ରାଜ୍ୟର ସମସ୍ତ ସରକାରୀ ଓ ଅନୁଦାନ ପ୍ରାପ୍ତ ଡିଗ୍ରୀ କଲେଜ ଅଧ୍ୟକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ଶିକ୍ଷା ବ୍ୟବସ୍ଥାରେ ସଂସ୍କାରମୂଳକ ପଦକ୍ଷେପ ଗ୍ରହଣ କରିବା ପାଇଁ ମଧ୍ୟ ସମସ୍ତ ଶିକ୍ଷାନୁଷ୍ଠାନଗୁଡ଼ିକ ପାଇଁ ମାର୍ଗଦର୍ଶିକା ଜାରି କରିଛନ୍ତି। ଚଳିତ ଶିକ୍ଷା ବର୍ଷରୁ ସମସ୍ତ କଲେଜରେ ଅଧ୍ୟାପକମାନେ ନିର୍ଦ୍ଧାରିତ ସମୟରେ ଶିକ୍ଷାନୁଷ୍ଠାନ ଆସିବା ସହିତ ଅତି କମ୍‍ ୭ ଘଣ୍ଟା ସେମାନେ ଉପସ୍ଥିତ ରହିବେ। ନିୟମିତ ସେମାନେ ଯେପରି ପିଲାଙ୍କ କ୍ଲାସ ନେଉଛନ୍ତି ଏ ନେଇ କଲେଜର ଅଧ୍ୟକ୍ଷ କିମ୍ବା ଶିକ୍ଷାନୁଷ୍ଠାନର ବରିଷ୍ଠ ଅଧିକାରୀ ସୁନିଶ୍ଚିତ କରାଇବେ। ସେହିପରି ପ୍ରତ୍ୟେକ ପିଲାଙ୍କ ଉପସ୍ଥାନ ସର୍ବନିମ୍ନ ୭୫ ପ୍ରତିଶତ ରହିବା ନିତାନ୍ତ ଜରୁରୀ। ଏହାଠାରୁ କମ୍‍ ହେଲେ ପିଲାମାନଙ୍କୁ ପରୀକ୍ଷା ଦେବା ଲାଗି ଅନୁମତି ମିଳିବନି। କରୋନା ପାଇଁ ବିଗତ ଦୁଇ ବର୍ଷ ହେବ ଉପସ୍ଥାନ କଟକଣା କୋହଳ କରାଯାଇଥିବା ବେଳେ ଏ ବର୍ଷରୁ ଏହାକୁ କଡ଼ାକଡ଼ି ଭାବେ ଲାଗୁ କରାଯିବ। ଶିକ୍ଷକମାନେ ପିଲାଙ୍କ ମେଣ୍ଟର ଭାବେ କାମ କରିବେ।

ବିଶେଷତଃ ନୈତିକ ଶିକ୍ଷା ପ୍ରତି ଶିକ୍ଷାନୁଷ୍ଠାନରେ ବିଶେଷ ଗୁରୁତ୍ୱ ଦିଆଯିବା ସହ ପ୍ରତ୍ୟେକ ଶିକ୍ଷକଙ୍କ ଅଧୀନରେ କିଛି କିଛି ପିଲାଙ୍କୁ ନେଇ ଗ୍ରୁପ୍‍ କରାଯିବ। ସମ୍ପୃକ୍ତ ଛାତ୍ରଛାତ୍ରୀଙ୍କ ଗୁଣାତ୍ମକ ଶିକ୍ଷାଦାନ ଦାୟିତ୍ୱ ମେଣ୍ଟର ଅଧ୍ୟାପକମାନେ ନେବେ। ସେହିପରି ନୂତନ ଭାବେ ଆରମ୍ଭ କରାଯାଇଥିବା ନୈତିକ ଓ ମୂଲ୍ୟବୋଧ ପାଠ୍ୟକ୍ରମ ଓ ବିପର୍ଯ୍ୟୟ ପରିଚାଳନାର ସଠିକ୍‍ ଶିକ୍ଷାଦାନ ପ୍ରତି ଶିକ୍ଷାନୁଷ୍ଠାନଗୁଡ଼ିକରେ ଧ୍ୟାନ ଦିଆଯିବ। ଯୁବ ସଂସ୍କାର କାର୍ଯ୍ୟକ୍ରମ, ପିଲାଙ୍କ ଦିବ୍ୟାଙ୍ଗ ପ୍ରମାଣପତ୍ରର ସଠିକ୍‍ ଯାଞ୍ଚ, ‘ଇ-ଲେକଚର୍‍ଦ୍ସମ୍ପର୍କରେ ପିଲାଙ୍କ ମାର୍ଗଦର୍ଶନ ଅଦି ପ୍ରତି ବିଶେଷ ଧ୍ୟାନ ଦେବାକୁ ଉଚ୍ଚଶିକ୍ଷା ସଚିବ ପରାମର୍ଶ ଦେଇଛନ୍ତି। ସେହିଭଳି ସରକାରୀ ଶିକ୍ଷାନୁଷ୍ଠାନ କର୍ତ୍ତୃପକ୍ଷ ଘରୋଇ କୋଚିଂରେ ନିୟୋଜିତ ରହିଲେ ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏପରିକି ସରକାରୀ ଶିକ୍ଷକ ଓ ଅଣଶିକ୍ଷକ କର୍ମଚାରୀଙ୍କ ଅର୍ଥ ଘରୋଇ କୋଚିଂ ପ୍ରତିଷ୍ଠାନରେ ନିୟୋଜିତ ହୋଇଥିଲେ ସେମାନଙ୍କ ବିରୋଧରେ ମଧ୍ୟ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସଚିବ ସମସ୍ତ ସରକାରୀ ଡିଗ୍ରୀ କଲେଜ ଓ ଅନୁଦାନପ୍ରାପ୍ତ କଲେଜର ଅଧ୍ୟକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏସମ୍ପର୍କରେ ମଧ୍ୟ ଉଚ୍ଚଶିକ୍ଷା ସଚିବ ସମସ୍ତ କଲେଜର ଅଧ୍ୟକ୍ଷଙ୍କ ସହିତ ଭର୍ଚୁଆଲ ମାଧ୍ୟମରେ ଆଲୋଚନା କରିବା ସହ ଶିକ୍ଷାନୁଷ୍ଠାନର ସୁପରିଚାଳନା ପାଇଁ ୯ ସୁତ୍ରୀ ମାର୍ଗଦର୍ଶିକା ଜାରି କରିଛନ୍ତି।

ଆସନ୍ତାକାଲିଠୁ କଲେଜ ଓ ବିଶ୍ୱବିଦ୍ୟାଳୟ ଆସିବେ ସବୁ କର୍ମଚାରୀ
ଭୁବନେଶ୍ୱର: ଏଣିକି କଲେଜ ଓ ବିଶ୍ୱବିଦ୍ୟାଳୟ ଆସିବେ ସବୁ କର୍ମଚାରୀ । ଏନେଇ ଉଚ୍ଚଶିକ୍ଷା ବିଭାଗ ନିର୍ଦ୍ଦେଶନାମା ଜାରି କରିଛି । ଆସନ୍ତାକାଲିଠୁ ସମସ୍ତ ଟିଚିଂ ଓ ନନଟିଚିଂ ଷ୍ଟାଫ୍ ଡିଗ୍ରୀ ଓ ବିଶ୍ବବିଦ୍ୟାଳୟକୁ ଆସି କାମରେ ଯୋଗଦେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। କରୋନା ପାଇଁ ଶିକ୍ଷାନୁଷ୍ଠାନ ବନ୍ଦ ଥିବା ବେଳେ ୫୦ ପ୍ରତିଶତ କର୍ମଚାରୀଙ୍କୁ ନେଇ କେବଳ ଅଫିସିଆଲ୍‌ କାମ କରାଯାଉଥିଲା । ହେଲେ ଆସନ୍ତାକାଲିଠାରୁ ଏହି ନିୟମରେ ହୋଇଛି ପରିବର୍ତ୍ତନ ।

ଆସନ୍ତାକାଲି ଅର୍ଥାତ ମଙ୍ଗଳବାର ଠାରୁ ସବୁ କର୍ମଚାରୀ କାର୍ୟ୍ୟରେ ଯୋଗଦେବା ପାଇଁ ବିଶ୍ୱବିଦ୍ୟାଳୟ କୁଳପତି ଓ ଡିଗ୍ରୀ କଲେଜ ଅଧ୍ୟକ୍ଷଙ୍କୁ ଚିଠି ଲେଖି ଉଚ୍ଚଶିକ୍ଷା ସଚିବ ଶାଶ୍ୱତ ମିଶ୍ର ନିର୍ଦ୍ଦେଶ ଦେଇଛନ୍ତି । କରୋନା କଟକଣା ମାନି ମାସ୍କ ପିନ୍ଧିବା ସହ ସାମାଜିକ ଦୂରତା ରଖି କାମ କରିବେ କର୍ମଚାରୀ ।