Matric Offline exam - The Sakala

ଆଜିଠୁ ଅଫ୍‍ଲାଇନ୍‍ ମାଟ୍ରିକ୍‍ ପରୀକ୍ଷା: ୫୦୪ କେନ୍ଦ୍ରରେ ୧୫,୧୫୧ ପରୀକ୍ଷାର୍ଥୀ ପରୀକ୍ଷା ଦେବେ
ଭୁବନେଶ୍ୱର/କଟକ: ଆଜିଠୁ ମାଟ୍ରିକ ଅଫ୍‌ଲାଇନ୍‌ ପରୀକ୍ଷା ଆରମ୍ଭ ହେଉଛି। ମୋଟ ୧୫ହଜାର ୧୫୧ ଜଣ ପରୀକ୍ଷା ଦେବେ। ଏଚ୍‌ଏସ୍‌ସିରେ ୬,୫୯୭, ଓପନ୍‌ ସ୍କୁଲିଂରେ ୮,୪୯୩ ଓ ମଧ୍ୟମାରେ ୬୧ଜଣ ଫର୍ମପୂରଣ କରିଛନ୍ତି। ମୋଟ ୫୦୪ଟି କେନ୍ଦ୍ରରେ ପରୀକ୍ଷା ହେବ। ପ୍ରଶ୍ନପତ୍ର, ଓଏମ୍‌ଆର୍ ସିଟ୍‌, ଆଟେଣ୍ଡାନ୍ସ ସିଟ୍ ଓ ଅନ୍ୟ ଜରୁରୀ କାଗଜପତ୍ର ପରୀକ୍ଷାକେନ୍ଦ୍ରକୁ ପଠାଯାଇଛି।କପି ଯେପରି ନ ହେବ ତା’ ଉପରେ ଗୁରୁତ୍ବ ଦିଆଯାଉଥିବା ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି।

ସେଥିପାଇଁ ବୋର୍ଡ ପକ୍ଷରୁ ତ୍ରିସ୍ତରୀୟ ସ୍କ୍ବାର୍ଡ ବ୍ୟବସ୍ଥା କରାଯାଇଛି। ‘ଜିରୋ କପି’କୁ ଗୁରୁତ୍ୱ ଦିଆଯାଇଥିବା ବେଳେ ୬୦ଟି ସ୍ୱତନ୍ତ୍ର ସ୍କ୍ୱାଡ୍‌ଙ୍କୁ ଏହାର ପରିଚାଳନା ଦାୟିତ୍ୱ ଦିଆଯାଇଛି। ପରୀକ୍ଷା ପରିଚାଳନା ଦାୟିତ୍ୱରେ ଥିବା ଶିକ୍ଷକ ଓ କର୍ମଚାରୀମାନଙ୍କର ୪୮ ଘଣ୍ଟା ପୂର୍ବରୁ କରୋନା ପରୀକ୍ଷା କରାଯାଇଛି। କେବଳ ନେଗେଟିଭ୍‍ ରିପୋର୍ଟ ଥିବା ଶିକ୍ଷକମାନଙ୍କୁ ପରୀକ୍ଷା ପରିଚାଳନା ଦାୟିତ୍ୱ ଦିଆଯାଇଛି। ପରୀକ୍ଷା କେନ୍ଦ୍ରଗୁଡ଼ିକରେ କରୋନା ମାର୍ଗଦର୍ଶିକା କଡ଼ାକଡ଼ି ପାଳନ ହେବ। ସାମାଜିକ ଦୂରତା ବଜାୟ ରଖି ପିଲାମାନେ ହଲ୍‍ରେ ବସିବେ। ପିଲାଙ୍କ ପାଇଁ ମଧ୍ୟ ଆଇସୋଲେସନ୍‍ ଗୃହର ବ୍ୟବସ୍ଥା କରାଯାଇଥିବା ବୋର୍ଡ଼ର ସଭାପତି ରାମାଶିଷ ହାଜିରା କହିଛନ୍ତି। ଛାତ୍ରଛାତ୍ରୀମାନେ ୮୦ ମାର୍କରେ ପରୀକ୍ଷା ଦେବେ। ୩୦ଟି ସବଜେକ୍ଟିଭ୍‍ ଓ ୫୦ଟି ଅବ୍‌ଜେକ୍ଟିଭ୍‍ ପ୍ରଶ୍ନପତ୍ର ଆସିବ। ପରୀକ୍ଷା ସକାଳ ୧୦ଟାରେ ଆରମ୍ଭ ହୋଇ ୧୨ଟାରେ ସରିବ। କେବଳ ଗଣିତ ବିଷୟରେ ଅତିରିକ୍ତ ୧୫ ମିନିଟ୍ ଦିଆଯାଇଛି। ଅଗଷ୍ଟ ୧୦ରୁ ୧୫ ମଧ୍ୟରେ ମୂଲ୍ୟାୟନ ପ୍ରକ୍ରିୟା ସାରିବା ପାଇଁ ବିଭାଗ ଲକ୍ଷ୍ୟ ରଖିଛି।

ପରୀକ୍ଷା ଫଳ ପ୍ରକାଶ ହୋଇ ନ ଥିବା ୧୩୯ ଦିବ୍ୟାଙ୍ଗ ଛାତ୍ରଛାତ୍ରୀ ଆସନ୍ତାକାଲିଠାରୁ ଆରମ୍ଭ ହେଉଥିବା ଅଫ୍‌ଲାଇନ ମାଟ୍ରିକ୍ ପରୀକ୍ଷା ଦେବେ। ସେମାନେ କେମିତି ସୁରୁଖୁରୁରେ ପରୀକ୍ଷା ଦେବେ ତା’ର ବ୍ୟବସ୍ଥା କରିବା ପାଇଁ ଓଡ଼ିଶା ମାନବାଧିକା କମିସନ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଦିବ୍ୟାଙ୍ଗ ଦୃଷ୍ଟିହୀନ ପିଲାଙ୍କ ପରୀକ୍ଷା ଖାତାରେ ଉତ୍ତର ଲେଖିବା ପାଇଁ ଲିପିକାର, ଯାତାୟତ, ଖାଦ୍ୟ, ଅଭିଭାବକଙ୍କ ସହିତ ପିଲାଙ୍କ ରହଣୀ, ସ୍ୱାସ୍ଥ୍ୟ ସମସ୍ୟା ପାଇଁ ଡାକ୍ତରୀ ଚିକିତ୍ସା ଆଦି ସମସ୍ତ ବ୍ୟବସ୍ଥା କରିବାକୁ ମଧ୍ୟ କମିସନ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ଆଜିଠୁ ମାଟ୍ରିକ ଅଫ୍‌ଲାଇନ୍‌ ପରୀକ୍ଷା ପାଇଁ ଫର୍ମପୂରଣ
କଟକ : ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଆନୁକୂଲ୍ୟରେ ପରିଚାଳିତ ଅଫଲାଇନ ମାଟ୍ରିକ ପରୀକ୍ଷା ଆସନ୍ତା ଜୁଲାଇ ୩୦ରୁ ଅଗଷ୍ଟ ୫ ତାରିଖ ମଧ୍ୟରେ ଅନୁଷ୍ଠିତ ହେବ। ଏହି ପରୀକ୍ଷା ପାଇଁ ସୋମବାରଠାରୁ ଫର୍ମପୂରଣ ଆରମ୍ଭ ହୋଇ ଜୁଲାଇ ୧୪ ତାରିଖ ପର୍ଯ୍ୟନ୍ତ ଚାଲିବ। ଚଳିତଥର ମାଟ୍ରିକ ପରୀକ୍ଷା ଫଳରେ ଅସନ୍ତୁଷ୍ଟ ଛାତ୍ରଛାତ୍ରୀ ଏବଂ ଫେଲ୍‌ ହୋଇଥିବା ଛାତ୍ରଛାତ୍ରୀମାନେ ଅଫଲାଇନ ପରୀକ୍ଷା ପାଇଁ ଫର୍ମପୂରଣ କରିପାରିବେ। ଫର୍ମପୂରଣ ଫି’ ପାଇଁ ଛାତ୍ରଛାତ୍ରୀଙ୍କୁ କୌଣସି ଫି’ ଦେବାକୁ ପଡ଼ିବ ନାହିଁ। ତେବେ କିଭଳି ଏହି ପରୀକ୍ଷା ପାଇଁ ଫର୍ମପୂରଣ କରାଯିବ ସେ ସଂକ୍ରାନ୍ତରେ ବୋର୍ଡ ୱେବସାଇଟରେ ସମ୍ପୂର୍ଣ୍ଣ ମାର୍ଗଦର୍ଶିକା ଜାରି କରାଯାଇଛି। ସେହିଭଳି ପୂର୍ମପୂରଣ କରିଥିବା ଛାତ୍ରଛାତ୍ରୀଙ୍କ ସଂଖ୍ୟାକୁ ଦୃଷ୍ଟିରେ ରଖି ଅଫଲାଇନ ପରୀକ୍ଷା ପାଇଁ ପରୀକ୍ଷା କେନ୍ଦ୍ରର ବ୍ୟବସ୍ଥା କରାଯିବ। ତେବେ ପ୍ରତି ଜିଲ୍ଲାର ସଦର ମହକୁମା ଏବଂ ଉପଖଣ୍ଡ ସ୍ତରରେ ପରୀକ୍ଷା କେନ୍ଦ୍ର କରିବାକୁ ଯୋଜନା ହୋଇଥିବା ସଭାପତି ରାମାଶିଷ ହାଜିରା ସୂଚନା ଦେଇଛନ୍ତି।