Muniguda - The Sakala

ଘର ଭିତରୁ ବୃଦ୍ଧାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ
ମୁନିଗୁଡ଼ା: ମୁନିଗୁଡ଼ା ଅମ୍ବାଦଳା ଥାନା ଷ୍ଟେସନ କୁମୁଡ଼ାବାଲି ଗାଁରେ ଘଟିଛି ଅଭାନିୟ ଘଟଣା। ନିଜ ଘର ଭିତରୁ ବୃଦ୍ଧାଙ୍କ ଅଧା ପୋଡ଼ା ମୃତ ଦେହ ଉଦ୍ଧାର କରିଛି ଅମ୍ବଦଳା ପୋଲିସ। ମୃତ ବୃଦ୍ଧା ଜଣଙ୍କ ହେଲେ ଅମ୍ବାଦଳା ଥାନା ଅମ୍ଲାଭଟା ପଞ୍ଚାୟତ ଷ୍ଟେସନ କୁମୁଡ଼ାବାଲି ଗ୍ରାମର ଚନ୍ଦନ ତୁଳା ଡଙ୍ଗରି। ତାଙ୍କ ପରିବାର ରେ କେହି ନଥିବା ବେଳେ ସେ ଏକୁଟିଆ ଘରେ ରହୁଥିଲେ। ଘଟଣା ସ୍ଥଳରେ ଅମ୍ବଦଳା ପୋଲିସ, ବିଷମ କଟକ ଏସଡିପିଓ ପହଞ୍ଚି ତଦନ୍ତ ଜାରି ରଖିଥିବା ବେଳେ। ତେବେ କେଉଁ ପରିସ୍ଥିତିର ନିଆଁ ଲାଗିଲା ଓ କିପରି ବୃଦ୍ଧା ଜଣକ ପୋଡ଼ି ହୋଇ ମୃତ୍ୟୁବରଣ କଲେ ତାହା ଅସ୍ପଷ୍ଟ ରହିଛି।

ମୁନିଗୁଡ଼ା ରେଞ୍ଜରେ ମହାରାଷ୍ଟ୍ର ବାଘର ଆତଙ୍କ, ମଇଁଷି ଛୁଆକୁ ଖାଇଗଲା ମହାବଳ ବାଘ
ମୁନିଗୁଡ଼ା: ରାୟଗଡ଼ା ବନଖଣ୍ଡ ମୁନିଗୁଡା ବନାଞ୍ଚଳରେ ମହାରାଷ୍ଟ୍ରରୁ ଆସିଥିବା ମହାବଳ ବାଘର ଉପସ୍ଥିତିକୁ ନେଇ ଆତଙ୍କ ସୃଷ୍ଟି ହୋଇଛି। ୪ ରାଜ୍ୟ ଡେଇଁ ଓଡ଼ିଶାରେ ଆତଙ୍କ ସୃଷ୍ଟି କରିଥିବା ମହାବଳ ଏବେ ମୁନିଗୁଡା ରେଞ୍ଜ ଦହିଖାଲ ଅଞ୍ଚଳରେ ବୁଲୁଛି। ଗତ କିଛିଦିନ ହେବ ଗଜପତି ଓ କନ୍ଧମାଳ ଜିଲ୍ଲାରେ ମହାବଳର ଆତଙ୍କ ଦେଖା ଯାଇଥିବା ବେଳେ ଗତକାଲି ରାୟଗଡ଼ା ଜିଲ୍ଲାର ବିଭିନ୍ନ ସ୍ଥାନରେ ଉକ୍ତ ବାଘକୁ ଦେଖିବାକୁ ମିଳିଥିଲା। ଆଜି ମୁନିଗୁଡା ରେଞ୍ଜ ଶିବପଦର ପଞ୍ଚାୟତ ବନ୍ଧଗୁଡ଼ା ଜଙ୍ଗଲ ଓ ମୁନିଗୁଡ଼ା ଅମ୍ପାଦଳା ରାସ୍ତା ଜଙ୍ଗଲ ମଧ୍ୟରେ ବାଘର ପାଦ ଚିହ୍ନ ଦେଖିବାକୁ ମିଳିଥିଲା। ବାଘଟି ଏକ ମଇଁଷି ଛୁଆକୁ ମାରି ଖାଇଛି ବୋଲି ବନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଖବରପାଇ ବନବିଭାଗ ଦହିଖାଲ, ବନ୍ଧଗୁଡା, ଚିଚାଙ୍ଗବୋରି ଓ ଏହାର ଆଖପାଖ ଅଞ୍ଚଳରେ ଲୋକଙ୍କୁ ଡାକବାଜି ଯନ୍ତ୍ର ମାଧ୍ୟମରେ ଘରୁ ବାହାରକୁ ନବାହାରିବା ପାଇ ସଚେତନ କରାଉଛି।

ମୁନିଗୁଡା ପୋଲିସ ଦ୍ୱାରା ୭ କୁଇଣ୍ଟାଲ ୮୦ କେଜି ଗଞ୍ଜେଇ ଜବତ, ୬ ଗିରଫ
ମୁନିଗୁଡା: ଗଞ୍ଜେଇ ଚୋରା ଚାଲାଣ ଘଟଣାରେ ପୁଣି ମୁନିଗୁଡା ପୋଲିସକୁ ମିଳିଛି ଆଉ ଏକ ବଡ଼ ସଫଳତା l ଘଟଣାରୁ ପ୍ରକାଶ ଯେ, ରାୟଗଡା ଜିଲ୍ଲା ମୁନିଗୁଡା ପୋଲିସ ଦ୍ୱାରା ମାଳିଢ଼େପାଗୁଡା ଗ୍ରାମ ନିକଟ ରେଳ ଲାଇନ ପାଖରୁ ଟ୍ରକ,ଟ୍ରାକ୍ଟର,ଅଟୋ ସହ ୭ କୁଇଣ୍ଟାଲ ୮୦ କେଜି ଗଞ୍ଜେଇ ଜବତ, ୬ ଜଣକୁ ଗିରଫ କରିବାରେ ସଫଳତା ହାସଲ କରିଛି ପୋଲିସ l

ବିଶେଷ ସୂତ୍ରରୁ ଖବର ପାଇ ଏସଡ଼ିପିଓ ଆକାଶ ଚନ୍ଦ୍ର ସାହୁ ଓ ଆଇଆଇସି ସୁଜ୍ଞାନୀ ସାହୁଙ୍କ ମିଳିତ ନେତୃତ୍ୱରେ ଏକ ପୋଲିସ ଟିମ ଗଠନ କରି ମୁନିଗୁଡା ଥାନା ଅନ୍ତର୍ଗତ ମାଳିଢ଼େପାଗୁଡା ଗ୍ରାମ ନିକଟ ରେଳ ଲାଇନ ପାଖରେ ଏକ ୧୮ ଚକିଆ ଟ୍ରକରେ ଗଞ୍ଜେଇ ଚୋରା ଚାଲାଣ ହେଉଥିବବେଳେ ପୋଲିସ ଟିମ ପହଞ୍ଚି ଟ୍ରକ(RJ 19 GD 8823) ସହ ଏଥିରେ ସମ୍ପୃକ୍ତ ଥିବା ଟ୍ରାକ୍ଟର (OD 18 H 4740) ଓ ଅଟୋ(OD 18 7971) ସହ ଗଞ୍ଜେଇ ଜବତ କରି ଥାନାକୁ ଆଣିଥିଲେ l ଥାନାରେ ଗଞ୍ଜେଇ ଓଜନ ପରେ ୩୯ଟି ବସ୍ତାରେ ୭ କୁଇଣ୍ଟାଲ ୮୦ କେଜି ଗଞ୍ଜେଇ ଥିବା ଏବଂ ଉକ୍ତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୭୮ ଲକ୍ଷ ଟଙ୍କା ହେବ ବୋଲି ଜଣାପଡିଥିଲା l ଉକ୍ତ ଗଞେଇ ଚାଲାଣ ମାମଲାରେ ୬ ଜଣଙ୍କୁ ଗିରଫ କରାଯାଇଛି l ଉକ୍ତ ୬ ଜଣ ହେଲେ ମାଳିଢ଼େପଗୁଡ଼ାର କରୁଣା ହିଆଲ,ବୀରେନ୍ଦ୍ର ହିଆଲ, ଜିତେନ୍ଦ୍ର ହିଆଲ ଓ ମୁନିଗୁଡାର ବାବୁଲା ସେଠୀ ଏବଂ ଟ୍ରକ ମାଲିକ ନିମା ରାଓ ଓ ଡ୍ରାଇଭର ହେମା ରାଓ ବୋଲି ଜଣାପଡିଛି l

ତେବେ ଉକ୍ତ ଟ୍ରକଟି ଖଣିଜ ସମ୍ପଦ ଫେରୋ ନିକେଲ ବୋଝେଇ ହୋଇ ଅନ୍ଦ୍ରପ୍ରଦେଶର ବିଶାଖାପାଟଣାରୁ ରାଜସ୍ଥାନର ଆଜମେରକୁ ଯାଉଥିବା ବେଳେ ଉକ୍ତ ଗଞ୍ଜେଇ ରାଜସ୍ତାନକୁ ଯାଉଥିବା ସହ ଏନେଇ ମୁନିଗୁଡା ଥାନା କେଶ ନମ୍ବର 83/21 ରେ ମାମଲା ରୁଜୁ କରାଯାଇ ଗିରଫ ମାନଙ୍କୁ କୋଭିଡ ଟେଷ୍ଟ କରାଯାଇ କୋର୍ଟ ଚାଲାଣ କରାଯିବ l ଏଥିସହ ଗିରଫ ମାନଙ୍କ ଠାରୁ ଅନେକ ଗୁମର ପୋଲିସ ଆଦାୟ କରି ଅଧିକ ତଦନ୍ତ କରି ଗଞ୍ଜେଇ ଚୋରା ଚାଲାଣରେ ସମ୍ପୃକ୍ତ ଥିବା ମାଫିଆ ମାନଙ୍କୁ ଆଗାମୀ ଦିନରେ ଗିରଫ କରିବ ବୋଲି ଏସଡ଼ିପିଓ ଆକାଶ ଚନ୍ଦ୍ର ସାହୁ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି l