Bird Lover - The Sakala

ପକ୍ଷୀପ୍ରେମୀ ଛାତ୍ର : ପକେଟ୍‌ ମନିରୁ ଚଢ଼େଇଙ୍କ ପାଇଁ ଖାଦ୍ୟ
ବ୍ୟକ୍ତି ଓ ପଶୁପକ୍ଷୀଙ୍କୁ ଅନେକ ଲୋକ ତାଙ୍କ ସାଧ୍ୟ ମତେ ସାହାଯ୍ୟ କରୁଥିବାର ଦେଖାଯାଇଛି। କରୋନା ସମୟରେ ପରୋପକାର ଓ ତଥା ସେବା ମନୋବୃତ୍ତି ବୃଦ୍ଧି ପାଇଛି। ପ୍ରତିଦିନ ଏହିପରି କିଛି ଖବର ସୋସିଆଲ ମିଡିଆ, ଟିଭି, ଖବରକାଗଜ ଆଦିରେ ଆମେ ଦେଖିବାକୁ ପାଉଛନ୍ତି। ଏହି ପରିପ୍ରେକ୍ଷୀରେ ସୁରଟର କିଛି ସ୍କୁଲ ପିଲା ପକ୍ଷୀଙ୍କ ମୁହଁରେ ଆହାର ଦେବା ପାଇଁ ନିଜ ପକେଟ୍‌ ମନିରୁ ଖାଦ୍ୟ କିଣୁଛନ୍ତି। ଏହି ପକ୍ଷୀପ୍ରେମୀ ପିଲାମାନେ ମକା କିଣି ଚଢ଼େଇମାନଙ୍କ ପାଇଁ ଗଛରେ ସେଗୁଡ଼ିକୁ ବାନ୍ଧି ଦିଅନ୍ତି। ପିଲାମାନଙ୍କର ଏହି ଭିଡିଓକୁ ଆଇଏଫ୍‌ଏସ୍‌ ଶ୍ବେତା ବୋଡୁ ସେୟାର କରିଛନ୍ତି।