Maa Narayani TempleMaa Tarini Temple - The Sakala

‎ମନ୍ଦିର ପ୍ରତିଷ୍ଠା ପାଇଁ ୨୫୫ କଳସ ଯାତ୍ରା
ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ ବଳରାମପୁର ଗ୍ରାମରେ ରବିବାର ଠାରୁ ୨ଟି ମନ୍ଦିର ପ୍ରତିଷ୍ଠା କାର୍ଯ୍ୟ ଆରମ୍ଭ ହୋଇଛି। ମା ନାରାୟଣୀ ଏବଂ ତାରିଣୀ ଦେବୀଙ୍କ ମନ୍ଦିର ପ୍ରତିଷ୍ଠା ପାଇଁ ନିକଟ ବଙ୍ଗୋପ ସାଗରରୁ ୨୫୫ଜଣ ମହିଳା ମୁଣ୍ଡରେ କଳସ ନେଇ ବାଦ୍ୟର ତାଳେ ତାଳେ ଏକ ଆଧ୍ୟାତ୍ମିକ ଯାତ୍ରାରେ ମନ୍ଦିର ନିକଟରେ ପହଞ୍ଚିଥିଲେ। ଏଭଳି ଆକର୍ଷଣୀୟ କଳସ ଯାତ୍ରା ସମ୍ପୂର୍ଣ ଅଞ୍ଚକକୁ ଆଧ୍ୟାତ୍ମିକତାର ଡୋରରେ ବାନ୍ଧି ଏକ ବର୍ଣ୍ଣାଢ୍ୟ ପରିବେଶ ସୃଷ୍ଟିକରିଥିଲା ।

ଏହି ଉତ୍ସବ ୨୫ ତାରିଖ ଯାଏଁ ଚାଲିବ ବୋଲି ମତ ରଖିଛନ୍ତି ସଭାପତି ରାଜ କିଶୋର ସାହୁ । ଅଙ୍କୁରାପଣ, ଦୀକ୍ଷା ଗ୍ରହଣ ହେବା ପରେ ପ୍ରତିଦିନ ଘୃତ ଯଂଜ୍ଞ, ଅର୍ଣ୍ଣ ଯଜ୍ଞ, ହୋମ ଯଜ୍ଞ, ନାମ ଯଜ୍ଞ କରାଯିବ। ମନ୍ଦିର ପ୍ରତିଷ୍ଠା ପରେ ଦେବତା ମହାସ୍ନାନ, ପ୍ରାଣ ପ୍ରତିଷ୍ଠା, ପରେ ଦେବତା ମାନଙ୍କୁ ସିଂହାସନ ଆରୋହଣ କରାଯିବ ବୋଲି ଆୟୋଜକ ମନେ ପ୍ରକାଶ କରିଛନ୍ତି। ଗ୍ରାମର ସଭାପତି ରାଜ କିଶୋର ସାହୁ, ସମ୍ପାଦକ କମଳ କୁମାର ସାହୁ,ସିମାଞ୍ଚଳ ସାହୁ, ବ୍ରଜ କିଶୋର ପ୍ରଧାନ, ସତ୍ୟବାନ ସାହୁ, କେଦାରନାଥ ସାହୁ, ସୁବାସ ଚନ୍ଦ୍ର ମହାରଣା, ଅଭିମନ୍ୟୁ ବିଶ୍ବାଳ ଏବଂ ପରିଚାଳନା କମିଟି ତତ୍ୱାବଧାନରେ ସମସ୍ତ କାର୍ଯ୍ୟ ସୁରୁଖୁରୁରେ ସମ୍ପାଦନ କରାଯାଇଛି।
l