Tapasi - The Sakala

ଶାହାରୁଖ୍‌ ସହ କାମ କରୁନାହାନ୍ତି ତାପସି
ବଲିଉଡ୍‌ ଅଭିନେତ୍ରୀ ତାପସୀ ପନ୍ନୁ ସବୁବେଳେ ଚର୍ଚ୍ଚାରେ। ନିକଟରେ ଖବର ଆସିଥÒଲା ଯେ, ରାଜକୁମାର ହିରାନୀଙ୍କ ନିର୍ଦ୍ଦେଶିତ ଏକ ଫିଲ୍ମରେ ଅଭିନେତା ଶାହରୁଖ ଖାନ୍‌ଙ୍କ ନାୟିକା ସାଜିବେ ତାପସୀ । ହେଲେ ତାପସୀ ନିଜେ ଏହି କଥାକୁ ସତ ନୁହେଁ ବୋଲି ସ୍ବୀକାର  କରିଛନ୍ତି ।  ନିକଟରେ ଗଣମାଧ୍ୟମକୁ ଦେଇଥ଄ବା ଏକ ସାକ୍ଷାତକାରରେ ସେ  କହିଛନ୍ତି ଯେ, ଯଦି ଏହି ଖବର ସତ ହୋଇଥାନ୍ତା, ତେବେ ମୁଁ ନିଜେ ଛାତ ଉପରେ ଚଢ଼ି ଏହି ଖବରକୁ ଚିଲେଇ ଚିଲେଇ ଘୋଷଣା କରିଥାନ୍ତି। ଏଭଳି ଖବର କିଛି ଲଜ୍ଜାଜନକ ନୁହେଁ। ଯାହା ମୋ ନିଜ ପ୍ରଶଂସକଙ୍କୁ ମଧ୍ୟ ଜଣାଇବି ନାହିଁ।  ଶାହରୁଖ ଖାନ୍‌ ସହିତ ଫିଲ୍ମ କରିବା  ଖବର ହୁଏତ  ମୋ ଲାଗି ସବୁଠୁ ଗୌରବର ବିଷୟ ବୋଲି ମୁଁ ଭାବୁଛି। ହେଲେ ବାସ୍ତବରେ ସେମିତି କିଛି ଅଫର୍‌ ଆସିନି।  ଖବର ସତ ହୋଇଥÒଲେ ମୋ’ ବଡ଼ ପାଟିର ସ୍ବର ଆସିଥାନ୍ତା।

ଯଦି ଆପଣ ମୁମ୍ବାଇରେ  ଥÒବେ ମୋ  ସ୍ବର ଆପଣଙ୍କ ପାଖରେ ପହଞ୍ଚÒପାରିବ। ବଲିଉଡ୍‌ କ୍ୟାରିୟରକୁ ନେଇ ତାପସୀ କୁହନ୍ତି ଯେ, ମୋତେ ଯଦି ଭଲ କାହାଣୀ ଥÒବା ଫିଲ୍ମ ମିଳିବ ତେବେ ବର୍ଷରେ ୩୦୦ ଦିନ ମଧ୍ୟ କାମ କରିବା ପାଇଁ ମୁଁ ରାଜି। ମୋ ଜୀବନରେ ଏମିତି ବି ସମୟ ଆସିଥÒଲା ଅତି ନିମ୍ନମାନର କାହାଣୀ ଥ଄ବା ସତ୍ତ୍ବେ ମୁଁ ଫିଲ୍ମ ସାଇନ୍‌ କରିଥ଄ଲି। କାରଣ ପରଦା ଉପରେ ମୁଁ ତିଷ୍ଠି ରହିବାକୁ ଚାହୁଁଥ଄ଲି। ହେଲେ ବର୍ତ୍ତମାନ ମୁଁ ବହୁତ ଖୁସି କାରଣ ଭିନ୍ନ ଭିନ୍ନ ଚରିତ୍ରରେ କାମ କରିବାକୁ ମୋତେ ସୁଯୋଗ ମିଳୁପାରୁଛି। ଜୁଲାଇ ୨ରେ ନେଟ୍‌ଫ୍ଲିକ୍ସରେ ରିଲିଜ୍‌ ହୋଇଥ଄ବା ‘ହସିନା ଦିଲ୍‌ରୁବା’ରେ ତାପସୀ  କମାଲ କରିଛନ୍ତି। ଏହା ଏକ ରୋମାଣ୍ଟିକ୍‌ ଥ୍ରିିଲର୍‌ ଫିଲ୍ମ।