gim - The Sakala

ହଠାତ୍‍ ଛାଡ଼ନ୍ତୁ ନାହିଁ ଜିମ୍, ହୋଇପାରନ୍ତି ଅସୁସ୍ଥ
ଏବେ ସମସ୍ତେ ଜିମ୍ ପ୍ରତି ଆକୃଷ୍ଟ ହେଉଛନ୍ତି। କେତେଜଣ ବ୍ୟକ୍ତି ନିୟମିତ ଦୀର୍ଘଦିନ ଧରି ଜିମ୍‌ରେ ୱାର୍କଆଉଟ୍‌ କରୁଥିବାବେଳେ ଆଉ କେତେଜଣ କିଛି ଦିନ ଜିମ୍ ଯାଇ ହଠାତ୍ ଛାଡ଼ିଦିଅନ୍ତି। କିନ୍ତୁ ଏଭଳି କରିବା ଆଦୌ ଉଚିତ ନୁହେଁ। କାରଣ ଏହାର ଅନେକ ପାର୍ଶ୍ବ ପ୍ରତିକ୍ରିୟା ରହିଛି ଏବଂ ଏହାଦ୍ବାରା ଅସୁସ୍ଥ ହେବାର ଆଶଙ୍କା ଅଧିକ ଥାଏ। ତେବେ ଏ ସମ୍ପର୍କିତ କିଛି ସତର୍କତା ହେଉଛି

-ଶରୀରର ମାଂସପେଶୀଗୁଡ଼ିକ ସଙ୍କୁଚିତ ହେବାରେ ଲାଗେ‌

-ଶରୀରରେ ଥିବା ସର୍ବାଧିକ ଅମ୍ଳଜାନ ଗ୍ରହଣ କ୍ଷମତା (ମେକ୍ସିମମ୍ ଅକ୍ସିଜେନ୍‍ କନ୍‌ଜମ୍ପସନ୍‌) ୫% କମିଥାଏ। ତେଣୁ ମାଂସପେଶୀର ବିକାଶ ଓ ସୁସ୍ଥତା ବଜାୟ ରହିପାରେ ନାହିଁ।

-ଜିମ୍‌ରେ କଠିନ ପରିଶ୍ରମ କରିବା ଏବଂ ହଠାତ୍ ଛାଡ଼ିଦେବା ଯୋଗୁଁ ମାଂସପେଶୀ ଦୁର୍ବଳ ହେବା ସହିତ ବିଭିନ୍ନ ପ୍ରକାର ମାଂସପେଶୀ ଜନିତ ରୋଗ ହୋଇଥାଏ।

-ଅନେକ ଜଣକ କ୍ଷେତ୍ରରେ ଉଚ୍ଚ ରକ୍ତଚାପ କିମ୍ବା ହୃଦ୍‌ରୋଗ ହେବାର ଆଶଙ୍କା ମଧ୍ୟ ରହିଛି। ତେଣୁ ଧୀରେ ଧୀରେ ଜିମ୍‌ରେ ୱାର୍କଆଉଟ୍‍ର ପରିମାଣ କମ୍‍ କରିବା ସହିତ ଜିମ୍‌ ନଯିବା ପାଇଁ ନିଷ୍ପତ୍ତି ନିଅନ୍ତୁ।