10th Exam offline Exam - The Sakala

ଜୁଲାଇ ୩୦ରୁ ମାଟ୍ରିକ୍ ମୂଲ୍ୟାୟନରେ ଅସନ୍ତୁଷ୍ଟ ଥିବା ପିଲା ଦେବେ ଅଫଲାଇନ୍ ପରୀକ୍ଷା, ୫ରୁ ୧୪ ଜୁଲାଇ ଫର୍ମଫିଲପ
ଜୁଲାଇ ୩୦ରୁ ମାଟ୍ରିକ ଛାତ୍ରଛାତ୍ରୀ ଦେବେ ଅଫଲାଇନ ପରୀକ୍ଷା । ଅଗଷ୍ଟ ୫ ତାରିଖ ଯାଏଁ ଚାଲିବ ଏହି ଅଫଲାଇନ ପରୀକ୍ଷା । ମାଟ୍ରିକ ମୂଲ୍ୟାୟନରେ ଅସନ୍ତୁଷ୍ଟ ଥିବା ଛାତ୍ରଛାତ୍ରୀ ଦେବେ ଅଫ୍‌ଲାଇନ୍ ପରୀକ୍ଷା। ଏନେଇ ଆଜି ରାଜ୍ୟ ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଛି। ଅଫ୍‌ଲାଇନ ପରୀକ୍ଷା ପାଇଁ ଫର୍ମ ଫିଲପ ତାରିଖ ମଧ୍ୟ ଘୋଷଣା କରାଯାଇଛି।। ପରୀକ୍ଷା ଦେବାକୁ ଚାହୁଁଥିବା ଛାତ୍ରଛାତ୍ରୀ ଜୁଲାଇ ୫ରୁ ୧୪ ତାରିଖ ମଧ୍ୟରେ ଫର୍ମ ଫିଲପ୍ କରିପାରିବେ ଏବଂ ୩୦ ତାରିଖରୁ ପରୀକ୍ଷା ଦେଇପାରିବେ। ତେବେ ମହାମାରୀ କରୋନା ସମୟକୁ ଦେଖି ସମସ୍ତ ପରୀକ୍ଷାର୍ଥୀଙ୍କ ପରୀକ୍ଷା ଫି’ ଛାଡ଼ କରିଛନ୍ତି ରାଜ୍ୟ ସରକାର ।

କହିରଖୁ କି ଚଳିତ ଥର ମାଟ୍ରିକ ପରୀକ୍ଷାର ମୂଲ୍ୟାୟନରେ ଅନେକ ଛାତ୍ରଛାତ୍ରୀ ଅସନ୍ତୋଷ ପ୍ରକାଶ କରିଥିଲେ। ବିଶେଷକରି ଘରୋଇ ସ୍କୁଲରେ ପଢ଼ୁଥିବା ପିଲାଙ୍କ ମଧ୍ୟରେ ଅଧିକ ଅସନ୍ତୋଷ ଦେଖାଦେଇଥିଲା। ଏଥିସହିତ ସେମାନଙ୍କର ପରୀକ୍ଷା ଫଳ ୩୦ ପ୍ରତିଶତ ବଢ଼ାଯାଉ ବୋଲି କିଛି ଘରୋଇ ସ୍କୁଲର ଛାତ୍ରଛାତ୍ରୀ ଦାବି କରିଥିଲେ ।