Kidneys - The Sakala
ଆମ ଶରୀରର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ହେଉଛି ଆମର କିଡ୍‍ନୀ ବା ବୃକକ୍‍। ଆମ ଶରୀରରେ ରହିଛି ଦୁଇଟି କିଡ୍‍ନୀ। ଏହା ଆମ ପେଟର ପଛ ଭାବରେ ମେରୁଦଣ୍ଡର ଦୁଇ ପାର୍ଶ୍ବରେ ରହିଛି। ଠିକ୍‍ ଏକ ଫିଲଟର ଭଳି ଏହା ଆମ ଶରୀରର ସମସ୍ତ ବର୍ଜ୍ୟବସ୍ତୁ ଗୁଡିକୁ ଶରୀରରୁ ର୍ନିଗତ କରିଥାଏ। ଏହା ସହିତ ଆମ ଶରୀରରେ ଜଳୀୟ ଅଂଶକୁ ସନ୍ତୁଳିତ କରି ରଖିବା ସହିତ ରକ୍ତଚାପ ନିୟନ୍ତ୍ରଣ କରିବା , ଲାଲ ରକ୍ତ କୋଷିକା ସୃଷ୍ଟି କରିବା ଏବଂ ହାଡ଼କୁ ସୁସ୍ଥ ରଖିବା ଭଳି ଗୁରୁତ୍ୱପୂର୍ଣ୍ଣ କାମ କରିଥାଏ କିଡ୍‍ନୀ।
କିଡ୍‍ନୀ ରୋଗର କାରଣ
– ଅନିୟନ୍ତ୍ରିତ ଡାଇବେଟିସ୍‍
– ଅନିୟନ୍ତ୍ରିତ ରକ୍ତଚାପ
– ମେଦବହୁଳତା
– ଡାକ୍ତରଙ୍କ ବିନା ପରାମର୍ଶରେ ପେନ୍‍ କିଲର ବ୍ୟବହାର
– କିଡ୍‍ନୀରେ ପଥର ହେବା
– କିଡ୍‍ନୀ ସଂକ୍ରମଣ ହେବା
– ତରଳ ଝାଡ଼ା
– ସାପ କାମୁଡ଼ିଲେ
– ବଂଶଗତ
କିଡ୍‍ନୀ ରୋଗର ଲକ୍ଷଣ
– ଦେହହାତ ଫୁଲିବା
– ଭୋକ କମିଯିବା
– ବାନ୍ତି ହେବା
– ଶରୀର ଦୁର୍ବଳ ଲାଗିବା
– ମୁଣ୍ଡ ବୁଲାଇ ହେବା
– କମ୍‍ ପରିସ୍ରା ହେବା
– ପରିସ୍ରାରେ ରକ୍ତ ପଡ଼ିବା
– ଅଳ୍ପ ପରିଶ୍ରମରେ ହାଲିଆ ଲାଗିବା
କିଡ୍‍ନୀ କେତେ ପରିମାଣରେ ଖରାପ ହୋଇଛି ତାହା ଜାଣିବା ପାଇଁ ସାଧାରଣତଃ ଡାକ୍ତରମାନେ ରକ୍ତ ପରୀକ୍ଷା, ପରିସ୍ରା ପରୀକ୍ଷା , ଅଲଟ୍ରାସାଉଣ୍ଡ ଏବଂ ଆବଶ୍ୟକ ହେଲେ କିଡ୍‍ନୀ ବାୟୋପ୍ସି ପରୀକ୍ଷା ମଧ୍ୟ କରାଯାଏ।
କିଡ୍‍ନୀ ରୋଗର ଚିକିତ୍ସା
କିଡ୍‍ନୀକେତେ ପରିମାଣରେ ଖରାପ ହୋଇଛି ଏବଂ କେଉଁ ଷ୍ଟେଜ୍‍ରେ ରୋଗ ଚିହ୍ନଟ ହୋଇଛି ସେହି ଅନୁସାରେ କିଡ୍‍ନୀ ରୋଗର ଚିକିତ୍ସା କରାଯାଏ। କିଡ୍‍ନୀ ରୋଗର ଚିକିତ୍ସା ସାଧାରଣତଃ ୩ ପ୍ରକାର କରାଯାଏ।
୧- ଔଷଧ – ପ୍ରାଥମିକ ସ୍ତରରେ କିଡ୍‍ନୀ ରୋଗ ଥିଲେ ସାଧାରଣତଃ ଔଷଧ ଏବଂ ଇନ୍‍ଞ୍ଜେକ୍ସନ  ଦ୍ୱାରା ଚିକିତ୍ସା କରାଯାଏ
୨- ଡାୟଲେସିସ୍‍ – କିଡନୀ ଅଧିକ ମାତ୍ରାରେ ଖରାପ ଥିଲେ ସାଧାରଣତଃ ଡାକ୍ତରମାନେ ଡାୟଲେସିସ୍‍ କରିବା ପାଇଁ ପରାମର୍ଶ ଦେଇଥାନ୍ତି। ନିୟମିତ ଡାୟଲେସିସ୍‍ କରିବା ଫଳରେ ରୋଗୀ ସୁସ୍ଥ ହୋଇଥାନ୍ତି।
୩- କିଡ୍‍ନୀ ପ୍ରତିରୋପଣ – କିଡନୀ ସମ୍ପୂର୍ଣ୍ଣ ଖରାପ ହୋଇଯାଇଥିଲେ ଡାକ୍ତରମାନେ କିଡ୍‍ନୀ ପ୍ରତିରୋପଣ କରିବା ପାଇଁ ପରାମର୍ଶ ଦେଇଥାନ୍ତି। ଯେଉଁଥିରେ ଜଣେ ସୁସ୍ଥ ବ୍ୟକ୍ତିଙ୍କଠାରୁ ସୁସ୍ଥ କିଡ୍‍୍‍ନୀ ରୋଗୀଙ୍କ ଦେହରେ ପ୍ରତିରୋପଣ କରାଯାଏ ଫଳରେ ରୋଗୀ ସୁସ୍ଥ ହୋଇଥାନ୍ତି।
କିଡ୍‍ନୀକୁ ସୁସ୍ଥ ରଖିବାର ଉପାୟ
– ଡାଇବେଟିସ୍‍ ଓ ରକ୍ତଚାପକୁ ନିୟନ୍ତ୍ରଣରେ ରଖନ୍ତୁ
– ଉପଯୁକ୍ତ ପରିମାଣରେ ପାଣି ପିଅନ୍ତୁ
– ପରିଷ୍କାର ଏବଂ ସୁୁଷମ ଖାଦ୍ୟ ଖାଆନ୍ତୁ
– ପ୍ରତିଦିନ କିଛି ସମୟ ବ୍ୟାୟାମ, ଯୋଗ ଏବଂ ପ୍ରାଣାୟାମ କରନ୍ତୁ
– ଡାକ୍ତରଙ୍କ ବିନା ପରାମର୍ଶରେ ଆଦୌ ପେନ୍‍ କିଲର ବ୍ୟବହାର କରନ୍ତୁ ନାହିଁ
– ଧୂମପାନ ଓ ମଦ୍ୟପାନ ସମ୍ପୂର୍ଣ୍ଣ ବନ୍ଦ କରନ୍ତୁ।