Paradeep - The Sakala

ମହାବୀର ଆଶ୍ରମରେ ଅଭାବନୀୟ ଘଟଣା: ସିଦ୍ଧିପ୍ରାପ୍ତ ପାଇଁ ଜିଭ କାଟିଲେ ତାନ୍ତ୍ରିକ
ପାରାଦୀପ: ପାରାଦୀପ ଉପକଣ୍ଠ ନୂଆଗାଁ ମହାବୀର ଆଶ୍ରମ ପରିସରରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ତାନ୍ତ୍ରିକ ତନ୍ତ୍ରରେ ସିଦ୍ଧିପ୍ରାପ୍ତ ପାଇଁ ନିଜର ଜିଭ କାଟି ଦେଇଛନ୍ତି। ଏହି ଘଟଣା ବାଲିତୁଠ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି। ପ୍ରତିଦିନ ଭଳି ଗତ ମଙ୍ଗଳବାର ନୂଆଗାଁ ମହାବୀର ଆଶ୍ରମରେ ଶତାଧିକ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା। ମଧ୍ୟାହ୍ନ ପ୍ରସାଦ ସେବନ ପରେ ଆଶ୍ରମ ଅନ୍ତେବାସୀଙ୍କୁ ଛାଡ଼ିଦେଲେ ଅନ୍ୟ ଭକ୍ତମାନେ ଚାଲି ଯାଇଥିଲେ। ସନ୍ଧ୍ୟାରେ କୁଜଙ୍ଗ ବ୍ଲକ୍‌ କାଳିଆପାଟ ଗ୍ରାମ ନିକଟ କାବଲପୁର ଗ୍ରାମର ଜଣେ ତାନ୍ତ୍ରିକ ମହାବୀର ଆଶ୍ରମ ଭିତରେ ରହିଯାଇଥିଲେ।

ଅନ୍ଧାର ହେବାରୁ କିଏ କେଉଁଆଡ଼େ ଚାଲିଯିବା ପରେ ଜଣାପଡ଼ିଥିଲା ଯେ ଜଣେ ତାନ୍ତ୍ରିକ ଆଶ୍ରମ ପରିସରରେ ଲୁଚି ରହି ବିଳମ୍ୱିତ ରାତ୍ରିରେ ତନ୍ତ୍ର ସାଧନା କରିବା ସହ ନିଜ ଜିଭକୁ ନିଜେ କାଟି ଦେଇଥିଲେ। ପ୍ରଚୁର ରକ୍ତସ୍ରାବ ଓ ଯନ୍ତ୍ରଣା ହେବାରୁ ଚିତ୍କାର କରିବା ସହ ଆଶ୍ରମ ପରିସରରେ ଥିବା ଅନ୍ତେବାସୀଙ୍କୁ ଡାକ ପକାଇଥିଲେ। ପରେ ଚେତାଶୂନ୍ୟ ହୋଇଯାଇଥିଲେ। ଆଶ୍ରମରେ ରହୁଥିବା ସେବକମାନେ ବିଳମ୍ୱ ନ କରି ସ୍ଥାନୀୟ ପୁଲିସକୁ ଜଣାଇବା ପରେ ପୁଲିସ ସହାୟତାରେ ଆମ୍ବୁଲାନ୍ସ ଯୋଗେ ତାନ୍ତ୍ରିକକୁ କୁଜଙ୍ଗ ଓ ପରେ ଜଗତସିଂହପୁର ମେଡିକାଲକୁ ପଠାଇ ଦିଆଯାଇଥିଲା। ସେଠାରେ ତାନ୍ତ୍ରିକ ଜଣଙ୍କ ଚିକିତ୍ସିତ ହେଉଥିବା ଜଣାପଡ଼ିଛି।

୪ ମହଲା ବିଲ୍ଡିଂରୁ ପଡ଼ି ମହିଳାଙ୍କ ମୃତ୍ୟୁ, ହତ୍ୟା ନା ଆତ୍ମହତ୍ୟା ଅସ୍ପଷ୍ଟ
ପାରାଦ୍ଵୀପ: ଏକ ୪ ମହଲା ବିଲ୍ଡିଂ ରୁ ପଡ଼ି ମହିଳା ମୃତ। ପାରାଦୀପ ତାରେଣୀଗଡାରେ ଘଟଣା ଏହି ଅଘଟଣ । ମୃତ ମହିଳାଙ୍କ ପରିଚୟ ମିଳି ନଥିବା ବେଳେ ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଛି। ତେବେ ଏହା ହତ୍ୟା କି ଆତ୍ମହତ୍ୟା ତାହା ଅସ୍ପଷ୍ଟ ରହିଛି । ଘଟଣାସ୍ଥଳରେ ପାରାଦୀପ ଆଦର୍ଶ ଥାନା ଆଇଆଇସି ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ଚାରି ମହଲା କୋଠାରେ କାମ ଚାଲିଥିଲା । କାହିଁକି ମହିଳା ଜଣଙ୍କ ଛାତ ଉପରକୁ ଯାଇଥିଲେ ତାହା ଜଣା ପଡିନାହିଁ। ତେବେ ମହିଳା ସେଠାକୁ କାହିଁକି ଆସିଥିଲେ ଏବଂ ମହିଳା ଜଣଙ୍କ କିଏ ତାହା ଜଣାପଡ଼ି ନାହିଁ । ଡେଇଁ ପଡ଼ିଲେ ନା କେହି ତାଙ୍କୁ ଠେଲି ଦେଇଛି ତାକୁ ନେଇ ଏବେ ବି ସନ୍ଦେହ ଜାରି ରହିଛି ।

ଜଳିଗଲା ୧୦ରୁ ଅଧିକ ମାଛଧରା ବୋଟ୍
ପାରାଦୀପ: ପାରାଦୀପ ନେହରୁ ବଙ୍ଗଳା ମାଛଧରା ବନ୍ଦରରେ ନିଆଁ ଲାଗି ୧୦ରୁ ଅଧିକ ବୋଟ୍ ଜଳିଯାଇଛି । ପ୍ରଥମେ ଗୋଟିଏ ବୋଟରେ ନିଆଁ ଲାଗିବା ପରେ ଧିରେ ଧିରେ ଅନ୍ୟ ବୋଟରେ ନିଆଁ ଧରିଥିଲା । ବୋଟରେ ଡିଜେଲ ଥିବାରୁ ନିଆଁ ତୀବ୍ର ବେଗରେ ପାଖରେ ଥିବା ବୋଟରେ ଲାଗିଯାଇଥିଲା । ଘଟଣାସ୍ଥଳରେ ୬ଟି ଅଗ୍ନିଶମ ବାହିନୀ ନିଆଁଲିଭା କାର୍ଯ୍ୟରେ ନିୟୋଜିତ ଅଛନ୍ତି । ତେବେ ନିଆଁ କିଭଳି ଲାଗିଲା ସେନେଇ କିଛି ସ୍ପଷ୍ଟ ସୂଚନା ନାହିଁ ।

ପାରାଦୀପ ବନ୍ଦରରେ ଜାହାଜରୁ କୋକେନ ଜବତ ଘଟଣା: ସ୍ୱଦେଶ ଫେରିବେ ଅଟକ ୨୧ କ୍ର୍ୟୁ ମେମ୍ୱର
ପାରାଦୀପ: ୨୨୦କୋଟି ଟଙ୍କାର କୋକେନ୍‌‌ ଜବତ ଘଟଣାରେ ପାରାଦୀପ ବନ୍ଦରରେ ଅଟକ ଥିବା ଜାହାଜ ଏମ୍‌‌ଭି ଦେବୀ ଓ ସେଥିରେ ଥିବା ୨୧ଜଣ କ୍ରିଉ-ମେମ୍ୱର ସ୍ୱଦେଶକୁ ଫେରିଯିବା ନେଇ କୋର୍ଟଙ୍କ ଆଦେଶ ମିଳିଛି। ସେମାନଙ୍କ ମଧ୍ୟରୁ ୧୦ ଜଣଙ୍କର ଭିସା ଅବଧି ସରିଯାଇଛି। ସେମାନଙ୍କ ପାଇଁ ନୂତନ ଭିସା ପ୍ରସ୍ତୁତି କାର୍ଯ୍ୟ ଚାଲିଥିବା ବେଳେ ବାକି ୧୧ଜଣ ଆଜି ଫେରିଯିବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ତେବେ ଉପକୂଳ ଅଞ୍ଚଳରେ ଲଘୁଚାପଜନିତ ବର୍ଷା ଲାଗି ରହିଥିବାରୁ ସେମାନଙ୍କୁ ବନ୍ଦର କର୍ତ୍ତୃପକ୍ଷ ଆଜି ଯିବାକୁ ଅନୁମତି ଦେଇନାହାନ୍ତି। ସୂଚନା‌ଯୋଗ୍ୟ, ୨୦୨୩ ନଭେମ୍ୱର ୨୯ତାରିଖରେ ସୀମାଶୁଳ୍କ ବିଭାଗ ଏହି ଏମଭି ଦେବୀ ଜାହାଜରୁ ୨୨୦ କୋଟି ଟଙ୍କାର କୋକେନ୍‌‌ ଜବତ କରିଥିଲା।

ଭୂତମୁଣ୍ଡାଇ ପୋଲରୁ ମହାନଦୀକୁ ଡେଇଁ ଯୁବକ ନିଖୋଜ
ପାରାଦ୍ଵୀପ: ମହାନଦୀକୁ ଡେଇଁ ଯୁବକ ନିଖୋଜ। ପାରାଦ୍ଵୀପର ଭୂତୁମୁଣ୍ଡାଇ ମହାନଦୀ ପୋଲରୁ ଡେଇଁ ଯୁବକ ନିଖୋଜ ଅଛନ୍ତି । ଘଟଣାସ୍ଥଳରେ କୁଜଙ୍ଗ ଅଗ୍ନିଶମ ବିଭାଗ ଓ ଓଡ୍ରାଫ ଟିମ୍ ପକ୍ଷରୁ ଖୋଜାଖୋଜି ଚାଲିଛି । ସକାଳ ୯ଟା ପାଖାପାଖି ଜଣେ ବ୍ୟକ୍ତି ହଠାତ ପୋଲ ଉପରୁ ମହାନଦୀକୁ ଡେଇଁ ପଡ଼ିଥିବା ସ୍ଥାନୀୟ ଲୋକେ ସୂଚନା ଦେଇଛନ୍ତି । ତେବେ ଯୁବକଙ୍କ ଘର କୁଜଙ୍ଗ ଅଞ୍ଚଳରେ ଓ ସେ ମେକାନିକାଲ୍ ଇଞ୍ଜିନିୟରିଂରେ ଡପ୍ଲୋମା କରିଥିବାର ସୂଚନା ମିଳିଛି । ତାଙ୍କର ବୟସ ୨୪ ବର୍ଷ ବୋଲି ଜଣାଯାଇଛି। ପାରିବାରିକ କଳହକୁ କେନ୍ଦ୍ରକରି ସେ ମହାନଦୀକୁ ଡେଇଁଥିବା ସନ୍ଦେହ କରାଯାଉଛି ।

ଏକ୍ସପାଏରୀ ବଟିକା ଖାଇ ଛାତ୍ରଛାତ୍ରୀ ଅସୁସ୍ଥ
ପାରାଦୀପ: ମଧ୍ୟାହ୍ନ ଭୋଜନ ପରେ ଫୋଲିକ ଏସିଡ ବଟିକା ଖାଇ ଛାତ୍ରଛାତ୍ରୀ ଅସୁସ୍ଥ। ଅଠରବାଙ୍କି ଲକପଡା ପ୍ରାଥମିକ ବିଦ୍ୟାଳୟରେ ଘଟିଛି ଏଭଳି ଅଭାବନୀୟ ଘଟଣା। ବଟିକା ଖାଇବା ପରେ ୯ ଜଣ ଛାତ୍ରଛାତ୍ରୀ ଅସୁସ୍ଥ ହୋଇ ଅଠରବାଙ୍କି ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ଏହି ଘଟଣାକୁ ନେଇ ସ୍କୁଲର ପ୍ରଧାନଶିକ୍ଷୟତ୍ରୀ ଦାୟୀତ୍ବରେ ଥିବା ଶିକ୍ଷୟତ୍ରୀଙ୍କୁ କଲୋନୀବାସୀ ଅଟକ ରଖିଛନ୍ତି। ବଟିକା ଖାଇବା ପରେ ପେଟ କାମୁଡା, ବାନ୍ତି ଓ ଦେହରେ ଫଳିଯିବା ଭଳି ଲକ୍ଷଣ ଦେଖାଯାଉଛି। ତେବେ ସ୍କୁଲର ମାତ୍ର ୧୮ ଜଣ ଛାତ୍ରଛାତ୍ରୀ ବଟିକା ଖାଇଥିବା ସ୍କୁଲର ଶିକ୍ଷୟତ୍ରୀ ସୂଚନା ଦେଇଛନ୍ତି। ଏବେ ମେଡିକାଲରେ ୯ ଜଣ ଛାତ୍ରଛାତ୍ରୀ ଚିକିତ୍ସିତ ହେଉଛନ୍ତି। ଫୋଲିକ ଏସିଡ ଆଇରନ ବଟିକାର ଉପର ଖୋଳରେ ଏକ୍ସପାଏରୀ ଡେଟ୍ ୨୦୨୫ ଥିବା ବେଳେ ଭିତରେ ଥିବା ବଟିକା ଉପରେ ୨୦୧୯ ରେ ପ୍ୟାକିଂ ୨୦୨୧ ରେ ଏକ୍ସପାଏରୀ ରହିଛି।

ପାରାଦୀପରେ ୩ଟି ନୂତନ ପ୍ରକଳ୍ପର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ, ସୃଷ୍ଟିହେବ ୩୪୦୦୦ରୁ ଉର୍ଦ୍ଧ୍ବ କର୍ମନିଯୁକ୍ତି
ପାରାଦୀପ: ଓଡ଼ିଶାରେ ଶିଳ୍ପାୟନର ନୂଆ ଅଧ୍ଯାୟ। ପାରାଦୀପରେ ୩ଟି ନୂତନ ପ୍ରକଳ୍ପର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଜେଏସଡବ୍ଲ୍ୟ ଉତ୍କଳ ଷ୍ଟିଲ କାରଖାନା, ରିନ୍ୟୁ ଇ-ଫୁଏଲ ଗ୍ରୀନ ଆମୋନିଆ କାରଖାନା ଏବଂ ସିଲକ୍ସ ଇଣ୍ଡିଆ ଅତ୍ୟାଧିୁନିକ ରାସାୟିନିକ କାରଖାନାର ଭିତିପ୍ରସ୍ତର ସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ । ଜେଏସଡବ୍ଲ୍ୟ ଉତ୍କଳ ଷ୍ଟିଲ ପ୍ଲାଣ୍ଟରେ ୬୫ ହଜାର କୋଟିର ପୁଞ୍ଜି ନିବେଶ କରିଛି । ଏହାଦ୍ୱାରା ଆଗାମୀ ଦିନରେ ୩୦ ହଜାର ଯୁବବର୍ଗଙ୍କୁ କର୍ମନିଯୁକ୍ତି ମିିିଳିବ । ବାର୍ଷିକ ୧୩.୨ ମିଲିୟନ ମେଟ୍ରିକ ଟନ କ୍ଷମତା ବିଶିଷ୍ଟ ସମନ୍ଵିତ ଇସ୍ପାତ ପ୍ରକଳ୍ପ ସହିତ ୫୨ ମିଲିୟନ ମେଟ୍ରିକ ଟନ ବିଶିଷ୍ଟ ନିଜସ୍ବ ଜେଟିର ଭୂମିପୂଜନ ଓ ଭିତ୍ତିପ୍ରସ୍ତରର ଶୁଭ ଦେଇଛନ୍ତି ମୁଖ୍ୟମନ୍ତ୍ରୀ।

ସେହିପରି ରିନ୍ଯୁ ଇ-ଫୁଏଲ ଗ୍ରୀନ ଆମୋନିଆ ପ୍ଲାଣ୍ଟ ପାଇଁ ୨୨ ହଜାର କୋଟି ଟଙ୍କାର ପୁଞ୍ଜି ନିବେଶ କରିଛି । ଏହା ୪ହଜାର ରୋଜଗାର ସୃଷ୍ଟି କରିିବ । ଏହାସହ ଆଉ ଏକ କମ୍ପାନୀ ସିଲକ୍ସ ଇଣ୍ଡିିଆ ଅତ୍ୟାଧିୁନିକ ରାସାୟନିକ କାରଖାନା ପାଇଁ ୫୦୦ କୋଟିର ପୁଞ୍ଜି ନିବେଶ କରିଛି । ଏହାଦ୍ୱାରା ୮୧୦ ଜଣଙ୍କୁ କର୍ମନିଯୁକ୍ତି ମିିଳିବ । ଶିଳ୍ପାୟନ ଦ୍ୱାରା ଯୁବବର୍ଗଙ୍କୁ ନିଯୁକ୍ତି ଯୋଗାଇଦେବାକୁ ଲକ୍ଷ୍ୟ ରଖି ନୂତନ ଶିଳ୍ପ ପ୍ରତିଷ୍ଠା କରାଯାଉଥିବା କହିଛନ୍ତି ରାଜ୍ୟ ସରକାର ।

ଆଜିର ଏହି ସବୁ ପ୍ରକଳ୍ପ ଲାଗି ମୁଖ୍ଯମନ୍ତ୍ରୀ କମ୍ପାନୀଗୁଡିକୁ ଧନ୍ଯବାଦ ଜଣାଇଛନ୍ତି । ନିରନ୍ତର ସହାୟତା ଓ ସହଯୋଗ ଲାଗି ଜେଏସଡବ୍ଲ୍ୟୁ ଅଧ୍ଯକ୍ଷ ସଜ୍ଜନ ଜିନ୍ଦଲଙ୍କୁ ସ୍ବତନ୍ତ୍ର ଧନ୍ଯବାଦ ଦେଇଛନ୍ତି ମୁଖ୍ଯମନ୍ତ୍ରୀ । ଜଣେ ଭଲ ସହଯୋଗୀ ଭାବେ ଜେଏସଡବ୍ଲ୍ୟୁ ଓଡ଼ିଶାରେ ଶିଳ୍ପ ପ୍ରତିଷ୍ଠା କରି ରାଜ୍ଯକୁ ଦେଶରେ ଏକ ଇଣ୍ଡଷ୍ଟ୍ରିଆଲ ପାୱାରହାଉସ ଭାବେ ପରିଚିତି କରାଇପାରିଛି।

ବିକାଶ ଆଜି ଓଡ଼ିଶାର ପରିଚୟ ହୋଇଛି । ଶିଳ୍ପ ଭିତ୍ତିଭୂମି, ଶିକ୍ଷା, ସ୍ବାସ୍ଥ୍ଯ, ସବୁ କ୍ଷେତ୍ରରେ ଏକ ନୂଆ ଯୁଗ ଆରମ୍ଭ ହୋଇଛି । 5T ଉପକ୍ରମରେ ଓଡ଼ିଶାର ବିକାଶଧାରା ଆହୁରି ଉଜ୍ଜ୍ବଳ ହେଉଛି । ସାଧାରଣ ଲୋକ, ଚାଷୀ, ମାଆ, ଯୁବକମାନେ ବିକାଶର ଅଂଶ ପାଲଟିଛନ୍ତି । ସହଯୋଗ ପାଇଁ ଜଗତସିଂହପୁରକୁ ଧନ୍ଯବାଦ ଜଣାଇବା ସହ ଏହି ସବୁ ପ୍ରକଳ୍ପ ଦ୍ବାରା ଏଠିକାର ସବୁ ପରିବାର ଉପକୃତ ହେବେ ବୋଲି ମୁଖ୍ଯମନ୍ତ୍ରୀ ଆଶା କରିଛନ୍ତି।

ବାଇକ ଉପରେ ଚଢ଼ିଗଲା ଗ୍ୟାସ ଟ୍ୟାଙ୍କର, ଚାଲିଗଲା ବାଇକ ଆରୋହୀଙ୍କ ଜୀବନ
ପାରାଦ୍ଵୀପ: ବାଇକ ଉପରେ ଚଢ଼ିଗଲା ଗ୍ୟାସ ଟ୍ୟାଙ୍କର। ଘଟଣାସ୍ଥଳରେ ବାଇକ ଆରୋହୀ ମୃତ। ପାରାଦୀପ ଜିରୋ ପଏଂଟ ନିକଟରେ ଘଟିଛି ଏପରି ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା । ମୃତ ଯୁବକଜଣକ ହେଲେ କେନ୍ଦ୍ରାପଡା ଜିଲା ଗରଜଙ୍ଗା ଗ୍ରାମର ପ୍ରଭାତ ପାତ୍ର । ପ୍ରଭାତ ଏକ କମ୍ପାନୀରେ ପାଇପଲାଇନ ଭାବେ କାର୍ଯ୍ୟ କରୁଥିବା ଜଣାପଡିଛି ।

ସୂଚନା ଅନୁଯାୟୀ, ପ୍ରଭାତ ଆଜି ସକାଳୁ ନିଜ ବାଇକରେ କାର୍ଯ୍ୟସ୍ଥଳକୁ ଆସୁଥିବା ବେଳେ ଜିରୋ ପଏଣ୍ଟ ନିକଟରେ ଏକ ଗ୍ୟାସ ଟ୍ୟାଙ୍କର ତାଙ୍କୁ ଧକ୍କା ଦେଇ ତାଙ୍କ ମୁଣ୍ଡ ଉପରେ ଚଢି ଯାଇଥିଲା । ଫଳରେ ଘଟଣା ସ୍ଥଳରେ ପ୍ରଭାତଙ୍କ ମୃତ୍ୟୁ ଘଟିଛି। ଘଟଣା ସ୍ଥଳରେ ଲକ୍ ଥାନା ପୋଲିସ ପହଁଚି ମୃତଦେହକୁ ଅଠରବାଙ୍କି ଗୋଷ୍ଠି ସ୍ଵାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିବା ବେଳେ ଗ୍ୟାସ ଟ୍ୟାଙ୍କରକୁ ମଧ୍ୟ ଜବତ କରିଛି। ପ୍ରଭାତଙ୍କ ପରିବାରକୁ ସୂଚନା ଦିଆଯାଇଥିବା ବେଳେ ପରିବାର ସଦସ୍ୟ ପହଁଚିଲେ ଶବ ବ୍ୟବଚ୍ଛେଦ ପାଇଁ ପଠାଯିବ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି।

ପାରାଦ୍ବୀପ ବନ୍ଦରରୁ କୋକେନ ଜବତ ଜାହାଜ ଏମଭି ଦେବୀ ପାନ୍ନାମାରୁ ପଡି ଜଣେ ସଦସ୍ୟ ଆହତ
ଜଗତସିଂହପୁର: ପାରାଦୀପ ବନ୍ଦରରୁ କୋକେନ୍‌ ଜବତ ହୋଇଥିବା ଜାହାଜ ଏମଭି ଦେବୀ ପାନ୍ନାମାରୁ ଜଣେ କ୍ରିଉ ସଦସ୍ୟ ଡେଇଁଥିବା ଜଣାଯାଇଛି। ଜାହାଜରୁ ପଡି ଜଣେ କ୍ରୁ ସଦସ୍ୟ ଆହତ ହୋଇଥିବା ନେଇ ଜଣାପଡିଛି ।କ୍ରୁ ସଦସ୍ୟଙ୍କ ନାମ ବୋଇଂ ଙ୍କୁ ହୁଁ । ତାଙ୍କ ମୁହଁ ଓ ହାତରେ ଗଭୀର ଆଘାତ ଲାଗିଛି । ଜାହାଜରୁ ଗଳି ପଡିବା ପରେ ଜାହାଜ ଫ୍ୟାନରେ ତାଙ୍କ ହାତ କଟିଥିବା ଅନୁମାନ କରାଯାଉଛି । ତାଙ୍କୁ ବନ୍ଦର ଚିକିତ୍ସାଳୟରୁ ଭୁବନେଶ୍ବର ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି ।

ଗତ ଡିସେମ୍ବର ୧ ତାରିଖରେ ପାରାଦୀପ ବନ୍ଦରରୁ ଜବତ ହୋଇଥିଲା ୨ ଶହ ୨୦ କୋଟି ଟଙ୍କାର କୋକେନ । ଏମଭି-ଦେବୀ ପାନାମା ନାମକ ଜାହାଜରୁ ୨୨ଟି କୋକେନ ପ୍ୟାକେଟ୍ ଜବତ କରିଥିଲା କଷ୍ଟମସ ବିଭାଗ । ଇଜିପ୍ଟରୁ ଇଣ୍ଡୋନେସିଆର ଗ୍ରେସିକ ବନ୍ଦର ଓ ପରେ ଏହି ଜାହାଜଟି ଗତ ୨୨ ତାରିଖରେ ପାରାଦୀପ ଆସିଥିଲା । ପାରାଦୀପରୁ ଷ୍ଟିଲ ପ୍ଲେଟ ନେଇ ଏହି ଜାହାଜ ଡେନମାର୍କ ଯାଇଥାନ୍ତା ।

ଷ୍ଟିଲ ପ୍ଲେଟ ଲୋଡ଼ ବେଳେ କ୍ରେନ ଅପରେଟର ଜାହାଜରେ କିଛି ପ୍ଲାଷ୍ଟିକ ପ୍ୟାକେଟ ସନ୍ଦିଗ୍ଧ ଅବସ୍ଥାରେ ରହିଥିବା ଦେଖିବାକୁ ପାଇଥିଲେ । ଏନେଇ ସେ ବନ୍ଦର କର୍ତ୍ତୃପକ୍ଷଙ୍କୁ ଜଣାଇବା ପରେ କଷ୍ଟମ୍ସ ବିଭାଗର ଅଧିକାରୀ ଏହି ପ୍ୟାକେଟକୁ ଯାଞ୍ଚ କଲା ବେଳେ ସେଥିରେ ଧଳା ପାଉଡ଼ର ଭଳି ପଦାର୍ଥ ଥିବା ଜଣାପଡ଼ିଥିଲା । ସନ୍ଦେହରେ ଭୁବନେଶ୍ବରରୁ ଡ୍ରଗ ଡିଟେକ୍ସନ ଟିମକୁ ଯୋଗାଯୋଗ କରିବା ପରେ ଏହା ମାରାତ୍ମକ ନିଶାଦ୍ରବ୍ୟ କୋକେନ ବୋଲି ଜଣାପଡିଥିଲା ।

ଜାଲରେ ପଡିଲା ତେଲିଆ ବୋରେଇ ମାଛ, ୨୦ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କାରେ କିଣି ନେଲେ ବ୍ୟବସାୟୀ
ପାରାଦୀପ: ପାରାଦୀପ ସମୁଦ୍ରରୁ ଧରା ହେଲା ବିରଳ ଦାମୀ ମାଛ । ଧରାଯାଇଥିବା ୧୭ଟି ମାଛକୁ ପ୍ରାୟ ୨୦ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କାରେ ନିଲାମ କରାଯାଇଛି । ଯାହାର ଓଜନ ୩ କ୍ୱିଣ୍ଟାଲରୁ ଅଧିକ ରହିଛି । ସେହି ମାଛର ନାଁ ରହିଛି ତେଲିଆ ବୋରେଇ । ଏହି ମାଛମାନେ ଗଭୀର ସମୁଦ୍ରରୁ ମିଳିଥାଆନ୍ତି । ତେବେ ପାର୍ବତୀ ନାମକ ଟ୍ରଲର ସମୁଦ୍ରରେ ମାଛ ଧରୁଥିବା ସମୟରେ ୧୭ଟି ତେଲିଆ ବୋରେଇ ମାଛ ପଡିଥିଲା ।

ଟ୍ରଲର ଟି ତୁରନ୍ତ ମାଛଧରା ବନ୍ଦ କୁ ଆସିବା ପରେ ୧୭ଟି ମାଛକୁ ନିଲାମ କେନ୍ଦ୍ର ରେ ନିଲାମ କରାଯାଇଥିଲା । ତେବେ ଏହି ୧୭ ଟି ମାଛର ମୂଲ୍ୟ ୨୦ଲକ୍ଷ ରୁ ଉର୍ଦ୍ଧ୍ୱ ଟଙ୍କାରେ ବ୍ୟବସାୟୀ ମାନେ କିଣି ନେଇଥିବା ଜଣାପଡିଛି । ଏହି ମାଛର ପୁଟି ଔଷଧ ତିଆରି କାର୍ଯ୍ୟରେ ଲାଗୁଥିବାରୁ ମାଛ ଅଧିକ ମୂଲ୍ୟରେ ବିକ୍ରି କରାଯାଇଥାଏ । ବିଦେଶରେ ଏହି ମାଛର ଚାହିଦା ଢେର ଅଧିକ ରହିଛି ।

ଜାହାଜରୁ ୨୨୦କୋଟି ଟଙ୍କାର କୋକେନ ଜବତ ଘଟଣା: ତଦନ୍ତରେ ସହଯୋଗ ପାଇଁ ପାରାଦ୍ବୀପରେ ପହଞ୍ଚିଲେ ୨ ଇଣ୍ଟରପ୍ରିଟର୍
ପାରାଦ୍ଵୀପ: ଜାହାଜରୁ ୨୨୦କୋଟି ଟଙ୍କାର କୋକେନ ଜବତ ଘଟଣା। ପାରାଦ୍ଵୀପରେ ପହଞ୍ଚିଲେ ୨ ଇଣ୍ଟରପ୍ରିଟର୍ । ଜାହାଜ ସଦସ୍ଯଙ୍କ ଭାଷାକୁ ବୁଝିବା ପାଇଁ ଆସିଛନ୍ତି ଇଣ୍ଟରପ୍ରିଟର । ଜାହାଜର ସମସ୍ତ ସଦସ୍ଯ ଭିଏତନାମର ହୋଇଥିବାରୁ ତଦନ୍ତରେ ହେଉଥିଲା ଅସୁବିଧା। ଭାଷାଗତ ସମସ୍ୟା ପାଇଁ ତଦନ୍ତ ଆଗେଇ ପାରୁନଥିବା ବେଳେ ଅନୁବାଦକଙ୍କର ସହଯୋଗ ନିଆଯାଇଛି । ଜାହାଜକୁ ଗତ ରାତିରେ ସାଉଥ ବର୍ଥରୁ ପିଆଇସିଟି ବର୍ଥକୁ ଅଣାଯାଇଅଛି । ଜାହାଜରେ ତଦନ୍ତ କରୁଛନ୍ତି ୧୮ ଜଣିଆ ଟିମ୍।

ସୂଚନାଯୋଗ୍ୟ, ନଭେମ୍ବର ୧ ତାରିଖରେ ପାରାଦୀପ ଇଂଟରନ୍ୟାସନାଲ କାର୍ଗୋ ଟର୍ମିନାଲ ମଧ୍ୟକୁ ଇଣ୍ଡୋନେସିଆରୁ ଆସିଥିବା ଏକ ଭେସେଲରୁ ୨ଶହ ୨୦ କୋଟି ଟଙ୍କାର କୋକେନ୍ ଜବତ କରିଥିଲା କଷ୍ଟମ ବିଭାଗ । ଏହି ଘଟଣାର ତଦନ୍ତ ଏନସିବି କରୁଥିବା ବେଳେ ଭେସେଲର ସମସ୍ତ କ୍ରିୟୁ ସଦସ୍ୟ ଭିଏତନାମର ହୋଇଥିବାରୁ ଭାଷାଗତ ସମସ୍ୟା ତଦନ୍ତରେ ବାଧା ସୃଷ୍ଟି କରିଥିଲା । ତେଣୁ ଅନୁବାଦକଙ୍କର ସହାୟତା ନିଆଯାଇଛି । ତେବେ ଏତେ ଟଙ୍କାର କୋକେନ୍ କେଉଁଠୁ ଆସିଥିଲା ଏବଂ କେଉଁଠିକୁ ଯାଉଥିଲା ତଦନ୍ତ ପରେ ଏହାର ରହସ୍ୟ ଖୋଲିବ ବୋଲି କୁହାଯାଉଛି ।

ପାରାଦୀପରୁ ୨୨୦ କୋଟିର କୋକେନ ଜବତ ଘଟଣାରେ NCBର ତନାଘନା, ଅଟକ କ୍ରିଉ ମେମ୍ବରଙ୍କୁ ପଚରାଉଚରା
ପାରାଦୀପ: ପାରାଦୀପରେ ଏକ ଜାହାଜରୁ କୋକେନ ଜବତ ହେବା ପରେ ଆରମ୍ଭ ହୋଇଛି ଛାନଭିନ। ପାରାଦୀପ ବନ୍ଦରରେ ଲାଗିଥିବା ଏମଭି-ଦେବୀ ନାମକ ଏକ ଜାହାଜରୁ ୨୨ଟି କୋକେନ ପ୍ୟାକେଟ୍ ଜବତ ହେବା ପରେ ତଦନ୍ତ ଜାରି ରଖିଛି NCB ଟିମ । ଅଟକ ଥିବା କ୍ରିଉ ମେମ୍ବରଙ୍କୁ ଆଜି ପଚରାଉଚରା କରିଛି NCB । ଜାହାଜର କ୍ୟାପଟେନଙ୍କ ସମେତ ୨୧ ଜଣ ନାବିକଙ୍କୁ ଜେରା କରିଛି NCB ।

ଇଣ୍ଡୋନେସିଆରୁ ଆସିଥିବା ଏମଭି-ଦେବୀ ପାନାମା ନାମକ ଜାହାଜରୁ ମିଳିଥିଲା ଏହି କୋକେନ। ୨୨ଟି କୋକେନ ପ୍ୟାକେଟ୍ ଜବତ ହେବା ପରେ ତଦନ୍ତ ଜାରି ରହିଛି। ପ୍ରତି ପ୍ୟାକେଟର ଆନୁମାନିକ ମୂଲ୍ୟ ପ୍ରାୟ ୧୦ କୋଟି ଟଙ୍କା ହେବ ବୋଲି ଜଣାପଡିଛି । କଷ୍ଟମ୍ସ ବିଭାଗ ପକ୍ଷରୁ ଚଢ଼ାଉ ବେଳେ ମିଳିଥିଲା ବ୍ୟାପକ ପରିମାଣର ନିଶାଦ୍ରବ୍ୟ। ଘଟଣାରେ ଜାହାଜର କ୍ୟାପଟେନଙ୍କୁ ମଧ୍ୟ ଜେରା କରିପାରେ କ୍ରାଇମବ୍ରାଞ୍ଚର STF ଟିମ୍।

ଇଜିପ୍ଟରୁ ଇଣ୍ଡୋନେସିଆର ଗ୍ରେସିକ ବନ୍ଦର ଓ ପରେ ଏହି ଜାହାଜଟି ଗତ ୨୨ ତାରିଖରେ ପାରାଦୀପ ଆସିଥିଲା। ଜାହାଜର ମାଲିକ ଭିଏତନାମର ହୋଇଥିବା ବେଳେ ଜାହାଜରେ ଥିବା ୨୧ କର୍ମଚାରୀଙ୍କୁ ଅଟକ ରଖି ପଚରାଉଚରା ଜାରି ରହିଛି। ଏତେ ପରିମାଣର ନିଷିଦ୍ଧ ନିଶାଦ୍ରବ୍ୟ କେଉଁଠାରୁ ଆସିଥିଲା ଓ କୁଆାଡ଼େ ଯାଇଥାନ୍ତା ତାକୁ ନେଇ ଖୋଳତାଡ଼ କରାଯାଉଛି।