Moderna Vaccine - The Sakala

ଭାରତରେ ଖୁବ୍ ଶୀଘ୍ର ଉପଲବ୍ଧ ହୋଇପାରେ ମଡର୍ଣ୍ଣା ଟିକା, DCGI ରୁ ମିଳିଲା ଅନୁମତି
ନୂଆଦିଲ୍ଲୀ:ମହାମାରୀ କରୋନାକୁ ମାତ୍‌ ଦେବା ପାଇଁ ଖୁବଶୀଘ୍ର ଭାରତରେ ମିଳିବ ଚତୁର୍ଥ ଟିକା। ଆମେରିକୀୟ କମ୍ପାନୀ ମଡର୍ଣ୍ଣା ପ୍ରସ୍ତୁତ କରିଥିବା କରୋନା ଟିକା ଆମଦାନୀ ସହିତ ଜରୁରିକାଳୀନ ବ୍ୟବହାର ପାଇଁ ଅନୁମତି ମିଳିଲା । ଏଥିପାଇଁ କମ୍ପାନୀ ପକ୍ଷରୁ ଭାରତ ସରକାରଙ୍କ ନିକଟରେ ଆବେଦନ କରାଯାଇଥିଲା। ଡିସିଜିଆଇ ପକ୍ଷରୁ ମୁମ୍ବାଇ ସ୍ଥିତ ସିପଲା କମ୍ପାନୀକୁ ମଡର୍ଣ୍ଣା କରୋନା ଟିକା ଭାରତକୁ ଆମଦାନୀ କରିବାକୁ ଅନୁମତି ଦିଆଯାଇଛି।

କୋଭିଶିଲ୍ଡ, କୋଭାକ୍ସିନ୍ ଏବଂ ସ୍ପୁଟ୍ନିକ୍ ଭି ଭଳି ମଡେର୍ଣ୍ଣା ହେଉଛି ଚତୁର୍ଥ ଟିକା ଯାହାକୁ ଭାରତରେ ବ୍ୟବହାର ପାଇଁ ମଞ୍ଜୁରି ମିଳିଛି। ଏହି ଟିକା ଆମଦାନି କରିବାକୁ ଅନୁମତି ମାଗି ସିପଲା ସୋମବାର ଏକ ଆବେଦନ ଦାଖଲ କରିଥିଲା। DCGI ନିଜେ ବିଦେଶୀ ଟିକା ପାଇଁ ନିୟମକୁ ୧ ଜୁନ୍ ରେ ଘୋଷଣା କରିଥିଲା। DCGI କହିଥିଲା ଯେ ଯଦି ଆମେରିକା, ୟୁରୋପ, ବ୍ରିଟେନ, ଜାପାନ କିମ୍ବା WHO ଦ୍ୱାରା ଏକ ଟିକା ଅନୁମୋଦନ ହୋଇଛି, ତେବେ ଏହା ଭାରତରେ ପରୀକ୍ଷା କରିବାର ଆବଶ୍ୟକ ନାହିଁ।