ICC Men’s T20 World Cup 2021 - The Sakala
ରାହୁଲ-କୋହଲିଙ୍କ ଅର୍ଦ୍ଧଶତକୀୟ ଇନିଂସ : ବାଂଲାଦେଶକୁ ୧୮୫ ରନ୍‌ର ଟାର୍ଗେଟ ଦେଲା ଟିମ୍‌ ଇଣ୍ଡିଆ
ଆଡିଲେଡ୍‌‌: ଚଳିତ ଟି-୨୦ ବିଶ୍ୱକପ୍‌‌ରେ ବୁଧବାର ଗ୍ରୁପ୍‌‌-୨’ର ଦ୍ୱିତୀୟ ମ୍ୟାଚ୍‌‌ରେ ଭାରତ ଓ ବାଂଲାଦେଶ ମଧ୍ୟରେ ଖେଳାଯାଉଛି। ଟସ୍‌ ଜିତି ବାଂଲାଦେଶ ଭାରତକୁ ପ୍ରଥମେ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଥିଲା। ପ୍ରଥମେ ବ୍ୟାଟିଂ କରି ଭାରତ ଲୋକେଶ ରାହୁଲ ଓ ବିରାଟ କୋହଲିଙ୍କ ଅର୍ଦ୍ଧଶତକୀୟ ଇନିଂସ ବଳରେ ୨୦ ଓଭରରେ ୬ ୱିକେଟ ହରାଇ ୧୮୪ ରନ୍‌ ସଂଗ୍ରହ କରିଛି। ଯାହା ଫଳରେ ଆଜିର ମ୍ୟାଚରେ ବିଜୟୀ ହେବାକୁ ହେଲେ ୨୦ ଓଭରରେ ୧୮୫ ରନ୍‌ ସଂଗ୍ରହ କରିବାକୁ ପଡିବ।
ଆଜି ଆଡିଲେଡ ଓଭାଲରେ ଖେଳାଯାଉଥିବା ଏହି ମ୍ୟାଚ୍‌ରେ ବାଂଲାଦେଶ ଅଧିନାୟକ ସାକିବ ଅଲ ହାସନ ଟସ୍‌ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲେ।ଏହାକୁ ସଠିକ୍‌ ସାବ୍ୟସ୍ତ କରି ବାଂଲାଦେଶର ଦ୍ରୁତ ବୋଲି ତସ୍କିନ ଅହମ୍ମଦ ଦମଦାର ବୋଲିଂ କରିଥିଲେ। ସେ ଗୋଟିଏ ସ୍କେଲରେ ନିଜର ୪ ଓଭର ଶେଷ କରିବା ସହ ମାତ୍ର ୧୫ ରନ ଦେଇଥିଲେ। ଅନ୍ୟପଟେ ହାସନ ମହମୁଦ ନିଜର ପ୍ରଥମ ଓଭରରେ ଟିମ୍‌ ଇଣ୍ଡିଆର ଅଧିନାୟକ ରୋହିତ ଶର୍ମା(୨)ଙ୍କୁ ଆଉଟ କରି ବାଂଲାଦେଶକୁ ପ୍ରଥମ ସଫଳତା ଦେଇଥିଲେ।
ଭାରତର ଅଧିନାୟକ ରୋହିତ ଶର୍ମା ମାତ୍ର ୨ ରନ କରି ଆଉଟ ହେବା ପରେ କେଏଲ ରାହୁଲ ଓ ବିରାଟ କୋହଲିଙ୍କ ମଧ୍ୟରେ ଏକ ଭଲ ପାର୍ଟନରସିପ ଦେଖିବାକୁ ମିଳିଥିଲା । ପୂର୍ବ ମ୍ୟାଚ ଗୁଡ଼ିକରେ ବିଫଳ ହୋଇଥିବା ରାହୁଲ ଆଜି ବିସ୍ଫୋରକ ବ୍ୟାଟିଂ କରି ମାତ୍ର ୩୨ ବଲରେ ୫୦ ରନ କରିଥିଲେ । ରାହୁଲ ଆଉଟ ହେବା ପରେ କୋହଲି ନିଜର ଲଢୁଆ ବ୍ୟାଟିଂ ଜାରି ରଖି ସୂର୍ଯ୍ୟକୁମାର ଯାଦବଙ୍କ ସହ ଆଉ ଏକ ପାର୍ଟନରସିପ କରିଥିଲେ । ସୂର୍ଯ୍ୟକୁମାର ୩୦ ରନ କରିଥିଲେ । ଗୋଟିଏ ପଟେ ୱିକେଟ ଯାଉଥିବା ବେଳେ ବିରାଟ ତାଙ୍କ ଶଟ ଖେଳିବା ବନ୍ଦ କରି ନଥିଲେ। ଏଥିସହ ୩୭ ବଲରେ ସେ ଚଳିତ ଟି-୨୦ ବିଶ୍ୱକପରେ ନିଜର ତୃତୀୟ ଅର୍ଦ୍ଧଶତକ ହାସଲ କରିଥିଲେ। ତାଙ୍କୁ ଦିନେଶ କାର୍ତ୍ତିକ ଭରପୂର ସାଥ ଦେଇଥିଲେ। ୧୭ତମ ଓଭରରେ ଶୌରିଫୁଲ ଇସଲାମଙ୍କୁ ପ୍ରଥମ ବଲରେ ଚୌକା ମାରି କାର୍ତ୍ତିକ ନିଜର ଜଲୱା ଦେଖାଇଥିଲେ। ହେଲେ ଏହି ଓଭରର ଶେଷ ବଲରେ ତାଳମେଳ ଅଭାବରୁ କାର୍ତ୍ତିକ(୫) ରନ ଆଉଟ ହୋଇଯାଇଥିଲେ। ବିରାଟ ଅପରାଜିତ ୬୪ ରନ କରିଥିଲେ । ମାତ୍ର ଦିନେଶ କାର୍ତ୍ତିକ, ହାର୍ଦ୍ଦିକ ପାଣ୍ଡ୍ୟା ଓ ଅକ୍ଷର ପଟେଲ ବିଶେଷ ସ୍କୋର କରିପାରିନଥିଲେ । ଶେଷ ଓଭରରେ ରବିଚନ୍ଦ୍ରନ ଅଶ୍ବୀନ ମାତ୍ର ୬ ବଲରେ ୧୩ ରନ କରି ଦଳୀୟ ସ୍କୋରକୁ ୧୮୪ରେ ପହଞ୍ଚାଇଥିଲେ ।ବାଂଲାଦେଶ ପକ୍ଷରୁ ହାସାନ ମାମୁଦ ୩ଟି ଓ ସାକିବୁଲ ହସନ ୨ଟି ଓ୍ବିକେଟ ନେଇଥିଲେ ।
ଟି-୨୦ ବିଶ୍ବକପ୍‌ : ଦକ୍ଷିଣ ଆଫ୍ରିକାଠୁ ହାରିଲା ଭାରତ, ବିଶ୍ବକପ୍‌କୁ ନେଇ ଚିନ୍ତାରେ ପାକିସ୍ତାନ
ପର୍ଥ:  ଅଷ୍ଟ୍ରେଲିଆରେ ଖେଳାଯାଉଥିବା ଆଇସିସି‌ ଟ୍ବେଣ୍ଟି-୨୦ ବିଶ୍ବକପର ଆଜିର ମ୍ୟାଚରେ ଦକ୍ଷିଣ ଆଫ୍ରିକା ଭାରତକୁ ୫ ୱିକେଟରେ ପରାସ୍ତ କରିଛି। ମ୍ୟାଚରେ ଟସ୍‌ ଜିତି ପ୍ରଥମେ ବ୍ୟାଟିର କରିବାର ନିଷ୍ପତ୍ତି ନେଇଥିବା ଟିମ୍‌ ଇଣ୍ଡିଆ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହେବା ସତ୍ତ୍ବେ ସୂର୍ଯ୍ୟକୁମାର ଯାଦବଙ୍କ ଦମ୍‌ଦାର ଅର୍ଦ୍ଧଶତକୀୟ ଇନିଂସ ବଳରେ ୨୦ ଓଭରରେ ୧୩୩ ରନ୍‌ କରିବାରେ ସଫଳ ହୋଇଥିଲା। ଯାହା ଫଳରେ ଆଜିର ମ୍ୟାଚ ଜିତିବାକୁ ଦକ୍ଷିଣ ଆଫ୍ରିକା ଆଗରେ ୧୩୪ ରନ୍‌ ବିଜୟ ଲକ୍ଷ୍ୟ ରହିଥିଲା। ଯାହାକୁ ଦକ୍ଷିଣ ଆଫ୍ରିକା ୧୯ ଓଭର ୪ଟି ବଲ୍‌ରେ ୧୩୭ ରନ୍‌ କରି ବିଜୟ ହାସଲ କରିଛି।
ଆଜିର ମ୍ୟାଚରେ ଭାରତ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ଦମଦାର ଫର୍ମରେ ଥିବା ଟିମ୍‌ ଇଣ୍ଡିଆ ବ୍ୟାଟର ଦକ୍ଷିଣ ଆଫ୍ରିକା ଦ୍ରୁତବୋଲରଙ୍କ ଆଗରେ ହାର ମାନିବା ସହ ୫୦ ରନ୍‌ ମଧ୍ୟରେ ଅଧା ଭାରତୀୟ ବ୍ୟାଟର ପ୍ୟାଭିଲିୟନକୁ ଫେରିଥିଲେ। ରୋହିତ ଶର୍ମା(୧୫), ଲୋକେଶ ରାହୁଲ(୯) ରନ୍‌ରେ ଆଉଟ ହେବା ପରେ ଭାରତ ନିୟମିତ ବ୍ୟବଧାନରେ ଓ୍ଵିକେଟ୍ ହରାଇଥିଲା। ଚମତ୍କାର ଫର୍ମରେ ଥିବା ବିରାଟ କୋହଲି ୧୨ ରନ କରି ଆଉଟ ହେବା ପରେ ଭାରତକୁ ସବୁଠୁ ବଡ଼ ଝଟକା ଲାଗିଥିଲା। ଏହାପରେ ଦୀପକ ହୁଡ୍ଡା ମଧ୍ୟ ଖାତା ଖୋଲିବା ପୂର୍ବରୁ ଆଉଟ୍ ହୋଇଥିଲେ। ହାର୍ଦ୍ଦିକ ପାଣ୍ଡ୍ୟା(୨)ରେ ଲୁଙ୍ଗି ନିଙ୍ଗିଡିଙ୍କ ଆଉ ଏକ ଶିକାର ହୋଇଥିଲେ।
#TeamIndia fought hard but it was South Africa who won the match.
We will look to bounce back in our next game of the #T20WorldCup . 👍 👍
Scorecard ▶️ https://t.co/KBtNIk6J16 #INDvSA pic.twitter.com/Q6NGoZokuE
— BCCI (@BCCI) October 30, 2022
ଏହାପରେ ଦମଦାର ଫର୍ମରେ ଥିବା ସୂର୍ଯ୍ୟକୁମାର ଯାଦବ ଦଳ ପାଇଁ ସଙ୍କଟମୋଚକ ସାଜି ଭାରତୀୟ ଦଳକୁ ଏକ ମଜଭୁତ ସ୍ଥିତିକୁ ନେଇଥିଲେ। ସେ ୬୮ ରନ୍(୪୦ ବଲ୍, ୬ ଚୌକା, ୩ ଛକା) କରିଥିଲେ। ସୂର୍ଯ୍ୟକୁମାର ଦିନେଶ କାର୍ତ୍ତିକଙ୍କ ସହ କ୍ରିଜରେ ଜମି ଦଳର ସ୍ଥିତିରେ ସୁଧାର ଆଣିଥିଲେ। ବ୍ୟାଟିଂ ବିପର୍ଯ୍ୟୟ ଘଟିଥିଲେ ବି ସୂର୍ଯ୍ୟକୁମାର ନିଜର ଚିରାଚରିତ ଶୈଳୀରେ ଦ୍ରୁତ ବ୍ୟାଟିଂ କରି ଦମଦାର ଅର୍ଦ୍ଧଶତକ ହାସଲ କରିଥିଲେ। ସୂର୍ଯ୍ୟ ଏବଂ କାର୍ତ୍ତିକ ଷଷ୍ଠ ଓ୍ଵିକେଟ୍‌ରେ ୫୨ ରନ ଯୋଡି ଦଳର ସ୍କୋରକୁ ୧୦୦ରେ ପହଞ୍ଚାଇଥିଲେ। ତେବେ ଦିନେଶ କାର୍ତ୍ତିକ(୬) ଆଉଟ୍ ହେବା ଭାରତକୁ ବଡ ଝଟକା ଦେଇଥିଲା। ଅନ୍ୟପଟେ ସୂର୍ଯ୍ୟକୁମାର ଚଳିତ ବିଶ୍ଵ କପ୍‌ରେ ଲଗାତାର ଦ୍ଵିତୀୟ ଅର୍ଦ୍ଧଶତକ ହାସଲ କରିଥିଲେ। ତେବେ ଶେଷ ଆଡକୁ ଭାରତ ପୁଣି ଥରେ ଶୀଘ୍ର ଓ୍ଵିକେଟ୍ ହରାଇଥିଲା। ଅଶ୍ଵିନ ୭ ରନ କରି ଆଉଟ୍ ହୋଇଥିଲେ। ସୂର୍ଯ୍ୟକୁମାର ଯାଦବ ଆଉଟ୍ ହେବା ଫଳରେ ଭାରତର ସ୍କୋର ୧୪୦ ରନ ଛୁଇଁ ପାରିନଥିଲା। ଭାରତ ନିର୍ଦ୍ଧାରିତ ଓଭରରେ ୯ ଓ୍ଵିକେଟ୍ ହରାଇ ୧୩୩ ରନ କରିଛି। ସୂର୍ଯ୍ୟକୁମାର ୪୦ ବଲ୍‌ରୁ ୬ ଚୌକା ଏବଂ ୩ ଛକା ବଳରେ ୬୮ ରନର ଗୁରୁତ୍ଵପୂର୍ଣ୍ଣ ଇନିଂସ ଖେଳିଥିଲେ। ଦକ୍ଷିଣ ଆଫ୍ରିକା ପକ୍ଷରୁ ଲୁଙ୍ଗି ଏନ୍‌ଗିଡି ସର୍ବାଧିକ ୪ଟି ୱିକେଟ୍ ନେଇଥିବା ବେଳେ ୱେନ ପାର୍ଣ୍ଣେଲ୍‌ ୩ଟି ଓ ଏନ୍‌ରିଚ୍ ନରତେଜ୍ ଗୋଟିଏ ୱିକେଟ ନେଇଥିଲେ।
ଏହାପରେ ୧୩୪ ରନ୍‌ ବିଜୟ ଲକ୍ଷ୍ୟ ନେଇ ପଡିଆକୁ ଓହ୍ଲାଇଥିବା ଦକ୍ଷିଣ ଆଫ୍ରିକା ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟର ସମ୍ମୁଖିନ ହେବା ସତ୍ତ୍ବେ ମାକର୍ମ ଓ ଡେଭିଡ୍‌ ମିଲରଙ୍କ ଦମଦାର ଇନିଂସ ବଳରେ ୧୯ ଓଭର ୪ଟି ବଲ୍‌ରେ ଜିତି ନେଇଛି। ଦକ୍ଷିଣ ଆଫ୍ରିକା ପାଇଁ ଡେଭିଡ୍‌ ମିଲର ସର୍ବାଧିକ ୫୯ ରନ୍‌ କରିଛନ୍ତି। ସେ ୪୬ଟି ବଲ୍‌ ଖେଳି ବ୍ୟକ୍ତିଗତ ଭାବେ ୫୯ ରନ୍‌ ସଂଗ୍ରହ କରି ନଟ୍‌ଆଉଟ ରହିଛନ୍ତି। ଏହା ସହ  ଐଦେନ ମାରକମ୍‌ ଦଳ ପାଇଁ ୪୧ଟି ବଲ୍‌ ଖେଳି ବ୍ୟକ୍ତିଗତ ଭାବେ ୫୨ ରନ୍‌ ସଂଗ୍ରହ କରିଥିଲେ। ଏଥିରେ ୬ଟି ଚୌକା ଓ ଗୋଟିଏ ଛକା ସାମିଲ ଥିଲା। ଭାରତ ଆରମ୍ଭରୁ ଭଲ ବୋଲିଂ କରିଥିଲା। ଦକ୍ଷିଣ ଆଫ୍ରିକା ୨୪ ରନ୍‌ ସଂଗ୍ରହ କରିଥିଲା ବେଳେ କ୍ବିଣ୍ଟନ୍‌ ଡି’ କକ୍‌ (୧), ରିଲି ରୋସୋୟୁ (ଶୂନ୍ୟ) ଓ ଅଧିନାୟକ ତେମ୍ବା ବାଭୁମା ୧୦ ରନ୍‌ କରି ଆଉଟ୍‌ ହୋଇଥିଲେ। ତେବେ ଚତୁର୍ଥ ୱିକେଟ୍‌ରେ ମାରକମ୍‌ ଓ ମିଲରଙ୍କ ଯୋଡ଼ି ୭୬ ରନ୍‌ ସଂଗ୍ରହ କରି ଦଳକୁ ମଜବୁତ ସ୍ଥିତିରେ ପହଞ୍ଚାଇଥିଲେ। ଅନ୍ୟପଟରେ ଭାରତୀୟ ଖେଳାଳିମାନେ ଖରାପ ଫିଲ୍ଡି କରିଥିଲେ।
ଭାରତ ହାରିବା ପରେ କ’ଣ ପାଇଁ ଚିନ୍ତାରେ ପାକିସ୍ତାନ
ଜିମ୍ବାୱେ ପାଖରୁ ହାରିବା ପରେ ଏବେ ପାକିସ୍ତାନର ସେମିଫାଇନାଲ ରାସ୍ତା କଠିନ ହୋଇଯାଇଛି । ତେଣୁ ଆଜି ଭାରତ ଦକ୍ଷିଣ ଆଫ୍ରିକାଠାରୁ ପରାସ୍ତ ହେବା ପରେ ପାକିସ୍ତାନ ସେମିଫାଇନାଲରେ ପହଞ୍ଚିବା କଷ୍ଟକର ହୋଇଯାଇଛି। ତେଣୁ ଆଜିର ମ୍ୟାଚରେ ଟିମ୍ ଇଣ୍ଡିଆ ବିଜୟ ହାସଲ କରୁ ବୋଲି ପାକିସ୍ତାନୀ କ୍ରିକେଟ୍ ପ୍ରେମୀ ଆଶା ରଖିଥିଲେ।
ସୂର୍ଯ୍ୟକୁମାରଙ୍କ ଦମ୍‌ଦାର ଇନିଂସ : ଦକ୍ଷିଣ ଆଫ୍ରିକାକୁ ୧୩୪ ରନ୍‌ର ଟାର୍ଗେଟ ଦେଲା ଟିମ୍‌ ଇଣ୍ଡିଆ
ପର୍ଥ:  ଅଷ୍ଟ୍ରେଲିଆରେ ଖେଳାଯାଉଥିବା ଆଇସିସି‌ ଟ୍ବେଣ୍ଟି-୨୦ ବିଶ୍ବକପରେ ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଖେଳାଯାଉଥିବା ମ୍ୟାଚରେ ପ୍ରଥମେ ବ୍ୟାଟିଂ କରିଥିବା ଭାରତ ଦକ୍ଷିଣ ଆଫ୍ରିକାକୁ ୧୩୪ ରନ୍‌ର ଟାର୍ଗେଟ ଦେଇଛି। ଟସ୍‌ ଜିତି ପ୍ରଥମେ ବ୍ୟାଟିର କରିବାର ନିଷ୍ପତ୍ତି ନେଇଥିବା ଟିମ୍‌ ଇଣ୍ଡିଆ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହେବା ସତ୍ତ୍ବେ ସୂର୍ଯ୍ୟକୁମାର ଯାଦବଙ୍କ ଦମ୍‌ଦାର ଅର୍ଦ୍ଧଶତକୀୟ ଇନିଂସ ବଳରେ ୨୦ ଓଭରରେ ୧୩୩ ରନ୍‌ କରିବାରେ ସଫଳ ହୋଇଛି। ଯାହା ଫଳରେ ଆଜିର ମ୍ୟାଚ ଜିତିବାକୁ ଦକ୍ଷିଣ ଆଫ୍ରିକା ଆଗରେ ୧୩୪ ରନ୍‌ ବିଜୟ ଲକ୍ଷ୍ୟ ରହିଛି।
ଆଜିର ମ୍ୟାଚରେ ଭାରତ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ଦମଦାର ଫର୍ମରେ ଥିବା ଟିମ୍‌ ଇଣ୍ଡିଆ ବ୍ୟାଟର ଦକ୍ଷିଣ ଆଫ୍ରିକା ଦ୍ରୁତବୋଲରଙ୍କ ଆଗରେ ହାର ମାନିବା ସହ ୫୦ ରନ୍‌ ମଧ୍ୟରେ ଅଧା ଭାରତୀୟ ବ୍ୟାଟର ପ୍ୟାଭିଲିୟନକୁ ଫେରିଥିଲେ। ରୋହିତ ଶର୍ମା(୧୫), ଲୋକେଶ ରାହୁଲ(୯) ରନ୍‌ରେ ଆଉଟ ହେବା ପରେ ଭାରତ ନିୟମିତ ବ୍ୟବଧାନରେ ଓ୍ଵିକେଟ୍ ହରାଇଥିଲା। ଚମତ୍କାର ଫର୍ମରେ ଥିବା ବିରାଟ କୋହଲି ୧୨ ରନ କରି ଆଉଟ ହେବା ପରେ ଭାରତକୁ ସବୁଠୁ ବଡ଼ ଝଟକା ଲାଗିଥିଲା। ଏହାପରେ ଦୀପକ ହୁଡ୍ଡା ମଧ୍ୟ ଖାତା ଖୋଲିବା ପୂର୍ବରୁ ଆଉଟ୍ ହୋଇଥିଲେ। ହାର୍ଦ୍ଦିକ ପାଣ୍ଡ୍ୟା(୨)ରେ ଲୁଙ୍ଗି ନିଙ୍ଗିଡିଙ୍କ ଆଉ ଏକ ଶିକାର ହୋଇଥିଲେ।
Innings Break!@surya_14kumar shines with the bat as #TeamIndia post 133/9 on the board. #T20WorldCup | #INDvSA
Over to our bowlers now. 👍 👍
Scorecard ▶️ https://t.co/KBtNIjPFZ6 pic.twitter.com/DNNQtZfiHu
— BCCI (@BCCI) October 30, 2022
ଏହାପରେ ଦମଦାର ଫର୍ମରେ ଥିବା ସୂର୍ଯ୍ୟକୁମାର ଯାଦବ ଦଳ ପାଇଁ ସଙ୍କଟମୋଚକ ସାଜି ଭାରତୀୟ ଦଳକୁ ଏକ ମଜଭୁତ ସ୍ଥିତିକୁ ନେଇଥିଲେ। ସେ ୬୮ ରନ୍(୪୦ ବଲ୍, ୬ ଚୌକା, ୩ ଛକା) କରିଥିଲେ। ସୂର୍ଯ୍ୟକୁମାର ଦିନେଶ କାର୍ତ୍ତିକଙ୍କ ସହ କ୍ରିଜରେ ଜମି ଦଳର ସ୍ଥିତିରେ ସୁଧାର ଆଣିଥିଲେ। ବ୍ୟାଟିଂ ବିପର୍ଯ୍ୟୟ ଘଟିଥିଲେ ବି ସୂର୍ଯ୍ୟକୁମାର ନିଜର ଚିରାଚରିତ ଶୈଳୀରେ ଦ୍ରୁତ ବ୍ୟାଟିଂ କରି ଦମଦାର ଅର୍ଦ୍ଧଶତକ ହାସଲ କରିଥିଲେ। ସୂର୍ଯ୍ୟ ଏବଂ କାର୍ତ୍ତିକ ଷଷ୍ଠ ଓ୍ଵିକେଟ୍‌ରେ ୫୨ ରନ ଯୋଡି ଦଳର ସ୍କୋରକୁ ୧୦୦ରେ ପହଞ୍ଚାଇଥିଲେ। ତେବେ ଦିନେଶ କାର୍ତ୍ତିକ(୬) ଆଉଟ୍ ହେବା ଭାରତକୁ ବଡ ଝଟକା ଦେଇଥିଲା। ଅନ୍ୟପଟେ ସୂର୍ଯ୍ୟକୁମାର ଚଳିତ ବିଶ୍ଵ କପ୍‌ରେ ଲଗାତାର ଦ୍ଵିତୀୟ ଅର୍ଦ୍ଧଶତକ ହାସଲ କରିଥିଲେ। ତେବେ ଶେଷ ଆଡକୁ ଭାରତ ପୁଣି ଥରେ ଶୀଘ୍ର ଓ୍ଵିକେଟ୍ ହରାଇଥିଲା। ଅଶ୍ଵିନ ୭ ରନ କରି ଆଉଟ୍ ହୋଇଥିଲେ। ସୂର୍ଯ୍ୟକୁମାର ଯାଦବ ଆଉଟ୍ ହେବା ଫଳରେ ଭାରତର ସ୍କୋର ୧୪୦ ରନ ଛୁଇଁ ପାରିନଥିଲା। ଭାରତ ନିର୍ଦ୍ଧାରିତ ଓଭରରେ ୯ ଓ୍ଵିକେଟ୍ ହରାଇ ୧୩୩ ରନ କରିଛି। ସୂର୍ଯ୍ୟକୁମାର ୪୦ ବଲ୍‌ରୁ ୬ ଚୌକା ଏବଂ ୩ ଛକା ବଳରେ ୬୮ ରନର ଗୁରୁତ୍ଵପୂର୍ଣ୍ଣ ଇନିଂସ ଖେଳିଥିଲେ।
ଦକ୍ଷିଣ ଆଫ୍ରିକା ପକ୍ଷରୁ ଲୁଙ୍ଗି ଏନ୍‌ଗିଡି ସର୍ବାଧିକ ୪ଟି ୱିକେଟ୍ ନେଇଥିବା ବେଳେ ୱେନ ପାର୍ଣ୍ଣେଲ୍‌ ୩ଟି ଓ ଏନ୍‌ରିଚ୍ ନରତେଜ୍ ଗୋଟିଏ ୱିକେଟ ନେଇଥିଲେ।
ଟି-୨୦ ବିଶ୍ୱକପ୍: ନ୍ୟୁଜିଲାଣ୍ଡକୁ ୧୧୧ ରନର ଟାର୍ଗେଟ ଦେଲା ଭାରତ
ଦୁବାଇ: ଚଳିତ ଆଇସିସି ଟି-୨୦ ବିଶ୍ବକପ୍‌ରେ ଆଜିର ଭାରତ ଓ ନ୍ୟୁଜିଲାଣ୍ଡ ମୁକାବିଲାରେ ନ୍ୟୁଜିଲାଣ୍ଡ ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲା। ଫଳରେ ଭାରତ ପ୍ରଥମେ  ବ୍ଯାଟିଂ କରି ୨୦ ଓଭରରେ ୭ ୱିକେଟ ହରାଇ ୧୧୦ ରନ କରିବାରେ ସକ୍ଷମ ହୋଇଛି।ନ୍ୟୁଜିଲାଣ୍ଡକୁ ଏହି ମ୍ଯାଚ ଜିତବାକୁ ହେଲେ ୧୧୧  ରନର ଆବଶ୍ଯକ ଅଛି।
ଦଳରେ ଆଜି ସୁର୍ଯ୍ଯକୁମାର ଯାଦବଙ୍କ ସ୍ଥାନରେ ଇସାନ କିଶାନଙ୍କୁ ସୁଯୋଗ ମିଳିଥିଲା । ଲୋକେଶ ରାହୁଲ ଓ ଇସାନ କିଶାନ ଓପନିଂ କରିଥିଲେ। ହେଲେ ଇସାନ କିଶାନ ୮ ବଲରେ ୪ ରନ କରି ଆଉଟ ହୋଇଥିଲେ। ପରେ ଲୋକେଶ ରାହୁଲ ଓ ରୋହିତ୍ ଶର୍ମା ମ୍ଯାଚଟିକୁ ଆଗକୁ ନେଇଥିଲେ। ହେଲେ ଲୋକେଶ ରାହୁଲ ଓ ରୋହିତ୍ ଶର୍ମାଙ୍କ ଯୋଡି ବେସି ସମୟ କ୍ରିଜରେ ରହିପାରି ନ ଥିଲେ। ରୋହିତ୍ ଶର୍ମା ୧୪ ବଲରେ ୧୪ ରନ କରି ଆଉଟ ହୋଇଥିବା ବେଳେ ଲୋକେଶ ରାହୁଲ ୧୬ ବଲରେ ୧୮ ରନ କରି ଆଉଟ ହୋଇଥିଲେ।
ପରେ ଅଧିନାୟକ ବିରାଟ କୋହଲି ଓ ଋଷଭ ପନ୍ତ ପାରିକୁ ଆଗକୁ ନେଇଥିଲେ। ହେଲେ ଅଧିନାୟକ ବିରାଟ କୋହଲି ୧୯ ବଲରେ ୭ରନ କରି ଆଉଟ ହୋଇଥିଲେ। ସେହିପରି  ଋଷଭ ପନ୍ତ ୧୯ ବଲରେ ୧୨ ରନ କରି ଆଉଟ ହୋଇଥିଲେ। ପରେ ହାର୍ଦ୍ଦିକ ପାଣ୍ଡ୍ୟା ଓ ରବୀନ୍ଦ୍ର ଜାଡେଜା ପାରିକୁ ଆଗକୁ ନେଇଥିଲେ। ହାର୍ଦ୍ଦିକ ପାଣ୍ଡ୍ୟା ୨୪ ବଲରେ ୨୩ ରନ କରି ଆଉଟ ହେଇଥିଲେ । ରବୀନ୍ଦ୍ର ଜାଡେଜା ଓ ଶାର୍ଦ୍ଦୁଳ ଠାକୁର ପାରିକୁ ଆଗକୁ ନେଇଥିଲେ। ହେଲେ ଶାର୍ଦ୍ଦୁଳ ଠାକୁର ୩ଟି ବଲ ଖେଳି କୌଣସି ରନ ନ କରି ଆଉଟ ହୋଇଥିଲେ । ଏହା ପରେ ମହମ୍ମଦ ସାମି ଯୋଡି ହେଇଥିଲେ। ରବୀନ୍ଦ୍ର ଜାଡେଜା  ୧୯ ବଲରେ ୨୬ ରନ କରି ଅପରିଜତ  ରହିଥିଲେ।
ନ୍ୟୁଜିଲାଣ୍ଡ ପକ୍ଷରୁ ସର୍ବାଧିକ ୱିକେଟ ଟ୍ରେଣ୍ଟ ବୋଲ୍ଟ (୩)ଟି ନଇଥିବା ବେଳେ , ଇଶ୍‌ ସୋଧି ୨ଟି,  ଟିମ୍ ସୌଦୀ ଓ ଆଦାମ୍ ମିଲନେ ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ।
ଏହି ଗ୍ରୁପ୍‌ରେ ଉଭୟ ଭାରତ ଓ ନ୍ୟୁଜିଲାଣ୍ଡ ସେମାନଙ୍କ ପ୍ରଥମ ମ୍ୟାଚରେ ପାକିସ୍ତାନ ନିକଟରୁ ପରାସ୍ତ ହୋଇଛନ୍ତି। ତେଣୁ ସେମିଫାଇନାଲରେ ପ୍ରବେଶ କରିବା ପାଇଁ ହେଲେ ଏହି ମ୍ୟାଚ୍ ଉଭୟ ଦଳ ଲାଗି କ୍ୱାର୍ଟର ଫାଇନାଲ ସଦୃଶ ହୋଇଛି। ଅର୍ଥାତ୍ ଯେଉଁଦଳ ଆଜି  ମ୍ୟାଚରେ ବିଜୟୀ ହେବ ସେହି ଦଳ ସେମିଫାଇନାଲ ଖେଳିବାର ସୁଯୋଗ ଅଧିକ ସୃଷ୍ଟି କରିବ। ସୁପର୍‌-୧୨ ପର୍ଯ୍ୟାୟର ଏହି ମ୍ୟାଚ୍ ଏକପ୍ରକାର ‘କର ବା ମର’ ପରିସ୍ଥିତି ସୃଷ୍ଟି କରିଛି।
ଆବୁଧାବି: ଟି-୨୦ ବିଶ୍ୱକପ୍‌ରେ ଆଫଗାନିସ୍ତାନ ଦଳ ଲଢୁଆ ଖେଳ ପ୍ରଦର୍ଶନ ଜାରି ରଖିଛି । ତେବେ ପ୍ରତିଯୋଗୀତା ମଝିରୁ ଏହି ଦଳର ଜଣେ ବରିଷ୍ଠ ଖେଳାଳି ସନ୍ୟାସ ନେବାକୁ ଯାଉଛନ୍ତି । ଏହି ଘଟଣା କ୍ରିକେଟ ପ୍ରେମୀଙ୍କୁ ଚକିତ କରିଛି । ଆଫଗାନିସ୍ତାନର ପୂର୍ବତନ ଅଧିନାୟକ ଅଜଗର ଅଫଗାନ୍ ରବିବାର ନାମିବିଆ ବିପକ୍ଷ ମ୍ୟାଚ ପରେ ସନ୍ୟାସ ନେବା ନେଇ ଘୋଷଣା କରିଛନ୍ତି । ଦଳରେ ଯୁବା କ୍ରିକେଟରଙ୍କୁ ସୁଯୋଗ ଦେବାକୁ ଯାଇ ଅଜଗର କିଛି ଏପରି ନିଷ୍ପତ୍ତି ନେଇଛନ୍ତି ।
Afghanistan’s ex captain Asghar Afghan who holds the highest winning streak as a captain in T20 internationals surpassing Indian legend Ms Dhoni by one extra win, decides to bid farewell with all formats of cricket in Afghanistan’s third match against Namibia at @T20WorldCup.
1/1 pic.twitter.com/4nxfeoctjj
— Afghanistan Cricket Board (@ACBofficials) October 30, 2021
ଅଜଗର ୬ ବର୍ଷ ଧରି ତିନୋଟି ଫର୍ମାଟରେ ଆଫଗାନିସ୍ତାନ ଦଳର ନେତୃତ୍ୱ ନେଇଥିଲେ । ୨୦୧୯ ବିଶ୍ୱକପ ପୂର୍ବରୁ ତାଙ୍କୁ ଦଳର ଅଧିନାୟକତ୍ୱ ପଦରୁ ହଟାଯାଇଥିଲା । ତେବେ ପରେ ସେ ପୁଣିଥରେ ଅଧିନାୟକ ସାଜିଥିଲେ ହେଁ ଜିମ୍ବାୱେ ବିରୋଧରେ ଦଳର ଖରାପ ପ୍ରଦର୍ଶନ ପାଇଁ ଅଧିନାୟକ ଦୌଡରୁ ବାଦ୍ ପଡିଥିଲେ ।
୧୨ ବର୍ଷର କ୍ୟାରିଅର ଭିତରେ ଅଜଗର ୬ଟି ଟେଷ୍ଟ, ୧୧୪ଟି ଦିନିକିଆ ଓ ୭୪ଟି ଟି୨୦ ମ୍ୟାଚ ଖେଳିଛନ୍ତି । ଟେଷ୍ଟରେ ମାତ୍ର ୪୪୦ ରନ୍ କରିଥିବା ଅଜଗର ଦିନିକିଆରେ ଗୋଟିଏ ଶତକ ଓ ୧୨ଟି ଅର୍ଦ୍ଧଶତକ ସହ ସମୁଦାୟ ୨୪୨୪ ରନ ସଂଗ୍ରହ କରିଥିଲେ । ସେହିଭଳି ଚଳିତବର୍ଷ ବିଶ୍ୱକପରେ ପାକିସ୍ତାନ ବିରୋଧରେ ତାଙ୍କର ସର୍ବାଧିକ ସ୍କୋର ୧୦ ରହିଛି ।
ଟି-୨୦ ବିଶ୍ୱକପ: ଭାରତ-ପାକିସ୍ତାନ ମୁକାବିଲା, ପାକିସ୍ତାନର ସହଜ ବିଜୟ
ଦୁବାଇ: ଟି-୨୦ ବିଶ୍ୱକପ କ୍ରିକେଟର ଆଜି ହାଇ ଭୋଲଟେଜ ମୁକାବିଲାରେ ଭାରତ ପରାଜୟ ବରଣ କରିଛି । ପାକିସ୍ତାନ ସହଜ ବିଜୟ ଲାଭ କରିଛି।  ଟି-୨୦ରେ ଭାରତଠୁ ପରାଜୟ ଧାରା ଭାଙ୍ଗିଛି ପାକିସ୍ତାନ। ପ୍ରଥମେ ବ୍ୟାଟିଂ କରି ୭ ୱିକେଟ୍‌ରେ ୧୫୧ ରନ୍ କରିଥିଲା ଭାରତ। ୧୫୨ ରନ୍‌ର ପିଛା କରି ୧୦ ୱିକେଟ୍‌ରେ ଜିତିନେଇଛି ପାକିସ୍ତାନ। ଏଥିସହ ପାକିସ୍ତାନ ପ୍ରଥମ ମ୍ୟାଚ ଜିତି ଟି-୨୦ ବିଶ୍ୱକପରେ ବିଜୟ ଅଭିଯାନ ଆରମ୍ଭ କରିଛି।
ପାକାସ୍ତାନର ଓପନର ମହମ୍ମଦ ରିଜଓ୍ବାନା ୫୫ ବଲରେ ୭୯ ଓ ବାବର ଆଜାମ ୫୨ ବଲରେ ୬୮ ରନ କରି ଉଭୟ ଆପରିଜତ ରହି ପାକିସ୍ତାନକୁ ବିଜୟ କରାଇଛନ୍ତି।
ଭାରତୀୟ ବୋଲର ଚେଷ୍ଟା କରିଥିଲେ ମଧ୍ୟ  କୌଣସି ସଫଳତା ମିଳି ନ ଥିଲା।
ଆଇସିସି ପକ୍ଷରୁ ଆନୁଷ୍ଠାନିକ ଘୋଷଣା: ୟୁଏଇ ଏବଂ ଓମାନରେ ହେବ ୨୦୨୧ ଟି-୨୦ ୱାର୍ଲ୍ଡକପ୍‍
ନୂଆଦିଲ୍ଲୀ: ୟୁନାଇଟେଡ୍‍ ଆରବ ଏମିରେଟ୍ସ (ୟୁଏଇ) ଏବଂ ଓମାନରେ ହେବ ୨୦୨୧ ଟି-୨୦ ୱାର୍ଲ୍ଡକପ୍‍। ଏ ସମ୍ପର୍କରେ ଏହି ମେଗା ଇଭେଣ୍ଟର ଆୟୋଜନ ଅଧିକାର ପାଇଥିବା ବିସିସିଆଇ ପକ୍ଷରୁ ସୋମବାର ଆନୁଷ୍ଠାନିକ ଘୋଷଣା କରାଯିବା ପରେ ଆଜି ଆଇସିସି ପକ୍ଷରୁ ଏନେଇ ବିଧିବଦ୍ଧ  ଘୋଷଣା କରାଯାଇଛି। ଏହି ଟୁର୍ଣ୍ଣାମେଣ୍ଟ ୧୭ ଅକ୍ଚୋବରରୁ ଆରମ୍ଭ ହୋଇ ୧୪ ନଭେମ୍ବରର ଯାଏ ଖେଳାଯିବ।
🚨 ANNOUNCEMENT 🚨
Details 👉 https://t.co/FzfXTKb94M pic.twitter.com/8xEzsmhWWN
— ICC (@ICC) June 29, 2021
ଏହି ଟୁର୍ଣ୍ଣାମେଣ୍ଟରେ ଭାରତରେ ଆୟୋଜିତ ହେବାର କାର୍ଯ୍ୟକ୍ରମ ରହିଥିଲା। କିନ୍ତୁ ଭାରତରେ କୋଭିଡ୍‍-୧୯ ସଂକ୍ରମଣ ନିୟନ୍ତ୍ରଣରେ ନ ରହିବାରୁ ଏହି ଟୁର୍ଣ୍ଣାମେଣ୍ଟକୁ ୟୁଏଇରେ ଆୟୋଜନ କରିବାକୁ ବିସିସିଆଇ ସୋମବାର ସନ୍ଧ୍ୟାରେ ଏହାର ମୁଖ୍ୟ ଆୟୋଜନକାରୀ ଅନ୍ତର୍ଜାତୀୟ କ୍ରିକେଟ କାଉନ୍ସିଲ (ଆଇସିସି)କୁ ଜଣାଇଦେଇଛି ବୋଲି ଏହାର ସମ୍ପାଦକ ଜୟ ଶାହ କହିଥିଲେ।
ୟୁଏଇର ଦୁବାଇ ଇଣ୍ଟରନ୍ୟାସନାଲ ଷ୍ଟାଡିୟମ, ଶେଖ୍ ଜୟାଦ ଷ୍ଟାଡିୟମ, ଶାରଜାହା ଷ୍ଟାଡିୟମ ଏବଂ ଓମାନ କ୍ରିକେଟ୍ ଏକାଡେମୀ ଗ୍ରାଉଣ୍ଡରେ ଖେଳାଯିବ । ତେବେ ପ୍ରଥମ ପର୍ୟ୍ୟାୟରେ ଯୋଗ୍ୟତା ଭିତ୍ତିକ ମ୍ୟାଚ୍ ଏବଂ ପରେ ମୁଖ୍ୟ ମ୍ୟାଚ୍ ଖେଳାଯିବ ।
ବାଲାଂଦେଶ ସହିତ ଶ୍ରୀଲଙ୍କା, ନେଦରଲ୍ୟାଣ୍ଡ, ସ୍କଟଲ୍ୟାଣ୍ଡ, ନାମ୍ବିବିଆ, ଓମାନ ଏବଂ ପପୁଆ ନ୍ୟୁ ଗିନି ଯୋଗ୍ୟତା ଭିତ୍ତିକ ମ୍ୟାଚ୍ ଖେଳେବେ । ଏହି ଟିମମାନଙ୍କ ମଧ୍ୟରୁ ୨ଟି ଟିମ୍ ପ୍ଲେ-ଅଫ୍ ଷ୍ଟେଜକୁ ଉତ୍ତୀର୍ଣ୍ଣ ହେବେ । ତେବେ କରୋନା କଟକଣା ଭିତରେ ଏହି ଟୁର୍ଣ୍ଣାମେଣ୍ଟ ଖେଳାଯିବ ବୋଲି ଆଇସିସି ପକ୍ଷରୁ ଘୋଷଣା କରାଯାଇଛି । ଏହି ମେଗା ଇଭେଣ୍ଟରେ ଅଂଶଗ୍ରହଣ କରିବାକୁ ଥିବା ସମସ୍ତଙ୍କ ସୁରକ୍ଷା ଲାଗି ଏହି ନିଷ୍ପତ୍ତି ହୋଇଛି।
ସୂଚନା ଅନୁଯାୟୀ, ଏହି ଟୁର୍ଣ୍ଣାମେଣ୍ଟ ସମ୍ପର୍କରେ ନିଷ୍ପତ୍ତି ନେବାକୁ ଚଳିତମାସ ଆରମ୍ଭରେ ଆଇସିସି କାର୍ଯ୍ୟନିର୍ବାହୀ ପରିଷଦର ବୈଠକ ବସିଥିଲା। ଏଥିରେ କୌଣସି ନିଷ୍ପତ୍ତି ହୋଇ ନପାରିବାରୁ ବିସିସିଆଇକୁ ଆଉ ୪ ସପ୍ତାହ ସମୟ ଦିଆଯାଇଥିଲା। କିନ୍ତୁ ବିସିସିଆଇ ନିକଟରେ ଆୟୋଜନ ଅଧିକାର ରହିବ ବୋଲି ସ୍ଥିର କରାଯାଇଥିଲା। ଏହା ପରେ ଭାରତରେ ଏହି ଟୁର୍ଣ୍ଣାମେଣ୍ଟକୁ ଆୟୋଜନ କରିବା ଲାଗି ବିସିସିଆଇ ପକ୍ଷରୁ ଅନେକ ଯୋଜନା କରାଯାଇଥିଲା। କିନ୍ତୁ କୌଣସିଟି ଫଳପ୍ରଦ ହୋଇ ପାରି ନଥିଲା। ସବୁଠାରୁ ବଡ଼ କଥା ହେଲା ସ୍ଥଗିତ ରହିଥିବା ଆଇପିଏଲ୍‍-୨୦୨୧ର ଅବଶିଷ୍ଟ ମ୍ୟାଚ୍‍ ଆୟୋଜନ କରିବାକୁ ବିସିସିଆଇ ୟୁଏଇକୁ ବାଛିଥିଲା। ଯାହା ଫଳରେ ଟି-୨୦ ବିଶ୍ୱକପ୍‍ ମଧ୍ୟ ସ୍ଥାନାନ୍ତରିତ ହେବ ବୋଲି ସ୍ପଷ୍ଟ ହୋଇଥିଲା।