paralyzed patient - The Sakala

ଆଡ଼େନିଗଡ଼ ଗାଁରେ ଅଘଟଣ: ଦୁଇ ଘଣ୍ଟା ସାପ ବନ୍ଧନରେ ରହିଲେ ପକ୍ଷାଘାତ ରୋଗୀ...
ବୌଦ୍ଧ: ପକ୍ଷାଘାତ ରୋଗୀଙ୍କୁ ଦୀର୍ଘ ୨ଘଣ୍ଟା ଧରି ବାନ୍ଧି ରଖିଲା ସାପ। ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ୍‌ ଆଡ଼େନିଗଡ଼ ଗ୍ରାମରେ ଘଟିଥିବା ଏପରି ଏକ ଘଟଣା ସ୍ଥାନୀୟ ଅଞ୍ଚଳ‌‌ରେ ଚର୍ଚ୍ଚାର ବିଷୟ ହୋଇଛି। ସୂଚନାନୁଯାୟୀ, ଗାଁର କୃଷ୍ଣଚନ୍ଦ୍ର ସାହୁ ଜଣେ ପକ୍ଷାଘାତ ରୋଗୀ। ସେ ଘରେ ଶୋଇଥିବା ବେଳେ ବିଳମ୍ବିତ ରାତିରେ ଘରର ଝରକା ପଟେ ଗୋଟିଏ ସାପ ଭିତରକୁ ପଶି ଆସି କୃଷ୍ଣଚନ୍ଦ୍ରଙ୍କ ଉପରେ ଚଢ଼ି ଯାଇଥିଲା। ସେ ଏହା ଜାଣିପାରିଥିଲେ ହେଁ ହଠାତ୍‌ ଉଠି ପାରିନଥିଲେ କି କାହାକୁ ପାଖକୁ ଡାକି ପାରିନଥିଲେ। ରୋଗରେ ପୀଡ଼ିତ ଥିବାରୁ ତାଙ୍କ ଶରୀରର ଗୋଟିଏ ପାର୍ଶ୍ବ ସମ୍ପୂର୍ଣ୍ଣ ଅଚଳ ହୋଇପଡ଼ିଛି। କିଛି ସମୟ ପରେ କୃଷ୍ଣ ଉଠିବା ପାଇଁ ଚେଷ୍ଟା କରିଥିଲେ। କିନ୍ତୁ, ସେତେବେଳକୁ ସାପଟି ତାଙ୍କ ହାତକୁ ଏକ ଚେୟାର୍‌ ସହ ଜୋର୍‌ରେ ଗୁଡ଼ାଇ ବାନ୍ଧିସାରିଥିଲା।

କୃଷ୍ଣଙ୍କ ପାଟି ଶୁଣି ପରିବାର ଲୋକେ ଏହା ଦେଖିବା ପରେ ଭୟଭୀତ ହୋଇପଡ଼ିଥିଲେ। ପରିବାରଲୋକେ ଅତି ସତର୍କତାର ସହ ପ୍ରାୟ ୨ଘଣ୍ଟାର ଅକ୍ଳାନ୍ତ ପରିଶ୍ରମ ପରେ ସାପ କବଳରୁ କୃଷ୍ଣଙ୍କୁ ସୁରକ୍ଷିତ ଉଦ୍ଧାର କରିଥିଲେ। ପରେ ସାପଟିକୁ ଘର ବାହାରକୁ ସୁରକ୍ଷିତ ଭାବେ ନେଇ ଛାଡ଼ି ଦିଆଯାଇଥିଲା। ଏବେ ଏହି ଆଶ୍ଚର୍ଯ୍ୟଜନକ ଘଟଣା ପୂରା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟଛି।