Bhadrak Collector - The Sakala

ମଦ ଦୋକାନ ଲାଇସେନ୍ସ ଲାଗି ଲଟେରୀ ଉଠାଣ: ଆଖିରେ ପଟି ବାନ୍ଧି ଚିର୍‌କୁଟ୍ ଉଠାଇ‌‌ଲେ ଜିଲ୍ଲାପାଳ
ଭଦ୍ରକ: ଭଦ୍ରକ ଜିଲ୍ଲାରେ ଆଜି ଠିପିବନ୍ଦ ସରକାରୀ ଦେଶୀ-ବିଦେଶୀ ଦୋକାନ ଲାଗି ଆବେଦନ କରିଥିବା ବିଡ୍ଡରଙ୍କୁ ଆଜି ଲଟେରୀ ମାଧ୍ୟମରେ ଲାଇସେନ୍ସ ପ୍ରଦାନ କରାଯାଇଛି। ଆଜି ପୂର୍ବାହ୍ନ ୧୧ଟାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ଏହି ଲଟେରୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଜିଲ୍ଲାପାଳ ଦିଲ୍ଲୀପ ରାଉତରାଏ ନିଜେ ଆଖିରେ ଅନ୍ଧ ପୁଟିଳି ବାନ୍ଧି ଲଟେରୀ ଖୋଲି ନୂତନ ମଦ ଦୋକାନୀଙ୍କ ଲାଇସେନ୍ସ ଚିହ୍ନଟ କରିଥିଲେ। ଜିଲ୍ଲା ଅବକାରୀ ଅଧୀକ୍ଷକ ନରୋତ୍ତମ ମିଶ୍ର ଓ ଅନ୍ୟ ପଦାଧିକାରୀ ଉପସ୍ଥିତ ଥିଲେ। ଅପରାହ୍ନ ୫ ଟା ଯାଏଁ ଏହି ଲଟେରୀ କାର୍ଯ୍ୟକ୍ରମ ଚାଲିଥିଲା।

ସୂଚନାନୁଯାୟୀ, ଜିଲ୍ଲାର ୩୨ଟି ସରକାରୀ ଠିପିବନ୍ଦ ବିଦେଶୀ ମଦ ଦୋକାନ ଲାଗି ଅନ୍‌ଲାଇନରେ ସିକ୍ୟୁରିଟି ଡିପୋଜିଟ କରି ୧୭୩ ଜଣ ବିଡ୍ଡର ଆବେଦନ କରିଥିଲେ। ସେହିଭଳି ୧୭ଟି ସରକାରୀ ଠିପିବନ୍ଦ ମଦ ଦୋକାନ ଲାଗି ୪୬୭ଜଣ ଆବେଦନ କରିଥିଲେ। ଏହି ଆବେଦନକାରୀ ବିଡ୍ଡରଙ୍କୁ ଆଜି ଲଟେରୀ ମାଧ୍ୟମରେ ଲାଇସେନ୍ସ ପ୍ରଦାନ ଲାଗି ମନୋନୀତ କରାଯାଇଛି। ଆସନ୍ତା ୧୫ଦିନ ମଧ୍ୟରେ ଏହି ଲାଇସେନ୍ସ ହାସଲକାରୀ ମାନେ ସେମାନଙ୍କ ନୂତନ ମଦ ଦୋକାନ ଖୋଲିବା ନିମନ୍ତେ ଜାଗା ଚିହ୍ନଟ କରି ଜିଲ୍ଲାପାଳଙ୍କୁ ପ୍ରଦାନ କରିବା ପରେ ସେମାନଙ୍କୁ ଲାଇସେନ୍ସ ପ୍ରଦାନ କରାଯିବ ବୋଲି ଜଣାଯାଇଛି। ଅନ୍ୟପକ୍ଷରେ ଆଜି ମଦ ଦୋକାନ ଲଟେରୀ ଲାଗି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ପ୍ରବଳ ଭିଡ ପରିଲକ୍ଷିତ ହୋଇଥିଲା। ସେହିଭଳି  ଲଟେରୀରେ ଲାଇସେନ୍ସ ପାଇଥିବା ଆବେଦନକାରୀ ବା ବିଡ୍ଡରମାନେ ଖୁସି ଥିବାବେଳେ ଯେଉଁମାନଙ୍କ ହୋଇନଥିଲା ସେମାନେ ନିରାଶରେ ଫେରିଥିଲେ।