Agni-Prime missile - The Sakala

ଅଗ୍ନି ପ୍ରାଇମ୍ ମିସାଇଲର ସଫଳ ପରୀକ୍ଷଣ
ବାଲେଶ୍ୱର: ଶନିବାର ସଫଳତାର ସହ ଅଗ୍ନି ପ୍ରାଇମ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ କରିଛି ଭାରତ । ଆଜି ଓଡିଶାର ଧାମରା ଅବଦୁଲ୍ କାଲାମ ଦ୍ୱୀପରୁ ଭାରତ ଆଣବିକ କ୍ଷମତାସମ୍ପନ୍ନ ଅଗ୍ନି ପ୍ରାଇମ୍ ମିସାଇଲର ସଫଳ ପରୀକ୍ଷଣ କରିଛି । ଅଗ୍ନି ପ୍ରାଇମ୍ ମିଶାଇଲ୍ ଅଗ୍ନି ସିରିଜର ଏକ ଆଧୁନିକ ମିସାଇଲ୍ ଅଟେ । ଜାତୀୟ ଗଣମାଧ୍ୟମ ସୂଚନା ଅନୁସାରେ ଏହା ୧୦୦୦ରୁ ୨୦୦୦ କିଲୋମିଟର ମଧ୍ୟରେ ଆକ୍ରମଣ କରିପାରିବ । ଏହି ପରୀକ୍ଷଣ ସମୟରେ ପରମାଣୁ ସକ୍ଷମ ରଣନୀତିକ କ୍ଷେପଣାସ୍ତ୍ର ଅଗ୍ନି ପ୍ରାଇମରେ ଅନେକ ନୂଆ ବୈଶିଷ୍ଟ୍ୟ ଯୋଗ କରାଯାଇଛି।

Today India successfully testfired the nuclear-capable strategic Agni Prime missile off the coast of Odisha from Balasore. pic.twitter.com/fJWa3j5RVt

— ANI (@ANI) December 18, 2021

୪ ହଜାର କିଲୋମିଟର ଦୂର ଯାଇପାରୁଥିବା ଅଗ୍ନି-୪ ଓ ୫ ହଜାର କିଲୋମିଟର ଦୂର ଯାଇପାରୁଥିବା ଅଗ୍ନି-୫ର ପ୍ରଯୁକ୍ତି ସହ ଏହାର କାରିଗରୀ ରହିଛି । ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ଯୁଦ୍ଧ ଜାହଜ ଗୁଡ଼ିକୁ ଅଗ୍ନି-ପି ଜରିଆରେ ଟାର୍ଗେଟ କରାଯାଇପାରିବ ।

ଚାନ୍ଦିପୁରରୁ ଅଗ୍ନୀ ପ୍ରାଇମ୍ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ
ବାଲେଶ୍ୱର: ଭାରତ ସଫଳତାର ସହିତ ଅଗ୍ନୀ ପ୍ରାଇମ୍ କ୍ଷେପଣାସ୍ତ୍ରର ପରୀକ୍ଷଣ କରିଛି । ପ୍ରତିରକ୍ଷା ଅନୁସଂଧାନ ଓ ବିକାଶ ସଂଗଠନ (ଡିଆରଡିଓ) ଦ୍ୱାରା ବିକଶିତ ଅଗ୍ନୀ ପ୍ରାଇମକୁ ସୋମବାର ଦିନ ୧୦ଟା ୫୫ ମିନିଟରେ ଚାନ୍ଦିପୁରଠାରୁ ସଫଳତାର ସହିତ ଉତକ୍ଷେପଣ କରାଯାଇଛି । ସ୍ୱଳ୍ପ ଦୂରଗାମୀ ଭୂପୃଷ୍ଠରୁ ଭୂପୃଷ୍ଠକୁ ଲକ୍ଷ୍ୟଭେଦ କରିପାରୁଥିବା ବାଲେଷ୍ଟିକ୍‌ ମିସାଇଲ ଅଗ୍ନୀ-୧ର ଏହା ବିକଶିତ ଭର୍ସନ । ଏହାର ଲକ୍ଷ୍ୟଭେଦ କ୍ଷମତା ୧ ହଜାରରୁ ୨ ହଜାର କିଲୋମିଟର ରହିଛି । ଏଥିରେ ୧ ହଜାର କିଲୋଗ୍ରାମ ପର୍ଯ୍ଯନ୍ତ ଆଣବିକ ଯୁଦ୍ଧାସ୍ତ୍ର ବ୍ୟବହାର କରାଯାଇ ପାରିବ ।

India successfully test-fired the Agni-Prime missile today, off the coast of Odisha.

It can hit targets up to a range of 2000 kms, & is very short & light in comparison with other missiles in this class. A lot of new technologies incorporated in the new missile: DRDO officials pic.twitter.com/zq7ffypqFM

— ANI (@ANI) June 28, 2021

କେନିଷ୍ଟାରରୁ ଉତକ୍ଷେପଣ କରାଯାଇ ପାରୁଥିବା ଏହି ଅଗ୍ନୀ ପ୍ରାଇମ୍‌ ମିସାଇଲ, ଅଗ୍ନୀ-୧ ମିସାଇଲ ଠାରୁ ହାଲୁକା ହୋଇଥିଲେ ମଧ୍ୟ ଏହା ଅଧିକ ବିଧ୍ୱଂସକ ଓ ପ୍ରଭାବଶାଳୀ ରହିବ ବୋଲି ଡିଆରଡିଓ ତରଫରୁ କୁହାଯାଇଛି । ଏଥିରେ ଡ଼ବଲ ଷ୍ଟେଜ୍‌ ଝୠଊଜ ବା ସଲିଡ଼ ଫୁଏଲ ଡ଼କ୍ଟେଡ଼ ରାମଜେଟ୍‌ ଟେକ୍ନୋଲୋଜି ବ୍ୟବହାର କରାଯାଇଛି । ପରମାଣୁ କ୍ଷମତା ସମ୍ପନ୍ନ ଏହି ମିଶାଇଲ କମ୍ପୋଜିଟ୍ ମେଟେରିଆଲରେ ନିର୍ମିତ । ପରୀକ୍ଷଣ ଯୋଜନା ଅନୁସାରେ ହୋଇଥିଲା ବୋଲି ଡିଆରଡିଓ ପକ୍ଷରୁ କୁହାଯାଇଛି । ୧୯୮୯ ମସିହାରେ ହୋଇଥିଲା ପ୍ରଥମ ପରୀକ୍ଷଣ । ଅଗ୍ନୀ ପ୍ରାଇମ୍‌ କ୍ଷେପଣାସ୍ତ୍ରକୁ ଉଭୟ ରୋଡ଼ ଓ ରେଳ ଲଞ୍ଚରରୁ ଉତ୍‌କ୍ଷେପଣ କରାଯାଇ ପାରିବ । ଅଗ୍ନୀ ପ୍ରାଇମ୍ ମିସାଇଲର ସଫଳ ଉତକ୍ଷେପଣ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଡିଆରଡିଓକୁ ଶୁଭେଚ୍ଛା ଜଣାଇଛନ୍ତି ।

Congratulate @DRDO_India on the successful flight testing of next generation Ballistic Missile Agni P from Dr APJ Abdul Kalam Island off the coast of #Odisha. #DRDO#AGNI

— Naveen Patnaik (@Naveen_Odisha) June 28, 2021

ଅଗ୍ନୀ ଭାରତର ସ୍ୱଦେଶୀ କ୍ଷପଣାସ୍ତ୍ର । ଏହି ସିରିଜରେ ବିଭିନ୍ନ ରେଂଜର ମିଶାଇଲ ରହିଛି । ୧୯୮୯ ମସିହାରେ ରାଜୀବ ଗାନ୍ଧୀଙ୍କ ଅମଳରେ ଅଗ୍ନୀର ପ୍ରଥମ ପରୀକ୍ଷଣ ହୋଇଥିଲା । ସୂଚନା ଅନୁସାରେ ଅଗ୍ନୀ ପ୍ରାଇମ୍ କମ ଦୂରତା ବିଶିଷ୍ଟ କ୍ଷପଣାସ୍ତ୍ର । ଏହାର ମାରକ କ୍ଷମତା ୨ ହଜାର କିଲୋମଟିର ମଧ୍ୟରେ । ଏହା ଭୂପୃଷ୍ଟରୁ ଭୂପୃଷ୍ଟକୁ ପ୍ରକ୍ଷେପିତ ହୋଇଥାଏ । ଏହା ୧ ହଜାର କିଲୋର ପାରମ୍ପାରିକ ପେଲୋଡ୍ କିମ୍ବା ପରମାଣୁ ଯୁଦ୍ଧାସ୍ତ୍ର ବହନ କରିପାରେ । ଅଗ୍ନୀ ୧ ତୁଳନାରେ ଏହା ଅଧିକ ହାଲୁକା ଓ ପତଳା ହେବ । ସୂଚନା ଅନୁସାରେ ଅଗ୍ନୀ ପ୍ରାଇମକୁ ୪ ହଜାର କିମି ରେଂଜ୍ ବିଶିଷ୍ଟ ଅଗ୍ନୀ-୪ ଓ ୫ ହଜାର କିମି ବିଶିଷ୍ଟ ଅଗ୍ନୀ-୫ରେ ବ୍ୟବହୃତ ଟେକ୍ନୋଲୋଜି ଦ୍ୱାରା ତିଆରି କରାଯାଇଛି ।