SuraRoutray - The Sakala

କୋଭିଡ ପଜିଟିଭ୍ ପରେ ମଧ୍ଯ ରାଜଧାନୀରେ ଖୁଲମ ଖୁଲା ବୁଲୁଛନ୍ତି ସୁର ରାଉତରାୟ
ଭୁବନେଶ୍ୱର: କରୋନା ପଜିଟିଭି ଚିହ୍ନଟପରେ ମଧ୍ଯ କଟକଣା ମାନୁ ନାହାଁନ୍ତି କଂଗ୍ରେସ ବିଧାୟକ ସୁର ରାଉତରାୟ । କୋଭିଡ୍ ସଂକ୍ରମିତ ହେଲା ପରେ ଆଇସୋଲେନ ତ ଦୂରର କଥା ରାଜଧାନୀରେ ଖୁଲମ ଖୁଲା ବୁଲୁଛନ୍ତି । କଂଗ୍ରେସ ଭବନ ବି ଯାଉଛନ୍ତି । କେବଳ ମୁହଁରେ ବାନ୍ଧିଛନ୍ତି ଗୋଟିଏ ଗାମୁଛା । କୋଭିଡ୍ ଭଳି ଭୟଙ୍କର ଭାଇରସକୁ ବେଖାତିର କରୁଥିବା ନଜରରେ ଆସିଛନ୍ତି ଜଟଣୀ ବିଧାୟକ ।

ସେ ଏବେ କରୋନା ଭାଇରସର ସୁପର ସ୍ପ୍ରେଡର୍ ପାଲଟିଛନ୍ତି । ବୁଧବାର ବିଧାୟକ ଓ ତାଙ୍କ ପତ୍ନୀ ମାନୀ ରାଉତରାୟ କରୋନା ସଂକ୍ରମିତ ହୋଇଥିବା ଜଣାପଡିଥିଲା । ଏ ନେଇ ତାଙ୍କ ପରିବାର ପକ୍ଷରୁ ସୂଚନା ଦିଆଯାଇଥିଲା । ତେବେ ବିଧାୟକ ସର୍ବଦା କରୋନାକୁ ଅଣଦେଖା କରୁଥିବା ନଜିର ରହିଥିଲା । ଏମିତିକି ମାସ୍କ ମଧ୍ୟ ପିନ୍ଧିବାକୁ ପସନ୍ଦ କରୁନଥିଲେ । ପ୍ରାୟତ ତାଙ୍କୁ ବିନା ମାସ୍କରେ ଦେଖିବାକୁ ମିଳୁଥିଲା । ଏବେ ସେ ପଜିଟିଭ୍ ଚିହ୍ନଟ ହେଲା ପରେ ଆହୁରି ବଢି ଯାଇଚି ଚିନ୍ତା । ନା ଆଇସୋଲେସନରେ ରହୁଛନ୍ତି ନା ଡାକ୍ତରଙ୍କ ପରାମର୍ଶ ମାନୁଛନ୍ତି ।

ସୁରଙ୍କ ମୁଣ୍ଡରେ ୨୦ ହଜାର ତଣ୍ଡ
ଭୁବନେଶ୍ୱର/ ନନ୍ଦନକାନନ : କରୋନାର ଦ୍ୱିତୀୟ ଲହର ଜାରି ରହିଛି। ସାରା ରାଜ୍ୟ ପ୍ରଶାସନ ତୃତୀୟ ଲହର ମୁକାବିଲା ପାଇଁ ପ୍ରସ୍ତୁତ ହେଉଛି। ବ୍ୟାପକ ଟିକାକରଣ ସତ୍ତ୍ବେ ବିପଦ ଏଡ଼ାଇବା ପାଇଁ ମାସ୍କ ପରିଧାନ, ସାମାଜିକ ଦୂରତା ନିୟମକୁ କଡ଼ାକଡ଼ି ପାଳନ କରିବାକୁ କୁହାଯାଇଛି। ହେଲେ ଏହା ମଧ୍ୟରେ ଜଟଣୀ ବିଧାୟକ ସୁରେଶ ରାଉତରାୟ ଖବରଦାତା ସମ୍ମିଳନୀ କରି ନିୟମକୁ ଉଲ୍ଲଂଘନ କରିଥିବା ଅଭିଯୋଗ ହୋଇଛି। କେବଳ ସେତକ ନୁହେଁ, ନିୟମ ଉଲ୍ଲଂଘନ କରିଥିବାରୁ ସ୍ଥାନୀୟ ପ୍ରଶାସନ ପକ୍ଷରୁ ବିଧାୟକ ଶ୍ରୀ ରାଉତରାୟଙ୍କୁ ୨୦ ହଜାର ଜରିମାନା କରାଯାଇଛି। ଭୁବନେଶ୍ୱର ତହସିଲର ଅତିରିକ୍ତ ତହସିଲଦାର ଶର୍ମିଷ୍ଠା ଦାସଙ୍କ ସୁରଙ୍କ ସାମ୍ବାଦିକ ସମ୍ମିଳନୀ ସମୟରେ ସ୍ଥାନୀୟ ଚନ୍ଦକା ଥାନାର ସହଯୋଗରେ ଚଢ଼ଉ କରିଥିଲେ। ପ୍ରାଥମିକ ଭାବେ ଶ୍ରୀମତୀ ଦାସଙ୍କ ପରାମର୍ଶ ନ ମାନି ସୁର କାର୍ଯ୍ୟକ୍ରମ ଜାରି ରଖିଥିଲେ। ପରବର୍ତ୍ତୀ ସମୟରେ ପରିସ୍ଥିତି ଅଣାୟତ୍ତ ହେବାରୁ ପୁଲିସ୍‍ ଫୋର୍ସକୁ ଡକାଯାଇଥିଲା।

ଉଲ୍ଲେଖଯୋଗ୍ୟ, ଆଞ୍ଚଳିକ ବିକାଶ କମିଟି ଦ୍ୱାରା ଆହୂତ ସାମ୍ବାଦିକ ସମ୍ମିଳନୀରେ ନନ୍ଦନକାନନ, ଚୁଡ଼ଙ୍ଗଗଡ଼ ଓ ଚନ୍ଦକା ଅଭୟାରଣ୍ୟର ବିଭିନ୍ନ ସମସ୍ୟା ସହ ସମାଧାନର ପ୍ରସ୍ତାବ ଉପସ୍ଥାପନା କରାଯାଇଥିଲା। ଏଥିରେ ଦାରୁଠେଙ୍ଗ ଏବଂ ଆଖପାଖ ଅଞ୍ଚଳର ଲୋକ ଅଂଶଗ୍ରହଣ କରିଥିଲେ। ଆଞ୍ଚଳିକ କମିଟି ପକ୍ଷରୁ ଚିଡିଆଖାନାରେ ଥିବା ପଶୁପକ୍ଷୀଙ୍କ ମଡ଼କକୁ ରୋକିବା, ସେମାନଙ୍କ ତୁରନ୍ତ ଚିକିତ୍ସା ନିମନ୍ତେ ଡାକ୍ତର ତଥା ଭିତ୍ତିଭୂମି ଅଭାବକୁ ଦୂରକରିବା, ଐତିହାସିକ ଚୁଡ଼ଙ୍ଗଗଡର ବିକାଶ ଓ ଏହାକୁ ନନ୍ଦନକାନନରେ ପରିସରଭୁକ୍ତ କରିବା ପାଇଁ ଦାବି କରାଯାଇଛି। ଏଥିସହିତ ବନ୍ଦ ହୋଇ ଯାଇଥିବା ବୋଟ ଚଲାଯିବା, ରୋପ ୱେକୁ କାର୍ଯ୍ୟକ୍ଷମ କରିବା, ଟୟ ଟ୍ରେନକୁ ତୁରନ୍ତ ଚାଲୁ କରିବାକୁ ଦାବି କରାଯାଇଛି।