committed suicide - The Sakala

ରଶି ଲଗାଇ ନବ ଦମ୍ପତିଙ୍କ ଆତ୍ମହତ୍ୟା
ଯାଜପୁର: ବିଞ୍ଝାରପୁର  ଥାନା ଉତ୍ତରକୂଳ ପଞ୍ଚାୟତ ସୁନ୍ଦରପୁର ଗାଁରେ ଘଟିଛି ଅଘଟଣ । ବେକରେ ରଶି ଲଗାଇ ନବ ଦମ୍ପତିଙ୍କ ଆତ୍ମହତ୍ୟା । ସୂଚନା ଅନୁଯାୟୀ ଦୀପକ କୁମାର ନାଥ,  ଯାଜପୁର ଟାଉନ ଥାନା ଖଣ୍ଡରା ଗାଁର ଅନିଶା ନାଥଙ୍କୁ ଗତ ବର୍ଷ ଜୁଲାଇ ୬ରେ ବିବାହ କରିଥିଲେ । ଦୀପକ ହାଇଦ୍ରାବାଦରେ କାର୍ଯ୍ୟ କରୁଥିବା ବେଳେ କରୋନା ପାଇଁ ଭଲ ରୋଜଗାର ନଥିଲା । ଅନ୍ୟ ପଟେ  ବୋହୂ ଅନିଶାଙ୍କୁ ତାଙ୍କ ଶାଶୁ ଓ ନଣଦ  ନିର୍ଯ୍ୟାତନା ଦେଉଥିବା ଝିଅର ବାପ ଘର ଲୋକ ଅଭିଯୋଗ ଉଠାଇଛନ୍ତି। ଗତ  ୧୧ ତାରିଖରେ ଦିପକ ଘରକୁ ଫେରିଥିବା ବେଳେ ଅନିଶା ମଧ୍ୟ ଶାଶୁଘରକୁ ଆସିଥିଲେ। ସ୍ୱାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ଭଲ ସମ୍ପର୍କ ଥିବା କହିଛନ୍ତି ଉଭୟ ପରିବାର । ବିଞ୍ଝାରପୁର ଥାନାଧିକାରୀ ଅମରେନ୍ଦ୍ର ଦାଶ  ଘଟଣା ସ୍ଥଳେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।

୭ ବର୍ଷର ପୁଅ ସହ ୧୨ ମହଲାରୁ ଡେଇଁ ଆତ୍ମହତ୍ୟା
ମୁମ୍ବାଇ : ପଡୋଶୀଙ୍କ ଉତ୍ପାଡ଼ନ ସହ୍ୟ ନକରିପାରି ମୁମ୍ବାଇ ପୋୱାଇସ୍ଥିତ ଏକ ୧୨ ମହଲା ଆପାର୍ଟମେଣ୍ଟରୁ ତଳକୁ ଡେଇଁ ନିଜର ୭ ବର୍ଷର ପୁଅ ସହିତ ଜଣେ ମହିଳା ଆତ୍ମହତ୍ୟା କରିବା ଘଟଣା ସାଧାରଣରେ ଦୁଃଖଦ ପରିସ୍ଥିତି ସୃଷ୍ଟି କରିଛି । ସୋମବାର ବିଳମ୍ବିତ ରାତିରେ ଏଭଳି ଘଟଣା ଘଟିଥିବା ବେଳେ ମୃତ ମହିଳା ରେଶମା ଟ୍ରେଞ୍ଚିଲ(୪୪)ଙ୍କ ଘରୁ ପୁଲିସ ଏକ ସୁଇସାଇଡ ନୋଟ ଜବତ କରିଛି । ଏଥରେ ସେ ତାଙ୍କର କିଛି ପଡୋଶୀମାନଙ୍କ ପ୍ରତି ଆରୋପ ଲଗାଇଛନ୍ତି।

ତାଙ୍କ ପୁଅ ଘରେ ପାଟି କରୁଥିବା ନେଇ ପଡୋଶୀ ଅଭିଯୋଗ କରିବା ସହ ତାଙ୍କୁ ହଇରାଣ କରୁଥିବା ସେ ସୁଇସାଇଡ୍ ନୋଟରେ ଉଲ୍ଲେଖ କରିଛନ୍ତି । ପୁଲିସ ଏହି ମାମଲାରେ ସଂପୃକ୍ତ ଆପାର୍ଟମେଣ୍ଟର ଜଣଙ୍କୁ ଗିରଫ କରିଛି । ରେଶମା ନିକଟରେ କରୋନାରେ ପୀଡ଼ିତ ତାଙ୍କ ସ୍ବାମୀ ଏବଂ ଶ୍ବଶୁରଙ୍କୁ ହରାଇଥିବାରୁ ମନୋବଳ ହାରାଇ ଆତ୍ମହତ୍ୟା କରିପାରିଥାଆନ୍ତି ବୋଲି ମଧ୍ୟ କୁହାଯାଉଛି ।