Balianta Soumya Murder - The Sakala

ବାଲିଅନ୍ତା ସୌମ୍ୟ ହତ୍ୟା ମାମଲା: ପୋଷ୍ଟମର୍ଟମ ରିପୋର୍ଟରେ ସାମ୍ନାକୁ ଆସିଲା ମୃତ୍ୟୁର ଅସଲ କାରଣ...
ଭୁବନେଶ୍ୱର: ବାଲିଅନ୍ତା ସୌମ୍ୟ ହତ୍ୟା ମାମଲା । GRP କନଷ୍ଟେବଲ ସୌମ୍ୟ ରଞ୍ଜନ ସ୍ବାଇଁଙ୍କ ପୋଷ୍ଟମର୍ଟମ ରିପୋର୍ଟ ଆସିଛି । ମସ୍ତିଷ୍କରେ ଗଭୀର ଆଘାତ ଯୋଗୁଁ ସୌମ୍ୟଙ୍କ ମୃତ୍ୟୁ ହୋଇଥିବା ରିପୋର୍ଟରେ ଉଲ୍ଲେଖ । ସୌମ୍ୟଙ୍କ ଶରୀରର ୨୧ଟି ସ୍ଥାନରେ ଲାଗିଥିଲା ଗଭୀର ଆଘାତ । ସୌମ୍ୟଙ୍କୁ କଠିନ ଭାରି ବସ୍ତୁରେ ବାରମ୍ବାର ଆକ୍ରମଣ କରାଯାଇଛି ବୋଲି ପୋଷ୍ଟମର୍ଟମ ରିପୋର୍ଟରେ ଉଲ୍ଲେଖ ରହିଛି । ମୁଣ୍ଡର ଆଗ, ପଛ ଓ ମଝିରେ ଶକ୍ତ ଆଘାତ ଯୋଗୁଁ ରକ୍ତ ଜମାଟ ବାନ୍ଧି ଫୁଲି ଯାଇଥିଲା । ଫୁସଫୁସରେ ମଧ୍ୟ ରକ୍ତ ଜମାଟ ବାନ୍ଧିଥିଲା । ତେବେ ସୌମ୍ୟ ନିଶା ଦ୍ରବ୍ୟ ସେବନ କରିଥିଲେ କି ନାହିଁ ତାହା ଜାଣିବାକୁ ନମୂନା ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ଦିଆଯାଇଛି ।

ସୂଚନାଯୋଗ୍ୟ, ଗତ ମେ ୭ତାରିଖରେ ଗାଡ଼ି ଦୁର୍ଘଟଣା ଓ ଯୁବତୀଙ୍କୁ ଅସଦାଚରଣ ଅଭିଯୋଗ ଆଣି ସୌମ୍ୟଙ୍କୁ ପିଟିପିଟି ହତ୍ୟା କରିଥିଲେ ଉତ୍ୟକ୍ତ ଲୋକେ । ଏହି ହତ୍ୟାକାଣ୍ଡ ପଛରେ ବଡ଼ ଷଡ଼ଯନ୍ତ୍ର ଥିବା ସୌମ୍ୟଙ୍କ ପରିବାର ପ୍ରଥମରୁ ଅଭିଯୋଗ କହିଥିଲେ। ମାମଲାର କ୍ରାଇମ୍‌ବ୍ରାଞ୍ଚ ତଦନ୍ତ ଜାରି ରଖିଛି। ଏବେସୁଦ୍ଧା ୧୮ ଅଭିଯୁକ୍ତ ଗିରଫ ହୋଇଛନ୍ତି।

ବାଲିଅନ୍ତା ସୌମ୍ୟ ହତ୍ୟାକାଣ୍ଡ ଘଟଣା: ଆଉ ଜଣେ ଅଭିଯୁକ୍ତକୁ ବାନ୍ଧିଲା କ୍ରାଇମବ୍ରାଞ୍ଚ, ଗିରଫ ସଂଖ୍ୟା ୧୮କୁ ବୃଦ୍ଧି
ଭୁବନେଶ୍ୱର: ବାଲିଅନ୍ତା ସୌମ୍ୟ ରଞ୍ଜନ ସ୍ୱାଇଁ ହତ୍ୟା ଘଟଣା । ଅନ୍ୟ ଜଣେ ଅଭିଯୁକ୍ତକୁ ଗିରଫ କଲା କ୍ରାଇମବ୍ରାଞ୍ଚ । ଅନ୍ୟତମ ମୁଖ୍ୟ ଅଭିଯୁକ୍ତ ୪୬ ବର୍ଷୀୟ ପ୍ରଦୀପ ମଙ୍ଗରାଜ ଗିରଫ। ଢେଙ୍କାନାଳରୁ ପ୍ରଦୀପକୁ ଗିରଫ କଲା କ୍ରାଇମବ୍ରାଞ୍ଚ । ପ୍ରଦୀପ ଘର ବାଲିଅନ୍ତା ଥାନା ବେଣୁପୁର ଗ୍ରାମରେ।  ଏହି କେସରେ ଗିରଫ ଅଭିଯୁକ୍ତଙ୍କ ସଂଖ୍ୟା ୧୮ ରେ ପହଞ୍ଚିଛି ।

ମୁଖ୍ୟ ଅଭିଯୁକ୍ତମାନେ ବାଉଁଶରେ ସୌମ୍ୟଙ୍କ ମୁଣ୍ଡ ଓ ଅନ୍ୟ ସମ୍ବେଦନଶୀଳ ଅଙ୍ଗକୁ ମାଡ଼ ମାରିଥିଲା । ଅନ୍ୟକୁ ମାଡ଼ ମାରିବା ପାଇଁ ମଧ୍ୟ ଉସୁକାଇଥିଲେ। ପୂର୍ବରୁ ଥାନା ଓ କ୍ରାଇମସ୍ପଟକୁ ଯାଇ ଅଧିକ ତନାଘନା କରିଥିଲା କ୍ରାଇମବ୍ରାଞ୍ଚ। ଏକାଧିକ ଲୋକଙ୍କ ବୟାନ ରେକର୍ଡ, ସାଇଣ୍ଟିଫିକ ଏଭିଡ଼େନ୍ସ ଜରିଆରେ ଆକ୍ସନ ମୋଡ଼କୁ ଆସିଛି କ୍ରାଇମବ୍ରାଞ୍ଚ। ଏଥିରେ ଅନ୍ୟମାନଙ୍କ ସମ୍ପୃକ୍ତି ନେଇ ମଧ୍ୟ ତନାଘନା ଚଳାଇଛି କ୍ରାଇମବ୍ରାଞ୍ଚ । ଆହୁରି ୧୦ରୁ ଉର୍ଦ୍ଧ୍ୱ ଲୋକ ସମ୍ପୃକ୍ତି ଥିବା ଜଣାପଡିବା ପରେ ଜିଲ୍ଲା ବାହାରେ ଚଢ଼ାଉ ଜାରି ରଖିଛି କ୍ରାଇମବ୍ରାଞ୍ଚ। ଭାଇରାଲ ଭିଡିଓ ଆଧାରରେ ତଦନ୍ତ ଚାଲିଥିବା ବେଳେ ବିଭିନ୍ନ ଦିଗକୁ ଦୃଷ୍ଟି ଦିଆଯାଉଥିବା ସୂଚନା ଦେଇଛି କ୍ରାଇମବ୍ରାଞ୍ଚ । ସେପଟେ ସମ୍ବେଦନଶୀଳ ମାମଲାରେ ବିଭିନ୍ନ ପକ୍ଷକୁ ଜେରା କରୁଛନ୍ତି ଜାତୀୟ ମାନବାଧିକାର କମିଶନଙ୍କ ଖଣ୍ଡପୀଠ।

ବାଲିଅନ୍ତା ସୌମ୍ୟ ହତ୍ୟା ମାମଲାରେ କ୍ରାଇମବ୍ରାଞ୍ଚ ଡିଜିଙ୍କ ପ୍ରତିକ୍ରିୟା: 'ମବ୍ ଲିଞ୍ଚିଂର ଯାହା ସବୁ ମାନଦଣ୍ଡ ଅଛି, ତାହା ଏଠାରେ ନାହିଁ'
କଟକ: ବାଲିଅନ୍ତା ସୌମ୍ୟରଞ୍ଜନ ସ୍ବାଇଁଙ୍କୁ ପିଟିପିଟି ହତ୍ୟା ଘଟଣା । ତଦନ୍ତ ସଂପର୍କରେ ପ୍ରତିକ୍ରିୟା ରଖିଛନ୍ତି କ୍ରାଇମବ୍ରାଞ୍ଚ ଡିଜି ବିନୟତୋଷ ମିଶ୍ର।  ସେ କହିଛନ୍ତି ଯେ, ସମସ୍ତ ରେକର୍ଡ ଓ ପ୍ରମାଣକୁ ତର୍ଜମା କରାଯାଉଛି। ପୋଷ୍ଟ ମଟମ୍ ରିପୋର୍ଟ ଓ ଫୋରେନସିକ ପ୍ରମାଣକୁ ଅନୁଧ୍ୟାନ କରାଯାଉଛି। କମିଶନରେଟ ପୋଲିସ କରିଥିବା ରିପୋର୍ଟ ମଧ୍ଯ କ୍ରାଇମବ୍ରାଞ୍ଚ ମାଗିଛି। ସାମାଜିକ ଗଣମାଧ୍ୟମର ଫୁଟେଜକୁ ମଧ୍ୟ ତଦନ୍ତରେ ଗ୍ରହଣ କରାଯିବ। ସେଠାରେ ଯେତେଲୋକ ଏକାଠି ଥିଲେ କାହାର କ'ଣ ଭୂମିକା ଥିଲା ସେ ନେଇ ତର୍ଜମା ଚାଲିଛି। ସମସ୍ତେ ଯେ ଗଣ୍ଡଗୋଳ ଓ ମାଡପିଟ କରୁଥିଲେ, ତାହା କହିବା ଠିକ ନୁହେଁ। ସାକ୍ଷ୍ୟ ପାଇଁ ଯେଉଁମାନଙ୍କ ଆବଶ୍ୟକତା ପଡିବ ଆମେ ଡାକିବୁ।

ସେହିପରି ମବ୍ ଲିଞ୍ଚିଂ ଦଫା କମିଶନରେଟ ପୋଲିସ ଲଗାଇ ନଥିବା ଅଭିଯୋଗ ଉପରେ ସେ କହିଛନ୍ତି ଯେ ମବ୍ ଲିଞ୍ଚିଂର ଯାହା ସବୁ ମାନଦଣ୍ଡ ଅଛି, ତାହା ଏଠାରେ ନାହିଁ। ତେବେ ଯଦି ଏପରି କିଛି ପ୍ରମାଣ ଆସିଲେ ସେ ଦଫା ଲଗାଯିବ। ଅନ୍ୟ ପକ୍ଷରେ ହତ୍ୟାକାଣ୍ଡ ଓ ମବ୍ ଲିଞ୍ଚିଂର ଦଫା ଓ ଦଣ୍ଡ ଏକା ବୋଲି କ୍ରାଇମବ୍ରାଞ୍ଚ ଏଡିଜି ସ୍ପଷ୍ଟ କରିଛନ୍ତି।

ବାଲିଅନ୍ତା ସୌମ୍ୟ ହତ୍ୟା ମାମଲା: ସାମ୍ନାକୁ ଆସିଲା ପୋଲିସର କାରନାମା, ଲଗାଇନି ଭିଡ଼ ହିଂସାର ଦଫା !
ଭୁବନେଶ୍ୱର: ବାଲିଅନ୍ତାରେ GRP କନଷ୍ଟେବଲ ସୌମ୍ୟ ରଞ୍ଜନ ସ୍ଵାଇଁ ହତ୍ୟା ମାମଲା । ପୁଣି ସାମ୍ନାକୁ ଆସିଲା ବାଲିଅନ୍ତା ଥାନା ପୋଲିସର କାରନାମା । ମାମଲରେ ଲାଗିନି Mob Lynching ବା ଭିଡ଼ ହିଂସାର ଦଫା ।  Mob lynching (ଭିଡ ହିଂସା) ର ଶିକାର ହୋଇ ପ୍ରାଣ ହରାଇଥିବା ସୌମ୍ୟ ମାମଲରେ ପୋଲିସ ରୁଜୁ କରିଛି ସାଧାରଣ ହତ୍ୟା ମାମଲା ।  BNSS 103(1) ହତ୍ୟାକାଣ୍ଡରେ ମାମଲା ରୁଜୁ କରିଛି ପୋଲିସ ।  ଯେଉଁଠି କି Mob lynching ବା ଭିଡ଼ ହିଂସା ପାଇଁ 103(2) ଧାରା ଉଦ୍ଧିଷ୍ଟ । ସାଧାରଣ ହତ୍ୟା ମାମଲରେ ଗିରଫ କରି ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିବା ଦ୍ୱାରା ନ୍ୟାୟିକ ବିଚାର ପ୍ରକ୍ରିୟାରେ ଅଭିଯୁକ୍ତ ମାନେ ଖସିଯିବାର ସମ୍ଭାବନା ଯଥେଷ୍ଟ । ଏଣୁ ଅଭିଯୁକ୍ତଙ୍କ ସପକ୍ଷରେ ତଦନ୍ତକୁ ଏକପାଖିଆ କରିବା ପାଇଁ ପ୍ରଚେଷ୍ଟା ଚାଲିଥିବା ନେଇ ଆସିଛି ସାଙ୍ଘାତିକ ଅଭିଯୋଗ।

ବାଲିଅନ୍ତା ହତ୍ୟାକାଣ୍ଡ ମାମଲା: ବିସ୍ଫୋରକ ବୟାନ୍ ଦେଲେ ସୌମ୍ୟଙ୍କ ସାଙ୍ଗ, କହିଲେ 'ମିଛ କହୁଛନ୍ତି ଦୁଇ ଯୁବତୀ'
ଭୁବନେଶ୍ୱର: ବାଲିଅନ୍ତା ସୌମ୍ୟ ହତ୍ୟାକାଣ୍ଡର ସତ କ'ଣ ? କ୍ୟାମେରା ଆଗରେ ସୌମ୍ୟଙ୍କ ସାଙ୍ଗ ଓମ୍ କହିଲେ ହତ୍ୟାକାଣ୍ଡର କାହାଣୀ । ସେ କହିଛନ୍ତି କି, ସୌମ୍ୟ କମେଣ୍ଟ ମାରି ନାହିଁ କି ଦୁଷ୍କର୍ମ କରିବାକୁ ଉଦ୍ୟମ କରିନାହିଁ । ଗଣମାଧ୍ୟମ ଆଗରେ ମିଛ କହୁଛନ୍ତି ଦୁଇ ଯୁବତୀ । ଘଟଣା ଦିନ ମନି ପର୍ସ ଛାଡି ଦେଇଥିବାରୁ ଆଉ ଥରେ ଗାଡି ବୁଲେଇ ଫେରୁଥିଲୁ । ରାମଚନ୍ଦ୍ରପୁର ବ୍ରିଜ ନିକଟରେ ହଠାତ ସୌମ୍ୟର ଫିଡ଼ସ ମାରିଥିଲା । ମୁଁ ବାଇକ ଚଳାଉଥିବାରୁ ମୋ ବେକକୁ ଟାଣି ଧରିଥିଲା ସୌମ୍ୟ । ଭାରସାମ୍ୟ ହରାଇ ବାଇକ ଛାଡି ଦେବାରୁ ଦୁଇ ଯୁବତୀଙ୍କ ସ୍କୁଟିରେ ଧକା ହୋଇଥିଲା । ଉଭୟ ଗାଡିରୁ ପଡି ଯାଇଥିଲୁ । ଏହି ସମୟରେ ସୌମ୍ୟ ଯୁବତୀଙ୍କ ଉପରୁ ଝାମ୍ପି ପଡ଼ିଥିଲେ । ଯୁବତୀଙ୍କୁ ମାଡ଼ ମାରିବା ସହ ଅଶ୍ଳୀଳ ଭାଷାରେ ଗାଳି ଗୁଲଜ କରିଥିଲେ । ମୁଁ ଅଟକାଇବାରୁ ମୋତେ ଵି ମାଡ଼ ମାରିଥିଲା ସୌମ୍ୟ । ସୌମ୍ୟ କୌଣସି ଦୁଷ୍କର୍ମ ଉଦ୍ୟମ କରିନଥିଲା । ଫିଡ଼ସ ମାରୁଥିବାରୁ ଏଭଳି ଆଚରଣ ଦେଖାଇଥିଲେ । ସ୍ଥାନୀୟ ଲୋକେ କିଛି ନବୁଝି ସୌମ୍ୟଙ୍କୁ ଅତର୍କିତ ଆକ୍ରମଣ କରିଥିଲେ । ଭୟରେ ସୌମ୍ୟ ବ୍ରିଜ ପାଖରୁ ପଡିଆ ଭିତରକୁ ଦୌଡ଼ିଥିଲା । ହେଲେ ଲୋକମାନେ କିଛି ନବୁଝି ଆହୁରି ମାଡ଼ ମାରିଥିଲେ ।

ଘଟଣା ଘଟିବାର ୧୫ ମିନିଟ ପରେ PCR ଭ୍ୟାନ ପହଞ୍ଚିଥିଲା । ପୋଲିସ ଥିବା ସତ୍ୱେ ଵି ସୌମ୍ୟକୁ ମାଡ଼ ମରାଯାଇଥିଲା । ପରେ SI ଵି ସାଧା ପୋଷାକରେ ଘଟଣା ସ୍ଥଳରେ ପହଂଚି ଥିଲେ । କିନ୍ତୁ ଉତ୍ୟକ୍ତ ଲୋକମାନେ ବାଉଁଶରେ ସୌମ୍ୟଙ୍କୁ ମାଡ଼ ମାରିଥିଲେ । ଉକ୍ତ SI ଙ୍କୁ ମଧ୍ୟ ଗାଳି ଗୁଲଜ କରିଥିଲେ । ସୌମ୍ୟଙ୍କୁ ମାଡ଼ ନମାରିବା ପାଇଁ କାକୁତି ମିନତୀ ହୋଇଥିଲି ବୋଲି କହିଁଛିଛନ୍ତି ଓମ୍ । ରାସ୍ତାରେ ଯିବା ଆସିବା କରୁଥିବା ଲୋକମାନେ ଵି କିଛି ନବୁଝି ସୌମ୍ୟକୁ ମାଡ଼ ମାରିଥିଲେ । ଦୁଇ ଯୁବତୀ ଯେଉଁ ଅଭିଯୋଗ ଆଣିଛନ୍ତି ସମ୍ପୂର୍ଣ୍ଣ ମିଛ ବୋଲି ଅଭିଯୋଗ କରିଛନ୍ତି ଓମ୍ । ଆକ୍ରମଣକାରିଙ୍କୁ ଗିରଫ କରାଯାଉ ଓ ମୋ ସାଙ୍ଗକୁ ନ୍ୟାୟ ମିଳୁ ବୋଲି ଏଭଳି କହିଛନ୍ତି ଓମ୍ ।