Aul - The Sakala

ଯୁବତୀଙ୍କ ଦ୍ୱାରା ପ୍ରତାରିତ ହୋଇ ଯୁବକଙ୍କ ଆତ୍ମହତ୍ୟା
ଆଳି: ଜଣେ ଯୁବତୀଙ୍କ ଦ୍ୱାରା ପ୍ରତାରିତ ହୋଇ ଜଣେ ଯୁବକ ଆତ୍ମହତ୍ୟା କରିଥିବା ଆଳି ଥାନାରେ ଅଭିଯୋଗ ହୋଇଛି । ଯୁବକଙ୍କ ଭଉଣି ସୁଶୋଭିତା ସାମଲଙ୍କ ଏତଲା ଅନୁଯାଇ ଆଳି ଥାନା ଅନ୍ତର୍ଗତ ସହିରା ପଚାଂୟତ ଦହିଅଟାଂ ଗ୍ରାମର ଦେବରାଜ ସାମଲ ନିକଟସ୍ଥ ଅଚଂଳର ଜଣେ ଯୁବତୀଙ୍କୁ ୬ ବର୍ଷ ହେଲା ଭଲ ପାଇବା ସହ ଅନେକ ଉପହାର ଦେଇଥିଲେ । ଏପରିକି ବିବାହ ପର୍ଯ୍ୟନ୍ତ କଥା ଯାଇଥିଲା । ମାତ୍ର କୌଣସି କାରଣରୁ ଉଭୟଙ୍କ ବିବାଦ ହେବାରୁ ଯୁବତୀ ଜଣଙ୍କ ପ୍ରତାରଣା କରିବା ସହ ଦେବାରାଜଙ୍କୁ ବ୍ଲାକମେଲ କରିଥିଲା । ଏକଥା ଉଭୟ ପରିବାର ଜାଣିଥିଲେ । ଶେଷରେ ଯୁବତୀ ଜଣଙ୍କ ସବୁ ସଂପର୍କକୁ ଫାଙ୍କି ଦେଇଥିଲା । ହତାଶ ହୋଇ ଦେବରାଜ ଯୁବତୀକୁ ଶେଷ ଏସଏଏମଏସ କରି ଝିଅର ଫଟୋ ଥିବା ଏକ କପରେ ମୋନୋକେମ ନାମକ ବିଷ ପୁରାଇ ପିଇ ଆତ୍ମହତ୍ୟା କରିଥିଲା । ତାଙ୍କୁ ଆଳି ମେଡିକାଲ ଆଣିବା ପରେ ଡାକ୍ତର ମୃତ ଘୋଷଣା କରିଥିଲେ । ଏଥି ପାଇଁ ଯୁବତୀଙ୍କୁ ଦାୟି କରି ତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଭଉଣୀ ନିବେଦନ କରିଛନ୍ତି । ଅଭିଯୋଗ ପାଇବା ପରେ ଆଳି ପୋଲିସ ୨୬୪/୨୧ ରେ କେସ ରୁଜୁ କରି ପୋଷ୍ଟମର୍ଟମ କରାଇବା ସହ ଶବକୁ ପରିବାରକୁ ହସ୍ତାନ୍ତର କରାଯାଇଥିବା ସଂପର୍କରେ ଆଳି ଥାନା ଆଇଆଇସି ସଲିଳ ପ୍ରଧାନ କହିଛନ୍ତି l

ଭିଡ଼ିଓ କଲ କରି ଯୁବକଙ୍କ ଆତ୍ମହତ୍ୟା
ଆଳି : ଆଳି ବ୍ଲକ ବଡାମ୍ବିଳା ପଞ୍ଚାୟତରେ ଏକ ଅଭାବନୀୟ ଘଟଣା ଘଟିଯାଇଛି l ପଞ୍ଚାୟତର ସାହୁପଡା ଗ୍ରାମର ଜଣେ ବିବାହିତ ଯୁବକ ଭିଡିଓ କଲିଂ କରି ଆତ୍ମହତ୍ୟା କରିଛନ୍ତି l ସୂଚନା ଅନୁଯାୟୀ ସାହୁପଡାର ଅମର ଜେନା ବାଙ୍ଗାଲୋର ସ୍ଥିତ ବାନସବାଡ଼ି ଅଂଚଳରେ ଏକ ଘରୋଇ କମ୍ପାନୀରେ କାମ କରୁଥିଲେ l ସେ ବିବାହିତ ଓ ତାଙ୍କର ଦୁଇଟି ଛୋଟ ଛୋଟ ପୁଅ ଅଛନ୍ତି l ମାତ୍ର ସେ ତାଙ୍କର ଜଣେ ପୁରୁଣା ସହପାଠୀ ବିଧବା ମହିଳାଙ୍କ ସହ ସମ୍ପର୍କରେ ଥିଲେ l କୌଣସି କାରଣକୁ ନେଇ ତାଙ୍କ ମଧ୍ୟରେ ବିବାଦ ହୋଇଥିଲା l ଗତକାଲି ଅପରାହ୍ନରେ ଉକ୍ତ ମହିଳାଙ୍କୁ ଭିଡ଼ିଓ କଲିଂ କରି ଆତ୍ମହତ୍ୟା କରଛନ୍ତି l ତାଙ୍କର ଜଣେ ସାଙ୍ଗ ଉକ୍ତ ମହିଳାଙ୍କଠାରୁ ଖବର ପାଇ ଘର ପାଖରେ ପହଞ୍ଚି କବାଟ ତାଡ଼ି ନପାରି ଝରକା ବାଟେ ଦେଖିଥିଲେ ଯେ ସେ ପଙ୍ଖାରେ ରସି ଲଗାଇ ଝୁଲିଛନ୍ତି l ସେ ପୋଲିସକୁ ଖବର ଦେବା ପରେ ପୋଲିସ ପହଂଚି କବାଟ ଭାଙ୍ଗି ଭିତରକୁ ପଶି ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି l ଅମରଙ୍କ ସାନଭାଇ ବାଙ୍ଗାଲୋରରେ ପହଞ୍ଚିଛନ୍ତି l

୨୨ଲିଟର ଚୋରା ମଦ ଜବତ, ୩ ଗିରଫ
ଆଳି: ଆଳି ଅବକାରୀ ବିଭାଗ ଅଧୀନରେ ବ୍ୟାପକ ଭାବେ ଚୋରା ମଦ କାରବାର ଦିନକୁ ଦିନ ବଢୁଥିବା ଖବର ପାଇ ଜିଲ୍ଲା ଅବକାରୀ ସୁପରିଟେଣ୍ଡେଣ୍ଟ ରଜତ କୁମାର ପ୍ରହରାଜଙ୍କ ନିର୍ଦ୍ଦେଶ କ୍ରମେ ଚଢ଼ାଉ କରାଯାଇଛି l ଇନ୍ସପେକ୍ଟର କମଳ ଲୋଚନ ପାଇକରାୟ ଏକ ଟିମ ଗଠନ କରି ରାଜକନିକା ଥାନା ଅନ୍ତର୍ଗତ ବରଦା ଗ୍ରାମର ଶେଖର ସେଠି (୫୧) ,ପାଟୁଳି ଗ୍ରାମର ରଞ୍ଜନ ସାହୁ (୩୬)ଓ ଖରିଅଣ୍ଟା ଗ୍ରାମର ଶୁସାନ୍ତ ବେହେରା (୩୨) ଙ୍କ ଘର ଚଢ଼ାଉ କରି ୯ଲିଟର ଦେଶୀ ଓ ୧୩ ଲିଟର ବିଦେଶୀ ଚୋରା ମଦ ଜବତ କରିବା ସହିତ ୩ ଜଣଙ୍କୁ ଗିରଫ କରି ଡାକ୍ତରୀ ମଇନା କରାଇ କୋର୍ଟ ଚାଲାଣ କରିଛନ୍ତି। ଏହି ଚଢ଼ାଉ ସମୟରେ ଆଳି ଅବକାରୀ ବିଭାଗର ସବିନ୍ସପେକ୍ଟର ଅମେରେନ୍ଦ୍ର କୁମାର ଶତପଥୀ, ଆସିଷ୍ଟାଣ୍ଡ ସବିନ୍ସପେକ୍ଟର ଭାରତୀ ନାୟକ,ପଟ୍ଟାମୁଣ୍ଡାଇ ଆସିଷ୍ଟାଣ୍ଡ ସବିନ୍ସପେକ୍ଟର ନିରୂପମା ସାହୁ, କନେଷ୍ଟବଳ ପ୍ରଶାନ୍ତ କୁମାର ଘଡେ଼ଇ ,ଧର୍ମେନ୍ଦ୍ର କୁମାର ମିଶ୍ର,ଓ ଟୁକୁନା ନାୟକ ଉପସ୍ଥିତ ଥିଲେ ।