Kanas Incident - The Sakala

କଣାସ ବର୍ବରତା: କ୍ରାଇମ ସ୍ପଟରେ ସିନ୍ ରିକ୍ରିଏସନ କଲା ମୁଖ୍ୟ ଅଭିଯୁକ୍ତ
ପୁରୀ: କଣାସରର କ୍ରାଇମ୍ ସ୍ପଟରେ ଡେମୋ ଦେଖାଇଲା ମୁଖ୍ୟ ଅଭିଯୁକ୍ତ ସୁଧାଂଶୁ ମହାପାତ୍ର ଓରଫ୍‌ ହାପି। ଆଜି ସକାଳୁ ରିମାଣ୍ଡରେ ଆଣି ଦୀର୍ଘ ୪ଘଣ୍ଟା ଧରି କଣାସ ଥାନାରେ ପଚରାଉଚରା କରିଛି ପୋଲିସ । ମାଛ କଟା ପନିକିରେ ହାଣି ବୁଲେଟ ଚଢ଼େଇବା ଘଟଣା ସ୍ଥଳରେ ସିନ ରିକ୍ରିଏସନ କରିଛି ମୁଖ୍ୟ ଅଭିଯୁକ୍ତ ହାପି। ମେ ୨ତାରିଖ ଦିନ ଘଟେଇଥିବା ବର୍ବଚିତ ଘଟଣାର ଡେମୋ ଦେଖାଇଲା ମୁଖ୍ୟ ଅଭିଯୁକ୍ତ । ହତ୍ୟା ଉଦ୍ୟମ ଘଟଣାର କାରଣ କ'ଣ ଥିଲା ସେ ନେଇ ପୋଲିସକୁ ମିଳିଛି ବଡ ସୁରାଗ । ଆଜି ପୁରୀ ଆଡିଶିନାଲ SP, ପିପିଲି SDPO, କଣାସ ଥାନା ଅଧିକାରୀ ସମେତ ଦୁଇ ପ୍ଲାଟୁନ୍ ପୋଲିସ ଫୋର୍ସ ସମେତ ସ୍ପେସିଆଲ ସ୍କ୍ୱାଡର ଟିମ୍ ମୁତୟନ ହୋଇଥିଲେ ।

କଣାସ ବର୍ବରତା: ଆତ୍ମସମର୍ପଣ କଲା ମୁଖ୍ୟ ଅଭିଯୁକ୍ତ ସୁଧାଂଶୁ ମହାପାତ୍ର ଓରଫ୍‌ ହାପି
ପୁରୀ: କଣାସ ଗୋଲାବଜାରରେ ଯୁବକକୁ ପନିକିରେ ହାଣି ବୁଲେଟ ଚଢାଇ ଦେବା ଘଟଣାରେ ଆତ୍ମସମର୍ପଣ କଲା ମୁଖ୍ୟ ଅଭିଯୁକ୍ତ ସୁଧାଂଶୁ ମହାପାତ୍ର ଓରଫ୍‌ ହାପି । ଆଜି ପୁରୀ କୋର୍ଟରେ ଆତ୍ମସମର୍ପଣ କରିଥିବା ସୂଚନା ମିଳିଛି । ଘଟଣା ଘଟାଇ ହାପି ୯ ଦିନ ହେଲା ଫେରାର ଥିଲା । ହାପିକୁ ଧରିବା ପାଇଁ ପୁଲିସର ମୁଣ୍ଡ ବ୍ୟଥା ବଢିଥିଲା । ଶେଷରେ ହାପି ନିଜେ କୋର୍ଟରେ ସରେଣ୍ଡର କରିଛି ।

ଘଟଣାରେ ପୂର୍ବରୁ ପୋଲିସ ୪ ଜଣଙ୍କୁ ଗିରଫ କରିଥିବାବେଳେ ରାୟପୁରରୁ ଆଉ ଜଣେ ଅଭିଯୁକ୍ତକୁ ଗିରଫ କରିଛି ପୋଲିସ । ଅଭିଯୁକ୍ତ ଜଣକ ହେଉଛି ବଳରାମ ଛୋଟରାୟ । ସେ ଘଟଣାର ମୁଖ୍ୟ ଅଭିଯୁକ୍ତ ହାପିକୁ ଛତିଶଗଡ଼ରେ ସମ୍ପର୍କୀୟଙ୍କ ଘରେ ଲୁଚାଇ ରଖିବାରେ ସହଯୋଗ କରିଥିଲା । ଗିରଫ ଅଭିଯୁକ୍ତଙ୍କ ସଂଖ୍ୟା ୬କୁ ବୃଦ୍ଧି ପାଇଛି ।

ସୂଚନାଯୋଗ୍ୟ, କଣାସ ଥାନା ଦୋକନ୍ଦା ଗାଁର ମୃତ୍ୟୁଞ୍ଜୟ ଭାରିମଳଙ୍କୁ ଶନିବାର ଦିନ ଗୋଲାବଜାର ମାଛ ମାର୍କେଟ ନିକଟରେ କିଛି ଦୁର୍ବୃତ୍ତ ଗୋଡ଼ାଇ ଗୋଡ଼ାଇ ଆକ୍ରମଣ କରିଥିଲେ। ୩ରୁ ୬ ଜଣ ଦୁର୍ବୃତ୍ତ ଏକ ଧାରୁଆ ପନିକିରେ ମୃତ୍ୟୁଞ୍ଜୟଙ୍କୁ ନିର୍ମମ ଭାବେ ହାଣିବା ପରେ ତାଙ୍କ ଉପରେ ଗାଡ଼ି ଚଢ଼ାଇ ଦେଇଥିଲେ।

କଣାସରେ ଯୁବକଙ୍କୁ ଦୁର୍ବୃତ୍ତଙ୍କ ସଂଘବଦ୍ଧ ଆକ୍ରମଣକୁ ନେଇ ନବୀନଙ୍କ କ୍ଷୋଭ; କହିଲେ, ଓଡ଼ିଶାରେ ଆଇନର ଶାସନ ଅଛି ତ?
ଭୁବନେଶ୍ୱର: ପୁରୀ ଜିଲ୍ଲା କଣାସରେ ଜଣେ ଯୁବକଙ୍କୁ ନିର୍ମମ ଭାବେ ହୋଇଥିବା ମରଣାନ୍ତକ ଆକ୍ରମଣକୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ଦିନଦ୍ୱିପହରରେ ସର୍ବସମ୍ମୁଖରେ ଦୁର୍ବୃତ୍ତମାନେ ସଂଘବଦ୍ଧ ହୋଇ ଜଣେ ଯୁବକକୁ ଅତ୍ୟନ୍ତ ନିର୍ମମ ଭାବେ ମରଣାନ୍ତକ ଆକ୍ରମଣ କରୁଥିବାର ଦୃଶ୍ୟ ସମଗ୍ର ଓଡ଼ିଶାବାସୀଙ୍କୁ ବିଚଳିତ ଓ ଭୟଭୀତ କରିଦେଇଛି। ଆଇନଶୃଙ୍ଖଳା ଆଉ କେତେ ବିପର୍ଯ୍ୟସ୍ତ ହେଲେ ସରକାରଙ୍କ ନିଦ ଭାଙ୍ଗିବ ବୋଲି ନବୀନ ପ୍ରଶ୍ନ କରିଛନ୍ତି।

ଏକ୍ସରେ ଏନେଇ ଉଲ୍ଲେଖ କରି ନବୀନ କହିଛନ୍ତି ଯେ  ପୁରୀ ଜିଲ୍ଲା କଣାସରେ ଘଟିଥିବା ଘଟଣା ସ୍ପଷ୍ଟ ଦର୍ଶାଉଛି ଯେ  ଓଡ଼ିଶାରେ ଅରାଜକତା ସୀମା ଟପୁଛି, ବିଜେପି ସରକାର ଓଡ଼ିଶାକୁ କେଉଁଆଡ଼କୁ ନେଉଛି? ରାଜରାସ୍ତାରେ ଗୋଡ଼ାଇ ଗୋଡ଼ାଇ ଆକ୍ରମଣ କରିବା ପରେ ଖୋଲା ଖୋଲି ଗାଡ଼ି ଚଢାଇ ଜୀବନରୁ ମାରିଦେବାକୁ ଉଦ୍ୟମ କରିବା ଘଟଣା ଅତ୍ୟନ୍ତ ସ୍ପର୍ଶକାତର ଓ ହୃଦୟ ବିଦାରକ। ଓଡ଼ିଶାରେ ଆଇନକାନୁନର ଶାସନ ଅଛି ତ ବୋଲି ନବୀନ ପ୍ରଶ୍ନ କରିଛନ୍ତି। ବିଜେପି ସରକାରର ସ୍ଥାଣୁତା ଓ ଅପାରଗତା ପାଇଁ ଅପରାଧୀମାନେ ଭୟ ଶୂନ୍ୟ ହୋଇ ବୁଲୁଛନ୍ତି। ସାଧାରଣ ଜନତା ଆତଙ୍କିତ ଓ ଭୟଭୀତ ହୋଇ ପଡ଼ିଛନ୍ତି। ଲୋକଙ୍କ ପାଇଁ ସୁରକ୍ଷିତ ପରିବେଶ ସୁନିଶ୍ଚିତ କରିବାରେ ବିଜେପି ସରକାର ସମ୍ପୂର୍ଣ୍ଣ ବିଫଳ ହୋଇଛି । ଓଡ଼ିଶାର ଶାସନ ବ୍ୟବସ୍ଥା ଉପରେ ଲୋକଙ୍କ ବିଶ୍ୱାସ ତୁଟିବାକୁ ବସିଲାଣି ବୋଲି ନବୀନ ଉଲ୍ଲେଖ କରିଛନ୍ତି।