Odisha Police SI Recruitment - The Sakala

ଓଡ଼ିଶା ପୁଲିସରେ ବଡ଼ ନିଯୁକ୍ତି ସୁଯୋଗ : ୯୩୩ SI ରାଙ୍କ୍‌ ପଦବୀ ପାଇଁ ବିଜ୍ଞାପନ ପ୍ରକାଶ, ଏହି ଦିନରୁ ଆବେଦନ ଆରମ୍ଭ
ଭୁବନେଶ୍ବର : ପୁଲିସ ଚାକିରି କରିବାକୁ ଇଚ୍ଛୁକ ଥିବା ଆଶାୟୀଙ୍କ ପାଇଁ ବଡ଼ ଖବର। ଓଡ଼ିଶା ପୁଲିସ୍ ନିଯୁକ୍ତି ବୋର୍ଡ OPRB ପକ୍ଷରୁ ୯୩୩ ସବ ଇନ୍ସପେକ୍ଟର ପଦବୀ ପାଇଁ ବିଜ୍ଞାପନ ପ୍ରକାଶ ପାଇଛି। ୨୦ ଜାନୁଆରୀରୁ ଏହି ୯୩୩ ସବ ଇନ୍ସପେକ୍ଟର ପଦବୀ ପାଇଁ ଆବେଦନ ଆରମ୍ଭ ହେବ ବୋଲି ଏହାର ଅଫିସିଆଲ୍ ବିଜ୍ଞପ୍ତିରେ ଘୋଷଣା କରାଯାଇଛି।

ଓଡ଼ିଶା ପୁଲିସ୍ ନିଯୁକ୍ତି ବୋର୍ଡରୁ ପ୍ରକାଶ କରାଯାଇଥିବା ବିଜ୍ଞପ୍ତି ଅନୁସାରେ ଓଡ଼ିଶା ପୁଲିସର ୯୩୩ ଏସ୍‌ଆଇ ରାଙ୍କ୍‌ ପଦବୀ ପୂରଣ କରାଯିବ। ଯେଉଁଥିରେ ୬୦୯ ସବ ଇନ୍ସପେକ୍ଟର ପଦବୀ, ୨୫୩ ସବ୍‌ ଇନ୍ସପେକ୍ଟର (ଆର୍ମଡ), ୪୭ ଷ୍ଟେସନ ଅଫିସର (ଫାୟାର ସର୍ଭିସ) ଓ ୨୪ ଆସିଷ୍ଟାଣ୍ଟ ଜେଲର ପଦବୀ ରହିଛି।

[wp-embedder-pack width=”100%” height=”400px” download=”all” download-text=”” attachment_id=”144244″ /]

ଏହି ୯୩୩ ଏସ୍‌ଆଇ ରାଙ୍କ୍‌ ପଦବୀ ପାଇଁ ଆବେଦନ କରିବାକୁ ଥିବା ପ୍ରାର୍ଥୀମାନଙ୍କୀ ବୟସ ୨୧ ବର୍ଷରୁ କମ କିମ୍ବା ୨୫ ବର୍ଷରୁ ଅଧିକ(୧ ଜାନୁଆରୀ ୨୦୨୪ ସୁଦ୍ଧା) ହୋଇନଥିବା ଆବଶ୍ୟକ। ୨୦ ଜାନୁଆରୀରୁ ଆବେଦନ ଆରମ୍ଭ ହୋଇ ୧୦ ଫେବୃଆରୀ ୨୦୨୫) ଯାଏଁ ଚାଲିବ। ସମସ୍ତଙ୍କ ପାଇଁ ଆବେଦନ ଦେୟ ମୁକ୍ତ ରହିଛି। ଅର୍ଥାତ ଆବେଦନ ପାଇଁ କୌଣସି ଅର୍ଥ ଦେବାକୁ ପଡିବ ନାହିଁ।

ପ୍ରାର୍ଥୀଙ୍କର ଚୟନ ଲିଖିତ ପରୀକ୍ଷା, ଶାରୀରିକ ମାନକ ପରୀକ୍ଷା ,ଶାରୀରିକ ଦକ୍ଷତା ପରୀକ୍ଷା,ଡାକ୍ତରୀ ପରୀକ୍ଷା ଓ ଡକ୍ୟୁମେଣ୍ଟ୍ ଯାଞ୍ଚ ମାଧ୍ୟମରେ ହେବ। ଅନ୍ୟପଟେ ଚାକିରି ମିଳିବା ପରେ ସର୍ବନିମ୍ନ ୩୫,୪୦୦ ଟଙ୍କା ଓ ସର୍ବାଧିକ ୧ ଲକ୍ଷ ୧୨ ହଜାର ୪୦୦ ଦରମା ମିଳିବ। ଏଥି ସହିତ ଆନୁସଙ୍ଗିକ ଅନ୍ୟାନ୍ୟ ସୁବିଧା ମଧ୍ୟ ମିଳିବ।

ନଭେମ୍ବର ୨୬ରେ ହେବ ଓଡ଼ିଶା ପୁଲିସ ଏସଆଇ ପରୀକ୍ଷା, ପ୍ରକାଶ ପାଇଲା ବିଜ୍ଞପ୍ତି
ଭୁବନେଶ୍ଵର: ନଭେମ୍ବର ୨୬ରେ ହେବ ଓଡ଼ିଶା ପୁଲିସ ଏସଆଇ ପରୀକ୍ଷା । ଏନେଇ ଓଡ଼ିଶା ପୁଲିସ ରିକ୍ରୁଟମେଣ୍ଟ ବୋର୍ଡ ପକ୍ଷରୁ ପ୍ରେସ ମଧ୍ୟମରେ ବିଜ୍ଞପ୍ତି ଜାରି କରି ସୂଚନା ଦେଇଛନ୍ତି। ନଭେମ୍ବର ୨୬ରେ ପରୀକ୍ଷା କରାଯିବାକୁ ଆପାତତଃ ସ୍ଥିର ସୂଚନା ମିଳିଛି । ରାଜ୍ୟର ସମସ୍ତ ଜିଲ୍ଲାରେ OMR ପ୍ରଣାଳୀରେ ପରୀକ୍ଷା କରାଯିବ । ତେବେ ପରୀକ୍ଷା ସମ୍ପନ୍ଧୀୟ ସମସ୍ତ ତଥ୍ୟ ଇ-ମେଲ୍ ସାହାଯ୍ୟରେ ସମସ୍ତ ପରୀକ୍ଷାର୍ଥୀଙ୍କୁ ଜଣାଇ ଦିଆଯିବ ବୋଲି କୁହାଯାଇଛି ।

ବୈଷୟିକ ତ୍ରୁଟି ଲାଗି ପୁଣି ଘୁଞ୍ଚିଲା ପୁଲିସ ଏସ୍‌ଆଇ ପରୀକ୍ଷା
ଭୁବନେଶ୍ବର: ବୈଷୟିକ ତ୍ରୁଟି ଲାଗି ପୁଣି ଘୁଞ୍ଚିଲା ପୁଲିସ ସବ ଇନ୍ସପେକ୍ଟର ପରୀକ୍ଷା। ଏନେଇ ସୂଚନା ଦେଇଛନ୍ତି ଓଡ଼ିଶା ପୁଲିସ ରିକ୍ରୁଟମେଣ୍ଟ ବୋର୍ଡ ଅଧ୍ୟକ୍ଷ ଡକ୍ଟର ସୁଧାଂଶୁ ଷଡ଼ଙ୍ଗୀ।

ପୁଲିସ ସବ ଇନ୍ସପେକ୍ଟର ( SI) ପରୀକ୍ଷାରେ ବିଭ୍ରାଟ ପ୍ରସଙ୍ଗରେ ସେ ଟ୍ବିଟ କରି କହିଛନ୍ତି ଯେ, ଏହା ସଫ୍ଟଓୟାରରେ ତ୍ରୁଟି ‌ପାଇଁ ହୋଇଛି। ପରୀକ୍ଷା ପାଇଁ କେନ୍ଦ୍ର ସରକାରଙ୍କ ଏକ ସଂସ୍ଥାକୁ ଦାୟିତ୍ୱ ଦିଆଯାଇଛି, ବୈଷୟିକ ତ୍ରୁଟି ପାଇଁ କିଛି ଜାଗାରେ ବିଭ୍ରାଟ ଘଟିଥିବା ସୂଚନା ମିଳିଛି। ପ୍ରଶ୍ନପତ୍ର ଠିକ୍ ଭାବେ ଡାଉନଲୋଡ୍ ହୋଇପାରି ନଥିବା ଯୋଗୁ ସିପିଏସଇ-୨୦୧୮ ପରୀକ୍ଷାରେ ଏଭଳି ସମସ୍ୟା ଉପୁଜିଛି। ତେବେ କୌଣସି ପରୀକ୍ଷାର୍ଥୀଙ୍କୁ ପରୀକ୍ଷାରୁ ବଞ୍ଚିତ କରାଯିବ ନାହିଁ। ତେବେ ପରୀକ୍ଷାରେ ଏଭଳି ବିଭ୍ରାଟ ଲାଗି ଅଶାୟୀମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖା ଦେଇଛି।

The re-examination of Paper I in CPSE 2018 is postponed because of Software issues. It is seen that Question Papers are not downloading properly. Further,it is assured that, no candidate will be denied the opportunity to take the exam. Inconvenience is regretted. Email being sent

— Dr Sudhanshu Sarangi (@SarangiSudhansu) August 20, 2022

୪୭୭ ପୋଲିସ ଏସ୍‌ଆଇ ପୋଷ୍ଟ ପାଇଁ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ
ଭୁବନେଶ୍ୱର: ଓଡିଶା ପୋଲିସର ୪୭୭ଟି ଏସ୍‌ଆଇ ପଦବୀ ପାଇଁ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହୋଇଛି । ଆଜିଠୁ ଏହି ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ଜୁଲାଇ ୧୫ ଯାଏଁ ଏହି ପ୍ରକ୍ରିୟା ଚାଲିବ। ଅନଲାଇନ ଆପ୍ଲିକେସନ ପୋର୍ଟାଲ ମାଧ୍ୟମରେ ଏହି ପ୍ରକ୍ରିୟା କରାଯାଉଛି । ୨୮୩୧ଜଣ ଏହି ପୋର୍ଟାଲରେ ରେଜିଷ୍ଟ୍ରେସନ କରିସାରିଛନ୍ତି । ୭୭୨ଜଣ ତାଙ୍କର ସମସ୍ତ ଡକ୍ୟୁମେଣ୍ଟ ଅପଲୋଡ଼ କରିସାରିଛନ୍ତି । ଏହି ପ୍ରୋସେସ ୧୫ ଜୁଲାଇ ୨୦୨୧ ଯାଏଁ ଚାଲିବ । କମ୍ପ୍ୟୁଟର ମାଧ୍ୟମରେ ନିଯୁକ୍ତି ପରୀକ୍ଷାର ସମୟ ନିର୍ଘଣ୍ଟ ମଧ୍ୟ ଦିଆସରିଛି । ପ୍ରଥମ ଥର ପାଇଁ ଓଡିଶା ପୋଲିସ ପକ୍ଷରୁ କମ୍ପ୍ୟୁଟର ମାଧ୍ୟମରେ ନିଯୁକ୍ତି ପ୍ରକ୍ରିୟା କରାଯାଉଛି । ୬ ଅଗଷ୍ଟ ରୁ ୧୬ ଅଗଷ୍ଟ ଯାଏଁ ଏହି ପରୀକ୍ଷା କରାଯିବ । ଏହି ପରୀକ୍ଷାକୁ ସ୍ୱଚ୍ଛ ଓ ନିର୍ମଳ ରଖିବା ପାଇଁ ସମସ୍ତ ଉଦ୍ୟମ କରାଯାଇଛି । ଆଗରୁ ପ୍ରିଲିମ ଓ ମେନ ପରୀକ୍ଷା ହୋଉଥିଲା,ଏବେ ଏହାକୁ ସରଳିକରଣ କରାଯାଇଛି । ଏବେ ସିଙ୍ଗଲ ପରୀକ୍ଷା ହେବ,ଦୁଇଟି ପେପର ବିଶିଷ୍ଟ ପରୀକ୍ଷା ହବ,ଅବଜେକ୍ଟିଭ ଟାଇପ ପ୍ରଶ୍ନ ପଡିବ । କମ୍ପ୍ୟୁଟର ମାଧ୍ୟମରେ ଉତ୍ତର ଚେକ କରାଯିବ । ନିଯୁକ୍ତି ପ୍ରକ୍ରିୟା ଶେଷ କରିବା ପାଇଁ ନିର୍ଦିଷ୍ଟ ସମୟ ସୀମା ରଖାଯାଇଛି । ପ୍ରଥମ ଥର ପାଇଁ କିନ୍ନରଙ୍କୁ ସୁଯୋଗ ମିଳିଛି। କିନ୍ନରମାନେ ପୋଲିସ ସବ୍-ଇନସପେକ୍ଟର ପଦବୀ ପାଇଁ ଆବେଦନ କରିପାରିବେ। ତେବେ କିନ୍ନରମାନଙ୍କୁ ସୁଯୋଗ ଦେବାରେ ତାମିଲନାଡ଼ୁ ପରେ ଓଡ଼ିଶା ଦ୍ଵିତୀୟ ରାଜ୍ୟ।