Dubai - The Sakala
ଇରାନ-ଇସ୍ରାଏଲ ଯୁଦ୍ଧର ପ୍ରଭାବ: ଦୁବାଇରେ ଫସିଛନ୍ତି ବହୁ ଓଡ଼ିଆ ଶ୍ରମିକ
ଇରାନ ଏବଂ ଆମେରିକା-ଇସ୍ରାଏଲ ମଧ୍ୟରେ ଲାଗିରହିଥିବା ଯୁଦ୍ଧ ଏବେ ଏକ ବିନାଶକାରୀ ରୂପ ନେବାରେ ଲାଗିଛି। ଏହି ଭୟାବହ ପରିସ୍ଥିତି କାରଣରୁ ମଧ୍ୟପ୍ରାଚ୍ୟରେ କାମ କରୁଥିବା ପ୍ରବାସୀ ଭାରତୀୟ, ବିଶେଷ କରି ଓଡ଼ିଆ ଶ୍ରମିକମାନେ ଘୋର ସଙ୍କଟରେ ପଡ଼ିଛନ୍ତି।
ବର୍ତ୍ତମାନ ଇରାନ କେବଳ ଇସ୍ରାଏଲ ଉପରେ ଆକ୍ରମଣ ସୀମିତ ରଖିନାହିଁ, ବରଂ ମଧ୍ୟପ୍ରାଚ୍ୟର ପ୍ରାୟ ୧୧ଟି ଦେଶ ଉପରେ କ୍ଷେପଣାସ୍ତ୍ର ଏବଂ ଡ୍ରୋନ୍ ମାଡ଼ କରୁଛି। ଏହି ଦେଶଗୁଡ଼ିକ ମଧ୍ୟରେ ସାଉଦି ଆରବ, ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ) ଏବଂ କୁଏତ ଭଳି ପ୍ରମୁଖ ରାଷ୍ଟ୍ର ସାମିଲ ଅଛନ୍ତି। କ୍ରମାଗତ ଆକ୍ରମଣ ଯୋଗୁଁ ସମଗ୍ର ଅଞ୍ଚଳରେ ଯୁଦ୍ଧର ଆତଙ୍କ ଖେଳିଯାଇଛି।
ଏହି କ୍ରମାଗତ ବିସ୍ଫୋରଣ ଏବଂ ଯୁଦ୍ଧ ସ୍ଥିତି ଯୋଗୁଁ ଦୁବାଇରେ କାମ କରୁଥିବା ବହୁ ସଂଖ୍ୟକ ଓଡ଼ିଆ ଶ୍ରମିକ ଫସି ରହିଛନ୍ତି। ବିମାନ ଚଳାଚଳ ବାଧାପ୍ରାପ୍ତ ହେବା ସହ ସ୍ଥାନୀୟ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଥିବାରୁ ଶ୍ରମିକମାନେ ସ୍ୱଦେଶ ଫେରିବା ନେଇ ଅନିଶ୍ଚିତତା ଦେଖାଦେଇଛି। ଫସି ରହିଥିବା ଶ୍ରମିକଙ୍କ ପରିବାର ଲୋକେ ବର୍ତ୍ତମାନ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ସେମାନଙ୍କର ସୁରକ୍ଷିତ ପ୍ରତ୍ୟାବର୍ତ୍ତନ ପାଇଁ ନିବେଦନ କରୁଛନ୍ତି।
ଆମେରିକା-ଇରାନ ଯୁଦ୍ଧ ନେଇ ମୁହଁ ଖୋଲିଲେ ନୋରା ଫତେହି; କହିଲେ ଦୁବାଇ ନୁହେଁ, ମୁଁ ଭାରତରେ ଅଛି
ମୁମ୍ବାଇ: ବର୍ତ୍ତମାନ ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଯୁଦ୍ଧ ପରିସ୍ଥିତି ସମଗ୍ର ବିଶ୍ୱକୁ ଚିନ୍ତାରେ ପକାଇଛି। ଏହାରି ଭିତରେ ବଲିଉଡ ଅଭିନେତ୍ରୀ ତଥା ଡ୍ୟାନ୍ସର ନୋରା ଫତେହି ସୋସିଆଲ ମିଡିଆରେ ଏକ ଭିଡିଓ ସେୟାର କରି ନିଜର ପ୍ରତିକ୍ରିୟା ରଖିଛନ୍ତି। ନୋରା ସାଧାରଣତଃ ଦୁବାଇରେ ରହୁଥିବାରୁ ତାଙ୍କ ପ୍ରଶଂସକମାନେ ତାଙ୍କ ସୁରକ୍ଷା ନେଇ ଚିନ୍ତିତ ଥିଲେ। ତେବେ ନୋରା ସ୍ପଷ୍ଟ କରିଛନ୍ତି ଯେ ବର୍ତ୍ତମାନ ସେ ଦୁବାଇରେ ନୁହେଁ ବରଂ ଭାରତରେ ଅଛନ୍ତି ଏବଂ ସମ୍ପୂର୍ଣ୍ଣ ସୁରକ୍ଷିତ ଅଛନ୍ତି।
View this post on Instagram
A post shared by Nora Fatehi (@norafatehi)
ଯୁଦ୍ଧର ଦୃଶ୍ୟ ଦେଖି ମର୍ମାହତ ନୋରା
ରବିବାର ଦିନ ଇନଷ୍ଟାଗ୍ରାମରେ ଏକ ଭିଡିଓ ସେୟାର କରି ନୋରା କହିଛନ୍ତି ଯେ ଯୁଦ୍ଧର ଭୟାବହ ଦୃଶ୍ୟ ତାଙ୍କୁ ମର୍ମାହତ କରିଛି। ସେ କହିଛନ୍ତି, "ମୁଁ ସାଧାରଣତଃ ଏଭଳି ବିଷୟରେ ମୋର ମତ ଦିଏ ନାହିଁ। କିନ୍ତୁ ଅନେକ ଲୋକ ମୋତେ ଯୋଗାଯୋଗ କରୁଛନ୍ତି ଏବଂ ମୁଁ ଠିକ୍ ଅଛି କି ନାହିଁ ପଚାରୁଛନ୍ତି। ମୁଁ ଦୁବାଇରେ ନାହିଁ, ବର୍ତ୍ତମାନ ଭାରତରେ ଅଛି। ଯୁଦ୍ଧର ଦୃଶ୍ୟ ମୋତେ ଦୋହଲାଇ ଦେଇଛି। ସାରା ବିଶ୍ୱର ଲୋକମାନେ କେବଳ ଶାନ୍ତି ଚାହୁଁଛନ୍ତି, କିନ୍ତୁ ଦୁର୍ଭାଗ୍ୟବଶତଃ ଆମେ ସମସ୍ତେ ଅନିଶ୍ଚିତତା ଏବଂ ଭୟ ମଧ୍ୟରେ ରହୁଛୁ।"
ବିଶ୍ୱ ବ୍ୟବସ୍ଥାରେ ପରିବର୍ତ୍ତନର ଆଶଙ୍କା
ନୋରା ଆହୁରି ମଧ୍ୟ କହିଛନ୍ତି ଯେ ପରିସ୍ଥିତି ଆହୁରି ଖରାପ ହୋଇପାରେ। ସେ ଭବିଷ୍ୟବାଣୀ କରି କହିଛନ୍ତି, "କ୍ଷମତାରେ ଏକ ବଡ଼ ପରିବର୍ତ୍ତନ ହେବ ଏବଂ ଏକ ନୂତନ ବିଶ୍ୱ ବ୍ୟବସ୍ଥା (New World Order) ସୃଷ୍ଟି ହୋଇପାରେ। ଏହା ଉପରେ ଆମର ନିୟନ୍ତ୍ରଣ ରହିନପାରେ। ଦୁର୍ଭାଗ୍ୟବଶତଃ, ସର୍ବଦା ସାଧାରଣ ଲୋକଙ୍କୁ ହିଁ ଏହାର ମୂଲ୍ୟ ଦେବାକୁ ପଡିବ। ଆମ ସମସ୍ତଙ୍କୁ ଏହା ମାନସିକ, ଆଧ୍ୟାତ୍ମିକ ଏବଂ ଆର୍ଥିକ ଭାବରେ ପ୍ରଭାବିତ କରିବ।"
ଦୁବାଇରେ ଫସିଛନ୍ତି ଏହି ଅଭିନେତ୍ରୀ
ଅନ୍ୟପକ୍ଷରେ, ବେଙ୍ଗଲୀ ଅଭିନେତ୍ରୀ ଶୁଭଶ୍ରୀ ଗାଙ୍ଗୁଲି, ବଲିଉଡ ଅଭିନେତ୍ରୀ ସୋନାଲ ଚୌହ୍ୱାନ ଏବଂ ଇଷା ଗୁପ୍ତା ଦୁବାଇରେ ଫସି ରହିଛନ୍ତି। ଆମେରିକା-ଇରାନ ବିବାଦ ଯୋଗୁଁ ଗଲ୍ଫ ଦେଶଗୁଡିକରେ ବିମାନ ସେବା ବାତିଲ ହେବାରୁ ସେମାନେ ସେଠାରେ ଅଟକି ରହିଛନ୍ତି। ତେବେ ସେମାନଙ୍କ ମ୍ୟାନେଜର ଏବଂ ପରିବାର ସଦସ୍ୟ ସୂଚନା ଦେଇଛନ୍ତି ଯେ ସେମାନେ ହୋଟେଲ ଭିତରେ ସୁରକ୍ଷିତ ଅଛନ୍ତି।
ସୂଚନାଯୋଗ୍ୟ ଯେ, ଫେବୃଆରୀ ୨୮ରେ ଆମେରିକା ଏବଂ ଇସ୍ରାଏଲ ଇରାନ ଉପରେ ଏକ ବଡ଼ ସାମରିକ ଅପରେସନ୍ ଆରମ୍ଭ କରିଥିଲେ। ଏଥିରେ ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲି ଖାମେନେଇଙ୍କ ମୃତ୍ୟୁ ଘଟିଥିଲା, ଯାହା ପରେ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଛି।
Tejas fighter jet crashes: ଦୁବାଇରେ କ୍ରାସ୍ ହେଲା ଯୁଦ୍ଧ ବିମାନ 'ତେଜସ୍'
ନୂଆଦିଲ୍ଲୀ: ଦୁବାଇରେ କ୍ରାସ୍ ହେଲା ବାୟୁସେନାର ଯୁଦ୍ଧ ବିମାନ 'ତେଜସ୍'। ଦୁବାଇ ଏୟାର୍ ସୋ'ରେ କ୍ରାସ୍ ହେଲା ତେଜସ୍‌।ଆକାଶରେ ରଣକୌଶଳ ଦେଖାଇବା ବେଳେ ଦୁର୍ଘଟଣାଗ୍ରସ୍ତ। ହଠାତ୍ ନିୟନ୍ତ୍ରଣ ହରାଇ ତଳେ ପଡ଼ିଗଲା ତେଜସ୍।ପାଇଲଟ୍‌ଙ୍କ ସ୍ଥିତି ନେଇ କୌଣସି ସୂଚନା ମିଳିନାହିଁ।
ଦୁବାଇ(ଏଜେନ୍ସି): ଦୁବାଇ ମାଟିକୁ ଚାନ୍ଦ ଆଣିବାକୁ ପ୍ରସ୍ତୁତି କରାଯାଉଛି। ଏଥିପାଇଁ ୪୧ ହଜାର କୋଟି ଟଙ୍କା ଖର୍ଚ୍ଚ କରାଯିବ। କାନାଡା ଉଦ୍ୟୋଗୀ ମାଇକେଲ ହ୍ୟାଣ୍ଡର୍ସନ ୯୦୦ ଫୁଟର ଚନ୍ଦ୍ରର ମଡେଲକୁ ଆକାର ଦେବେ। ଶହେ ଫୁଟ ଉଚ୍ଚ କୋଠା ଉପରେ ଏହି ଚାନ୍ଦ ନିର୍ମାଣ କରାଯିବ। ସୂଚନାଯୋଗ୍ୟ ଯେ ସୁଉଚ୍ଚ ଅଟ୍ଟାଳିକା ଏବଂ ସ୍ବତନ୍ତ୍ର ସ୍ଥାପତ୍ୟ କଳା ପାଇଁ ଦୁବାଇ ପରିଚିତ। ହ୍ୟାଣ୍ଡର୍ସନଙ୍କ ଅନୁଯାୟୀ ଏହି କୃତ୍ରିମ ଚନ୍ଦ୍ର ଆକୃତିର ହୋଟେଲ ରାତିରେ ଆଲୋକିତ ହେବ। ଏଠାରେ ୪ ହଜାର ରୁମ୍‌ ରହିବ। ଏହା ଭିତରେ ୧୦ ହଜାର ଲୋକ ରହିପାରିବେ। ଏଠାରେ ଚାଲିଲେ ଚନ୍ଦ୍ରରେ ଚାଲିବା ଭଲି ଲାଗିବ।
ଦୁବାଇ ଯିବେ ମୟୂରଭଞ୍ଜ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ମହାସଂଘର ସଭାନେତ୍ରୀ ବୁଢୀ ଅପା
ବାରିପଦା: ମୟୂରଭଞ୍ଜର ବୁଢ଼ୀ ଅପା ଯିବ ଦୁବାଇ । ମୟୂରଭଞ୍ଜ ଜିଲ୍ଲାର ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ମହାସଂଘର ସଭାନେତ୍ରୀ ବିଷ୍ଣୁପ୍ରୀୟା ଦାସଙ୍କ ପ୍ରୀୟ ନାମ ବୁଢୀ ଅପା । ବାର୍ଦ୍ଧକ୍ୟ ଛୁଇଁ ନଥିଲେ ହେଁ ନିଜର ଦକ୍ଷତା ଓ ସଙ୍ଗଠନର ନେତୃତ୍ୱ ନେଇ ସଫଳତାର ସିଡି ଛୁଇଁ ଥିବା ବିଷ୍ଣୁପ୍ରୀୟା ତାଙ୍କ ବାପା-ମା’ ଦେଇଥିବା ନାମ(ବୁଢୀ)ର ଯଥାର୍ଥତା ପ୍ରତିପାଦନ କରିଛନ୍ତି ।
ରାଜ୍ୟ ମିଶନଶକ୍ତି ବିଭାଗ ପକ୍ଷରୁ ମହିଳା ସ୍ୱୟଂ ସହାୟିକାମାନଙ୍କ ବିଦେଶ ଯାତ୍ରା କାର୍ଯ୍ୟକ୍ରମରେ ସେ ସ୍ଥାନ ପାଇଛନ୍ତି। ସମଗ୍ର ରାଜ୍ୟରୁ ୧୦ ଜଣ ଅଗ୍ରଣୀ ମହିଳାମାନଙ୍କୁ ଉତ୍ସାହିତ କରିବାକୁ ସରକାରଙ୍କ ପକ୍ଷରୁ ସମସ୍ତଙ୍କୁ ଦୁବାଇ ପଠାଯାଉଛି। ସେମାନଙ୍କ ମଧ୍ୟରେ ଜିଲ୍ଲାର ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ମହାସଂଘର ସଭାନେତ୍ରୀ ବିଷ୍ଣୁପ୍ରିୟା ଦାସ ଅନ୍ତର୍ଭୁକ୍ତ। ଆସନ୍ତା ୧୫ ତାରିଖ ଦିନ ସେମାନେ ଭୁବନେଶ୍ୱରରୁ ଦୁବାଇ ଯାତ୍ରା କରିବେ।
ରାଜ୍ୟର ମୋଟ ୧୦ଟି ଜିଲ୍ଲାରୁ ୧୦ ଜଣ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀର ମହିଳାମାନେ ଦୁବାଇ ଯାତ୍ରା କରିବେ। ମୟୂରଭଞ୍ଜ ସମେତ କେନ୍ଦ୍ରାପଡ଼ା, ବଲାଙ୍ଗୀର, କୋରାପୁଟ, ଢେଙ୍କାନାଳ, ରାୟଗଡ଼ା, କଳାହାଣ୍ଡି, ଯାଜପୁର, ବାଲେଶ୍ବର ଓ ପୁରୀ ଜିଲ୍ଲାରୁ ଜଣେ ଲେଖାଏଁ ମହିଳା ସ୍ୱୟଂ ସହାୟିକା ମାନେ ଏହି କାର୍ଯ୍ୟକ୍ରମରେ ସାମିଲ ହେବେ।
ଏହି ଖବର ପ୍ରଚାରିତ ହେବା ପରେ ସମଗ୍ର ମୟୂରଭଞ୍ଜ ଜିଲ୍ଲାରେ ମହିଳା ମାନଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି। ବିଶେଷ କରି ବିଷ୍ଣୁପ୍ରୀୟାଙ୍କ ନିଜ ମୋରଡା ବ୍ଲକ ବିଭିନ୍ନ ସ୍ବୟଂ ସହାୟକ ଗୋଷ୍ଠୀ ମାନଙ୍କ ପକ୍ଷରୁ ତାଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ଯାତ୍ରା ସଫଳତା ପାଇଁ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀର ମହିଳା ମାନେ କେକ କାଟି ଖୁସି ମନାଇଥିଲେ। ପ୍ରତ୍ୟୁତ୍ତରରେ ବିଷ୍ଣୁପ୍ରୀୟା ତାଙ୍କ ଜୀବନର ନିଷ୍ଠା ଓ ସାଧନା ବଖାଣିବା ସହିତ ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ମହିଳା ମାନଙ୍କୁ ପ୍ରତ୍ସାହିତ କରିବା ପାଇଁ ଯେଉଁ ବଳିଷ୍ଠ ପଦକ୍ଷେପ, ସେଥିପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଚିନ୍ତାଧାରାକୁ ବାସ୍ତବରେ ପରିଣତ କରିବାକୁ ଯେଉଁ ବଳିଷ୍ଠ ପଦକ୍ଷେପ ନେଉଛନ୍ତି, ସେଥିପାଇଁ ୫-ଟି ସଚିବ ଭି କେ ପାଣ୍ଡିଆନ ଏବଂ ମିଶନଶକ୍ତିର ସଚିବ ସୁଜାତା କାର୍ତ୍ତିକେୟନ ପାଣ୍ଡିଆନଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି। ବିଷ୍ଣୁପ୍ରୀୟା ଜଣେ ଉଚ୍ଚଶିକ୍ଷିତା ମହିଳା ଭାବେ ଅନ୍ୟ ମାନଙ୍କ ପାଇଁ ପ୍ରେରଣା କେବଳ ମୋରଡା ବ୍ଲକ ଭିତରେ ସୀମିତ ନ ରଖି ସମଗ୍ର ମୟୂରଭଞ୍ଜ ଜିଲ୍ଲାରେ ମହିଳା ମାନଙ୍କୁ ସ୍ୱାବଲମ୍ବୀ କରିବା ପାଇଁ ପ୍ରୟାସ ଆରମ୍ଭ କରି ଆଜି ମୟୂରଭଞ୍ଜ ଜିଲ୍ଲାରେ ସ୍ୱୟଂ ସହାୟିକା ଗୋଷ୍ଠୀ ମହାସଂଘର ସଭାନେତ୍ରୀ ହୋଇ ପାରିଛନ୍ତି। ସେଥିପାଇଁ ସେ ମହିଳା ମାନଙ୍କ ପାଇଁ ପ୍ରେରଣାର ଉତ୍ସ ହୋଇ ପାରିଛନ୍ତି। ବର୍ତ୍ତମାନ ମୟୂରଭଞ୍ଜ ଜିଲ୍ଲାରେ ଜିଲ୍ଲାର ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ମହାସଂଘ ଅଧୀନରେ ବିଷ୍ଣୁପ୍ରୀୟାଙ୍କ ନେତୃତ୍ବରେ ୪୦ହଜାର ମହିଳା ସ୍ବୟଂ ସୟାୟିକା ଗ୍ରୁପ ପରିଚାଳିତ ହେଉଥିବା ବେଳେ ୪ଲକ୍ଷ ୪୪ହଜାର ସଦସ୍ୟା ରହିଛନ୍ତି ।
ବିଷ୍ଣୁପ୍ରିୟା ଉଚ୍ଚଶିକ୍ଷା ଲାଭ ପରେ ଏକ ଛାତ୍ରୀନିବାସରେ ୱ।ର୍ଡେନ ଭାବେ ଚାକିରି ଆରମ୍ଭ କରିଥିଲେ। ପରେ ପରେ ଜଣେ ଛଉ ନୃତ୍ୟ ଶିକ୍ଷୟିତ୍ରୀ ଭାବେ ନିଜ କ୍ୟାରିୟର ଆରମ୍ଭ କରିଥିଲେ। ତେବେ ବାପାଙ୍କ ପ୍ରେରଣାରେ ସେ ସମାଜ ସେବାକୁ ଆଦରି ନେଇ ଆଉ ପଛକୁ ଫେରି ନାହାଁନ୍ତି।
ଏସିଆ କପ: ଆଜି ଭାରତ-ହଂକଂ ମଧ୍ୟରେ ମୁକାବିଲା, ବଡ଼ ବିଜୟ ସହ ସୁପର-୪ରେ ପହଞ୍ଚିବାକୁ ଟିମ୍ ଇଣ୍ଡିଆର ଲକ୍ଷ୍ୟ
ଦୁବାଇ: ୟୁନାଇଟେଡ ଆରବ ଏମିରେଟ୍ସ (ୟୁଏଇ)ରେ ଚାଲିଥିବା ଏସିଆ କପ୍‍ ଟି-୨୦ ଟୁର୍ଣ୍ଣାମେଣ୍ଟରେ ଭାରତ ଆଜି ଅପେକ୍ଷାକୃତ ଦୁର୍ବଳ ହଂକଂକୁ ଭେଟିବ। ପ୍ରଥମ ମ୍ୟାଚରେ ରୋହିତ ଶର୍ମାଙ୍କ ନେତୃତ୍ୱରେ ଭାରତ ରବିବାର ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ୨ଟି ବଲ ବାକି ରଖି ୫ ୱିକେଟରେ ପରାସ୍ତ କରିଥିଲା। ଫଳରେ ଭାରତର ଆତ୍ମବିଶ୍ୱାସ ଆକାଶଛୁଆଁ ରହିଛି। ଦୁବାଇ ଅନ୍ତର୍ଜାତୀୟ ଷ୍ଟାଡିୟମରେ ଖେଳାଯିବାକୁ ଥିବା ଏହି ମ୍ୟାଚ୍‍କୁ କିନ୍ତୁ ଭାରତ ବୃହତ୍‍ ବ୍ୟବଧାନରେ ଜିତିବା ପାଇଁ ପ୍ରୟାସ କରିବ।
ଆଉ ଗୋଟିଏ ମ୍ୟାଚ୍‍ ଜିତିଲେ ଭାରତ ସୁପର-୪ରେ ସ୍ଥାନ ହାସଲ କରିବ। ହଂକଂଙ୍କୁ ଭାରତ ଆଦୌ ହାଲକା ଭାବେ ଗ୍ରହଣ କରିବ ନାହିଁ। ଏସିଆ କପ୍‍ କ୍ୱାଲିଫାୟର୍ସରେ ହଂକଂ ସବୁ ୩ଟି ମ୍ୟାଚ୍‍ ଜିତି ମୁଖ୍ୟ ଡ୍ରରେ ସାମିଲ ହୋଇଥିଲା। ହଂକଂ କ୍ୱାଲିଫାୟର୍ସରେ ଆୟୋଜକ ୟୁଏଇ, ସିଙ୍ଗାପୁର ଓ କୁଏତ ଭଲି ଦଳକୁ ପରାସ୍ତ କରିଥିଲା। ଏହାପୂର୍ବରୁ ଶେଷଥର ପାଇଁ ଭାରତ ଓ ହଂକଂ ୨୦୧୮ ଏସିଆକପ୍‍ରେ ପରସ୍ପରକୁ ଭେଟିଥିଲେ। ଓଡ଼ିଆ ଖେଳାଳି ଅଂଶୁମାନ ରଥଙ୍କ ଦୃଢ଼ ବ୍ୟାଟିଂ ବଳରେ ହଂକଂ ଭାରତକୁ କଡ଼ା ଟକ୍କର ଦେଇଥିଲା ଓ ବିଜୟ ସମ୍ଭାବନା ସୃଷ୍ଟି କରିଥିଲା। ଟି-୨୦ କ୍ରିକେଟରେ ବିପର୍ଯ୍ୟୟ ଘଟାଇବା କୌଣସି ଦଳ ପାଇଁ ଅସମ୍ଭବ ନୁହଁ। କ୍ରିକେଟର ଏହି ଛୋଟ ଫର୍ମାଟ୍‍ରେ ସବୁ ପୂର୍ବାନୁମାନ ଭୁଲ ହୋଇପାରେ। ତେଣୁ ଭାରତ ଏହି ମ୍ୟାଚ୍‍କୁ ଗୁରୁତର ସହ ଗ୍ରହଣ କରିବ।
ପାକିସ୍ତାନ ବିପକ୍ଷରେ ଐତିହାସିକ ବିଜୟ ହାସଲ କରିଥିଲେ ମଧ୍ୟ ଭାରତର କେତୋଟି ସମସ୍ୟା ରହିଛି। ଯଦି ଏଗୁଡିକର ସମାଧାନ ହେବ ତାହାଲେ ଭାରତ ରେକର୍ଡ ଅଷ୍ଟମଥର ପାଇଁ ଚାମ୍ପିଅନ ହେବାର ଗୌରବ ଅର୍ଜନ କରିବ। ଏହା ପୂର୍ବରୁ ଭାରତ ଦିନିକିଆ ସିରିଜରେ ୩-୦ରେ ଜିମ୍ବାୱେକୁ ପରାସ୍ତ କରି କ୍ଲିନ୍‍ ସୁଇପ୍‍ କରିଥିଲା। ପାକିସ୍ତାନ ବିପକ୍ଷରେ ଶୂନରେ ଆଉଟ ହୋଇଥିବା ଲୋକେଶ ରାହୁଲଙ୍କୁ ଯଦି ଦଳରୁ ବାଦ୍‍ ଦିଆଯାଏ ତାହାଲେ ଦୀପକ ହୁଦା କିମ୍ବା ରିଷଭ ପନ୍ତ ସାମିଲ ହୋଇାପାରନ୍ତି। ରୋହିତ ଶର୍ମା ଓ ବିରାଟ କୋହଲି ଭଲ ପ୍ରଦର୍ଶନ କରିବେ ବୋଲି ଆଶା କରାଯାଉଛି। ରୋହିତ ଚଳିତ ବର୍ଷ ୧୪ ଟି-୨୦ ମ୍ୟାଚ୍‍ ଖେଳିଥିଲେ ମଧ୍ୟ ମାତ୍ର ଗୋଟିଏ ଅର୍ଦ୍ଧଶତକ ଅର୍ଜନ କରିଛନ୍ତି। ପ୍ରଥମ ମ୍ୟାଚ୍‍ର ହିରୋ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଉପରେ ସମସ୍ତଙ୍କ ନଜର ରହିବ।
ଭାରତୀୟ ଦଳ: ରୋହିତ ଶର୍ମା (ଅଧିନାୟକ), ଲୋକେଶ ରାହୁଲ, ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ଦୀନେଶ କାର୍ତ୍ତିକ, ହାର୍ଦ୍ଦିକ ପାଣ୍ଡ୍ୟା, ରବୀନ୍ଦ୍ର ଜାଡେଜା, ଭୁବନେଶ୍ୱର କୁମାର, ୟୁଜବେନ୍ଦ୍ର ଚହଲ, ଆଭେସ ଖାନ ଓ ଅର୍ଶଦୀପ ସିଂ।
ହଂକଂ ଦଳ: ନିଜାକତ ଖାନ୍‍ (ଅଧିନାୟକ), ୟାସିମ ମୁର୍ତ୍ତାଜା, ବାବର ହାୟାତ, କିଞ୍ଚିତ ଶାହା, ଏଇଜାଜ ଖାନ, ସ୍କଟ ମ୍ୟାକେନ, ଜିସାନ ଅଲି, ହାରୁନ ଅର୍ଶାଦ, ଏହସାନ ଖାନ, ମହମ୍ମଦ ଘଜନଫର ଓ ଆୟୁସ ଶୁକ୍ଳା।
ଏସିଆ କପ: ଆଜି ସୁପରସଣ୍ଡେର ହାଇଭୋଲଟେଜ ମ୍ୟାଚରେ ମୁହାଁମୁହିଁ ହେବେ ଭାରତ-ପାକିସ୍ତାନ
ଦୁବାଇ: ବିଶ୍ୱ ତଥା ଏସିଆ କ୍ରିକେଟର ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ଭାରତ ଓ ପାକିସ୍ତାନ ମଧ୍ୟରେ ଏସିଆ କପ୍‍ କ୍ରିକେଟରେ ମହା ମୁକାବିଲା ରବିବାର ଏଠାରେ ଅନୁଷ୍ଠିତ ହେବ। ଏହି ମୁକାବିଲାରେ ଭାରତର ଆକ୍ରମଣାତ୍ମକ ଖେଳ ଓ ପାକିସ୍ତାନର ନୂଆ ସଫଳତା ମଧ୍ୟରେ ଏକପ୍ରକାର ମୁକାବିଲା ହେବ ବୋଲି ଆଶା କରାଯାଉଛି। ଉଭୟଙ୍କ ମଧ୍ୟରେ ଦ୍ୱିପାକ୍ଷିକ କ୍ରିକେଟ ସିରିଜ୍‍ ଗତ ଏକ ଦଶନ୍ଧି ହେଲା ଆୟୋଜିତ ହୋଇନାହିଁ। ଯାହା ଫଳରେ ପରସ୍ପର ସହ ମୁକାବିଲା କେବଳ ଏପରି ବଡ଼ ବଡ଼ ଟୁର୍ଣ୍ଣାମେଣ୍ଟରେ ହେଉଛି। ଟି-୨୦ ବିଶ୍ୱକପ୍‍ରେ ଶେଷଥର ଏଠାରେ ଉଭୟ ପରସ୍ପରକୁ ଭେଟିଥିଲେ। ଏଥିରେ ଭାରତ ୧୦ ୱିକେଟରେ ଶୋଚନୀୟ ଭାବେ ପରାଜିତ ହୋଇଥିଲାବେଳେ ରୋହିତ ଶର୍ମାଙ୍କ ଭାରତ ଏହାର ପ୍ରତିଶୋଧ ନେବା ଲକ୍ଷ୍ୟରେ ରହିଛି। ସବୁଠାରୁ ବଡ଼ କଥା ହେଲା ଅଷ୍ଟ୍ରେଲିଆରେ ହେବାକୁ ଥିବା ଟି-୨୦ ବିଶ୍ୱକପ୍‍ ଲାଗି ସମସ୍ତ ଅଂଶଗ୍ରହଣକାରୀ ଦଳ ସେମାନଙ୍କ କମ୍ବିନେସନ ଠିକ୍‍ କରିବା ଉପରେ ଏହି ଟୁର୍ଣ୍ଣାମେଣ୍ଟକୁ ଏକ ଭଲ ପ୍ଲାଟଫର୍ମ ଭାବେ ବିନିଯୋଗ କରୁଛନ୍ତି।
କ୍ରିକେଟରେ ଭାରତ ବନାମ ପାକିସ୍ତାନ ମୁକାବିଲାର ଗୁରୁତ୍ୱ କେବଳ ଦୁଇ ଦେଶ ନୁହେଁ ବରଂ ବିଶ୍ୱର ସମର୍ଥକ ଉତ୍କଣ୍ଠାର ସହ ଉପଭୋଗ କରିଥାନ୍ତି। ଏଭଳି ସ୍ଥିତିରେ ଭାରତ ଏହି ମ୍ୟାଚ୍‍ରେ ନିଜର ପ୍ରାଧାନ୍ୟ ଅବ୍ୟାହତ କରିବା ଲକ୍ଷ୍ୟ ନେଇ ଖେଳିବାକୁ ଯାଉଛି। ଦଳର ୩ ଜଣ ଟପ୍‍ ଅର୍ଡର ବ୍ୟାଟର ତଥା ଅଧିନାୟକ ରୋହିତ ଶର୍ମା, ପୂର୍ବତନ ଅଧିନାୟକ ବିରାଟ କୋହଲି ଓ ଉପଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କ ଲାଗି ପରୀକ୍ଷା ଦେବା ଭଳି। ପାକିସ୍ତାନ ସହ ଏଠାରେ ଶେଷ ମୁକାବିଲାରେ ଭାରତର ଟପ୍‍ ଅର୍ଡର ମାତ୍ର ୨ ଓଭରରେ ପାଭିଲିୟନ ଫେରିଯାଇଥିଲେ। ଯାହା ଫଳରେ ଭାରତ ଶୋଚନୀୟ ପରାଜୟ ବରଣ କରିଥିଲା। ଏଥିରୁ ମୁକୁଳିବାକୁ ଅଧିନାୟକ ରୋହିତ ଏଥର ନିଶ୍ଚୟ ଚେଷ୍ଟା କରିବେ। ସେହିପରି ଫର୍ମ ଫେରିପାଇବାକୁ ବିରାଟ କୋହଲିଙ୍କ ଲାଗି ଏକ ବଡ଼ ସୁଯୋଗ। କିଛି ଦିନର ଭଲ ବିଶ୍ରାମ ନେବା ପରେ କୋହଲି ଏହି ମ୍ୟାଚ୍‍ରେ ଅନ୍ତର୍ଜାତୀୟ କ୍ରିକେଟକୁ ପ୍ରତ୍ୟାବର୍ତ୍ତନ କରିବେ। ତାଙ୍କଠାରୁ ଭଲ ଇନିଂସ ଆଶା କରାଯାଉଛି। ରୋହିତ ଓ ରାହୁଲଙ୍କଠାରୁ ମଧ୍ୟ ସେମାନଙ୍କ ସ୍ୱଭାବ ସୁଲଭ ବ୍ୟାଟିଂ ସମର୍ଥକ ଆଶା ରଖିଛନ୍ତି। ଭାରତର ଟପ୍‍ ଅର୍ଡର ଏସବୁର ସମାଧାନ କରିବା ସହ ନିଜ କ୍ୟାରିୟର ମଧ୍ୟ ସଜାଡିବେ। ଯଦିଓ ପୂର୍ବ ମୁକାବିଲା ଭଳି ଭାରତର ଟପ୍‍ ଅର୍ଡର ଏହି ମ୍ୟାଚ୍‍ରେ ଫେଲ ମାରେ ତେବେ ସୂର୍ଯ୍ୟକୁମାର ଯାଦବ, ଋଷଭ ପନ୍ତ, ହାର୍ଦ୍ଦିକ ପାଣ୍ଡ୍ୟା ଓ ଫିନିସର ଦିନେଶ କାର୍ତ୍ତିକ ବିପଦରୁ ରକ୍ଷା କରିବାକୁ ପ୍ରସ୍ତୁତ। ମୋଟାମୋଟି କହିବାକୁ ଗଲେ ପାକିସ୍ତାନୀ ପେସ୍‍ ବୋଲରଙ୍କୁ ମୁକାବିଲା କରିବାକୁ ଭାରତୀୟ ବ୍ୟାଟର ଏଥର ପୂରା ପ୍ରସ୍ତୁତ ହୋଇ ରହିଛନ୍ତି। ପ୍ରତିପକ୍ଷ ଫାଷ୍ଟ ବୋଲର ସାହିନ ଶାହ ଆଫ୍ରିଦୀ ଆହତ ଯୋଗୁ ଏହି ମ୍ୟାଚ୍‍ ଖେଳୁ ନଥିବାରୁ ଭାରତୀୟ ବ୍ୟାଟର କିଛିଟା ଆଶ୍ୱସ୍ତ ହେବା ସ୍ୱାଭାବିକ୍‍।
ବୋଲିଂରେ ମଧ୍ୟ ଭାରତୀୟ ବୋଲର ଫର୍ମରେ ଅଛନ୍ତି। କିନ୍ତୁ ପାକିସ୍ତାନ ବିପକ୍ଷରେ ଚାପରେ ରହି ଖେଳିବା ଲାଗି ଯେଉଁ ଅଭିଜ୍ଞତା ଆବଶ୍ୟକ ତାହା ଦଳରେ ସ୍ଥାନ ପାଇଥିବା ଦୁଇ ପେସ୍‍ ବୋଲର ଅର୍ଶଦୀପ ସିଂ କିମ୍ବା ଆଭେଶ ଖାନଙ୍କ ନିକଟରେ ନାହିଁ। କେବଳ ସିନିୟର ବୋଲର ଭୁବନେଶ୍ୱର କୁମାର ଏହାର ଉଚିତ ମୁକାବିଲା କରିବାକୁ ସକ୍ଷମ। କିନ୍ତୁ ସ୍ପିନ୍‍ ବିଭାଗରେ ଭାରତ ଶକ୍ତିଶାଳୀ। ରବୀନ୍ଦ୍ର ଜାଡେଜା, ରବି ଅଶ୍ୱିନ ଓ ଯୁଜବେନ୍ଦ୍ର ଚହଲଙ୍କ ଭାରତ ଏହି ମ୍ୟାଚ୍‍ରେ ଖେଳିବାକୁ ସୁଯୋଗ ଦେଇପାରେ।
ଅନ୍ୟପକ୍ଷରେ ପାକିସ୍ତାନୀ ଅଧିନାୟକ ବାବର ଆଜମ ଓ ତାଙ୍କ ଓପନିଂ ପାର୍ଟନର ମହମ୍ମଦ୍‍ ରିଜୱାନ୍‍ ସେମାନଙ୍କ ଜୀବନର ଶ୍ରେଷ୍ଠ ଫର୍ମରେ ଅଛନ୍ତି। ଏମାନଙ୍କ ଯୋଡି ଏବେ ଶ୍ରେଷ୍ଠ ଯୋଡି ଭାବେ ବିବେଚିତ ହେଉଛନ୍ତି। ଭାରତ ବିପକ୍ଷରେ ସଫଳତା ପାଇଥିବା ଫକର ଜମାନ ନଂ-୩ରେ ଖେଳିବେ। ଏମାନଙ୍କ ବ୍ୟତୀତ ୩ ଯୁବ ଖେଳାଳି ମିଡଲ ଅର୍ଡରରେ ଖେଳୁଥିବାରୁ ସେମାନଙ୍କଠାରୁ କି ପ୍ରକାର ଖେଳ ଦେଖିବାକୁ ମିଳିବ ତାହା କହିହେବ ନାହଁ। କିନ୍ତୁ ଦଳର ପେସ୍‍ ବୋଲିଂ ପୂର୍ବପରି ଶାଣିତ ରହିଛି। ଏମାନଙ୍କୁ ମୁକାବିଲା କରିବାକୁ ଭାରତୀୟ ବ୍ୟାଟର କେତେ ପ୍ରସ୍ତୁତ ତାହା ରବିବାର ମୁକାବିଲାରୁ ସ୍ପଷ୍ଟ ହେବ।
ଦୁବାଇରେ ବନ୍ୟା ବିତ୍ପାତ; ବୁଡ଼ିଲା ଶହ ଶହ ଲଗ୍‌ଜୁରୀ କାର୍‌, ଭାଙ୍ଗିଲା ଘର
ଆବୁଧାବି: ମରୁଭୂମି ସହରରେ ପ୍ରଳୟଙ୍କାରୀ ବନ୍ୟା । ଆରବ ଏମିରେଟରେ ବିତ୍ପାତ ରଚିଛି ବନ୍ୟା। ବର୍ଷା ପାଣିରେ ଉବୁଟୁବୁ ହେଉଛି ସୁନାର ସହର ଦୁବାଇ । ଯୁଆଡେ ଦେଖିବ ସିଆଡେ ଖାଲି ପାଣି ଆଉ ପାଣି। ରାସ୍ତା ଉପରେ ଲହଡି ଭାଙ୍ଗୁଛି ବନ୍ୟା ପାଣି । ବର୍ଷାରେ ଜନଜୀବନ ହୋଇପଡିଛି ଅସ୍ତବ୍ୟସ୍ତ । ପକ୍କା ଚିକ୍କଣ ରାସ୍ତା ମଧ୍ୟ ସମୁଦ୍ର ପରି ଭ୍ରମ ସୃଷ୍ଟି କରୁଛି । କେଉଁଠି ରାସ୍ତା ଧୋଇ ହୋଇଛି ତ ପୁଣି କେଉଁଠି ଭାସୁଛି ଶହ ଶହ ଦାମୀ କାର । ପ୍ରାୟ ୨୭ ବର୍ଷ ପରେ ଆରବ ଏମିରେଟରେ ଏଭଳି ବୃଷ୍ଟିପାତ ହୋଇଥିବା କୁହାଯାଉଛି। ଇୟୁରୋପୀୟ ଦେଶମାନଙ୍କରେ ଚଳିତବର୍ଷ ଗ୍ରୀଷ୍ମରେ ନିଆଁ ବର୍ଷୁଥିବା ବେଳେ ଏବେ ମରୁଭୂମିରେ ବନ୍ୟା ସମସ୍ତଙ୍କୁ ଚକିତ କରିଛି।
ୟୁଏଇର ରାସ ଅଲ ଖେମାହ, ସାରାଜାହା, ଫୁଜରା ଓ ଦୁବାଇ ସବୁଠୁ ଅଧିକ ପ୍ରଭାବିତ ହୋଇଛି । ସ୍ଥିତି ଏଭଳି ହୋଇଛି କି ଲୋକମାନେ ଘର ଦ୍ୱାରା ଛାଡି ଅନ୍ୟତ୍ର ଚାଲି ଯାଇଛନ୍ତି । ପ୍ରବଳ ବର୍ଷା ଯୋଗୁଁ ସହରରୁ ସହ ଯୋଗାଯୋଗ ବିଚ୍ଛିନ ମଧ୍ୟ ହୋଇଛି । ସହରର ପ୍ରବେଶ ପଥ ପାଣିରେ ଧୋଇ ହୋଇଛି । ଏଠାରେ ସରକାରଙ୍କ ତରଫରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଲୋକଙ୍କୁ ଉଦ୍ଧାର କରି ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଉଛି। ଏଥିଲାଗି ୫୦ଟି ସ୍ୱତନ୍ତ୍ର ବସ୍‌କୁ ନିୟୋଜିତ କରାଯାଇଛି। ସାରାଜାହା ଓ ଫୁଜେରିଆରେ ପ୍ରାୟ ୪ଲକ୍ଷ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି । ସେପଟେ ପାଣି ଭିତରୁ ୯୦ହଜାର ଲୋକଙ୍କୁ ଉଦ୍ଧାର କରାଯାଇଛି ।
ବର୍ଷା ପରେ ବନ୍ୟା ଯୋଗୁଁ ୭ ଜଣଙ୍କର ମୃତ୍ୟୁ ହୋଇଥିବା ସରକାରୀ ଭାବେ ସୂଚନା ଦିଆଯାଇଛି। ରାସ୍ତାଘାଟ ଧୋଇଯିବା ସହ ବିତ୍ୟୁତ ଖୁଣ୍ଟ ଉପୁଡ଼ି ପଡ଼ିଥିବାରୁ ତୁରନ୍ତ ମରାମତି ଲାଗି ସରକାର ନିର୍ଦ୍ଦେଶ ଦେଇଛନ୍ତି। ପାଣିପାଗ ବିଭାଗର ସୂଚନା ଅନୁସାରେ ଆଗାମି କିଛି ଦିନ ଯାଏଁ ଏଠାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି।
ଖୁବଶୀଘ୍ର ଦୁବାଇରୁ ଭୁବନେଶ୍ୱର ଉଡ଼ିବ ଡାଇରେକ୍ଟ ଫ୍ଲାଇଟ୍, ମୁଖ୍ୟମନ୍ତ୍ରୀଙ୍କ ଘୋଷଣା
ଦୁବାଇ: ଖୁବଶୀଘ୍ର ଦୁବାଇରୁ ଭୁବନେଶ୍ୱର ଉଡ଼ିବ ଡାଇରେକ୍ଟ ଫ୍ଲାଇଟ୍ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା । ଫଳରେ ଭୁବନେଶ୍ୱରରୁ ଦୁବାଇ ଓ ଦୁବାଇରୁ ଭୁବନେଶ୍ୱର ସିଧାସଳଖ ବିନା ଦ୍ୱିଧା ବିନା ଅପେକ୍ଷାରେ ଯାଇପାରିବେ ଲୋକ । ଗତକାଲି ଦୁବାଇରେ ଆୟୋଜିତ ଭବ୍ୟ ମେକ୍ ଇନ୍ ଓଡ଼ିଶା କନକ୍ଲେଭରେ ଏପରି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । କୋଭିଡ ସମୟରେ ଏପରି ଏକ ଡାଇରେକ୍ଟ ଫ୍ଲାଇଟ୍ ଉଡ଼ିବା ନେଇ ଯୋଜନା ହେଉଥିବା ବେଳେ ଦୁବାଇ ଗସ୍ତରେ ଯାଇ ମୁଖ୍ୟମନ୍ତ୍ରୀ ଏହି ଫ୍ଲାଇଟ୍ ଖୁବଶୀଘ୍ର ଉଡ଼ିବ ବୋଲି ଘୋଷଣା କରିଛନ୍ତି । ଏହାସହ ଆପଣମାନେ ଖୁସି ତ ବୋଲି ପ୍ରବାସୀଙ୍କୁ ପଚାରିଥିଲେ ମୁଖ୍ୟମନ୍ତ୍ରୀ । ଏବଂ ସେମାନେ ଖୁସି ତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବି ଖୁସି ବୋଲି କହିଥିଲେ ।
ଦୁବାଇରେ ଆୟୋଜିତ ମେକ୍ ଇନ୍ ଓଡ଼ିଶା କନକ୍ଲେଭରେ ଶୁଭିଲା ବନ୍ଦେ ଉତ୍କଳ ଜନନୀ ଗୀତ । କନକ୍ଲେଭରେ ଉପସ୍ଥିତ ଥିବା ପ୍ରବାସୀ ଓଡ଼ିଆ ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସାରେ ଶତମୁଖ ହେବା ସହ ମୁଖ୍ୟମନ୍ତ୍ରୀଙ୍କୁ ପାଖରୁ ଦେଖି ବେଶ ଉତ୍ସାହିତ ଥିଲେ । ଏମିତିକି ଓଡ଼ିଶା କଳା ସଂସ୍କୃତିର ଝଲକ୍ ଦୁବାଇରେ ବି ଦେଖିବାକୁ ମିଳିଥିଲା । ଏହା ସହ OFUAE ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ସମ୍ବର୍ଦ୍ଧିତ କରିଯାଇଥିଲା । ସେପଟେ କୋଭିଡ ସମୟରେ ବିଦେଶରୁ ପ୍ରବାସୀଙ୍କୁ ଆଣିବାରେ ଯେଉଁଠି ଅନ୍ୟ ରାଜ୍ୟ ମନା କରି ଦେଇଥିଲେ । ସେଠାରେ ଓଡ଼ିଶା ନିଜେ ନିଜ ଖର୍ଚ୍ଚରେ ପ୍ରବାସୀଙ୍କୁ ଓଡ଼ିଶା ଆଣିଥିଲା ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ । ଏନେଇ ପ୍ରବାସୀଙ୍କୁ ସୂଚନା ଦେଇଥିଲେ 5-T ସଚିବ ଭି.କେ ପାଣ୍ଡିଆନ ।
ଦୁବାଇରେ ମୁଖ୍ୟମନ୍ତ୍ରୀ: ନିବେଶକଙ୍କୁ ଦେବେ ନିମନ୍ତ୍ରଣ, ବ୍ୟାପକ ନିଯୁକ୍ତି ସୁଯୋଗ ପାଇଁ ଫିଟିବ ବାଟ
ଆବୁଧାବି: ଦୁବାଇରେ ପହଞ୍ଚିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଟିମ୍ ଓଡ଼ିଶା। ଆଗାମୀ ୨୯ ରେ ଆୟୋଜନ ହେବ ମେକ ଇନ ଓଡ଼ିଶା କନକ୍ଲେଭ। ଏଥିପାଇିଁ ଆରମ୍ଭ ହୋଇଛି କାଉଣ୍ଟଡାଉନ। ମଧ୍ୟପ୍ରାଚ୍ୟର ନିବେଶକଙ୍କ ସହ ସିଧାସଳଖ ଆଲୋଚନା କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଖାଦ୍ୟ ପ୍ରକ୍ରିୟାକରଣରୁ ନେଇ ଡାଉନଷ୍ଟ୍ରିମ ଇଣ୍ଡଷ୍ଟ୍ରିରେ ବ୍ୟାପକ ପୁଞ୍ଜିନିବେଶ ପାଇଁ ନବୀନ ଆମନ୍ତ୍ରଣ କରିବେ। ସୌର ଶକ୍ତି କ୍ଷେତ୍ରରେ ବି ପୁଞ୍ଜି ନିବେଶର ଆଶା ରହିଛି । ସରକାରଙ୍କ ସିଙ୍ଗଲ ଉଇଣ୍ଡୋ ଯୋଗୁଁ କିପରି ଓଡ଼ିଶା ଏବେ ଇନଭେଷ୍ଟମେଣ୍ଟ ହବ୍‌ରେ ପରିଣତ ହୋଇଛି ସେ ନେଇ ବୁଝାଇ କହିବେ ନବୀନ । ଇନଭେଷ୍ଟର ମିଟ୍ ପରେ ପ୍ରବାସୀ ଓଡ଼ିଆଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ଓ ଟିମ୍ ଓଡ଼ିଶା ଆଲୋଚନା ବି କରିବେ ।
ମୁଖ୍ୟମନ୍ତ୍ରୀଙ୍କ ଓ୍ବାନ ଟୁ ଓ୍ବାନ ପୂର୍ବରୁ ଅଧିକାରୀମାନେ ବିଭିନ୍ନ କର୍ପୋରେଟ କମ୍ପାନୀ ସହ ପୁଞ୍ଜିନିବେଶର ବାସ୍ତବତା, ସମ୍ଭାବନା ଓ ସୁଯୋଗ ଆଲୋଚନା କରି ଖସଡ଼ା ପ୍ରସ୍ତୁତ କରୁଛନ୍ତି । ଏଥିସହ ଓଡ଼ିଶା କାହିଁକି ଉତ୍ତମ ବିକଳ୍ପ ସେକଥା କହିବେ ରାଜ୍ୟରେ ସଫଳତାର ସହ ପୁଞ୍ଜିନିବେଶ କରିଥିବା ଶିଳ୍ପପତିଙ୍କ ପ୍ରତିନିଧି ଦଳ ।
ପୁଞ୍ଜିନିବେଶ କ୍ଷେତ୍ରରେ ଶୂନରୁ ଶୀର୍ଷରେ ପହଞ୍ଚିଛି ଓଡ଼ିଶା । ୨୨ ବର୍ଷରେ ବଦଳିଛି ଚିତ୍ର । ଶିଳ୍ପ ଆଉ ସ୍ବପ୍ନ ନୁହେଁ । ନିବେଶ ପାଇଁ ଓଡ଼ିଶା ନାଁ ହିଁ କାଫି । ଏସବୁ ସମ୍ଭବ ହୋଇପାରିଛି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଜନ ଓ ପ୍ଲାନ ପାଇଁ । କେବଳ ଜାତୀୟ ନୁହେଁ ଅନ୍ତର୍ଜାତୀୟ ସ୍ତରର ବଡ଼ ବଡ଼ କର୍ପୋରେଟ କମ୍ପାନୀ ଏବେ ଓଡ଼ିଶା ମୁହାଁ । ମଧ୍ୟପ୍ରାଚ୍ୟରେ ମେକ ଇନ ଓଡ଼ିଶା କନକ୍ଲେଭ ବି ରାଜ୍ୟ ଶିଳ୍ପ ଅଭିବୃଦ୍ଧି ପାଇଁ ଆଣିବ ବଡ଼ ସୁଯୋଗ । କନକ୍ଲେଭ ପରେ ୟୁନାଇଟେଡ଼୍ ଆରବ ଏମିରେଟ୍ସର ୭ଟି ଦେଶରେ ରହୁଥିବା ପ୍ରବାସୀ ଓଡ଼ିଆଙ୍କ ସହ ମୁଖ୍ୟମନ୍ତ୍ରୀ ଓ ଟିମ୍ ଓଡ଼ିଶା ରାଜ୍ୟର କଳା,ସଂସ୍କୃତିରେ ଭାବ ବିନିମୟ ନେଇ ଆଲୋଚନା କରିବେ ।
ପୁଞ୍ଜିନିବେଶ ପାଇଁ ବଡ଼ ପ୍ଲାଟଫର୍ମ ସାଜିବ ମେକ ଇନ ଓଡ଼ିଶା କନକ୍ଲେଭ । ଏହାଦ୍ବାରା ଓଡ଼ିଶାରେ ବ୍ୟାପକ ନିଯୁକ୍ତି ସୁଯୋଗ ପାଇଁ ବାଟ ଫିଟିବ । ୨୯ରେ ମେକ୍ ଇନ୍ ଓଡ଼ିଶା କନକ୍ଲେଭରେ ମୁଖ୍ୟମନ୍ତ୍ରୀ ଯୋଗଦେବା ପରେ ୩୦ରେ ଦିଲ୍ଲୀରେ ପହଞ୍ଚିବେ। ସେହିଦିନ ରାତିରେ ମୁଖ୍ୟମନ୍ତ୍ରୀ ଭୁବନେଶ୍ବର ଫେରିବାର କାର୍ଯ୍ଯକ୍ରମ ରହିଛି।
ଦୁବାଇ: ଚଳିତ ଆଇସିସି ଟି-୨୦ ବିଶ୍ବକପ୍‌ରେ ରବିବାର ସୁପର୍‌-୧୨ ପର୍ଯ୍ୟାୟ ଗ୍ରୁପ୍‌-୨’ର ଏକ ଗୁରୁତ୍ଵପୂର୍ଣ୍ଣ ମୁକାବିଲାରେ ଆଜି ଭାରତ ଓ ନ୍ୟୁଜିଲାଣ୍ଡ ପରସ୍ପର ସାମ୍ନାସାମ୍ନି ହେବାକୁ ଯାଉଛନ୍ତି । ଏହି ଗ୍ରୁପ୍‌ରେ ଉଭୟ ଭାରତ ଓ ନ୍ୟୁଜିଲାଣ୍ଡ ସେମାନଙ୍କ ପ୍ରଥମ ମ୍ୟାଚରେ ପାକିସ୍ତାନ ନିକଟରୁ ପରାସ୍ତ ହୋଇଛନ୍ତି। ତେଣୁ ସେମିଫାଇନାଲରେ ପ୍ରବେଶ କରିବା ପାଇଁ ହେଲେ ଏହି ମ୍ୟାଚ୍ ଉଭୟ ଦଳ ଲାଗି କ୍ୱାର୍ଟର ଫାଇନାଲ ସଦୃଶ ହୋଇଛି। ଅର୍ଥାତ୍ ଯେଉଁଦଳ ଆଜି (ରବିବାର) ମ୍ୟାଚରେ ବିଜୟୀ ହେବ ସେହି ଦଳ ସେମିଫାଇନାଲ ଖେଳିବାର ସୁଯୋଗ ଅଧିକ ସୃଷ୍ଟି କରିବ। ଦୁବାଇରେ ସନ୍ଧ୍ୟା ୭ଟା ୩୦ରେ ଖେଳାଯିବାକୁ ଥିବା ସୁପର୍‌-୧୨ ପର୍ଯ୍ୟାୟର ଏହି ମ୍ୟାଚ୍ ଏକପ୍ରକାର ‘କର ବା ମର’ ପରିସ୍ଥିତି ସୃଷ୍ଟି କରିଛି।
ନ୍ୟୁଜିଲାଣ୍ଡ ଭଳି ଏକ ଦକ୍ଷ ଦଳ ବିପକ୍ଷରେ ବିଜୟ ହାସଲ କରିବା ଭାରତ ପାଇଁ ସେତେଟା ସହଜ ହେବ ନାହିଁ । ବିଶେଷ କରି କିୱି ଦଳର ଦୁଇ ଦ୍ରୁତ ବୋଲର୍ ଟ୍ରେଣ୍ଟ ବୋଲ୍ଟ ଓ ଟିମ୍ ସୌଦୀ ଭାରତର ଆଗଧାଡ଼ିର ବ୍ୟାଟର୍‌ଙ୍କ ପାଇଁ ଅଡ଼ୁଆ ସୃଷ୍ଟି କରିବେ | ପାକିସ୍ତାନର ବାମହାତୀ ଦ୍ରୁତ ବୋଲର ଶାହୀନ୍ ଆଫ୍ରିଦୀ ଯେଉଁଭଳି ଭାରତୀୟ ଦଳର ବ୍ୟାଟିଂ ବିପର୍ଯ୍ୟୟ କରିଥିଲେ ବୋଲ୍ଟ ମଧ୍ୟ ସେହି ଭୂମିକା ତୁଲାଇବା ଲକ୍ଷ୍ୟରେ ରହିଛନ୍ତି। ପାକିସ୍ତାନ ବିପକ୍ଷରେ ଅଧିନାୟକ କୋହଲିଙ୍କୁ
ଛାଡ଼ିଦେଲେ ଅନ୍ୟକେହି ଆଖୁଦୃଶିଆ ପ୍ରଦର୍ଶନ କରିପାରି ନ ଥିଲେ। ତେଣୁ ଭାରତୀୟ ବ୍ୟାଟର୍‌ଙ୍କ ପାଇଁ ଏହି ମ୍ୟାଚ୍ ବେଶ୍ ଗୁରୁତ୍ଵ ରଖୁଛି। ତେବେ ଭାରତୀୟ ମ୍ୟାନେଜମେଣ୍ଟ ପାଇଁ ସବୁଠୁ ଚିନ୍ତାଜନକ ପରିସ୍ଥିତି ସୃଷ୍ଟି କରିଛନ୍ତି ଅଧା ଫିଟ୍ ହାର୍ଦ୍ଦିକ ପାଣ୍ଡ୍ୟା ଓ ଫର୍ମରେ ନ ଥିବା ଭୁବନେଶ୍ଵର କୁମାର। ପିଠିଜନିତ ଯନ୍ତ୍ରଣା ପରଠାରୁ ପାଣ୍ଡ୍ୟା ଆଉ ବୋଲିଂ ଟ୍ରାକ୍‌କୁ ଫେରିନାହାନ୍ତି। ବିଗତ ୨ଦିନ ହେବ ହାର୍ଦ୍ଦିକ ନେଟରେ ବୋଲିଂ ଅଭ୍ୟାସ କରୁଥିଲେ ମଧ୍ୟ ତାଙ୍କୁ ଚୂଡ଼ାନ୍ତ ଏକାଦଶରେ ସ୍ଥାନ ମିଳିବା ନେଇ ସ୍ପଷ୍ଟ ରିପୋର୍ଟ ମିଳିନାହିଁ। ପାଣ୍ଡ୍ୟାଙ୍କ ସ୍ଥାନରେ ଶାର୍ଦ୍ଦୁଳ ଠାକୁରଙ୍କୁ ଦଳରେ ସାମିଲ କରିବାକୁ କ୍ରିକେଟ୍‌ ବିଶେଷଜ୍ଞମାନେ ପରାମର୍ଶ ଦେଇଛନ୍ତି। ବୋଲିଂ ବିଭାଗ ମଧ୍ୟ ପାକିସ୍ତାନ ବିପକ୍ଷ ମ୍ୟାଚରେ ସମ୍ପୂର୍ଣ୍ଣ ଫେଲ୍ ମାରିଥିଲା। କୌଣସି ଭାରତୀୟ ବୋଲର ପାକ୍ ଦଳର ଗୋଟିଏ ହେଲେ ୱିକେଟ୍‌ ଅକ୍ତିଆର କରିବାରେ ବିଫଳ ହୋଇଥିଲେ।
ଅପରପକ୍ଷରେ କୋହଲିଙ୍କ ପାଇଁ ମଧ୍ୟ ଚଳିତ ଟି ୨୦ ବିଶ୍ବକପ୍ ଏହି ଫର୍ମାଟ୍‌ରେ ଶେଷ ନେତୃତ୍ବ। ଏହାପରେ ସେ ଟି-୨୦ ଅଧିନାୟକ ପଦ ଛାଡ଼ିବେ ବୋଲି ଘୋଷଣା କରିସାରିଛନ୍ତି। ତେଣୁ ସେ ତାଙ୍କ ଟି-୨୦ ନେତୃତ୍ବକୁ ସ୍ମରଣୀୟ ଭାବେ ଶେଷ କରିବାକୁ ଲକ୍ଷ୍ୟ ରଖୁଛନ୍ତି। ଇତିହାସ ଉପରେ ନଜର ପକାଇଲେ ଭାରତ ଶେଷଥର ଲାଗି ଆଇସିସି ଇଭେଣ୍ଟ (ଟି-୨୦, ଏକଦିବସୀୟ ଓ ଟେଷ୍ଟ ଚାମ୍ପିଅନ୍‌ସିପ୍)ରେ ୨୦୦୩ରେ ନ୍ୟୁଜିଲାଣ୍ଡକୁ ପରାସ୍ତ କରିଥିଲା। ସେହିଭଳି ଟି-୨୦ ବିଶ୍ବକପ୍‌ରେ ଉଭୟ ଦଳ ୨ଥର ଭେଟାଭେଟି ହୋଇଛନ୍ତି। ଯେଉଁଥିରେ ଉଭୟ ମ୍ୟାଚରେ ଭାରତକୁ ନିରାଶ ହେବାକୁ ପଡ଼ିଛି।
ସମ୍ଭାବ୍ୟ ଏକାଦଶ
ଭାରତୀୟ ଦଳ: ବିରାଟ କୋହଲି (ଅଧୁନାୟକ), ରୋହିତ୍ ଶର୍ମା, ଲୋକେଶ ରାହୁଲ, ସୂର୍ଯ୍ୟକୁମାର ଯାଦବ, ଋଷଭ ପନ୍ତ, ହାର୍ଦ୍ଦିକ ପାଣ୍ଡ୍ୟା, ରବୀନ୍ଦ୍ର ଜାଡେଜା, ଭୁବନେଶ୍ୱର କୁମାର, ମହମ୍ମଦ ସାମି, ଯଶପ୍ରୀତ୍ ବୁମରା, ବରୁଣ ଚକ୍ରବର୍ତ୍ତୀ, ଶାର୍ଦ୍ଦୁଳ ଠାକୁର, ରବିଚନ୍ଦ୍ରନ ଅଶ୍ବିନ, ଇଶାନ କିସାନ ଓ ରାହୁଲ ଚହର |
ନ୍ୟୁଜିଲାଣ୍ଡ ଦଳ: କେନ୍‌ ୱିଲିୟମସନ୍ (ଅଧିନାୟକ), ମାର୍ଟିନ ଗୁପ୍‌ଟିଲ, ଡାର୍ଲି ମିଚଲେ, ଡେଭନ୍‌ କନ୍‌ୱେ, ଟିମ୍ ସିଫର୍ଟ (ୱିକେଟ୍‌କିପର), ଜେମ୍ସ ନିଶାମ, ଗ୍ଲେନ ଫିଲିପ୍ସ, ମିଚେଲ ସାଣ୍ଟନର, ଇଶ୍‌ ସୋଧି, ଟ୍ରେଣ୍ଟ ବୋଲ୍ଟ, ଟିମ୍ ସୌଦୀ, ମାର୍କ ଚାମ୍ପମାନ, ଆଦାମ୍ ମିଲନେ, କାଏଲ ଜେମିସନ ଓ ଟଡ୍ ଅଷ୍ଟଲ।
ସୁନାର ଆଇସ୍‌କ୍ରିମ୍ ! ଦାମ୍ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ
ଆଇସ୍‌କ୍ରିମ୍ ଖାଇବାକୁ କିଏ ବା ଭଲ ନପାଏ । ଛୋଟ ପିଲାଙ୍କଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତି ପର୍ଯ୍ୟନ୍ତ, ସମସ୍ତଙ୍କର ଆଇସ୍‌କ୍ରିମ୍ ଅତ୍ୟନ୍ତ ପ୍ରିୟ । ତେବେ ଦୁବାଇରେ ଏଭଳି ଏକ ଆଇସ୍‌କ୍ରିମ୍ ମିଳୁଛି, ଯେଉଁଥରେ ସୁନା ପକାଯାଇ ପରଷା ଯାଉଛି। ଏହାର ଦାମ୍ ୬୦ ହଜାର ଟଙ୍କା ହୋଇଥିବାବେଳେ ୨୦୧୫ ମସିହାରେ ଦୁବାଇର ସ୍କୁପି କେଫେରେ ଏହାକୁ ଲଞ୍ଚ କରାଯାଇଥିଲା । ଏହାକୁ ବିଶ୍ବର ସବୁଠୁ ଦାମୀ ଆଇସ୍‌କ୍ରିମ୍ ଭାବେ ବିବେଚନା କରାଯାଏ। ‘ବ୍ଲାକ୍ ଡାଇମଣ୍ଡ’ ନାମକ ଏହି ଆଇସ୍‌କ୍ରିମ୍‌ରେ ୨୩ କ୍ୟାରେଟ୍‌ର ସୁନାର ବ୍ୟବହାର କରାଯାଇଛି। ଏତଦ୍‌ବ୍ୟତୀତ ଏଥିରେ ମାଡାଗାସ୍କର ଭାନିଲା ଆଇସ୍‌କ୍ରିମ୍, ଇରାନ୍‌ର କେସର ଓ ବ୍ଲାକ୍ ଟଫଲ୍‌ର ମଧ୍ୟ ବ୍ୟବହାର କରାଯାଇଛି । ଏହି କାରଣରୁ ‘ବ୍ଲାକ୍ ଡାଇମଣ୍ଡ’ ଆଇସ୍‌କ୍ରିମ୍‌ର ଦାମ୍ ଏତେ ଅଧିକ । ନିକଟରେ ଦୁବାଇ ଗସ୍ତ ସମୟରେ ଅଭିନେତ୍ରୀ ତଥା ଟ୍ରାଭେଲ୍ ବ୍ଲଗର ଶେନାଜ୍ ଟ୍ରେଜେରୀ ଏହି ଆଇସ୍କ୍ରିମ୍ ବିଷୟରେ କହିଥିଲେ। ଆଇସକ୍ରିମ ଖାଇବାର ଏକ ଭିଡିଓ ସେୟାର କରି ଶେନାଜ୍ କ୍ୟାପସନରେ ଲେଖିଥିଲେ ‘ଏମିତି କେଉଁ ଜିନିଷ ଅଛି, ଯାହା ଟଙ୍କା ଦ୍ବାରା କିଣା ଯାଇପାରିବ ନାହିଁ? ଗୋଟିଏ ଆଇସ୍କ୍ରିମ୍ ପାଇଁ ୬୦,୦୦୦ ଟଙ୍କା ! ମୁଁ ଦୁବାଇରେ ସୁନା ଖାଉଛି। ଏହା ହେଉଛି ଦୁନିଆର ସବୁଠାରୁ ମହଙ୍ଗା ଆଇସ୍କ୍ରିମ୍ । ଏହି ସୁସ୍ବାଦୁ ଆଇସ୍‌କ୍ରିମ୍ ଖାଇବା ଅନୁଭୂତି ସ୍ବତନ୍ତ୍ର । ସେମାନେ ମୋତେ ଫ୍ରିରେ ଏହାକୁ ଖାଇବାକୁ ଦେଇଛନ୍ତି।’