Dhankanal - The Sakala

ଢ଼େଙ୍କାନାଳରେ ପୁଣି ଲଜ୍ୟା: ଯୁବତୀଙ୍କୁ ଦୁଷ୍କର୍ମ ପରେ ପଥରରେ ଛେଚି ହତ୍ୟା ଉଦ୍ୟମ
ଢ଼େଙ୍କାନାଳ: ଢ଼େଙ୍କାନାଳରେ ପୁଣି ଲଜ୍ୟା । ଯୁବତୀଙ୍କୁ ଦୁଷ୍କର୍ମ ପରେ ପଥରରେ ଛେଚି ମାରିଦେବାକୁ ଉଦ୍ୟମ । ଢେଙ୍କାନାଳ ଜିଲ୍ଲା ଭାପୁର ଥାନା ଅଞ୍ଚଳରେ ଘଟିଛି ଏପରି ଅଭାବନୀୟ ଘଟଣା। ଘଟଣା ପରେ ପୀଡ଼ିତାଙ୍କୁ ଉଦ୍ଧାର କରି ସ୍ଥାନୀୟ ଲୋକମାନେ ଏକ ଟ୍ରଲି ଯୋଗେ ଟାଣିଟାଣି ନେଇ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରୁ ତାଙ୍କୁ ଗୁରୁତର ଅବସ୍ଥାରେ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।

ପରିବାର ପଵାକ୍ୟରୁ ଥାନାରେ ଏତଲା ପରେ ପୋଲିସ ଘଟଣାର ତଦନ୍ତ କରୁଛି । ଟ୍ରଲି ମାଧ୍ୟମରେ ପୀଡ଼ିତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯିବାକୁ ନେଇ ଉଦବେଗ ପ୍ରକାଶ ପାଇଛି। କାହଁକି ଆମ୍ବୁଲାନ୍ସ ଘଟଣାସ୍ଥଳକୁ ଆସିଲାନି କିମ୍ବା ଅନ୍ୟ ଗାଡ଼ିରେ ପୀଡ଼ିତାଙ୍କୁ ନିଆଗଲାନି ତାକୁ ନେଇ ପ୍ରଶ୍ନ ଉଠିଛି।