odishanes - The Sakala

ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ, ଚୁଚୁନ୍ଦ୍ରା କାମୁଡିଥିବା ଭାବି ଗୁରୁତ୍ୱ ଦେଇନଥିଲେ
ପାଟଣା: ପାଟଣା ବ୍ଲକ ଏରେଣ୍ଡେଇ ପଞ୍ଚାୟତରେ ଘଟିଛି ଅଭାବନୀୟ ଘଟଣା। ରାତିରେ ଶୋଇଥିବା ବେଳେ ଏକ ବିଷଧର ସାପ କାମୁଡି ଦେବା ଫଳରେ ଗ୍ରାମ ଗୋବିନ୍ଦ ମୁଣ୍ଡାଙ୍କ ସ୍ତ୍ରୀ ପାଙ୍ଗଲା ମୁଣ୍ଡା(୪୦) ଙ୍କ ମୃତ୍ୟୁ ଘଟିଛି। ରାତିରେ ପରିବାର ଲୋକେ ଚୁଚୁନ୍ଦ୍ରା କାମୁଡିଥିବା ଭାବି ଗୁରୁତ୍ୱ ଦେଇନଥିଲେ ହେଲେ ଆଜି ସକାଳୁ ସେ ନଉଠିବାରୁ ତାଙ୍କୁ ପାଟଣା ଡାକ୍ତରଖାନାକୁ ଆଣି ଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପାଟଣା ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇ ତଦନ୍ତ ଜାରି ରହିଛି।