Bari - The Sakala

ବରିରେ କେନ୍ଦ୍ରମନ୍ତ୍ରୀଙ୍କୁ କଳାପତାକା ଦେଖାଇଲେ କଂଗ୍ରେସ କର୍ମୀ
ଯାଜପୁର: କେନ୍ଦ୍ର ଆଦିବାସୀ କଲ୍ୟାଣ ଓ ବ୍ୟାପାର ମନ୍ତ୍ରୀ ଅର୍ଜୁନ ମୁଣ୍ଡାଙ୍କୁ କଳାପତକା ପ୍ରଦର୍ଶନ । ଯାଜପୁର ବରିରେ ବିରୋଧ ପ୍ରଦର୍ଶନ କରଛନ୍ତି ଯୁବ କଂଗ୍ରେସ କର୍ମୀ । କଳାମାଟିଆ ମୁଖ୍ୟ ରାସ୍ତାର ଗାନ୍ଧୀ ଛକରେ ବିରୋଧ କରିବା ସହ କଳା ପତାକା ଦେଖାଇଥିଲେ କଂଗ୍ରେସ କର୍ମୀ । ଶହ ଶହ ବିଜେପି କର୍ମୀ ଓ ପୁଲିସର କଡା ସୁରକ୍ଷା ମଧ୍ୟରେ ବି କଂଗ୍ରେସ କର୍ମୀ ମନ୍ତ୍ରୀଙ୍କ ଗାଡି ଆଗକୁ ଯାଇ କଳା ପତକା ପ୍ରଦର୍ଶନ କରିଥିବା ଦେଖିବାକୁ ମିଳିଛି। ଦୁଇ ଦିନିଆ ଯାଜପୁର ଗସ୍ତରେ ଥିବା କେନ୍ଦ୍ର ମନ୍ତ୍ରୀ ଅର୍ଜୁନ ମୁଣ୍ଡାଙ୍କ ଆଜି ଥିଲା ବରି ଗସ୍ତ କାର୍ଯ୍ଯକ୍ରମ ।

ଗାଧୋଉଥିବା ବେଳେ ନଦୀରେ ବୁଡି ଦୁଇ ଯୁବକଙ୍କ ମୃତ୍ୟୁ
ଯାଜପୁର:ଯାଜପୁର ଜିଲ୍ଲା ବରୀ ବ୍ଲକ ଅନ୍ତର୍ଗତ ଶଙ୍କରାକୂଳ ଗାଁ ନିକଟ ବ୍ରାହ୍ମଣୀ ନଦୀରେ ଗାଧୋଉ ଥିଲା ବେଳେ ଦୁଇ ଯୁବକଙ୍କ ପାଣିରେ ବୁଡି ମୃତ୍ୟୁ ହୋଇଛି । ନଦୀରେ ଗାଧୋଉଥିବା ସମୟରେ ଦୁଇ ଯୁବକ ବହୁ ସମୟ ପର୍ଯ୍ୟନ୍ତ ନିଖୋଜ ହୋଇ ଯାଇଥିଲେ । ଦମକଳ ବାହିନୀ ଦୁଇ ନିଖୋଜଙ୍କୁ ଉଦ୍ଧାର କରିଥିଲେ । ଉଦ୍ଧାର ପରେ ଦୁଇ ଯୁବକଙ୍କୁ ବରୀ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା । ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ । ମୃତ ଯୁବକ ଦ୍ୱୟ ହେଲେ ବାଲିଆ ଗାଁର ଶରତ ମିଶ୍ରଙ୍କ ପୁଅ ସୁନୀଲ (୨୩) ଏବଂ କାଳନ୍ଦୀ ପଣ୍ଡାଙ୍କ ପୁଅ ଜିତେନ୍ଦ୍ର (୧୮) । ପୁଲିସ ଶବକୁ ବ୍ୟବଚ୍ଛେଦ ପାଇଁ ଯାଜପୁର ପଠାଇଛି । ଦୁଇ ଜଣ ଯୁବକଙ୍କ ଏଭଳି ଅକାଳ ବିୟୋଗରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।