ILS - The Sakala
ଆଇଏଲ୍‌ଏସ୍‌ର ଯକ୍ଷ୍ମା ଟିକା ଗବେଷଣା ସଫଳ; ବିଶ୍ୱ ବଜାରରେ ଟିକା ପହଞ୍ଚାଇବା ପାଇଁ ଏମ୍‌ଓୟୁ ସ୍ୱାକ୍ଷରିତ
ଭୁବନେଶ୍ୱର: ଯକ୍ଷ୍ମା ନିରାକରଣରେ ଦିଗରେ ଏକ ଅଭୂତପୂର୍ବ ସଫଳତା ମିଳିଛି। ଭୁବନେଶ୍ୱର ଆଇଆଇଟି ଏବଂ ଜୀବ ବିଜ୍ଞାନ ପ୍ରତିଷ୍ଠାନ (ଆଇଏଲଏସ), ଭୁବନେଶ୍ୱର ମିଳିତ ଭାବେ ଏକ ପ୍ରଭାବଶାଳୀ ଯକ୍ଷ୍ମା ଟିକାର ଉଦ୍ଭାବନ କରିଛନ୍ତି। ଏହି ଟିକାକୁ ବିଶ୍ୱ ବଜାରରେ ପହଞ୍ଚାଇବା ଏବଂ ଅଧିକ ଗବେଷଣା ପାଇଁ ସୋମବାର ଆଇଆଇଟି, ଆଇଏଲ୍‌ଏସ୍‌ ଏବଂ ନ୍ୟାସନାଲ ରିସର୍ଚ୍ଚ ଡେଭଲପମେଣ୍ଟ କର୍ପୋରେସନ୍‌ ପକ୍ଷରୁ ଟେକ୍‌-ଇନଭେନସନ୍‌ ଲାଇଫ କେୟାର ନାମକ ଘରୋଇ ସଂସ୍ଥା ସହ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ଏଚ୍‌ଏସ୍‌ପି ସବ-ୟୁନିଟ୍‌ ନାମକ ଏହି ଭାକ୍ସିନ୍‌ ଯକ୍ଷ୍ମା ନିୟନ୍ତ୍ରଣରେ ବହୁତ ଭଲ ପ୍ରଭାବ ଦେଖାଉଛି। ଆଇଆଇଟିର ପ୍ରଫେସର୍‌ ଆଶିଷ ବିଶ୍ୱାସ, ଆଇଏଲସର ଡ. ସୁନୀଲ କୁମାର ରାଘବଙ୍କ ନେତୃତ୍ୱରେ ଗବେଷକଙ୍କ ଦଳ ଏହି ସଫଳତା ପାଇଛି।
ଦେହରେ ମାସେ ପର୍ୟ୍ୟନ୍ତ ସକ୍ରିୟ ରହୁଛି କରୋନା ଭାଇରସ୍‌ : ଆଇଏଲଏସ ନିର୍ଦ୍ଦେଶକ
ଭୁବନେଶ୍ବର : ରାଜ୍ୟରେ କରୋନା ସଂକ୍ରମଣରେ ଆସୁଛି ସୁଧାର । ସ୍ଥିତି ଧିରେ ଧିରେ ନିୟନ୍ତ୍ରଣକୁ ଆସୁଥିବା ବେଳେ, ସ୍ଥିର ରହିଛି ସଂକ୍ରମଣ । ଯେଉଁମାନେ ସଂକ୍ରମିତ ହେଉଛନ୍ତି, ସେମାନଙ୍କ ଦେହରେ ମାସେ କାଳ ଭାଇରସ୍ ରହୁଛି । ତେଣୁ ଲୋକ ଅଧିକ ସଚେତନ ରହିବାକୁ ପରାମର୍ଶ ଦେଇଛନ୍ତି ଆଇଏଲଏସ ନିର୍ଦ୍ଦେଶକ ଅଜୟ ପରିଡ଼ା ।
ତାଙ୍କ କହିବା କଥା ହେଲା, ଟିକା ନେବାର ୧୪ ଦିନ ପରେ ଯେଉଁମାନେ କରୋନାରେ ସଂକ୍ରମିତ ହେଉଛନ୍ତି, ସେମାନଙ୍କ ଭିତରୁ ୮୦ ପ୍ରତିଶତ ଲୋକ ଗୁରୁତର ହେଉନାହାନ୍ତି । ୬୨ଟି ଦେଶରେ ଡେଲଟା ପ୍ଲସ୍ ଭାଇରସ୍ ଦେଖାଦେଇଛି । ଭାରତରେ ୪୨ଟି କେସ୍ ଦେଖା ଦେଇଥିବା ବେଳେ, ଓଡ଼ିଶାରେ ଜଣେ ଚିହ୍ନଟ ହୋଇଥିଲେ । ଡେଲଟା ପ୍ଲସ୍ ଭାଇରସ୍ ରୂପ ପରିବର୍ତ୍ତନ କରିନାହିଁ । ଏଣିକି ସାରା ଦେଶରେ ପ୍ରତି ମାସରେ ୯୦ରୁ ୯୫ ହଜାର ଜିନମ ସିକ୍ବେନ୍ସିଂ କରାଯିବ । କଟକ, ଯାଜପୁର ଓ ଜଗତସିଂହପୁର ଜିଲ୍ଲାରେ ପଜିଟିଭି ହାର ବଢୁଛି । ତେବେ ଲୋକମାନେ ସଚେତନ ହେବାର ଆବଶ୍ୟକତା ରହିଛି ବୋଲି କହିଛନ୍ତି ଆଇଏଲଏସ ନିର୍ଦ୍ଦେଶକ ।
ଭ୍ୟାକ୍ସିନ ନେବା ପରେ କାହିଁକି ଲୋକମାନେ ସଂକ୍ରମିତ ହେଉଛନ୍ତି ସେ ନେଇ ଆଇଏଲଏସ୍ ନିର୍ଦ୍ଦେଶକ ଅଜୟ ପରିଡ଼ା କହିଛନ୍ତି ଯେ, ଏହା ଉପରେ ଆନାଲିସିସ୍ କରିବା ପାଇଁ ଟେକନିକାଲ କମିଟି ଗଠନ କରାଯାଇଛି । ଆଜି ଏହି କମିଟିର ପ୍ରଥମ ବୈଠକ ବସିବାକୁ ଯାଉଛି । ଓଡିଶାରେ ଟିକା ନେବା ପରେ କେତେ ଲୋକଙ୍କର ଡେଥ୍ ହୋଇଛି ତାହାର ତର୍ଜମା ଚାଲିଛି । ଦରକାର ପଡିଲେ ଅନ୍ୟ ଏକ୍ସପର୍ଟ କମିଟିର ସହାୟତା ନେବୁ । ତେବେ ଆଇସିଏମଆର ଡାଟା ଅନୁଯାୟୀ ଦେଶରେ ୦.୦୪ ପ୍ରତିଶତ ପ୍ରଥମ ଡୋଜ ୦.୦୩ ପ୍ରତିଶତ ସେକେଣ୍ଡ ଡୋଜ ନେଇ ସଂକ୍ରମିତ ହେଉଛନ୍ତି । ମାତ୍ର ଆଶ୍ଵସ୍ତିର ବିଷୟ ଏହା ଯେ, ଭ୍ୟାକ୍ସିନେସନ ପରେ ପ୍ରାୟ ୭୫ ଭାଗ ଲୋକଙ୍କୁ ମେଡ଼ିକାଲ ଯିବାକୁ ପଡୁନି।
ଆଇଏଲଏସ୍ ନିର୍ଦ୍ଦେଶକ ଆହୁରି ମଧ୍ୟ କହିଛନ୍ତି ଯେ, ସମଗ୍ର ଦେଶରେ ୬ଟି କେସରେ ଡେଲ୍ଟା ପ୍ଲସ ଭାଇରସ୍ ଡିଟେକ୍ଟ ହୋଇଛି । ଏଥି ମଧ୍ୟରୁ ଝାଡ଼ଖଣ୍ଡ, ପଶ୍ଚିମବଙ୍ଗର ଦୁଇଟି ରହିଥିବା ଜଣା ପଡିଛି । ଲକଡ଼ାଉନ କୋହଳ ହେବା ପରେ ଲୋକମାନେ କଟକଣା ମାନୁ ନାହାନ୍ତି । ଯେଉଁଥିପାଇଁ ସଂକ୍ରମଣ ବଢିବାର ଚାନ୍ସ ରହୁଛି । ତେଣୁ ସମସ୍ତେ ସରକାରଙ୍କ ଗାଇଡଲାଇନକୁ ସଠିକ ଭାବେ ଅନୁପାଳନ କରନ୍ତୁ ।