Sudhir Patra Murder Case - The Sakala

ସ୍ତ୍ରୀ ରଶ୍ମିତା କହିଲେ ସ୍ୱାମୀ ସୁଧୀର ପାତ୍ରଙ୍କ ହତ୍ୟାର କାହାଣୀ, 'ଶାନ୍ତିରେ ବଞ୍ଚିବାକୁ ଦେବୁନି କହିଥିଲେ ବଡ଼ ଯା'
ବ୍ରହ୍ମପୁର: ଜମି ବ୍ୟବସାୟୀ ସୁଧୀର ପାତ୍ର ଅପହରଣ ଓ ହତ୍ୟା ମାମଲା । ସ୍ୱାମୀ ସୁଧୀର ପାତ୍ରଙ୍କ ଅପହରଣ ପରବର୍ତ୍ତୀ ହତ୍ୟାର କାହାଣୀ ଗଣମାଧ୍ୟମ ଆଗରେ ବଖାଣିଛନ୍ତି ପତ୍ନୀ ରଶ୍ମିତା ପାତ୍ର । ସେ କହିଛନ୍ତି କି, ଅପହରଣ ପରେ ୨ କୋଟି ଟଙ୍କା ମାଗିଥିଲେ ଅପହରଣକାରୀ । ହତ୍ୟା ଘଟଣାରେ ବଡ଼ ଯା’ ଓ ତାଙ୍କ ଭାଇଙ୍କ ଗିରଫ ଦାବି କରିଛନ୍ତି ସୁଧୀରଙ୍କ ପତ୍ନୀ ।

ବଡ ଯା' ଓ ତାଙ୍କ ଭାଇ ହିଁ ଇର୍ଷା ପରାୟଣ ହୋଇ ପ୍ରତିଶୋଧ ନେଇଛନ୍ତି ବୋଲି ସୁଧୀରଙ୍କ ସ୍ତ୍ରୀ ଗଣମାଧ୍ୟମ ଆଗରେ କହିଛନ୍ତି । ଅପହରଣ ଘଟଣା ପରଠାରୁ ପୋଲିସ ସହ ଯୋଗାଯୋଗରେ ରହିଥିଲୁ । ହତ୍ୟାକାଣ୍ଡରେ ପରିବାର ଲୋକ ସମ୍ପୃକ୍ତି ଥିବା ପୋଲିସ ସୂଚନା ଦେଇଥିଲା । ଅପହରଣକାରୀଙ୍କ କଲ୍ ନମ୍ବରରୁ ପରିବାରର ଲିଙ୍କ୍ ପାଇଥିଲା ପୋଲିସ । ଝିଆରୀ ୪ମାସ ପୂର୍ବେ ସଂପୃକ୍ତ ନମ୍ବର ସହ ଯୋଗାଯୋଗରେ ଥିଲେ । ଫୋନରେ ଧମକ ଚମକ ଏବଂ ଟଙ୍କା ମାଗିବା ଭିତରେ ସୁଧୀରଙ୍କୁ ହତ୍ୟା କରାଯାଇଥିବା ରଶ୍ମିତା କହିଛନ୍ତି ।

ତେବେ ହତ୍ୟାକାଣ୍ଡ ପଛରେ ଝିଆରୀ ନିବେଦିତାଙ୍କ ମା ବସୁନ୍ଧରା ଓ ମାମୁଁ ତ୍ରିଲୋଚନ ବିଶେଶ୍ବର ରାୟଙ୍କ ସଂପୃକ୍ତି ଥିବା ସେ ଅଭିଯୋଗ କରିଛନ୍ତି । ସୁଧୀର ସେୟାର ମାର୍କେଟ ଅଢ଼େଇ କୋଟି ଟଙ୍କା ନିବେଶ କରିଥିଲେ । ସେୟାର ମାର୍କେଟରେ ବ୍ୟବସାୟ ବୃଦ୍ଧିକୁ ନେଇ ଈର୍ଷା ପରାୟଣ ହୋଇଥିଲା ସୁଧୀରଙ୍କ ଭାଉଜ । ବଡ଼ ଭାଇଙ୍କ ମୃତ୍ୟୁ ପରେ ଶାନ୍ତିରେ ବଞ୍ଚିବାକୁ ଦେବୁନି ବୋଲି ସୁଧୀରଙ୍କ ଭାଉଜ କହିଥିଲେ। ତେଣୁ ବଡ଼ ଜା' ଓ ତାଙ୍କ ଭାଇଙ୍କୁ ତଦନ୍ତ ପରିସରକୁ ଆଣିବାକୁ ଦାବି କରିଛନ୍ତି ରଶ୍ମିତା । ପୁତୁରା ଓ ଝିଆରୀ ସହ ତାଙ୍କ ମା' ଏବଂ ମାମୁ ଜେଲ ଭିତରେ ରହିଲେ ହିଁ ମୋ ପୁଅ ଝିଅ ସୁରକ୍ଷିତ ରହିବେ । ନଚେତ ସମସ୍ତଙ୍କ ଜୀବନ ବିପଦରେ ଥିବା ରଶ୍ମିତା କହିଛନ୍ତି ।

ପ୍ଲଟ ବ୍ୟବସାୟୀ ସୁଧିର ପାତ୍ର ହତ୍ୟା ଘଟଣା: ଝିଆରୀ ଓ ପୁତୁରା ସମେତ ୪ ଅଭିଯୁକ୍ତଙ୍କୁ ୨୪ ଘଣ୍ଟିଆ ରିମାଣ୍ଡରେ ନେଲା ପୋଲିସ
ବ୍ରହ୍ମପୁର: ପ୍ଲଟ ବ୍ୟବସାୟୀ ସୁଧିର ପାତ୍ର ହତ୍ୟା ଘଟଣା । ଝିଆରୀ ଓ ପୁତୁରା ସମେତ ୪ ଅଭିଯୁକ୍ତଙ୍କୁ ୨୪ ଘଣ୍ଟିଆ ରିମାଣ୍ଡରେ ନେଲା ଗୋପାଳପୁର ପୋଲିସ । ୨୪ ଘଣ୍ଟିଆ ରିମାଣ୍ଡ ଅନୁମତି ଦେଲେ JMFC ରୁରାଲ କୋର୍ଟ । ଆଜି ଅପରାହ୍ନ ୪ଟାରୁ ଆସନ୍ତାକାଲି ୪ଟା ଯାଏଁ ରିମାଣ୍ଡ ଅନୁମତି ଦେଇଛନ୍ତି କୋର୍ଟ । ୪ ଅଭିଯୁକ୍ତଙ୍କ ମଧ୍ୟରେ ଅଛନ୍ତି ସୁଧୀରଙ୍କ ଝିଆରୀ ନିବେଦିତା ଓ ପୁତୁରା ତୁଷାର । କାଳୁଚରଣ ପ୍ରଧାନ ଓ ସୂର୍ଯ୍ୟପ୍ରତାପଙ୍କୁ ବି ରିମାଣ୍ଡରେ ନେଲା ପୋଲିସ । ୨ ଦିନିଆ ରିମାଣ୍ଡ ଆବେଦନ କରିଥିଲା ପୋଲିସ । ୨୪ ଘଣ୍ଟିଆ ରିମାଣ୍ଡ ଅନୁମତି ଦେଇଛନ୍ତି କୋର୍ଟ ।

ସେହିପରି ୫ ଅଭିଯୁକ୍ତଙ୍କୁ ରିମାଣ୍ଡରେ ଆଣି ଗୋପାଳପୁର ପୋଲିସ୍ ସିନ୍ ରିକ୍ରିଏସନ୍ କରିବା ସହ ସେମାନଙ୍କୁ ମୁହାଁମୁହିଁ ଜେରା କରିଥିଲା । ଜେରା ସମୟରେ ପୋଲିସ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସଂଗ୍ରହ କରିଛି। ମାମଲା ସହ ଜଡ଼ିତ ଅନ୍ୟ ଫେରାର ଅଭିଯୁକ୍ତଙ୍କୁ ଧରିବାରେ ଉକ୍ତ ତଥ୍ୟ ସହାୟକ ହେବ ବୋଲି କୁହାଯାଉଛି । ସେମାନଙ୍କୁ ଧରିବା ପରେ ମାମଲା ଅଧିକ ସ୍ପଷ୍ଟ ହେବ ।

ଅନ୍ୟପଟେ ସୁଧୀର ପାତ୍ରଙ୍କ ପୋଷ୍ଟ ମର୍ଟମରୁ ସାମ୍ନାକୁ ଆସିଛି ସାଂଘାତିକ ତଥ୍ୟ । ଅତ୍ୟଧିକ ମାଡ଼ ସହ ଶ୍ବାସରୁଦ୍ଧରୁ ହୋଇଛି ସୁଧୀରଙ୍କ ମୃତ୍ୟୁ । ସୁଧୀରଙ୍କ ମୁଣ୍ଡ ଓ ଛାତିରେ ପ୍ରବଳ ମାଡ଼ ହୋଇଥିଲା । ମାଡ଼ରେ ପିଞ୍ଜରା ହାଡ଼ ଭାଙ୍ଗିଯାଇଥିଲା । ଶ୍ୱାସରୁଦ୍ଧ ସହ ଛାନିଆରେ ସୁଧୀରଙ୍କ ମୃତ୍ୟୁ ଘଟିଥିବା କହିଛନ୍ତି mkcg ର FMT ବିଭାଗର ମୁଖ୍ୟ ପ୍ରଫେସର ଡାକ୍ତର ସୁଦୀପା ଦାଶ ।

ପ୍ଲଟ ବ୍ୟବସାୟୀ ସୁଧୀର ପାତ୍ର ଅପହରଣ ଓ ହତ୍ୟା ଘଟଣା: ମୁଖ୍ୟ ଅଭିଯୁକ୍ତ ଝିଆରୀ ସମେତ ୮ ଗିରଫ
ବ୍ରହ୍ମପୁର: ବ୍ରହ୍ମପୁର ଗୋପାଳପୁରର ଜମି ବ୍ୟବସାୟୀ ସୁଧୀର ପାତ୍ର ହତ୍ୟାକାଣ୍ଡର ପର୍ଦ୍ଦାଫାସ୍ କରିଛି ପୋଲିସ । ସୁଧୀର ପାତ୍ର ହତ୍ୟାକାଣ୍ଡ ମାଷ୍ଟରମାଇଣ୍ଡ ଥିଲା ନିଜ ଝିଆରୀ । ଯେଉଁ ହତ୍ୟାକାଣ୍ଡକୁ ନେଇ ସାରା ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଥିଲା, ତା' ପଛରେ ରହିଥିଲା ସମ୍ପୂର୍ଣ୍ଣ ପାରିବାରିକ ଷଡ଼ଯନ୍ତ୍ର। ହତ୍ୟାକାଣ୍ଡରେ ପୁତୁରା ଓ ଝିଆରୀଙ୍କ ସମେତ ୮ ଜଣଙ୍କୁ ଗିରଫ କରିଛି ପୋଲିସ । ତଦନ୍ତରୁ ଜଣାପଡ଼ିଛି ଯେ, ମୃତକଙ୍କ ଝିଆରୀ ନିବେଦିତା ପାତ୍ର ନିଜ ବୟଫ୍ରେଣ୍ଡ କାଳୁ ପ୍ରଧାନ ସହ ମିଶି ସୁଧୀରଙ୍କୁ ହତ୍ୟା କରିବା ପାଇଁ ପୂରା ପ୍ଲାନିଂ କରିଥିଲା। ଏଥିରେ ନିବେଦିତାଙ୍କ ଭାଇ ତୁଷାର ପାତ୍ର ମଧ୍ୟ ସାମିଲ ଥିଲେ।

ହତ୍ୟା ଘଟଣାରେ ସୁଧୀରଙ୍କ ସମ୍ପର୍କୀୟ ତଥା ସତ୍ୟନାରାୟଣପୁର ଗ୍ରାମର ତୁଷାର କୁମାର ପାତ୍ର ଓ ତୁଷାରଙ୍କ ଭଉଣୀ ନିବେଦିତା ପାତ୍ର, ଆଶିଷ ମହାପାତ୍ର, ଗୋଳାବନ୍ଧର ନାରାୟଣ ପ୍ରଧାନ, ଗାଙ୍ଗପୁର ଥାନା କାଳିଆଗୁଡ଼ ଅଞ୍ଚଳର କାଳୁ ଚରଣ ପ୍ରଧାନ, ହିଂଜିଲିଥାନା ଅଞ୍ଚଳର ଶୁଭମ ନାୟକ, ଶୁଭମ ଗୌଡ଼ ଓ ଜିତୁନ୍ ପଳେଇ ଆଦି ୮ଜଣଙ୍କୁ ପୁଲିସ ଗିରଫ କରିଥିବା ବେଳେ ଏକାଧିକକୁ ଜେରା କରୁଥିବା ଜଣାପଡିଛି । ଗିରଫ ସଂଖ୍ୟା ଆହୁରି ବୃଦ୍ଧି ହେବ ବୋଲି ଜଣାପଡିଛି ।