Hockey Team for Olympics - The Sakala

ଟୋକିଓ ଅଲିମ୍ପିକ୍ସ: ପୁରଷ ହକିରେ ଭାରତର ଦମଦାର ବିଜୟ, ଆୟୋଜକ ଜାପାନକୁ ୫-୩ ଗୋଲରେ ହରାଇଲା ଭାରତ
ଟୋକିଓ: ଟୋକିଓ ଅଲିମ୍ପିକ୍ସର ଅଷ୍ଟମ ଦିନ ଭାରତ ପାଇଁ ଏକ ଭଲ ଦିନ ଥିଲା । ଟୋକିଓ ଅଲିମ୍ପିକ୍ସ ପୁରଷ ହକିରେ ଭାରତର ଦମଦାର ବିଜୟ । ଜାପାନକୁ ୫-୩ ଗୋଲରେ ହରାଇଲା ଭାରତ । ଏହାସହ ଭାରତ ତାର ସମସ୍ତ ପୁଲ ମ୍ୟାଚ ଶେଷ କରିଛି । ପୁଲ ମ୍ୟାଚରେ ଭାରତ ୪ଟି ମ୍ୟାଚରେ ବିଜୟୀ ହୋଇଥିବା ବେଳେ ଗୋଟିଏ ମ୍ୟାଚରେ ପରାଜିତ ହୋଇଛି । ବିଶ୍ବ କ୍ରୀଡ଼ା ମହାକୁମ୍ଭ ‘ଅଲିମ୍ପିକ୍ସ’ର ୮ମ ଦିନରେ ମହିଳା ମୁଷ୍ଟିଯୁଦ୍ଧା ୬୯ କିଲୋ କ୍ବାର୍ଟର ଫାଇନାଲରେ ଚାଇନାର ନିଏନ ଚିନ ଚେନଙ୍କୁ ପରାସ୍ତ କରି ସେମିଫାଇନାଲରେ ଏଣ୍ଟ୍ରି କରିଛନ୍ତି। ମହିଳା ବ୍ୟାଟମିଣ୍ଟନ୍ ଖେଳାଳି ପିଭି ସିନ୍ଧୁ ଟୋକିଓ ଅଲିମ୍ପିକ ସେମିଫାଇନାଲରେ କରିଛନ୍ତି ପ୍ରବେଶ। ଆଜି ମହିଳା ସିଙ୍ଗଲ୍ସରେ ସିନ୍ଧୁ ଆୟୋଜକ ଜାପାନର ଷ୍ଟାର ଖେଳାଳି ଅକାନେ ୟାମାଗୁଚିଙ୍କୁ ସିଧାସଳଖ ୨୧-୧୩ ଓ ୨୨-୨୦ସେଟ୍‌ରେ ହରାଇ ସେମିଫାଇନାଲରେ ସ୍ଥାନ ପାଇଛନ୍ତି। ମହିଳା ହକିରେ ଭାରତ ଆୟର୍ଲାଣ୍ଡକୁ ୧-୦ ରେ ପରାସ୍ତ କରିଛି।

ପୁଲ ଏ ର ଶେଷ ମ୍ୟାଚରେ ଭାରତୀୟ ପୁରୁଷ ହକି ଦଳ ଜାପାନକୁ ୫-୩ ଗୋଲରେ ପରାସ୍ତ କରିଛି। ଏହା ହେଉଛି ଟିମ୍ ଇଣ୍ଡିଆର କ୍ରମାଗତ ତୃତୀୟ ବିଜୟ। ଭାରତୀୟ ଦଳ ଆରମ୍ଭରୁ ଆକ୍ରମଣାତ୍ମକ ଖେଳ ଖେଳିଥିଲା। ଖେଳର ଅର୍ଦ୍ଧ ସମୟରେ ଭାରତ ୨-୧ରେ ଆଗୁଆ ରହିଥିଲା। କିଛି ସମୟ ପରେ ଜାପାନ ୩୧ ମିନିଟରେ ଗୋଲ ସ୍କୋର କରି ସ୍କୋରକୁ ୨-୨ ରେ ପହଞ୍ଚାଇଲା | କିଛି ସମୟ ପରେ ଭାରତ ୩୪ ତମ ମିନିଟରେ ଆଉ ଏକ ଗୋଲ ସ୍କୋର କରି ଜାପାନଠାରୁ ୩-୨ ଅଗ୍ରଣୀ ହାସଲ କଲା | ୫୧ ମିନିଟରେ ନୀଲକାନ୍ତ ଭାରତ ପାଇଁ ଗୋଲ ଦେଇଥିଲେ। ଏହା ସହିତ ଟିମ୍ ଇଣ୍ଡିଆ ଜାପାନଠାରୁ ୪-୨ ଅଗ୍ରଣୀ ହାସଲ କରିଥିଲା | ଏଥି ସହିତ ଗୁରୁଜନ୍ତ ୫୬ ମିନିଟରେ ଗୋଟିଏ ଗୋଲ ସ୍କୋର କରି ଟିମ ଇଣ୍ଡିଆକୁ ୫-୨ ଅଗ୍ରଣୀ କରାଇଥିଲେ। ଏଥି ସହିତ ଖେଳର ୫୯ ମିନିଟରେ ଜାପାନ ଗୋଲ ସ୍କୋର କରିଥିଲା। ଏହି ପୂର୍ଣ୍ଣ ସମୟ ଆସିବା ପରେ ଭାରତ ୫-୩ ମ୍ୟାଚ୍ ଜିତିଲା | ଏହି ବିଜୟ ସହିତ ଟିମ୍ ଇଣ୍ଡିଆ ପୁଲ୍ ଏରେ ଦ୍ୱିତୀୟ ସ୍ଥାନ ଅଧିକାର କରିଛି ଏବଂ ବର୍ତ୍ତମାନ ଅଗଷ୍ଟ ୧ ରେ କ୍ୱାର୍ଟର ଫାଇନାଲରେ ଗ୍ରୁପ୍ ବି’ର ତୃତୀୟ ସ୍ଥାନିତ ଦଳକୁ ଭେଟିବ |

ଅଷ୍ଟ୍ରେଲିଆଠାରୁ ହାରିବା ପରେ ଭାରତୀୟ ଟିମ୍ ସ୍ପେନ୍, ଆର୍ଜେଣ୍ଟିନା ଓ ଆଜି ଜାପାନକୁ ହରାଇଛି। ଆୟୋଜକ ଜାପାନ ଅଲିମ୍ପିକରେ ଏପର୍ଯ୍ୟନ୍ତ ଗୋଟିଏ ବି ମ୍ୟାଚ୍ ଜିତିପାରିନି। ଭାରତୀୟ ଟିମ୍ ଦୁଇଟି ମ୍ୟାଚ୍‌ରେ ଜିତିବାର ଉତ୍ସାହ ଓ ଆତ୍ମବିଶ୍ବାସ ସହିତ ଜାପାନ ବିପକ୍ଷ ମ୍ୟାଚ୍ ଖେଳିବାକୁ ଓହ୍ଲାଇଥିଲା।

ଟୋକିଓ ଅଲିମ୍ପିକ୍ସ ପାଇଁ ଭାରତୀୟ ପୁରୁଷ ହକି ଟିମ୍ ରେ ଓଡ଼ିଶାରୁ ଅମିତ ରୋହିଦାସ ଓ ବୀରେନ୍ଦ୍ର ଲାକ୍ରା
ଟୋକିଓ ଅଲମ୍ପିକ୍ସ ପାଇଁ ଦୁଇ ଜଣ ଓଡ଼ିଆ ଭାରତୀୟ ପୁରୁଷ ହକି ଟିମ ରେ ସ୍ଥାନ ପକ୍କା ପାଇଛନ୍ତି। ଟୋକିଓ ଅଲମ୍ପିକ୍ସ ପାଇଁ ୧୬ ଜଣିଆ ଭାରତୀୟ ପୁରୁଷ ହକି ଦଳରେ ସାମିଲ ହୋଇଛନ୍ତି ଓଡିଶାର ଦୁଇ ହକି ତାରକା ବୀରେନ୍ଦ୍ର ଲାକ୍ରା ଓ ଅମିତ ରୋହିଦାସ । ଏନେଇ ହକି ଇଣ୍ଡିଆ ଘୋଷଣା କରିଛି। ଗତକାଲି ମହିଳା ଦଳରେ ଓଡ଼ିଆ ଖେଳାଳି ଦୀପଗ୍ରେସ ଏକ୍କା ସାମିଲ ହୋଇଥିଲେ । ଏଥର ଟୋକିଓ ଅଲିମ୍ପିକ୍ସ ପାଇଁ ଉଭୟ ପୁରୁଷ ଓ ମହିଳା ହକି ଟିମରେ ସ୍ଥାନ ପାଇଛନ୍ତି ତିନି ଜଣ ଓଡ଼ିଆ ଖେଳାଳି ।

Our 1⃣6⃣ warriors who will fight for the prestigious🥇at #Tokyo2020 🇮🇳

Team India #HaiTayyar 🏑#IndiaKaGame #StrongerTogether #HockeyInvites #WeAreTeamIndia #Hockey pic.twitter.com/Hj2enQcZ1Y

— Hockey India (@TheHockeyIndia) June 18, 2021

୧୬ ଜଣିଆ ଟିମରେ ପି ଶ୍ରୀଜେଶ, ହରମନପ୍ରୀତ ସିଂ, ରୂପିନ୍ଦର ପାଲ, ସୁରେନ୍ଦର କୁମାର, ଅମିତ ରୋହିଦାସ, ବୀରେନ୍ଦ୍ର ଲାକ୍ରା, ହାର୍ଦ୍ଦିକ ସିଂ, ମନପ୍ରୀତ ସିଂ, ବିବେକ ସାଗ. ନୀଳକଣ୍ଠ ଶର୍ମା, ସୁମିତ, ସମଶେର ସିଂ, ଦିଲପ୍ରୀତ୍ ସିଂ, ଗୁରଞ୍ଜତ ସିଂ, ଲଳିତ କୁମାର ଉପାଧ୍ୟାୟ, ମନଦୀପ ସିଂ ସାମିଲ ହୋଇଛନ୍ତି । ଏହି ଖେଳାଳିଙ୍କୁ ନେଇ ଟୋକିଓ ଅଲମ୍ପିକ୍ସକୁ ଓହ୍ଲାଇବ ଭାରତୀୟ ପୁରୁଷ ହକି ଦଳ ।