Swiggy - The Sakala

ଏଣିକି ଘରେ ବସି ଅର୍ଡର କରିପାରିବେ ମଦ: ସ୍ବିଗି, ଜୋମାଟୋ, ବ୍ଲିଙ୍କିଟ୍ ଓ ବିଗ୍ ବାସ୍କେଟରେ ମିଳିବ ମଦ
ନୂଆଦିଲ୍ଲୀ: ଏଣିକି ମଦ କିଣିବା ପାଇଁ ମଦ ଦୋକାନକୁ ଯିବାକୁ ପଡିବ ନାହିଁ। ଆପଣ ଘରେ ବସି ପାଇପାରିବେ ମଦ। ଅନଲାଇନ୍ ଖାଦ୍ୟ ବିତରଣ ପ୍ଲାଟଫର୍ମ ସ୍ବିଗି, ଜୋମାଟୋ, ବ୍ଲିଙ୍କିଟ୍ ଏବଂ ବିଗ୍ ବାସ୍କେଟ୍ ଭଳି ପ୍ଲାଟଫର୍ମ ମଦ ହୋମ ଡେଲିଭରି କରିବେ। ବର୍ତ୍ତମାନ ଆପଣ ଘରେ ବସି କିଛି ମିନିଟରେ ମଦ ଅର୍ଡର କରିପାରିବେ। ତେବେ ଜାଣନ୍ତୁ କେଉଁ ରାଜ୍ୟରେ ଆପଣ ଅନଲାଇନରେ ମଦ ଅର୍ଡର କରିପାରିବେ।

ରିପୋର୍ଟ ଅନୁଯାୟୀ, ଆପଣ ଆସନ୍ତା କିଛି ମାସ ମଧ୍ୟରେ ଦିଲ୍ଲୀ, ହରିୟାଣା, କର୍ଣ୍ଣାଟକ, ପଞ୍ଜାବ, ତାମିଲନାଡୁ, କେରଳ ଏବଂ ଗୋଆ ଭଳି ରାଜ୍ୟରେ ମଦ ଅର୍ଡର କରାଯାଇପାରିବ। ପ୍ରାରମ୍ଭରେ ଆପଣଙ୍କୁ କେବଳ କମ୍ ଆଲକୋହଲ୍ ଯୁକ୍ତ ବିୟର, ମଦ ଏବଂ ଓ୍ଵାଇନ ପରି ପାନୀୟ ବିତରଣ କରାଯିବ। ବର୍ତ୍ତମାନ ପର୍ଯ୍ୟନ୍ତ ଏହି ସମସ୍ତ ପ୍ଲାଟଫର୍ମଗୁଡିକ କେବଳ ଖାଦ୍ୟ ଏବଂ ଘରୋଇ ଜିନିଷ ବିତରଣ ପାଇଁ ବ୍ୟବହୃତ ହେଉଥିଲା। ବର୍ତ୍ତମାନ ଶୀଘ୍ର ଖାଦ୍ୟ ସହିତ ଏହି ପ୍ଲାଟଫର୍ମରେ ମଧ୍ୟ ମଦ ଉପଲବ୍ଧ ହୋଇପାରିବ।

ମିଳିଲା ସ୍ୱିଗି ଡେଲିଭରି ବୟଙ୍କ ସନ୍ଧାନ; ନିଜେ ହିଁ ରଚିଥିଲା ନିଜ ଅପହରଣର ନାଟକ
ଭୁବନେଶ୍ୱର: ମିଳିଲା ସ୍ୱିଗି ଡେଲିଭରି ବୟଙ୍କ ସନ୍ଧାନ । ପ୍ରେମ ପାଇଁ ନିଜେ ହିଁ ରଚିଥିଲା ନିଜ ଅପହରଣର ନାଟକ । ଏପରି କିଛି ଚାଞ୍ଚଲ୍ୟକର ତଥ୍ୟ ମିଳିଛି ରାଜଧାନୀର ଧଉଳି ନିକଟରୁ ଗତ ୧୧ ତାରିଖ ରାତିରେ ନିଖୋଜ ହୋଇଥିବା ସ୍ୱିଗି ଡେଲିଭରି ବୟଙ୍କ ନିକଟରୁ । ଡେଲିଭରି ବୟ ପତିତପାବନ ପୃଷ୍ଟି ଅପହୃତ ହୋଇ ନ ଥିଲା,ବରଂ ନିଜେ ହିଁ ନିଜର ଅପହରଣର ନାଟକ ରଚିଥିଲା । ସିସିଟିଭିରୁ ଧରାପଡିଲା ଅପହରଣର ନାଟକ । ଟ୍ରେନ୍ ଯୋଗେ ରାଜ୍ୟ ବାହାରକୁ ପଳାଇଥିଲା । ରାଜ୍ୟ ବାହାରେ ଅଟକ ରଖିଛି ପୋଲିସ । ତେବେ ଏ ନେଇ ପୋଲିସ ବିସ୍ତୃତ ସୂଚନା ଦେବ ।

ସ୍ବିଗିର ନୂତନ ପ୍ରୟାସ: ଡ୍ରୋନ୍‌ ଯୋଗେ ଘରେ ଘରେ ପହଞ୍ଚାଇବ ଖାଦ୍ୟ
ଭୁବନେଶ୍ୱର: ସ୍ବିଗିର ନୂତନ ପ୍ରୟାସ । ଏଣିକି ଡେଲିଭରି ବୟ ନୁହେଁ ଡ୍ରୋନ୍‌ ଯୋଗେ ଆପଣଙ୍କ ନିକଟରେ ଖାଦ୍ୟ ପହଞ୍ଚାଇବାକୁ ବ୍ୟବସ୍ଥା କରୁଛି ଖାଦ୍ୟ ଯୋଗାଣ ସଂସ୍ଥା ସ୍ବିଗି।ଏନେଇ କମ୍ପାନୀକୁ ଜରୁରିକାଳୀନ ଅନୁମତି ମିଳିଥିବା ବେଳେ ଖୁବ୍‌ଶୀଘ୍ର ଏହାର କାର୍ଯ୍ୟକରିବ ସ୍ବିଗି। ଏହି ବ୍ୟବସ୍ଥା ପାଇଁ ଖାଦ୍ୟ ଡେଲିଭରୀ କମ୍ପାନୀ ସ୍ବିଗି ଏନ୍‌ଆରଏ ଟେକ୍ନୋଲୋଜିଷ୍ଟ କମ୍ପାନୀ ସହ ପାର୍ଟନରସିପ କରିଛି। ତାହା ସହ ଡ୍ରୋନ୍‌ରେ କେବଳ ଖାଦ୍ୟ ନୁହେଁ ମେଡିକାଲର କିଛି ସାମଗ୍ରୀ ମଧ୍ୟ ଯୋଗାଯାଇପାରିବ। ଏନେଇ ସ୍ବିଗିକୁ DGCA ଓ MOCAର ଅନୁମତି ମିଳିସାରିଛି।

ତେବେ ଏହି କାମପାଇଁ ଏନ୍‌ଆରଏର ଦୁଇଟି ଡ୍ରୋନ୍‌ ନିୟୋଜିତ ହୋଇଛି। ଗୋଟିଏ ଡ୍ରୋନ୍‌ ସ୍ବିଗିର ଡେଲିଭରି କାମପାଇଁ ନିୟୋଜିତ ଥିବା ବେଳେ ଅନ୍ୟଟି ମେଡିକାଲ ସରଞ୍ଜାମ ଯୋଗାଇବ। ତେବେ ଡ୍ରୋନ୍‌ରେ ୧କେଜି ଯାଏ ଖାଦ୍ୟ ଯୋଗାଣ ହୋଇପାରିବା ସହ ୩ରୁ ୪ କେଜି ଯାଏ ମେଡିକାଲ ସରଞ୍ଜାମ ଯୋଗାଇ ଦିଆଯାଇପାରିବ ବୋଲି କୁହାଯାଉଛି।