Konark Police Station - The Sakala

ଅଷ୍ଟମ ଶ୍ରେଣୀ ଛାତ୍ରୀକୁ ଦୁଷ୍କର୍ମ ଅଭିଯୋଗ, ଦଶମ ଶ୍ରେଣୀ ଛାତ୍ର ଥାନାରେ ଅଟକ
ପୁରୀ: ଅଷ୍ଟମ ଶ୍ରେଣୀ ଛାତ୍ରୀକୁ ଦୁଷ୍କର୍ମ ଅଭିଯୋଗ । ପୁରୀ ଜିଲ୍ଲା କୋଣାର୍କ ଥାନା ଅଂଚଳରୁ ସାମ୍ନାକୁ ଆସିଛି ଏପରି ଏକ ଖବର । ଅଭିଯୁକ୍ତ ଦଶମ ଶ୍ରେଣୀ ଛାତ୍ର ବୋଲି ଜଣା ପଡିବା ପରେ ପୋଲିସ ତଦନ୍ତ କରିବା ସହ ମାମଲା ରୁଜୁ କରି ଛାତ୍ରକୁ ଅଟକ ରଖିଛି। ଗତ ମାର୍ଚ୍ଚ ୨୫ତାରିଖରେ କୋଣାର୍କ ଥାନା ଅଂଚଳରେ ଦଶମ ଶ୍ରେଣୀ ଛାତ୍ର ଜଣକ ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କୁ ଦୁଷ୍କର୍ମ କରିଥିବା ବେଳେ କୋଣାର୍କ ଥାନାରେ ଅଭିଯୋଗ ହୋଇଥିଲା । ଉଭୟ ଛାତ୍ର ଓ ଛାତ୍ରୀଙ୍କୁ ଡାକ୍ତରୀ ମାଇନା ପାଇଁ ମେଡିକାଲ ପଠାଯାଇଥିବା ବେଳେ କୋଣାର୍କ ପୋଲିସ ଅଧିକ ତଦନ୍ତ ଜାରିରଖିଛି ।