Adipurush - The Sakala

‘ଆଦିପୁରୁଷ’କୁ ନେଇ ଲୋକଙ୍କ ମଧ୍ୟରେ ବଢୁଛି ଅସନ୍ତୋଷ, ଫିଲ୍ମକୁ ବ୍ୟାନ୍‌ କରିବାକୁ ବିଭିନ୍ନ ମହଲରେ ଦାବି
ମୁମ୍ବାଇ: ରିଲିଜ ହେବାର ପ୍ରଥମ ଦିନରୁ ବିବାଦ ଘେରରେ ଫିଲ୍ମ ‘ଆଦିପୁରୁଷ’ । ଫିଲ୍ମ ଦେଖି ହଲରୁ ବାହାରିବା ପରେ କିଛି ଦର୍ଶକ ଉତ୍ସାହିତ ଅଛନ୍ତି ତ ଆଉ କିଏ ରାଗିଛନ୍ତି । ବର୍ତ୍ତମାନ ଏହି ମାମଲା ଶୁକ୍ରବାର ଦିନ କୋର୍ଟରେ ପହଞ୍ଚିଛି। ଫିଲ୍ମ ଉପରେ ପ୍ରତିବନ୍ଧକ ଲଗାଇବାକୁ ଦାବି କରାଯାଇଛି। ଫିଲ୍ମ ବିରୋଧରେ ଦିଲ୍ଲୀ ହାଇକୋର୍ଟରେ ଜନସ୍ୱାର୍ଥ ମାମଲା କଲା ରୁଜୁ କରିଛି ହିନ୍ଦୁ ସେନା । ଭଗବାନ ଶ୍ରରାମ ଓ ଦେଶର ସଂସ୍କୃତିକୁ ପରିହାସ କରାଯାଇଥିବା ଅଭିଯୋଗ ହୋଇଛି । ଭଗବାନ ରାମ ଏବଂ ଆମ ସଂସ୍କୃତିକୁ ଏଥିରେ ଉପହାସ କରାଯାଇଥିବାରୁ ହିନ୍ଦୁମାନଙ୍କ ଭାବାବେଗକୁ ଏହା ଆଘାତ କରିଛି । ହିନ୍ଦୁ ଭଗବାନ ରାମ, ରାବଣ, ସୀତା ଏବଂ ହନୁମାନଙ୍କୁ ନେଇ ପ୍ରସ୍ତୁତ ହୋଇଥିବା ଆପତ୍ତିଜନକ ଦୃଶ୍ୟ ଠିକ୍ ନୁହେଁ ।

ଆବେଦନରେ ଯୁକ୍ତି କରାଯାଇଛି ଯେ ଏହି ଚଳଚ୍ଚିତ୍ରରେ ରାବଣ ଏବଂ ହନୁମାନଙ୍କ ଭଳି ଚରିତ୍ରର ଫଟୋ ଭାରତୀୟ ସଭ୍ୟତା ଏବଂ ସଂସ୍କୃତିର ସମ୍ପୂର୍ଣ୍ଣ ବିପରୀତ ଅଟେ। ବିଶେଷକରି ଏହି ଚଳଚ୍ଚିତ୍ରରେ ରାବଣଙ୍କ ଚରିତ୍ରର ହିନ୍ଦୁ ସମ୍ପ୍ରଦାୟର ଭାବନାକୁ କ୍ଷତି ପହଞ୍ଚାଛି। ରାବଣ ଜଣେ ହିନ୍ଦୁ ବ୍ରାହ୍ମଣ ଥିଲେ ଏବଂ ତାଙ୍କୁ ଭୁଲ୍ ଭାବରେ ଚିତ୍ରଣ କରାଯାଇଛି ।ସିନେମାରେ ‌ଚରିତ୍ରଗୁଡ଼ିକୁ ଯେଭଳି ପ୍ରଦର୍ଶିତ କରାଯାଇଛି ତାହା ରାମାୟଣରେ ବର୍ଣ୍ଣିତ ଚରିତ୍ରର ବିରୋଧାଭାଷ କରୁଥିବା ସାଧାରଣ ଦର୍ଶକମାନେ ଅଭିଯୋଗ କରୁଥିବା ଦେଖାଯାଉଛି ।

ରିଲିଜ ହେଲା ବହୁ ପ୍ରତୀକ୍ଷିତ ଫିଲ୍ମ ‘ଆଦିପୁରୁଷ’ର ଟ୍ରେଲର, ଜୁନ୍ ୧୬ରେ ଆସିବ ପୁରା ଫିଲ୍ମ
ମୁମ୍ବାଇ: ରିଲିଜ୍ ହେଲା ବହୁ ପ୍ରତୀକ୍ଷିତ ଫିଲ୍ମ ’ଆଦିପୁରୁଷ’ର ଟ୍ରେଲର । ‘ରାମାୟଣ’ କାହାଣୀ ଆଧାରିତ ତଥା ସାଉଥ୍ ସୁପରଷ୍ଟାର ପ୍ରଭାସ ଓ ବଲିଉଡ୍ ନାୟିକା କ୍ରିତି ସାନନଙ୍କ ଅଭିନୀତ ଫିଲ୍ମ ‘ଆଦିପୁରୁଷ’ ଏ ବର୍ଷର ବହୁ ପ୍ରତୀକ୍ଷିତ ଫିଲ୍ମ ମଧ୍ୟରୁ ଗୋଟିଏ । ନିର୍ଦ୍ଦେଶକ ଓମ୍‌ ରାଉତ୍‌ଙ୍କ ଏହି ଫିଲ୍ମଟି ଆଗାମୀ ଜୁନ୍‌ ୧୬ ତାରିଖରେ ରିଲିଜ୍‌ ହେବ। ଟ୍ରେଲର ରିଲିଜ ହେବାର କିଛି ଘଣ୍ଟା ମଧ୍ୟରେ ଲକ୍ଷ ଲକ୍ଷ ଲୋକ ଏହାକୁ ଦେଖି ସାରିଲେଣି । ଏପରିକି ଫିଲ୍ମର ଟ୍ରେଲରକୁ ନେଇ ସୋସିଆଲ ମିଡ଼ିଆରେ ଜୋରଦାର ଚର୍ଚ୍ଚା ମଧ୍ୟ ହେଉଛି । ତେବେ ବକ୍ସ ଅଫିସରେ ଏହି ହାଇ ବଜେଟ ଫିଲ୍ମ ରେକର୍ଡ କରିବ ବୋଲି ପ୍ରଶଂସକ ଆଶା ରଖିଛନ୍ତି ।

ଏହି ଫିଲ୍ମରେ ପ୍ରଭାସ ଭଗବାନ ରାମଙ୍କ ଚରିତ୍ରରେ ନଜର ଆସିବେ । ସେହପରି ସୀତାଙ୍କ ରୂପରେ ଦେଖିବାକୁ ମିଳିବେ କ୍ରିତି ସାନନ୍ । ଏହି ଫିଲ୍ମ ହିନ୍ଦୀ ସହ ଆଉ ୪ଟି ଭାଷାରେ ରିଲିଜ୍ ହେବ । ବହୁ ପ୍ରତିକ୍ଷୀତ ଏହି ଫିଲ୍ମର ପ୍ରଥମ ପୋଷ୍ଟର ଗତ ରାମ ନବମୀରେ ରିଲିଜ୍ ହୋଇଥିଲା । ସେହିପରି ଦ୍ୱିତୀୟ ପୋଷ୍ଟର ହନୁମାନ ଜୟନ୍ତୀରେ ରିଲିଜ୍ ହୋଇଥିଲା ।

ବହୁ ପ୍ରତୀକ୍ଷିତ ଫିଲ୍ମ ‘ଆଦିପୁରୁଷ’ର ରିଲିଜ୍ ଉପରେ ରୋକ୍ ଲଗାଇବାକୁ ଦିଲ୍ଲୀ କୋର୍ଟରେ ପିଟିସନ
ନୂଆଦିଲ୍ଲୀ: ସାଉଥ୍‌ ସୁପରଷ୍ଟାର ପ୍ରଭାସଙ୍କ ଅଭିନୀତ ‘ଆଦିପୁରୁଷ’କୁ ନେଇ ବିବାଦ ଥମିବାର ନାଁ ଧରୁନି । ଏବେ ଏହି ଫିଲ୍ମର ରିଲିଜ୍ ଉପରେ ରୋକ୍ ଲଗାଇବାକୁ ଦାବି କରି ଦିଲ୍ଲୀ କୋର୍ଟରେ ପିଟିସନ ଦାୟର କରାଯାଇଛି । ଏହି ଫିଲ୍ମରେ ଭଗବାନ ରାମ ଏବଂ ରାବଣଙ୍କୁ ଯେଉଁଭଳି ଭାବରେ ଚିତ୍ରଣ କରାଯାଇଛି ତାହା ଦର୍ଶକଙ୍କ ହଜମ ହୋଇନାହିଁ । ପିଟିସନରେ ଅଭିଯୋଗ ହୋଇଛି ଯେ ଫିଲ୍ମରେ ଭଗବାନ ରାମ ଏବଂ ହନୁମାନଙ୍କୁ ଚମଡ଼ାର ପୋଷାକ ପରିଧାନ କରିଥିବା ଦେଖିବାକୁ ମିଳୁଛି, ଯାହାକି ହିନ୍ଦୁ ମାନଙ୍କର ଧାର୍ମିକ ଭାବନାକୁ ଆଘାତ ଦେଇଛି । ରାବଣକୁ ମଧ୍ୟ ଭୁଲ ରୂପରେ ପ୍ରଦର୍ଶିତ କରାଯାଇଛି ।

ସୂଚନା ଅନୁଯାୟୀ, ରାମାୟଣ ଉପରେ ଆଧାରିତ ଚଳଚ୍ଚିତ୍ର ନିର୍ମାତା ଓମ ରାଉତଙ୍କ ବିଗ୍ ବଜେଟ୍ ଫିଲ୍ମ ‘ଆଦିପୁରୁଷ’ର ଟିଜର ରିଲିଜ ହେବା ପରଠାରୁ ବିବାଦରେ ଛନ୍ଦି ହୋଇପଡିଛି। ଧାର୍ମିକ ଭାବନାକୁ ଆଘାତ କରୁଥିବା ଅଭିଯୋଗ କରି ଅନେକ ହିନ୍ଦୁ ସଂଗଠନ ଏହି ଚଳଚ୍ଚିତ୍ର ଉପରେ କଟକଣା ଲଗାଇବାକୁ ଦାବି କରିଛନ୍ତି। ଗତ ସପ୍ତାହରେ ‘ଆଦିପୁରୁଷ’ର ଟିଜର ରିଲିଜ୍ ହୋଇଥିଲା।

ଏହି ଫିଲ୍ମରେ ରାକ୍ଷସ ରାଜା ୧୦ ମୁଣ୍ଡ ବିଶିଷ୍ଟ ଲଙ୍କେଶଙ୍କ ଭୂମିକାକୁ ନେଇ ମଧ୍ୟ ଫ୍ୟାନ୍ ମାନେ ଆପତ୍ତି ଉଠାଇଛନ୍ତି । ଲଙ୍କେଶଙ୍କ ଭୂମିକାରେ ସୈଫ୍ ଅଲି ଖାନ ଅଭିନୟ କରିଛନ୍ତି। ଏହାକୁ ‘ରାମାୟଣ’ର ଇସଲାମୀକରଣ ବୋଲି କହି ଅନେକ ଲୋକ ଫିଲ୍ମର ନିର୍ମାତାଙ୍କୁ ସମାଲୋଚନା କରିଛନ୍ତି। ଫିଲ୍ମରେ ହନୁମାନଙ୍କୁ ବିନା ନିଶରେ କେବଳ ଦାଢ଼ି ସହିତ ଚିତ୍ରଣ କରାଯାଇଥିବା ବେଳେ ତାଙ୍କ ଚମଡ଼ା ପୋଷାକ ନେଇ ବିବାଦ ସୃଷ୍ଟି ହୋଇଛି । ସେହିପରି ଭଗବାନ ରାମଙ୍କୁ ନିଶ ସହିତ ପ୍ରଦର୍ଶିତ କରାଯାଇଥିବାରୁ ଏହା ହିନ୍ଦୁ ଦେବଦେବୀଙ୍କ ପ୍ରତି ଅପମାନ ବୋଲି ଅଭିଯୋଗ ହୋଇଛି। ଏହି ସବୁ କାରଣରୁ କିଛି ରାଜନୈତିକ ଦଳ ଏବଂ ଦକ୍ଷିଣପନ୍ଥୀ ଗୋଷ୍ଠୀ ଫିଲ୍ମର ଟିଜରକୁ ସମାଲୋଚନା କରୁଛନ୍ତି । ଫିଲ୍ମ ‘ଆଦିପୁରୁଷ’ରୁ ଯଦି ହିନ୍ଦୁ ଦେବଦେବୀଙ୍କ ବିବାଦୀୟ ଦୃଶ୍ୟ ନ ହଟାଯାଏ, ତେବେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ନିର୍ମାତାମାନଙ୍କୁ ସେମାନେ ଚେତାବନୀ ମଧ୍ୟ ଦେଇଛନ୍ତି ।

ବାହୁବଳି-୨କୁ ଟପିଲା ଆଦିପୁରୁଷ
ସୁପରଷ୍ଟାର ପ୍ରଭାସଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ଆଦିପୁରୁଷ’ ରିଲିଜ୍ ପୂର୍ବରୁ ଚର୍ଚ୍ଚାରେ ରହିଛି। ‘ବାହୁବଳୀ-୨’ ଠାରୁ ‘ଆଦିପୁରୁଷ’ର ବଜେଟ୍ ଅଧିକ ହେବ । କେବଳ ସେତିକି ନୁହେଁ ଭିଜୁଆଲ ଇଫେକ୍ଟସ୍ ମଧ୍ୟ ଏଥିରେ ‘ବାହୁବଳୀ-୨’ ଅପେକ୍ଷା ଅଧିକ ବ୍ୟବହାର କରାଯାଇଛି। ‘ବାହୁବଳୀ-୨’ ରେ ୨୫୦୦ ଭିଜୁଆଲ ଇଫେକ୍ଟସର ସଟ୍ସ ଥିଲା। ହେଲେ ଆଦିପୁରୁଷରେ ମୋଟ୍ ୮୦୦୦ ଭିଜୁଆଲ ଇଫେକ୍ଟସ ସ ରହିବ | ଯାହାକି ବାହୁବଳୀଠାରୁ ତିନିଗୁଣା ଅଧିକ। ‘ଆଦିପୁରୁଷ’ରେ ପ୍ରଭାସ ରାମ ଭୂମିକାରେ ଓ କ୍ରିତି ସାନନ୍ ସୀତା ଭୂମିକାରେ ନଜର ଆସିବେ।

ଏଥିରେ ରାବଣ ଭୂମିକାରେ ନଜର ଆସିବେ ସୈଫ୍ ଅଲ୍ଲୀ ଖାନ୍।

ନିସିଂହ ଲକ୍ଷଣ ଭୂମିକାରେ ଆସିବାକୁ ପ୍ରସ୍ତୁତି ଚଳାଇଛନ୍ତି। ଫିଲ୍ମର ବଜେଟ୍ ୪୦୦ କୋଟି ଟଙ୍କା ଧାର୍ଯ୍ୟ କରାଯାଇଛି। ଏହି ଫିଲ୍ମଟି ଏକାସାଙ୍ଗରେ ଅନେକ ଭାଷାରେ ରିଲିଜ୍ କରାଯିବ । ଏହାର ନିର୍ଦ୍ଦେଶନା ଦାୟିତ୍ବରେ ରହିଛନ୍ତି ଓମ୍ ରାୱତ୍। ମୁମ୍ବାଇରେ ଏହାର ଜୋର୍‌ସୋର୍‌ରେ ସୁଟିଂ ଚାଲିଥିବାବେଳେ ଏଥିରେ ବ୍ରେକ୍ ଲଗାଇଥିଲା କରୋନା ଦ୍ବିତୀୟ ଲହର। ଆଦିପୁରୁଷ ବ୍ୟତୀତ ପ୍ରଭାସ ସାଲାର, ରାଧେଶ୍ୟାମ୍ ଏବଂ ନାଗ ଅଶ୍ବିନୀଙ୍କ ଏକ ଫିଲ୍ମରେ କାମ କରିବ | ନାଗଅଶ୍ବିନ୍‌ଙ୍କ ଫିଲ୍ମରେ ପ୍ରଭାସଙ୍କ ନାୟିକା ସାଜିବେ ଅଭିନେତ୍ରୀ ଦୀପିକା ପାଦ୍ୟୁକୋନ୍। ଉଭୟଙ୍କ ସହିତ ବଲିଉଡ଼ ମହାନାୟକ ଅମିତାଭ ବଚ୍ଚନ ମଧ୍ୟ ନଜର ଆସିବେ ।