Snana Yatra - The Sakala
ଭୁବନେଶ୍ବର: ଆସନ୍ତାକାଲି ମହାପ୍ରଭୁଙ୍କ ସ୍ନାନଯାତ୍ରା। ସ୍ନାନ ମଣ୍ଡପରେ ଦର୍ଶନ ଦେବେ ଶ୍ରୀଜିଉ। ତିନି ଠାକୁରଙ୍କ ଗଜବେଶ ଦେଖିବେ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ। ଶ୍ରୀମନ୍ଦିର ଚାରି ପାର୍ଶ୍ଵ ସହ ସିଂହଦ୍ଵାରରେ ଜମିବ ଭକ୍ତଙ୍କ ଭିଡ଼। ଖାଲି ଯେ ଶ୍ରୀମନ୍ଦିର କିମ୍ବା ଏହାର ଚତୁଃପାର୍ଶ୍ଵରେ ଭିଡ଼ ଜମିବ ତାହା ନୁହେଁ । ସମୁଦ୍ର ବେଳାଭୂମିରେ ବି ଲାଗିବ ପର୍ଯ୍ୟଟକ ତଥା ଯାତ୍ରୀଙ୍କ ଭିଡ଼। ସହରର ବିଭିନ୍ନ ଗଳିକନ୍ଦି ଜାମ୍ ହେବାର ଆକଳନ କରାଯାଇଛି। ତେଣୁ ଏହି ଭିଡ଼ ନିୟନ୍ତ୍ରଣ ପାଇଁ ସ୍ବତନ୍ତ୍ର ପୁଲିସ ବ୍ୟବସ୍ଥା କରାଯାଇଛି।
ଭିଡ଼ ନିୟନ୍ତ୍ରଣ ବ୍ୟବସ୍ଥାକୁ ୫ଟି ଭାଗରେ ବିଭକ୍ତ କରାଯାଇଛି। ଏଥିରେ ୪ ଜଣ କମାଣ୍ଡାଣ୍ଟ୍ ତଥା ଏସ୍‌ପି ଲେବୁଲ ଅଫିସରଙ୍କ ସହ ୧୫ ଜଣ ଡେପୁଟି କମାଣ୍ଡାଣ୍ଟ ତଥା ଅତିରିକ୍ତ ଏସ୍‌ପି, ୩୦ ଜଣ ଆସିଷ୍ଟାଣ୍ଟ୍ କମାଣ୍ଡାଣ୍ଟ୍ ତଥା ଡିଏସ୍‌ପି, ୬୫ ଜଣ ସୁବେଦାର୍ ତଥା ଇନ୍ସପେକ୍ଟର, ୩୨୩ ଜଣ ଏସ୍‌ଆଇ ଓ ଏଏସ୍‌ଆଇ, ୫୧ ଜଣ ହାବିଲ୍‌ଦାର, ୧୨ ଜଣ ଟ୍ରାଫିକ୍ ହାବିଲ୍ଦାର, ୩୬୫ ଜଣ କନଷ୍ଟେବଳ,୫୨ ଜଣ ଟ୍ରାଫିକ୍ କନଷ୍ଟେବଳ, ୫୯୪ ଜଣ ହୋମ୍‌ଗାର୍ଡ ଏବଂ ୬୮ ପ୍ଲାଟୁନ୍ ୧ ସେକ୍ସନ୍ ଫୋର୍ସ ମୁତୟନ ହେବେ।
ଏହି ଅଧିକାରୀ ଓ କର୍ମଚାରୀଙ୍କ ମଧ୍ୟରୁ ଶ୍ରୀମନ୍ଦିର ଭିତରେ ଜଣେ କମାଣ୍ଡାଣ୍ଡ୍ ତଥା ଏସ୍‌ପି, ୬ ଜଣ ଡେପୁଟି କମାଣ୍ଡାଣ୍ଟ୍ ତଥା ଅତିରିକ୍ତ ଏସ୍‌ପି,୧୩ ଜଣ ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ୍ ତଥା ଡିଏସ୍‌, ୨୭ ଜଣ ସୁବେଦାର୍ ତଥା ଇନ୍ସପେକ୍ଟର, ୧୦୫ ଜଣ ଏସ୍‌ଆଇ ଓ ଏଏସ୍ଇ, ୧୨ ଜଣ ହାବିଲ୍ଦାର୍, ୧୨୨ ଜଣ କନଷ୍ଟେବଳ, ୮୪ ଜଣ ହୋମ୍‌ଗାର୍ଡ ଏବଂ ୩୪ ପ୍ଲାଟୁନ୍ ଫୋର୍ସ ଜଗିବେ। ଶ୍ରୀମନ୍ଦିର ବାହାରେ ଭିଡ଼ ନିୟନ୍ତ୍ରଣ ପାଇଁ ୨ ଜଣ କମାଣ୍ଡାଣ୍ଟ୍‌ ତଥା ଏସ୍‌ପି, ୫ ଜଣ ଡେପୁଟି କମାଣ୍ଡାଣ୍ଟ୍ ତଥା ଅତିରିକ୍ତ ଏସ୍‌ ଆଇ, ୮ ଜଣ ଆସିଷ୍ଟାଣ୍ଟ୍ କମାଣ୍ଡାଣ୍ଟ୍ ତଥା ଡିଏସ୍‌, ୨୪ ଜଣ ସୁବେଦାର୍ ତଥା ଇନ୍ସପେକ୍ଟର, ୯୯ ଜଣ ଏସ୍ ଇ ଓ ଏଏସ୍ ଆଇ, ୪୧ ଜଣ କନେଷ୍ଟବଳ, ୬ ଜଣ ଟ୍ରାଫିକ୍ କନଷ୍ଟେବଳ, ୩୪ ଜଣ ହୋମ୍‌ଗାର୍ଡ ଏବଂ ୨୩ ପ୍ଲାଟୁନ୍ ଫୋର୍ସ ମୁତୟନ ହେବେ। ଶ୍ରଦ୍ଧାଳୁ ଓ ଭିଆଇପିଙ୍କ ସୁରକ୍ଷା ପାଇଁ ଜଣେ ଡେପୁଟି କମାଣ୍ଡାଣ୍ଟ୍‌ ତଥା ଅତିରିକ୍ତଏସ୍‌ପି, ୨ ଜଣ ଆସିଷ୍ଟାଣ୍ଡ୍ କମାଣ୍ଡାଣ୍ଡ୍ ତଥା ଡିଏସ୍‌ପି, ୩ ଜଣ ସୁବେଦାର୍ ତଥା ଇନ୍ସପେକ୍ଟର, ୨୧ ଜଣ ଏସଆଇ ଓ ଏଏସ୍ଇ, ୫ ଜଣ ହାବିଲ୍ଦାର, ୫୪ ଜଣ କନଷ୍ଟେବଳ, ୪୦ ଜଣ ହୋମ୍‌ଗାର୍ଡ ଏବଂ ୧ ପ୍ଲାଟୁନ୍ ଫୋର୍ସ ମୁତୟନ କରାଯିବ । ସେହିପରି ଟ୍ରାଫିକ୍ ନିୟନ୍ତ୍ରଣ ପାଇଁ ଜଣେ କମାଣ୍ଡାଣ୍ଟ୍ ତଥା ଏସ୍‌ପି ରାଙ୍କ୍ ଅଧିକାରୀ, ୨ ଡେପୁଟି କମାଣ୍ଡାଣ୍ଟ୍ ତଥା ଅତିରିକ୍ତ ଏସ୍‌, ୬ ଜଣ ଆସିଷ୍ଟାଣ୍ଟ୍ କମାଣ୍ଡାଣ୍ଟ୍ ତଥା ଡିଏସ୍‌, ୧୦ ଜଣ ସୁବେଦାର୍ ତଥା ଇନ୍ସପେକ୍ଟର, ୮୭ ଜଣ ଏସ୍ ଆଇ ଓ ଏଏସ୍ ଆଇ, ୩୪ ଜଣ ହାବିଲ୍ଦାର୍, ୧୨ ଜଣ ଟ୍ରାଫିକ୍ ହାବିଲ୍ଦାର୍, ୧୪୦ ଜଣ କନେଷ୍ଟବଳ, ୪୬ ଜଣ ଟ୍ରାଫିକ୍ କନଷ୍ଟେବଳ, ୪୦୬ ଜଣ ହୋମ୍‌ଗାର୍ଡ, ୮ ପ୍ଲାଟୁନ୍ ୨ ସେକ୍ସନ୍ ଫୋର୍ସ ମୁତୟନ ହେବେ।
ବେଳାଭୂମିରେ ଯାତ୍ରୀଙ୍କ ନିୟନ୍ତ୍ରଣ ପାଇଁ ଜଣେ ଡେପୁଟି କମାଣ୍ଡାଣ୍ଟ୍ ତଥା ଅତିରିକ୍ତ ଏସ୍, ଜଣେ ଆସିଷ୍ଟାଣ୍ଡ୍ କମାଣ୍ଡାଣ୍ଟ୍ ତଥା ଡିଏସ୍‌, ଜଣେ ସୁବେଦାର୍ ତଥା ଇନ୍ସପେକ୍ଟର, ୯ ଜଣ ଏସ୍‌ ଇ ଓ ଏଏସ୍‌ଆଇ, ୮ ଜଣ କନଷ୍ଟେବଳ, ୩୦ ଜଣ ହୋମ୍‌ଗାର୍ଡ ଓ ୧ ପ୍ଲାଟୁନ୍ ଫୋର୍ସ ମୁତୟନ ହେବେ। ଅନ୍ୟାନ୍ୟ ସେବା ପାଇଁ ୨ ଜଣ ଏସ୍‌ଆଇ ଓ ଏଏସ୍‌ଆଇ ଏବଂ ୨ ସେକ୍ସନ୍ ଫୋର୍ସ ମୁତୟନ ହେବେ ବୋଲି ପଲିସ ପକ୍ଷରୁ ସୂଚନା ମିଳିଛି।
ସ୍ନାନବେଦୀରେ ଚତୁର୍ଦ୍ଧାମୂର୍ତ୍ତି: ସୁନା କୂଅର ୧୦୮ ଗରା ସୁବାସିତ ଜଳରେ ସ୍ନାନ କଲେ ଶ୍ରୀଜିଉ
ପୁରୀ: ସ୍ନାନ ମଣ୍ଡପରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ଚତୁର୍ଦ୍ଧାମୂର୍ତ୍ତି। ଦେବସ୍ନାନ ପୂର୍ଣ୍ଣିମା ଆଜି ସମ୍ପୂର୍ଣ୍ଣ ନୀତିବିଧି ସହକାରେ ଅନୁଷ୍ଠିତ ହେଉଛି। ଶ୍ରୀମନ୍ଦିରରୁ ବାହାରି ସ୍ନାନବେଦୀରେ ସୁନା କୂଅର ୧୦୮ ଗରା ସୁବାସିତ ଜଳରେ ସ୍ନାନ କରୁଛନ୍ତି ଶ୍ରୀଜିଉ।
ଏଥିପାଇଁ ବିଳମ୍ବିତ ରାତିରୁ ଆରମ୍ଭ ହୋଇଛି ସ୍ବତନ୍ତ୍ର ନୀତିକାନ୍ତି । ରାତି ୩ଟା ୩୦ରୁ ମଙ୍ଗଳାର୍ପଣ ହୋଇ ୪ଟାରୁ ୬ଟା ମଧ୍ୟରେ ପହଣ୍ଡି କରାଯାଇଥିଲା । ୭ଟାରେ ତଡ଼ପ ଲାଗି କରାଯାଉଥିବା ବେଳେ ୮ଟାରେ ଅବକାଶ ନୀତି ସମ୍ପର୍ଣ୍ଣ  ହୋଇଛ । ପରେ ୯ଟାରେ ସୂର୍ଯ୍ଯ ପୂଜା କରାଯାଇଛି । ୯ଟା ୩୦ରୁ ୧୧ଟା ୩୦ ମଧ୍ୟରେ ଜଳବିଜେ, ପୂଜା ଓ ସ୍ନାନ କାର୍ଯ୍ଯ କରାଯିବ । ୧୨ଟା ୧୫ରେ ମହାପ୍ରଭୁଙ୍କୁ ନୂଆ ଲୁଗା ଲାଗି ବେଶ କରାଯିବ। ୧୨ଟା ୧୫ରୁ ୧୨ଟା ୪୫ ମଧ୍ୟରେ ଛେରା ପହଁରା ପରେ ଗଜାନନ ବେଶରେ ଦର୍ଶନ ଦେବେ ଶ୍ରୀଜିଉ । ସନ୍ଧ୍ୟା ୬ଟାରେ ସାହାଣ ମେଲା ଓ ରାତି ୧୦ଟାରୁ ଗୋଟାଏ ମଧ୍ୟରେ ଅନୁଷ୍ଠିତ ହେବ ବାହୁଡ଼ା ପହଣ୍ଡି । କରୋନା ପାଇଁ ଗତ ଦୁଇବର୍ଷ ସ୍ନାନ ଯାତ୍ରାରୁ ବଞ୍ଚିତ ହୋଇଥିଲେ ଭକ୍ତ । ଚଳିତ ବର୍ଷ ସଂକ୍ରମଣ ହ୍ରାସ ପାଇଥିବାରୁ ଭକ୍ତଙ୍କୁ ସ୍ନାନ ଯାତ୍ରାରେ ସାମିଲ ହେବାକୁ ଅନୁମତି ମିଳିଛି ।
ସ୍ନାନ ମଣ୍ଡପରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ଚତୁର୍ଦ୍ଧାମୂର୍ତ୍ତି
ପୁରୀ: ସ୍ନାନ ମଣ୍ଡପରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ଚତୁର୍ଦ୍ଧାମୂର୍ତ୍ତି । ଆଜି ୧୦୮ ଗରା ସୁବାସିତ ଜଳରେ ସ୍ନାନ କରିବେ ଶ୍ରୀଜିଉ । ଏଥିପାଇଁ ବିଳମ୍ବିତ ରାତିରୁ ଆରମ୍ଭ ହୋଇଛି ସ୍ବତନ୍ତ୍ର ନୀତିକାନ୍ତି । ରାତି ୩ଟା ୩୦ରୁ ମଙ୍ଗଳାର୍ପଣ ହୋଇ ୪ଟାରୁ ୬ଟା ମଧ୍ୟରେ ପହଣ୍ଡି କରାଯାଇଛି । ୭ଟାରେ ତଡ଼ପ ଲାଗି କରାଯାଉଥିବା ବେଳେ ୮ଟାରେ ଅବକାଶ ନୀତି ସମ୍ପର୍ଣ୍ଣ ହେବ । ପରେ ୯ଟାରେ ସୂର୍ଯ୍ଯ ପୂଜା କରାଯିବ । ୯ଟା ୩୦ରୁ ୧୧ଟା ୩୦ ମଧ୍ୟରେ ଜଳବିଜେ, ପୂଜା ଓ ସ୍ନାନ କାର୍ଯ୍ଯ କରାଯିବ । ୧୨ଟା ୧୫ରେ ମହାପ୍ରଭୁଙ୍କୁ ନୂଆ ଲୁଗା ଲାଗି ବେଶ କରାଯିବ । ୧୨ଟା ୧୫ରୁ ୧୨ଟା ୪୫ ମଧ୍ୟରେ ଛେରା ପହଁରା ପରେ ଗଜାନନ ବେଶରେ ଦର୍ଶନ ଦେବେ ଶ୍ରୀଜିଉ । ସନ୍ଧ୍ୟା ୬ଟାରେ ସାହାଣ ମେଲା ଓ ରାତି ୧୦ଟାରୁ ଗୋଟାଏ ମଧ୍ୟରେ ଅନୁଷ୍ଠିତ ହେବ ବାହୁଡ଼ା ପହଣ୍ଡି । କରୋନା ପାଇଁ ଗତ ଦୁଇବର୍ଷ ସ୍ନାନ ଯାତ୍ରାରୁ ବଞ୍ଚିତ ହୋଇଥିଲେ ଭକ୍ତ । ଚଳିତ ବର୍ଷ ସଂକ୍ରମଣ ହ୍ରାସ ପାଇଥିବାରୁ ଭକ୍ତଙ୍କୁ ସ୍ନାନ ଯାତ୍ରାରେ ସାମିଲ ହେବାକୁ ଅନୁମତି ମିଳିଛି ।
ଶୃଙ୍ଖଳିତ ଦର୍ଶନ ପାଇଁ ବିଶେଷ ବ୍ୟବସ୍ଥା କରାଯାଇଛି । ଶ୍ରୀମନ୍ଦିର ସହ ପୁରୀରେ ୫ସ୍ତରୀୟ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି । ୩ କମାଣ୍ଡାଣ୍ଟ, ୧୧ ଜଣ ଅତିରିକ୍ତ ଏସ୍ପି, ୨୧ଜଣ ଡିଏସପି ମୁତୟନ ହୋଇଛନ୍ତି। ୫୦ରୁ ଅଧିକ ଇନ୍ସପେକ୍ଟର,୨ ଶହରୁ ଅଧିକ ଏଏସଆଇ ଓ ଏସଆଇ ମଧ୍ୟ ରହିଛନ୍ତି । ୧ହଜାର କନେଷ୍ଟବଳ ଓ ହୋମ ଗାଡର୍ ସହ ୫୨ ପ୍ଲାଟୁନ୍ ଫୋର୍ସ ରହିଛନ୍ତି ।
ରାତି ପାହିଲେ ପବିତ୍ର ଦେବସ୍ନାନ ପୂର୍ଣ୍ଣିମା, ଭୋର ୪ଟାରୁ ସକାଳ ୬ଟା ମଧ୍ୟରେ ସ୍ନାନବେଦୀକୁ ବିଜେ କରିବେ ଚତୁର୍ଦ୍ଧାମୂରତି
ପୁରୀ : ରାତି ପାହିଲେ ପବିତ୍ର ଦେବସ୍ନାନ ପୂର୍ଣ୍ଣିମା । ଦୁଇବର୍ଷ ପରେ ଭକ୍ତଙ୍କ ଗହଣରେ ଅନୁଷ୍ଠିତ ହେବ ବିଶ୍ବପ୍ରସିଦ୍ଧ ଘୋଷଯାତ୍ରାର ଆଦ୍ୟପର୍ବ ମହାପ୍ରଭୁଙ୍କ ସ୍ନାନଯାତ୍ରା। ରତ୍ନବେଦୀରୁ ସ୍ନାନବେଦୀକୁ ଓହ୍ଲାଇ ଆସି ୧୦୮ ଗରା ସୁବାସିତ ଜଳରେ ସ୍ନାନ କରିବେ ଚତୁର୍ଦ୍ଧାମୂରତି। ସ୍ନାନବେଦୀରେ ଚାରି ଠାକୁରଙ୍କ ଦେବସ୍ନାନ ଦେଖିବା ସହ ମହାପ୍ରଭୁଙ୍କ ଗଜବେଶକୁ ସିଧାସଳଖ ଦର୍ଶନ କରିବେ ଭକ୍ତ । ଦୀର୍ଘ ୨ ବର୍ଷ ପରେ ସ୍ନାନଯାତ୍ରା ଦେଖିବାକୁ ସୁଯୋଗ ପାଉଥିବାରୁ ଆଜି ରାତିରୁ ପୁରୀରେ ଭକ୍ତ ସମାଗମ ହେଲାଣି। ଆସନ୍ତାକାଲି ଲକ୍ଷାଧିକ ଭକ୍ତଙ୍କ ସମାଗମ ହେବ। ଲକ୍ଷାଧିକ ଭକ୍ତଙ୍କ ସମାବେଶକୁ ନଜରରେ ରଖି ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । କିଭଳି ଶୃଙ୍ଖଳିତ ଭାବେ ଭକ୍ତମାନେ ଦର୍ଶନ କରିପାରିବେ ଏହାକୁ ନେଇ ପୁଲିସ ଓ ପ୍ରଶାସନ ପକ୍ଷରୁ ବ୍ୟବସ୍ଥା କରାଯାଇଛି।
ଆସନ୍ତା କାଲି ଭୋର୍ ୪ଟାରୁ ୬ ମଧ୍ୟରେ ଶେଷ ହେବ ଶ୍ରୀବିଗ୍ରହମାନଙ୍କ ପହଣ୍ଡି । ସକାଳ ୯ଟାରୁ ୩୦ରୁ ୧୧ଟା ୩୦ ମଧ୍ୟରେ ଜଳବିଜେ, ସ୍ନାନନୀତି । ଦିନ ୧୨ଟା ୧୫ରେ ଛେରା ପହଁରା । ଦିନ ୧୨ଟା ୩୦ରୁ ୨ଟା ୩୦ ମଧ୍ୟରେ ମହାପ୍ରଭୁଙ୍କ ଗଜାନନ ବେଶ କରାଯିବ । ସାହାଣମେଲା ଦର୍ଶନ ସଂଖ୍ୟା ୬ଟାର ରାତି ୯ଟା ୩୦ ପର୍ଯ୍ୟନ୍ତ ଚାଲିବ । ରାତି ୧୦ଟାରୁ ବାହୁଡ଼ା ପହଣ୍ଡି ଅନୁଷ୍ଠିତ ହେବ।
ଦୁଇ ବର୍ଷ ପରେ ଶ୍ରଦ୍ଧାଳୁମାନେ ସ୍ନାନଯାତ୍ରା ଦେଖିବାକୁ ସୁଯୋଗ ପାଉଥିବାରୁ ସମସ୍ତଙ୍କ ମନରେ ଉତ୍କଣ୍ଠା ବୃଦ୍ଧି ପାଇଛି। ମନ୍ଦିର ବାହାରେ ପ୍ରବଳ ଜନସମାଗମକୁ ଦୃଷ୍ଟିରେ ରଖି ଜିକ୍‌ଜାକ୍‌ ବ୍ୟାରିକେଡ୍‌ ବ୍ୟବସ୍ଥା କରାଯାଇଛି। ପଞ୍ଚସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ୫୨ ପ୍ଲାଟୁନ୍‌ ପୁଲିସ୍‌ ଫୋର୍ସ ସହ ୩ କମାଣ୍ଡାଣ୍ଟ, ୧୧ ଅତିରିକ୍ତ ଏସ୍‌ପି, ୨୧ ଡିଏସ୍‌ପି, ୫୦ ଇନ୍ସପେକ୍ଟର, ୨୭୦ ସବ୍‌ ଇନ୍ସପେକ୍ଟର, ୧୦୦୦ କନଷ୍ଟେବଳ ଓ ହୋମ୍‌ଗାର୍ଡ ମୁତୟନ ହେବେ। ଶ୍ରୀମନ୍ଦିର ସହ ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ୪୦ରୁ ଊର୍ଦ୍ଧ୍ୱ ସିସିଟିଭି ଖଞ୍ଜା ଯାଇଛି। ୫ ପ୍ଲାଟୁନ୍‌ ପୁଲିସ୍‌ ମୁତୟନ କରାଯାଇଛି। ତିନୋଟି ଫେଜରେ ବ୍ୟାରିକେଡ ବ୍ୟବସ୍ଥା, ପହଣ୍ଡି ସମୟରେ ପାରିମାଣିକ ଟିକେଟ ଧାରୀଙ୍କ ପାଇଁ ଦର୍ଶନ ବ୍ୟବସ୍ଥା କରାଯାଇଛି। ଜିକଜାକ ବ୍ୟାରିକେଡ଼ରେ ସ୍ନାନ ମଣ୍ଡପ ପାଖରେ ଦର୍ଶନ କରିବେ।
ସ୍ନାନଯାତ୍ରା ପାଇଁ ନୀତିନିର୍ଘଣ୍ଟ
ରାତି ୩ଟା ୩୦: ମଙ୍ଗଳାର୍ପଣ
ଭୋର ୪ଟାରୁ ସକାଳ ୬ଟା: ଧାଡ଼ି ପହଣ୍ଡିରେ ସ୍ନାନବେଦୀକୁ ବିଜେ କରିବେ ଚାରିଠାକୁର
୬ଟା ପରେ: ମଙ୍ଗଳଆଳତି, ମଇଲମ
ସକାଳ ୯ଟା ୩୦ରୁ ସାଢ଼େ ୧୧ଟା: ସ୍ନାନନୀତି
ସୁନା ଗୋସେଇଁଙ୍କ ଦ୍ୱାରା ସୁନାକୂଅରୁ ସୁୁବାସିତ ଜଳ ଆଣିବେ ଗରାବଡୁ ସେବାୟତ
ପଞ୍ଚଉପଚାର ବିଧିରେ ମେକାପଙ୍କ ସହାୟତରେ ଜଳଲାଗି କରାଯିବ
ମଧ୍ୟାହ୍ଣ ୧୨ଟା ୧୫ରୁ ୧୨ଟା ୪୫: ମହାପ୍ରଭୁଙ୍କ ଛେରାପହଁରା ନୀତି
୧୨ଟା ୪୫ରୁ ସାଢ଼େ ୨ଟା: ଶ୍ରୀଜିଉଙ୍କ ହାତୀବେଶ
୩ ଘଣ୍ଟା ପର୍ଯ୍ୟନ୍ତ ହାତୀବେଶ ଦର୍ଶନ କରିବେ ଶ୍ରଦ୍ଧାଳୁ
ସ୍ନାନଯାତ୍ରା ପାଇଁ ୫ ଥାକିଆ ସୁରକ୍ଷା ବ୍ୟବସ୍ଥା, ନିୟୋଜିତ ହେବେ ୫୨ପ୍ଲାଟୁନ ପୁଲିସ ଫୋର୍ସ ସହ ବହୁ ବରିଷ୍ଠ ଅଫିସର
ପୁରୀ: ଆସନ୍ତା ମଙ୍ଗଳବାର ସ୍ନାନପୂର୍ଣ୍ଣିମା। ଦୁଇବର୍ଷ ପରେ ଭକ୍ତଙ୍କ ଗହଣରେ ସ୍ନାନ ନୀତି ଅନୁଷ୍ଠିତ ହେଉଥିବାରୁ ଏବେ ଉତ୍ସବମୁଖର ଶ୍ରୀକ୍ଷେତ୍ର। ପ୍ରବଳ ଭକ୍ତଙ୍କ ସମାଗମ ସମ୍ଭାବନା ଥିବାରୁ ସୁରକ୍ଷା ଏବଂ ଦର୍ଶନ ବ୍ୟବସ୍ଥା ନେଇ ପ୍ରଶାସନିକ ପ୍ରସ୍ତୁତି ଶେଷ ପର୍ଯ୍ଯାୟରେ ପହଞ୍ଚିଛି। ମାର୍କେଟ୍‍ ଛକରୁ କରାଯାଇଛି ବ୍ୟାରିକେଡ୍‍।  ସ୍ନାନପୂର୍ଣ୍ଣିମା ଲାଗି ସୋମବାର ପୁଲିସ ଟ୍ରାଫିକ୍‍ କଟକଣା ଚୂଡ଼ାନ୍ତ କରିଛି। ପହଣ୍ଡି ସମୟରେ ପାରିମାଣିକ ଟିକେଟ ଧାରୀଙ୍କ ପାଇଁ ବ୍ୟବସ୍ଥା କରାଯାଇଛି। ମନ୍ଦିର ବାହାରେ ପ୍ରବଳ ଜନସମାଗମକୁ ଦୃଷ୍ଟିରେ ରଖି ଜିକ୍ ଜାକ୍ ବ୍ୟାରିକେଡ଼ ବ୍ୟବସ୍ଥା କରାଯାଇଛି।
ସ୍ନାନଯାତ୍ରାକୁ ଦୃଷ୍ଟିରେ ରଖି ପଞ୍ଚସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ୫୨ପ୍ଲାଟୁନ ପୁଲିସ ଫୋର୍ସ ସହ ୩ କମାଣ୍ଡାଣ୍ଟ, ୧୧ ଅତିରିକ୍ତ ଏସପି, ୨୧ ଡିଏସପି, ୫୦ ଇନ୍ସପେକ୍ଟର, ୨୭୦ ସବ ଇନ୍ସପେକ୍ଟର, ୧ହଜାର କନଷ୍ଟେବଳ ମୁତୟନ ହେବେ। ଶ୍ରୀମନ୍ଦିର ସହ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ମାନଙ୍କରେ ୪୦ରୁ ଅଧିକ ସିସିଟିଭି ସ୍ଥାପନ ପାଇଁ ନିଷ୍ପତ୍ତି ହୋଇଛି । ଏନେଇ ପୁଲିସ ଏଡିଜି ଆଇନ ଶୃଙ୍ଖଳା ଆର.କେ ଶର୍ମାଙ୍କ ସୂଚନା ଦେଇଛନ୍ତି।
ଶ୍ରୀଜୀଉଙ୍କ ସ୍ନାନଯାତ୍ରା : ଭୋରୁ ପହଣ୍ଡି କରାଯାଇ ସେହି ଦିନଠାରୁ ଅଣସର ନୀତି ଆରମ୍ଭ କରିବାକୁ ବୈଠକରେ ଆଲୋଚନା
ପୁରୀ: ଆସନ୍ତା ଜୁନ୍ ୨୪ତାରିଖରେ ମହାପ୍ରଭୁଙ୍କ ପ୍ରସିଦ୍ଧ ଦେବସ୍ନାନ ପୂର୍ଣ୍ଣିମା । କରୋନା କଟକଣା ମଧ୍ୟରେ ଦେବସ୍ନାନ ପୂର୍ଣ୍ଣିମା କିପରି ହେବ ଏ ନେଇ ଆଜି ଶ୍ରୀମନ୍ଦିର ପ୍ରଶାସନ ଓ ଦଇତାପତି ନିଯୋଗ ମଧ୍ୟରେ ବୈଠକ ବସିଥିଲା । ଶୃଙ୍ଖଳିତ ଭାବେ ସ୍ନାନଯାତ୍ରା କରିବା ସହ ସ୍ନାନଯାତ୍ରା ଦିନ ଭୋରୁ ଶୀଘ୍ର ପହଣ୍ଡି କରାଯାଇ ସେହି ଦିନଠାରୁ ଅଣସର ନୀତି ଆରମ୍ଭ କରିବାକୁ ବୈଠକରେ ହୋଇଛି ଆଲୋଚନା। ତେବେ ୨ରୁ ୩ଦିନ ଭିତରେ ଛତିଶା ନିଯୋଗ ବୈଠକ କରାଯାଇ ଦେବସ୍ନାନ ପୂର୍ଣ୍ଣମୀ ନେଇ ଚୂଡାନ୍ତ ନୀତି ନିର୍ଘଣ୍ଟ ପ୍ରସ୍ତୁତି ହେବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସୂଚନା ଦେଇଛନ୍ତି।
ଅନ୍ୟପଟେ ରଥଯାତ୍ରା ପାଇଁ ତିନି ରଥର ନିର୍ମାଣ ପ୍ରକ୍ରିୟା ଜୋରସୋରରେ ଆଗେଇ ଚାଲିଥିବା ବେଳେ ଗତକାଲି ସୁଦ୍ଧା ଦୁଇଟି ଲେଖା ଗୟଳ ମୋଡ଼ାଯାଇ ଚାରି ନାହାକା ଉଠାଯାଇଥିଲା। ଆଜି ତିନି ରଥରେ ବାକି ଥିବା ଗୟଳ ଗୁଡ଼ିକ ମୋଡ଼ାଯିବା ସହ ରଥରେ ଭୂଇଁ ପକାଯିବା ପାଇଁ ମହାରଣା ମାନେ କାର୍ଯ୍ୟ କରୁଥିବା ଜଣାପଡ଼ିଛି। ଆଜି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ସମେତ ଜିଲ୍ଲାପାଳ ରଥ ନିର୍ମାଣ କାର୍ଯ୍ୟ ବୁଲି ଦେଖିଥିବା ବେଳେ ମହାପ୍ରଭୁଙ୍କ କାର୍ଯ୍ୟ ସୁରୁଖୁରୁରେ ସରିବା ପାଇଁ ସମସ୍ତଙ୍କ ସହଯୋଗ କୁ ଧନ୍ୟବାଦ ଜ୍ଞାପନ କରିଛନ୍ତି। ମହାପ୍ରଭୁଙ୍କ ସମସ୍ତ ଯାତ୍ରାକୁ ନେଇ ଧାର୍ଯ୍ୟ ସମୟ ପୂର୍ବରୁ ସମସ୍ତ କାର୍ଯ୍ୟ ସୁରୁଖୁରରେ ସାରିବାକୁ ଲକ୍ଷ କରାଯାଏ।