Raja Sahni - The Sakala

ଋଷିକେଶରୁ ଗିରଫ ହେଲା ଚୌଦ୍ବାର ଜେଲରୁ ଚମ୍ପଟ ମାରିଥିବା ହାର୍ଡକୋର ଅପରାଧୀ ରାଜା ସାହାଣୀ
କଟକ: ଗିରଫ ହେଲା ଚୌଦ୍ବାର ଜେଲରୁ ଫେରାର୍‌ ଦ୍ବିତୀୟ କଏଦୀ ରାଜା ସାହାଣୀ । ଦୀର୍ଘ ୬ ମାସ ପରେ ଉତ୍ତରାଖଣ୍ତର ଋଷିକେଶରୁ ରାଜାକୁ ଗିରଫ କଲା କମିଶନରେଟ୍ ପୋଲିସର ସ୍ବତନ୍ତ୍ର ଟିମ୍ । ଆଜି ସନ୍ଧ୍ୟା ସୁଦ୍ଧା ଓଡିଶାରେ ପହଂଚିବ ରାଜା । ସ୍ବାସ୍ଥ୍ୟ ପରୀକ୍ଷା ପରେ କୋର୍ଟରେ ହାଜର କରାଯିବ । ଏହାପରେ କିଛି ଦିନ ପାଇଁ ରିମାଣ୍ଡରେ ନେବାକୁ ଅନୁମତି ମାଗିପାରି ପୋଲିସ । ଦଶହରାରେ ମଧୁକାନ୍ତ ଓ ରାଜା ଚୌଦ୍ବାର ଜେଲ ପାଚେରୀ ଡେଇଁ ଫେରାର୍ ହୋଇଯାଇଥିଲେ । ଅଭୟ ଫେରାର୍‌ ହେବା ପରେ ପ୍ରଥମ କଏଦୀ ମଧୁକାନ୍ତ ରାଣାକୁ  ବୃନ୍ଦାବନରୁ ଗିରଫ କରିଥିଲା ପୋଲିସ ।

ଏହି ଦୁଇ ଅପରାଧୀ ମଧୁକାନ୍ତ ରାଣା ଓ ରାଜା ସାହାଣୀ ବିହାର ଅଞ୍ଚଳର । ଗତବର୍ଷ ଅକ୍ଟୋବରରେ ସେଲର ଲୁହାରଡ କାଟି, କମ୍ବଳକୁ ଦଉଡ଼ି ଭାବେ ବ୍ୟବହାର କରି ଜେଲର ଚାରିକାନ୍ଥ ଡେଇଁ ଫେରାର ହୋଇଥିଲେ । ଗତବର୍ଷ ଜାନୁଆରୀରେ ଯାଜପୁର ଜିଲ୍ଲା ପାଣିକୋଇଲିରେ ଥିବା ପଣ୍ଡା ଅଳଙ୍କାର ଦୋକାନରୁ ଲୁଟ୍ ମାମଲାରେ ଏହି ଦୁଇ ଦୁର୍ଦ୍ଦାନ୍ତ କଏଦୀ ସଂପୃକ୍ତ ଥିଲେ ।